Home Left

ଗଞ୍ଜେଇ ଚାଲାଣ କରୁଥିଲେ ପୋଲିସ ହୋମ୍‌ଗାର୍ଡ

ଜୟପୁର,୨୬ା୮(ନି.ପ୍ର.): ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କାରବାରର ପର୍ଦ୍ଦାଫାଶ ହୋଇଛି। ଜୟପୁର ସଦର ପୋଲିସ ଚୋରା ଚାଲାଣରେ ସମ୍ପୃକ୍ତ ଜଣେ ପୋଲିସ ହୋମ୍‌ଗାର୍ଡଙ୍କ ସମେତ ୬ଜଣଙ୍କୁ ଗିରଫ କରିଛି। ଥାନା ଅଧିକାରୀ ଆଦିତ୍ୟ ମହାକୁଡ ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ ସୂଚନା…

୧୪୦ ହିନ୍ଦୁଙ୍କୁ ଅଟକାଇଲା ତାଲିବାନ୍‌

କାବୁଲ,୨୬।୮: ଦେଶ ଛାଡ଼ିବା ପାଇଁ ବିମାନ ବନ୍ଦରକୁ ଯାଉଥିବା ବାଟରେ ତାଲିବାନୀ ଯୋଦ୍ଧାମାନେ ଅତିକମ୍‌ରେ ହିନ୍ଦୁ ଓ ଆଫଗାନ୍‌ ଶିଖଙ୍କ ସମେତ ୧୪୦ ଜଣଙ୍କୁ ଅଟକ ରଖିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ବିଶ୍ୱ ଫୋରମ ସଭାପତି ପୁନୀତ ସିଂ।…

ଭାଇରାଲ ହେଉଛି ସ୍ୱରାଙ୍କ ନୂଆ ଲୁକ୍‌

ମୁମ୍ବାଇ: ଅଭିନେତ୍ରୀ ସ୍ୱରା ଭାସ୍କର ଅନେକ ସମୟରେ ନିଜ ମନର ବା ହୃଦୟର କଥା କହି ଆସିଥାଆନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ସ୍ୱରା ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଯେଉଁ ସବୁ ଫଟୋ ପୋଷ୍ଟ କରନ୍ତି ସେଥିମଧ୍ୟରୁ କିଛି ଭାଇରାଲ…

ହଜାରେ ଟଙ୍କାରେ ଗୁଜରାଣ ମେଣ୍ଟାଉଥିଲେ ଭଣ୍ଡାରକର

ମୁମ୍ବାଇ: ମଧୁର ଭଣ୍ଡାରକର । ବିଟାଉନର ଜଣେ ପରିଚିତ ଚେହେରା । ବଲିଉଡ୍ ଦୁନିଆର ଏହିନାମୀ ନିର୍ଦ୍ଦେଶକ ଅଧିକ ନ ହେଲେବି ଯେତିକି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ପ୍ରାୟ ସବୁ ଫିଲ୍ମ ଦର୍ଶକଙ୍କ ମନରେ ବସାବାନ୍ଧିଛି । ଏକ ମଧ୍ୟବିତ୍ତ…

ଟଙ୍କା ନ ଦେବାରୁ ବାପାଙ୍କୁ ବର୍ଚ୍ଛା ମାଡ଼

ଲାଠୋର,୨୬ା୮(ଡି.ଏନ.ଏ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଝର ଗ୍ରାମରେ ପୁଅର ବର୍ଚ୍ଛା ମାଡରେ ବାପା ବଳଭଦ୍ର ପୁଟେଲ(୫୫) ଗୁରୁତର ହୋଇଛନ୍ତି। ତାଙ୍କୁ ବଲାଙ୍ଗୀର ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଲାଠୋର ଥାନା ପୋଲିସ ଅଭିଯୁକ୍ତ ପୁଅ ଧରସା…

ଆଫଗାନିସ୍ତାନରେ ତାଲିବାନ ଶାସନ: ଭାରତରେ ବଢିପାରେ ନିଶା କାରବାର

ନୂଆଦିଲ୍ଲୀ,୨୬ ।୮: ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଏବେ ଭାରତରେ ନିଶା କାରବାର ବଢିଯାଇ ପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦେଖି ଭାରତୀୟ ଏଜେନ୍ସି ଏବେଠାରୁ ପ୍ରସ୍ତୁତ ହୋଇ ଗଲେଣି । ଏହାକୁ ଦୃଷ୍ଟିରେ ରଖି ସନ୍ଦେହ କରାଯାଉଥିବା…

ହାଇଆଲର୍ଟ: ତୁରନ୍ତ କାବୁଲ ବିମାନ ବନ୍ଦର ଛାଡ଼ି ଚାଲି ଯାଆନ୍ତୁ

ଓ୍ବାଶିଂଟନ,୨୬।୮: ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନ ବନ୍ଦରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି। ଏଣୁ ତୁରନ୍ତ ବିମାନ ବନ୍ଦର ଛାଡ଼ି ଚାଲିଯାଆନ୍ତୁ। ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନେ ସେମାନଙ୍କ ନାଗରିକଙ୍କୁ ଏଭଳି ଚେତାବନୀ ଦେଇଛନ୍ତି। କାବୁଲ ତାଲିବାନ୍‌ ନିୟନ୍ତ୍ରଣକୁ…

ପରଲୋକରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର

ଭୁବନେଶ୍ୱର,୨୬।୮(ବ୍ୟୁରୋ): ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ଗୁରୁବାର ପରଲୋକ ହୋଇଯାଇଛି। ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ୧୯୬୮ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଉମାଶଙ୍କର ୨୦୦୩ରେ ସିବିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ।…

ବିବାହକୁ କହିଥିଲେ ଅବୈଧ; ତେବେ କ’ଣ ନୁସରତ ସିଙ୍ଗଲ ମଦର? କିଛି ଏଭଳି ହେଉଛି ଚର୍ଚ୍ଚା

ବମ୍ବେ: ବିବାହକୁ ନେଇ ବିବାଦରେ ରହିଥିଲେ ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ। ୨୦୧୮ରେ ସେ ନିଖିଲ ଜୈନଙ୍କ ପ୍ରେମରେ ପଡ଼ିଥିଲେ। ଏହାର ବର୍ଷକ ମଧ୍ୟରେ ସେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ତାହା ହିଁ ହୋଇଥିଲା। ତୁର୍କିରେ ୨୦୧୯ ଜୁନ୍‌…

କେକେଆର୍‌ରେ କମିନ୍ସଙ୍କ ସ୍ଥାନ ନେବେ ଷ୍ଟାର ବିଦେଶୀ ଖେଳାଳି

ନୂଆଦିଲ୍ଲୀ,୨୬।୮: ୟୁଏଇରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ସିଜନର ବଳକା ୩୧ ମ୍ୟାଚ୍‌ ପାଇଁ ଦୁଇ ଥର ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ନ୍ୟୁଜିଲାଣ୍ଡର ଷ୍ଟାର ପେସର ଟିମ୍‌ ସୌଦିଙ୍କ ସହ ଚୁକ୍ତି କରିଛି। ଏ ନେଇ…

ସତରେ କ’ଣ ପରିବା ବିକୁଥିଲେ ଆଇଏଏସ୍‌: ଦେଲେ ସଫେଇ

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଆଇଏଏସ ଅଧିକାରୀ ଅଖିଳେଶ ମିଶ୍ର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଅଖିଳେଶ ମିଶ୍ର ପନିପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏକ ଫେସବୁକ…

ପାକିସ୍ତାନ ଆମର ଦ୍ୱିତୀୟ ଘର: ତାଲିବାନ

କାବୁଲ,୨୬ ।୮: ଆତଙ୍କବାଦୀଙ୍କ ଘର ହେଉଛି ପାକିସ୍ତାନ । ଏକଥା ବିଶ୍ୱର ଅଧିକାଂଶ ଦେଶ କହୁଥିବା ବେଳେ ପାକିସ୍ତାନ କିନ୍ତୁ ବିଶ୍ୱ ସମ୍ମୁଖରେ ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ । କିନ୍ତୁ ପାକିସ୍ତାନ ଯେ ଆତଙ୍କବାଦୀଙ୍କ ପାଇଁ ଏକ ସୁରକ୍ଷିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri