Home Left

ମ୍ୟାଲେରିଆ : କାରଣ, ପ୍ରତିକାର

ମ୍ୟାଲେରିଆ ଜ୍ୱର ‘ମାଈଏନ୍‌ଫିଲିସ ମଶା’ କାମୁଡ଼ିବା ଦ୍ୱାରା ହୋଇଥାଏ। ସର୍ବପ୍ରଥମେ ୧୯୩୪ରେ ରୋନାଲ୍‌ଡ ରସ୍‌ ନାମକ ଜଣେ ବୈଜ୍ଞାନିକ ମ୍ୟାଲେରିଆ ପାରାସାଇଟର ବ୍ୟତୀତ ଆଣ୍ଟି ମ୍ୟାଲେରିଆ ଔଷଧ ‘କ୍ଲୋରୋକୁଇନ୍‌’ ମଧ୍ୟ ଆବିଷ୍କାର କରିଥିଲେ। ସମଗ୍ର ବିଶ୍ୱରେ ମ୍ୟାଲେରିଆ ପାରାସାଇଟ ୪ ପ୍ରକାର…

ଅକ୍ଟୋବରରେ ଆସିବ ତୃତୀୟ ଲହର!

ନୂଆଦିଲ୍ଲୀ,୨୩।୮: ନିକଟରେ କରୋନା ସଂକ୍ରମଣ ବୃଦ୍ଧି ହେବା ସମ୍ପର୍କରେ ନୀତି ଆୟୋଗ ଚେତାବନୀ ଦେଇଛି। ଏହା ସହିତ ଏବେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଗଠିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଡିଜାଷ୍ଟର ମ୍ୟାନେଜମେଣ୍ଟ(ଏନ୍‌ଆଇଡିଏମ୍‌) ର ଏକ ବିଶେଷଜ୍ଞ କମିଟି କରୋନା ତୃତୀୟ ଲହରକୁ…

ମନପସନ୍ଦର ଶ୍ରୀକ୍ଷେତ୍ର ଖଜା

ପୁରୀ ଅଫିସ,୨୩ା୮:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଶ୍ରୀକ୍ଷେତ୍ର ଯେପରି ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି, ସେହିପରି ସୂର୍ଣ୍ଣାଭ ବେଳାଭୂମି ଏବଂ ଖାଦ୍ୟ ପାଇଁ ମଧ୍ୟ ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ପୁରୀ ଏକ ଧାର୍ମିକ ତଥା ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ…

୭ ମାସରେ ୭୪୨ ଯକ୍ଷ୍ମା ପୀଡ଼ିତ

ପୁରୀ ଅଫିସ,୨୩।୮: ଯକ୍ଷ୍ମା ସଂକ୍ରମିତ ଚିହ୍ନଟ କ୍ଷେତ୍ରରେ ରାଜ୍ୟରେ ପୁରୀ ଜିଲା ୩ନମ୍ବର ସ୍ଥାନରେ ରହିଛି। ଜିଲା ସ୍ବାସ୍ଥ୍ୟ ବିଭାଗ ଏହାକୁ ସଫଳତା କହୁଥିବାବେଳେ ଜିଲାରେ ଯକ୍ଷ୍ମା ସ୍ଥିତି ସଙ୍ଗିନ ଥିବା ସାଧାରଣରେ ଅଭିଯୋଗ ହେଉଛି। ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ…

ଜାତିଗତ ଜନଗଣନା: ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ୧୦ ଦଳର ୧୧ ନେତା ଚର୍ଚ୍ଚାରେ ନୀତୀଶ

ନୂଆଦିଲ୍ଲୀ,୨୩ ।୮: ଜାତିଗତ ଜନଗଣନାକୁ ନେଇ ସୋମବାର ବିହାରର ୧୦ ଦଳର ୧୧ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ସାଉଥ୍ ବ୍ଲକରେ ଥିବା ମୋଦିଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ ଆଗରେ ଅଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର,…

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ପିଏଚଡି ପ୍ରବେଶିକା ପରୀକ୍ଷା ଅଗଷ୍ଟ ୨୯ରେ…

ଅଯୋଧ୍ୟା,୨୩।୮: ଉତ୍ତରପ୍ରଦେଶରର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଦେହାନ୍ତ ପରେ ସୋମବାର ତାଙ୍କର ଶେଷ ରୀତିନୀତି ଅଲିଗଡର ଅତରୋଲିରେ ଅନୁଷ୍ଠିତ ହେବ। ତାଙ୍କ ମୃତ୍ୟୁରେ ରାଜ୍ୟରେ ତିନି ଦିନିଆ ଶୋକ ପାଳନ ଘୋଷଣା କରାଯାଇଛି। କଲ୍ୟାଣ ସିଂଙ୍କ ମୃତ୍ୟୁ ଯୋଗୁ ଅଗଷ୍ଟ…

ଜେଲରେ ରହି ସ୍ବାବଲମ୍ବୀ ଚିତ୍ତରଞ୍ଜନ

ଛତ୍ରପୁର,୨୩।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକାରାଗାରରେ ଜଣେ ବିଚାରାଧୀନ ବନ୍ଦୀ ମାଟି ହାଣ୍ଡିରେ ଚିତ୍ର ଆଙ୍କି ସ୍ବାବଲମ୍ବୀ ହୋଇଛନ୍ତି। ପ୍ରଶାସନ ତାଙ୍କୁ ସହଯୋଗର ହାତ ବଢ଼ାଇଛି। ୨୦୧୭ ଜାନୁୟାରୀରେ ଗଞ୍ଜାମ ଥାନା ଅଧୀନ ମଲାଡ଼ ଗ୍ରାମର ଆର.ଚିତ୍ତରଞ୍ଜନ ଏକ ବଳାକତ୍ାର ମାମଲାରେ…

ଏମ୍‌ଟିଭି ରିଆଲିଟି ଶୋ’ରେ ଓଡ଼ିଆ ଝିଅ ସ୍ବପ୍ନା ପ୍ରିୟଦର୍ଶିନୀ

ଏମ୍‌ଟିଭିର ମଡେଲିଂ ରିଆଲିଟି ଶୋ’ରେ ଚମକିଛନ୍ତି ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳର ୧୯ ବର୍ଷୀୟା ସ୍ବପ୍ନା ପ୍ରିୟଦର୍ଶିନୀ। ସୁପର ମଡେଲ ଅଫ୍‌ ଦି ଇୟର ସିଜନ-୨ରେ ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବେ ସେ ଅଂଶଗ୍ରହଣ କରିଛନ୍ତି। ପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ତାଳେ…

ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ମିଳିବ ପିଏଫ୍‌

ନୂଆଦିଲ୍ଲୀ,୨୩।୮:  କୋଭିଡ୍‌ ସଂକ୍ରମଣ ସାରା ଦେଶକୁ ବିପର୍ଯ୍ୟୟ ମଧ୍ୟକୁ ଠେଲି ଦେଇଛି। ଦେଶ ବିକାଶ ପଥରେ ଅଗ୍ରସର ହେଉଥିବା ସମୟରେ ମହାମାରୀ ଏକ ପ୍ରକାର ବାଧକ ସାଜିଛି। ଫଳରେ ସରକାରଙ୍କଠାରୁ ଆରମ୍ଭକରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି…

ଷ୍ଟେଶନରେ ଯାତ୍ରୀଙ୍କ ସହ ଟ୍ରେନ୍‌କୁ ଅପେକ୍ଷା କଲେ ରେଳ ମନ୍ତ୍ରୀ

ବଲାଙ୍ଗୀର ଅଫିସ୍‌,୨୩।୮: ଜନ ଆଶୀର୍ବାଦ ଯାତ୍ରା ପାଇଁ ଓଡ଼ିଶା ଆସିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ। ରବିବାର ଓଡିଶାର ଏକ ଷ୍ଟେଶନ ପ୍ଲାଟଫର୍ମରେ ପଡ଼ିଥିବା ଏକ ସିମେଣ୍ଟ ବେଞ୍ଚରେ ବସି ଟ୍ରେନକୁ ଅପେକ୍ଷା କରିଥିଲେ। ଯଦିଓ ରେଳ ଅଧିକାରୀମାନେ ରେଳ ମନ୍ତ୍ରୀଙ୍କ…

ସମାଧାନ ହେବ ଆୟକର ସାଇଟ୍‌ ସମସ୍ୟା

ନୂଆଦିଲ୍ଲୀ,୨୩।୮: ଚଳିତ ବର୍ଷ ଜୁନ୍‌ରୁ ବ୍ୟବହୃତ ହୋଇ ଆସୁଥିବା ଆୟକର ବିଭାଗର ନୂତନ ଆୟକର ‘ଇ-ଫାଇଲିଂ ପୋର୍ଟାଲ’ରେ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ ଦେବା ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଇନ୍‌ଫୋସିସ୍‌ ସିଇଓ ସଲିଳ ପାରେଖଙ୍କୁ ସୋମବାର…

ରାମ ମନ୍ଦିରକୁ ଯାଉଥିବା ରାସ୍ତାର ନାମ ହେବ କଲ୍ୟାଣ ସିଂ ମାର୍ଗ…

ଅଯୋଧ୍ୟା,୨୩।୮: ଅଯୋଧ୍ୟାରେ ରାମ ମନ୍ଦିରକୁ ଯାଉଥିବା ରାସ୍ତାର ନାମ କଲ୍ୟାଣ ସିଂ ମାର୍ଗ ହେବ। ଏହା ସହିତ ଲକ୍ଷ୍ନୌ, ପ୍ରୟାଗରାଜ, ବୁଲନ୍ଦଶହର ଏବଂ ଅଲିଗଡରେ ଗୋଟିଏ ଲେଖାଏଁ ରାସ୍ତା ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ଗ୍ରହଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri