Home Left

ଯୁକ୍ତ ୨ ପାଠ୍ୟକ୍ରମ ୩୦ ପ୍ରତିଶତ ହ୍ରାସ

ଭୁବନେଶ୍ୱର,୨୭ା୮(ବ୍ୟୁରୋ):କରୋନା ମହାମାରୀ ଯୋଗୁ ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ତେଣୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଯୁକ୍ତ ୨ ପାଠ୍ୟକ୍ରମ (ସିଲାବସ୍‌)ରେ ୩୦ ପ୍ରତିଶତ ହ୍ରାସ କରାଯିବ। ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ପିଲାମାନେ ୭୦ ପ୍ରତିଶତ ସିଲାବସ୍‌ର…

ହାଇଆଲର୍ଟରେ କାବୁଲ ବିମାନ ବନ୍ଦର: ୪୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଓ୍ବାଶିଂଟନ,୨୭।୮: ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନ ବନ୍ଦରଠାରେ ଗୁରୁବାର ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଆମେରିକାର ୪ ମେରାଇନ ଯବାନ ଅଛନ୍ତି। ବିସ୍ଫୋରଣ ପରେ ବିମାନ ବନ୍ଦରର ସମସ୍ତ ଫାଟକ ବନ୍ଦ କରି ଦିଆଯାଇଛି।…

ସାମ୍ନାକୁ ଆସିଲା ମହା ଦୁର୍ନୀତି: ବଦଳେଇ ଦେଲେ ଜଳାଶୟ କିସମ

ଢେଙ୍କାନାଳ ଅଫିସ,୨୭।୮: ଢେଙ୍କାନାଳ ସଦର ତହସିଲରେ ବେଆଇନ ଭାବେ ବଦଳାଯାଇଛି ଜମି କିସମ। ଜମି ଦଲାଲମାନେ କାର୍ଯ୍ୟାଳୟର କେତେଜଣ କର୍ମଚାରୀଙ୍କୁ ହାତ କରି ଏକ ଜଳାଶୟକୁ ଶାରଦ କିସମରେ ପରିବର୍ତ୍ତନ କରି ବିକ୍ରି କରିବାକୁ ମସୁଧା ହୋଇଛି। ଗତବର୍ଷ ଏପ୍ରିଲ ୨୭ରୁ…

କ୍ରିକେଟ୍‌ର ଭଗବାନଙ୍କୁ ପଛରେ ଛାଡ଼ିଲେ ରୁଟ୍‌

ଲିଡ୍ସ ,୨୭।୮: ଭାରତ ବିପକ୍ଷ ତୃତୀୟ ତଥା ଲିଡ୍ସ ଟେଷ୍ଟରେ ୧୨୧ ରନ୍‌ର ଶତକୀୟ ପାଳି ଖେଳିଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ୨୩ ତମ ଶତକ। ଏଥି ସହିତ ଭାରତ ଓ ଇଂଲଣ୍ଡ ମଧ୍ୟରେ…

୧୨ ବର୍ଷ ବୟସରେ ପ୍ରଥମ ଶତକ ହାସଲ ମାରିଥିଲେ କ୍ରିକେଟର୍‌ ଯାଦୁଗର

ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ କ୍ରିକେଟର ଏକ ପରିଚିତ ନାମ। ୧୯୦୮, ଅଗଷ୍ଟ ୨୭ରେ ଅଷ୍ଟ୍ରେଲିଆରେ ଜନ୍ମିତ ଏହି ମହାନ୍‌ କ୍ରିକେଟର ୧୯୨୮ରେ ବ୍ରିସ୍‌ବେନ୍‌ରେ ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୨୦ ବର୍ଷ ଲମ୍ବା କ୍ରିକେଟ କ୍ୟାରିୟରେ ସେ…

ବନ୍ଦ ହେଲା ୟାହୁର ନ୍ୟୁଜ ୱେବସାଇଟ୍‌

ନୂଆଦିଲ୍ଲୀ,୨୬।୮: ଭାରତରେ ୟାହୁ ତା’ର ନ୍ୟୁଜ ୱେବସାଇଟ୍‌ ଗୁରୁବାର ବନ୍ଦ କରିଦେଇଛି। ଏଗୁଡ଼ିକ ମଧ୍ୟରେ ୟାହୁ ନ୍ୟୁଜ, ୟାହୁ କ୍ରିକେଟ ଫାଇନାନ୍ସ, ଏଣ୍ଟରଟେନମେଣ୍ଟ ଓ ମେକର୍ସ ଇଣ୍ଡିଆ ରହିଛି । କିନ୍ତୁ ୟାହୁ ଇ-ମେଲ ଓ ସର୍ଚ୍ଚ ସେବା ପୂର୍ବ ଭଳି…

୯ ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ,୨୬।୮: ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଗୁରୁବାର ୯ଟି ମାମଲା ରୁଜୁ କରିଛି। ସିବିଆଇର ୪ଟି ସ୍ବତନ୍ତ୍ର ୟୁନିଟ୍‌ ବିଭିନ୍ନ ହିଂସାକାଣ୍ଡ ସ୍ଥଳକୁ ଯାଇ ତଦନ୍ତ କରିଛି। କେତେକ ମାମଲାର ତଦନ୍ତ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର…

ପ୍ରସବ ଭ୍ୟାନ୍‌ରେ ଗର୍ଭବତୀଙ୍କୁ ମାଡ଼

ଫୁଲବାଣୀ ଅଫିସ,୨୬।୮: କନ୍ଧମାଳ ଜିଲାରେ ଆନୁଷ୍ଠାନିକ ପ୍ରସବ ପାଇଁ ଜିଲାପାଳ ଡା.ବୃନ୍ଦା ଡି ପଦକ୍ଷେପ ନେଉଛନ୍ତି। ଘରେ ପ୍ରସବ ନ କରାଇ ଡାକ୍ତରଖାନାରେ କରାଇବା ନିମନ୍ତେ ଗର୍ଭବତୀଙ୍କୁ ନେବା ପାଇଁ ଭ୍ୟାନ ବ୍ୟବସ୍ଥା କରିଛନ୍ତି। ହେଲେ ଜଣେ ଗର୍ଭବତୀଙ୍କୁ ଭ୍ୟାନରେ ମାଡ…

ପଡ଼ିଲା ରୁଟ୍‌ଙ୍କ ଉଇକେଟ

ଲିଡ୍ସ,୨୬।୮: ଶେଷରେ ପ୍ୟାଭିଲିୟନ ଫେରିଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌। ଆଉଟ୍‌ ହେବା ପୂର୍ବରୁ ସେ ୧୨୧ ରନ୍‌ର ଶତକୀୟ ପାଳି ଖେଳିଥିଲେ। ମୋଟ ୧୬୫ ବଲ ଖେଳିଥିବା ରୁଟ୍‌ଙ୍କ ଇନିଂସରେ ଥିଲା ୧୪ଟି ଦର୍ଶନୀୟ ଚୌକା। କ୍ୟାରିୟରର ଶ୍ରେଷ୍ଠ ଫର୍ମରେ…

‘ଯଦି ଆମେ ଆମ ଭିତରେ ଲଢ଼େଇ କରିବା, ତେବେ ଭାଜପା ସହ କେମିତି ଲଢ଼ିବା’

ନୂଆଦିଲ୍ଲୀ,୨୬।୮: ଯଦି ଆମେ ଆମ ଭିତରେ ଲଢ଼େଇ କରିବା, ତେବେ ଭାଜପା ସହ କେମିତି ଲଢ଼ିବା। କଂଗ୍ରେସ ନେତାମାନେ ପ୍ରଥମେ ଆର୍‌ଏସ୍‌ଏସ୍‌ ଓ ଭାଜପା ସହ ଲଢ଼ିବା ଉଚିତ୍‌। ସେମାନଙ୍କ ମଧ୍ୟରେ ଥିବା ମତଭେଦକୁ ପରେ ଦୂର କରିବା। କଂଗ୍ରେସର କିଛି…

ମାହାଙ୍ଗା ଡବଲ ମର୍ଡର ସହ ମନ୍ତ୍ରୀଙ୍କ ଲିଙ୍କ୍‌ର ତଦନ୍ତ ହେବ

ନିଶ୍ଚିନ୍ତକୋଇଲି,୨୬ା୮(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଡର୍ବଲ ମର୍ଡର ଘଟଣା ଗୁରୁବାର ନୂଆ ମୋଡ଼ ନେଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ନେଇ ହୋଇଥିବା ଅଭିଯୋଗର ସାନି ତଦନ୍ତ କରିବାକୁ ମାହାଙ୍ଗା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର ପ୍ରଥମ…

‘ବୟଫ୍ରେଣ୍ଡ୍‌ ସହ ପୀଡ଼ିତାଙ୍କୁ ଜଙ୍ଗଲ ଯିବାର ନ ଥିଲା’

ନୂଆଦିଲ୍ଲୀ,୨୬।୮: କର୍ନାଟକର ମାହୀଶୂରରେ ମଙ୍ଗଳବାର ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ସହ ତାଙ୍କ ବୟଫ୍ରେଣ୍ଡ୍‌ଙ୍କୁ ଆକ୍ରମଣ କରାଯାଇଛି। ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଦଳ ଗଠନ ହେବ ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ବସଭରାଜ ଏସ୍‌ ବୋମାଇ କହିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri