ବିବାହକୁ ପୂରିଲା ମାସେ: ଭିକିଙ୍କ ସହ ରୋମାଣ୍ଟିକ୍‌ ହେଲେ କ୍ୟାଟ୍‌

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ଉଭୟଙ୍କୁ ନେଇ ଚର୍ଚ୍ଚା ହେଉଛି। ବର୍ତ୍ତମାନ ଦୁହେଁ ବଲିଉଡ୍ର ଚର୍ଚ୍ଚିତ ଯୋଡି ଭାବେ ବେଶ ପରିଚିତ । ନିକଟରେ ଉଭୟ ବିବାହର ଫଟୋ ଶେୟାର କରିଥିଲେ ଯାହା ଖୁବ ଭାଇରାଲ ହେବାରେ ଲାଗିଥିଲା । ଏସବୁ ଭିତରେ ଆଜି ଦୁହିଁଙ୍କର ବିବାହକୁ ଏକ ମାସ ପୂରିଛି । ଏହି ସମୟରେ ଦୁହେଁ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି । ଫଟୋରେ କ୍ୟାଟ୍ରିନା ଭିକିଙ୍କୁ ଆଲିଙ୍ଗନ କରୁଥିବା ବେଳେ ଦୁହେଁ ବହୁତ ଖୁସି ଥିବାର ନଜର ଆସିଛନ୍ତି । ଫଟୋ ଶେୟାର କରି କ୍ୟାଟ୍ରିନା କ୍ୟାପଶନରେ ଲେଖିଛନ୍ତି କି ‘ହାପି ୱାନ ମନଥ ମାଇଁ ଲଭ’ । ପରେ ଏହା ଭାଇରାଲ ହେବା ସହ ପ୍ରଶଂସକଙ୍କ ଅନେକ ପ୍ରତିକ୍ରିୟା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସନାୟାଙ୍କ ବେଲି ଡ୍ୟାନ୍ସ

ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ସନାୟା କପୁର ବଲିଉଡ୍‌ରେ ଏଣ୍ଟ୍ରି କରିବା ପାଇଁ ଏବେଠାରୁ କସରତ ଆରମ୍ଭ କରି ସାରିଛନ୍ତି । ନିକଟରେ...

‘ପଠାନ’ର ପ୍ରଥମ ଗୀତ ରିଲିଜ୍‌ 

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ ଆସନ୍ତା ଜାନୁୟାରୀରେ ହେବାକୁ ଯାଉଛି। ଏହି ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେତ ଉତ୍ସାହିିତର...

ମନ୍ତ୍ରୀଙ୍କ ଝିଅକୁ ମନ ଦେଇ ବସିଥିଲେ ଏହି ପ୍ରସିଦ୍ଧ ଅଭିନେତା: ବିବାହ ପାଇଁ ଥିଲୋ ସର୍ତ୍ତ

ବଲିଉଡ୍‌ ଅଭିନେତା ବିବେକ ଓବରୟ ତାଙ୍କ ବୃତ୍ତିଗତ ଜୀବନ ଏବଂ ପ୍ରେମ ସମ୍ପର୍କ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି। ସେ ପ୍ରିୟଙ୍କା ଆଲଭାଙ୍କୁ ବିବାହ...

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଆଥିଆ-ରାହୁଲ

ବଲିଉଡ୍‌ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କେ.ଏଲ ରାହୁଲ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଦୁହେଁ ତିନି ବର୍ଷରୁ ଅଧିକ...

‘ନାଗିନ୍‌-୪’ରେ ରଶ୍ମୀ

ବମ୍ବେ: ଦୀର୍ଘଦିନ ପରେ ଟେଲି ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ରଶ୍ମୀ ଦେଶାଇ। ଏକତା କପୁରଙ୍କ ଶୋ’ ‘ନାଗିନ୍‌-୪’ରେ ନଜର ଆସିବେ ସେ। ଶୋ’ରୁ କିଛି ଫଟୋ...

ଅଭିନୟ ଛାଡ଼ି ରାଜନୀତି ଆଡ଼କୁ ମନ ବଳାଇଲେଣି କଙ୍ଗନା! ଭବିଷ୍ୟତ ଯୋଜନା କିଛି ଏଭଳି…

ବମ୍ବେ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍‌ ‘ଥଲାଇଭି’ରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ତେବେ ଖାଲି ପରଦାରେ ନା...

ଶିଜାନ୍‌ ଖାନଙ୍କ ବଦଳରେ ନଜର ଆସିବେ ଏହି ଅଭିନେତା

ମୁମ୍ବାଇ: ସୋନି ସବ୍‌ରେ ପ୍ରସାରିତ ହେଉଥିବା ଶୋ’ ‘ଅଲି ବାବା: ଦସ୍ତାନ-ଇ-କାବୁଲ’ ବିଷୟରେ ଏକ ବଡ ଅପଡେଟ୍‌ ସାମ୍ନାକୁ ଆସିଛି। ଶୋ’ର ମୁଖ୍ୟ ଚରିତ୍ରରେ ଥିବା...

ଅଭିଷେକଙ୍କ ଓଜନ ୧୦୦ କିଲୋ

ମୁମ୍ବାଇ: ବଲିଉଡ୍ ନାୟକ ଅଭିଷେକ ବଚ୍ଚନ ଏବେ ଖୁବ୍ ଚର୍ଚ୍ଚାରେ । ଖୁବ୍ ଶୀଘ୍ର ତାଙ୍କୁ ବଲିଉଡ ମୁଭି ‘ବବ ବିଶ୍ୱାସ’ରେ ଦେଖିବାକୁ ମିଳିବ ।...

Advertisement
Archives

Model This Week