୩୦୫୮ ଖେଳାଳିଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କରିପାରନ୍ତି ଏହି କ୍ରିକେଟର୍
ଲିଡ୍ସ,୨୭।୮: ଇଂଲଣ୍ଡର ଟେଷ୍ଟ ଅଧିନାୟକ ଜୋ ରୁଟ ଏବେ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ୨୦୨୧ରେ ସେ ଏପର୍ଯ୍ୟନ୍ତ ୧୩୯ରୁ ଅଧିକ ଟେଷ୍ଟ ରନ କରିସାରିଲେଣି। ଦୁନିଆର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୭୫୦ ରନ ମାର୍କକୁ ଛୁଇଁ ପାରି ନାହାନ୍ତି।…
ଆଜି ରାଜ୍ୟରୁ ୮୧୬ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ଖସୁନି
ଭୁବନେଶ୍ୱର,୨୭।୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୮୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୪,୮୭୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୪୭୫ ଜଣ ଚିହ୍ନଟ…
ନିନ୍ଦା କଲା ଭାରତ
ନୂଆଦିଲ୍ଲୀ,୨୭।୮: କାବୁଲ ବିମାନବନ୍ଦର ନିକଟରେ ହୋଇଥିବା ମାରାତ୍ମକ ବୋମା ବିସ୍ଫୋରଣକୁ ଭାରତ ଦୃଢ ନିନ୍ଦା କରିଛି। ଭାରତ କହିଛି ଯେ, ଏହି ବିସ୍ଫୋରଣ ପୁଣି ଥରେ ଚେତାଇ ଦେଇଛି ଯେ ଆତଙ୍କବାଦ ବିରୋଧରେ ବିଶ୍ୱ ଏକାଠି ହେବା ଆବଶ୍ୟକ। ଯେଉଁମାନେ ଏହାକୁ…
କଟା ଘା’ରେ ଚୂନ ଲଗାଇଲେ ଇଂଲଣ୍ଡ କ୍ରିକେଟର୍
ଲିଡ୍ସ,୨୭।୮: ଲିଡ୍ସ ଟେଷ୍ଟରେ ଟିମ ଇଣ୍ଡିଆର ପ୍ରଥମ ଇନିଂସ ମାତ୍ର ୭୮ ରନ ସଂଗ୍ରହ କରିଥିଲା। ଏଭଳି ଖରାପ ପ୍ରଦର୍ଶନ ପରେ ନିଶ୍ଚିତ ଭାବେ ପ୍ରଶ୍ନ ଉଠିବା ସ୍ବାଭାବିକ। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଭାରତୀୟ ଦଳର କଟା ଘା’ରେ…
ମୋତେ କରୋନା ହୋଇଛି କହି ୨୫ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ଉପରେ ଛେପ ପକାଇଲେ ଯୁବତୀ, ଆଉ ତା’ ପରେ…
ଆମେରିକାର ଜଣେ ଯୁବତୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମିଳିଛି। କାରଣ ଏହି ଯୁବତୀ ଜଣକ ଏକ ସୁପରମାର୍କେଟ୍ରେ ଛିଙ୍କିବା ସହ ଖାଦ୍ୟ ସାମଗ୍ରୀ ଉପରେ ଛେପ ପକାଇଥିଲେ। ଏହା ପରେ ସେ ଜୋର୍ରେ ପାଟି କରି କହିଥିଲେ ମୋତେ…
‘ଏଥର କ୍ଷମା ନାହିଁ: ଖୋଜିବୁ, ଦଣ୍ଡ ଦେବୁ’
ଓ୍ବାଶିଟନ୍,୨୭।୮: କାବୁଲର ବିମାନବନ୍ଦରରେ ଆଇଏସଆଇଏସ ଦ୍ୱାରା ହୋଇଥିବା ଆତ୍ମଘାତୀ ଆକ୍ରମଣ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବାଇଡେନ କହିଛନ୍ତି, ‘ଆମେ କ୍ଷମା କରିବୁ ନାହିଁ। ଆମେ ଭୁଲି ପାରିବୁ ନାହିଁ। ଆମେ ଖୋଜିକି (ଆତଙ୍କବାଦୀ)…
ଯୁକ୍ତ ୨ ପାଠ୍ୟକ୍ରମ ୩୦ ପ୍ରତିଶତ ହ୍ରାସ
ଭୁବନେଶ୍ୱର,୨୭ା୮(ବ୍ୟୁରୋ):କରୋନା ମହାମାରୀ ଯୋଗୁ ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ତେଣୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଯୁକ୍ତ ୨ ପାଠ୍ୟକ୍ରମ (ସିଲାବସ୍)ରେ ୩୦ ପ୍ରତିଶତ ହ୍ରାସ କରାଯିବ। ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନେ ୭୦ ପ୍ରତିଶତ ସିଲାବସ୍ର…
ହାଇଆଲର୍ଟରେ କାବୁଲ ବିମାନ ବନ୍ଦର: ୪୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
ଓ୍ବାଶିଂଟନ,୨୭।୮: ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନ ବନ୍ଦରଠାରେ ଗୁରୁବାର ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଆମେରିକାର ୪ ମେରାଇନ ଯବାନ ଅଛନ୍ତି। ବିସ୍ଫୋରଣ ପରେ ବିମାନ ବନ୍ଦରର ସମସ୍ତ ଫାଟକ ବନ୍ଦ କରି ଦିଆଯାଇଛି।…
ସାମ୍ନାକୁ ଆସିଲା ମହା ଦୁର୍ନୀତି: ବଦଳେଇ ଦେଲେ ଜଳାଶୟ କିସମ
ଢେଙ୍କାନାଳ ଅଫିସ,୨୭।୮: ଢେଙ୍କାନାଳ ସଦର ତହସିଲରେ ବେଆଇନ ଭାବେ ବଦଳାଯାଇଛି ଜମି କିସମ। ଜମି ଦଲାଲମାନେ କାର୍ଯ୍ୟାଳୟର କେତେଜଣ କର୍ମଚାରୀଙ୍କୁ ହାତ କରି ଏକ ଜଳାଶୟକୁ ଶାରଦ କିସମରେ ପରିବର୍ତ୍ତନ କରି ବିକ୍ରି କରିବାକୁ ମସୁଧା ହୋଇଛି। ଗତବର୍ଷ ଏପ୍ରିଲ ୨୭ରୁ…
କ୍ରିକେଟ୍ର ଭଗବାନଙ୍କୁ ପଛରେ ଛାଡ଼ିଲେ ରୁଟ୍
ଲିଡ୍ସ ,୨୭।୮: ଭାରତ ବିପକ୍ଷ ତୃତୀୟ ତଥା ଲିଡ୍ସ ଟେଷ୍ଟରେ ୧୨୧ ରନ୍ର ଶତକୀୟ ପାଳି ଖେଳିଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨୩ ତମ ଶତକ। ଏଥି ସହିତ ଭାରତ ଓ ଇଂଲଣ୍ଡ ମଧ୍ୟରେ…
୧୨ ବର୍ଷ ବୟସରେ ପ୍ରଥମ ଶତକ ହାସଲ ମାରିଥିଲେ କ୍ରିକେଟର୍ ଯାଦୁଗର
ସାର୍ ଡନ୍ ବ୍ରାଡ୍ମ୍ୟାନ୍ କ୍ରିକେଟର ଏକ ପରିଚିତ ନାମ। ୧୯୦୮, ଅଗଷ୍ଟ ୨୭ରେ ଅଷ୍ଟ୍ରେଲିଆରେ ଜନ୍ମିତ ଏହି ମହାନ୍ କ୍ରିକେଟର ୧୯୨୮ରେ ବ୍ରିସ୍ବେନ୍ରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୨୦ ବର୍ଷ ଲମ୍ବା କ୍ରିକେଟ କ୍ୟାରିୟରେ ସେ…
ବନ୍ଦ ହେଲା ୟାହୁର ନ୍ୟୁଜ ୱେବସାଇଟ୍
ନୂଆଦିଲ୍ଲୀ,୨୬।୮: ଭାରତରେ ୟାହୁ ତା’ର ନ୍ୟୁଜ ୱେବସାଇଟ୍ ଗୁରୁବାର ବନ୍ଦ କରିଦେଇଛି। ଏଗୁଡ଼ିକ ମଧ୍ୟରେ ୟାହୁ ନ୍ୟୁଜ, ୟାହୁ କ୍ରିକେଟ ଫାଇନାନ୍ସ, ଏଣ୍ଟରଟେନମେଣ୍ଟ ଓ ମେକର୍ସ ଇଣ୍ଡିଆ ରହିଛି । କିନ୍ତୁ ୟାହୁ ଇ-ମେଲ ଓ ସର୍ଚ୍ଚ ସେବା ପୂର୍ବ ଭଳି…
Archives


