ଏମ୍ପିଙ୍କ ଚାଳଘରେ ଖାଇଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ସଜନାଗଡ଼,୭।୧(ଡି.ଏନ.ଏ.): ବାଲେଶ୍ୱର ଗସ୍ତରେ ଆସିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱର ଷ୍ଟେଶନରେ ମେମୁ ଟ୍ରେନ ଚଳାଚଳ ଶୁଭାରମ୍ଭ ଓ ନୀଳଗିରି ଗୋପୀନାଥପୁରରେ ଷ୍ଟେଶନ ଶିଳାନ୍ୟାସ କରିବା ପରେ ଅପରାହ୍ନରେ ଏମ୍ପି ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ଗାଁ ଗୋପୀନାଥପୁରରେ ପହଞ୍ଚିଥିଲେ। ସେଠାରେ ଗ୍ରାମବାସୀ ତାଙ୍କୁ…
‘ଓମିକ୍ରନକୁ ସାମାନ୍ୟ ଭାବନ୍ତୁ ନାହିଁ ’
ଜେନେଭା,୭।୧: କରୋନା ଭୂତାଣୁର ଓମିକ୍ରନ୍ ଭାରିଆଣ୍ଟ ସାରା ବିଶ୍ୱରେ ଲୋକଙ୍କ ଜୀବନ ନେଉଛି। ତେଣୁ ନୂଆ ଭାରିଆଣ୍ଟକୁ ସାମାନ୍ୟ ଭାବି ଅବହେଳା ନ କରିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ବହୁସଂଖ୍ୟାରେ ଲୋକ ନୂଆ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ…
ପଞ୍ଜାବରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପ୍ରୟାସ ଚାଲିଛି
ନୂଆଦିଲ୍ଲୀ,୭।୧: ଢ଼ିଲା ସୁରକ୍ଷା ବ୍ୟବସ୍ଥା କାରଣରୁ ୨୦ ମିନିଟ୍ ପାଇଁ ଏକ ଫ୍ଲାଏଓଭରରେ ଫସି ରହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ଲାଗି କେନ୍ଦ୍ର ସରକାର ଏକ ବଡ଼ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି ପଞ୍ଜାବ…
ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ୩ ମହାନଗର ଆସନ ସଂରକ୍ଷଣ ଚିଠା
ଭୁବନେଶ୍ୱର,୭।୧(ବ୍ୟୁରୋ)- ପୌର ନିର୍ବାଚନ ପାଇଁ ଓ୍ବାର୍ଡ ପୁନର୍ଗଗଠନ ଓ ଆସନ ସଂରକ୍ଷଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଶୁକ୍ରବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମର ୬୭, କଟକର ୫୯ ଏବଂ ବ୍ରହ୍ମପୁର ମହନଗର ନିଗମର ୪୨ଟି…
୩ ଖେଳାଳିଙ୍କ ଉପରୁ ହଟିଲା ବାସନ୍ଦାଦେଶ
କଲମ୍ବୋ,୭।୧: ଦନୁଷ୍କା ଗୁଣଥିଲକା, କୁସଳ ମେଣ୍ଡିସ ଓ ନିରୋଶାନ ଡିକଓ୍ବେଲାଙ୍କୁ ଗତବର୍ଷ ଜୁଲାଇରେ ଅନ୍ତର୍ଜାତୀୟ କ୍ରିକେଟରୁ ଏକ ବର୍ଷ ଲାଗି ବାସନ୍ଦ କରାଯାଇଥିଲା। ଏହି ୩ ଖେଳାଳିଙ୍କ ଉପରୁ ଶୁକ୍ରବାର ବାସନ୍ଦାଦେଶ ହଟାଇବାକୁ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ (ଏସ୍ଏଲସି)।…
ବାଲେଶ୍ୱରରୁ ଭୁବନେଶ୍ୱରକୁ ଗଡ଼ିଲା ମେମୁ ଟ୍ରେନ
ବାଲେଶ୍ୱର ଅଫିସ,୭।୧: ବାଲେଶ୍ବର ଷ୍ଟେଶନରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପତାକା ଦେଖାଇ ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ବାଲେଶ୍ବରରୁ ଭୁବନେଶ୍ବରକୁ ଗଡିଛି। ଏଥିରେ କେନ୍ଦ୍ର ଆଦିବାସୀ ଓ ଜଳସମ୍ପଦ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଓ ସ୍ଥାନୀୟ…
ବୟଫ୍ରେଣ୍ଡଙ୍କୁ ଫେରି ପାଇବା ପାଇଁ ନବଜାତ ଶିଶୁକୁ ଉଠାଇନେଲେ
କୋଚି,୭।୧: କୋଟାୟାମସ୍ଥିତ ସରକାରୀ କଲେଜ ହସ୍ପିଟାଲରୁ ନବଜାତ ଶିଶୁ ଅପହରଣ ଘଟଣାର କିଛି ଘଣ୍ଟା ମଧ୍ୟରେ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ। ବ୍ୟକ୍ତିଗତ ଉଦ୍ଦେଶ୍ୟ ପାଇଁ ସେ ଏଭଳି ଅପରାଧ ଘଟାଇଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ପ୍ରାଥମିକ ତଦନ୍ତରୁ…
ରେଡ୍ ଜୋନ୍କୁ ଆସିଲା ଖୋର୍ଦ୍ଧା
ଭୁବନେଶ୍ୱର, ୭।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି। ଦୈନିକ ସଂକ୍ରମଣ ୩ ହଜାର ମୁହାଁ ହେଲାଣି। ଗତ ୨୪ଘଣ୍ଟାରେ ରାଜ୍ୟରେ ୬୮,୯୭୦ ନମୂନା ପରୀକ୍ଷା କରାଯାଇଥିବା ବେଳେ ୨,୭୦୩ କରେନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ…
ରାସ୍ତା ଅବରୋଧ ପରେ ଚେତାପସିଲା
ଠାକୁରମୁଣ୍ଡା,୭ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝରଠାରେ ଧାନ ମଣ୍ଡି ଖୋଲିବା ଦାବିରେ ଶୁକ୍ରବାର ଚାଷୀମାନେ ରାସ୍ତାରୋକୋ କରିଥିଲେ। ସୂଚନା ଅନୁଯାୟୀ, ଚମ୍ପାଝରଠାରେ ମଣ୍ଡି ଖୋଲିି ଧାନ କିଣିବାକୁ ଚାଷୀମାନେ ଜିଲାପାଳଙ୍କ ନିକଟରେ ଲିଖିତ ଦାବି କରିଥିଲେ। ମାତ୍ର ସେଠାରେ ଧାନ…
ଚାଇନାର ଆଣବିକ ଅସ୍ତ୍ର ଦେଖି ଆମେରିକା ଛାନିଆ
ଓ୍ବାଶିଂଟନ,୭ା୧: ଆମେରିକା ପ୍ରତିରକ୍ଷା ବିଭାଗର ଏକ ରିପୋର୍ଟରେ କୁହାଯାଇଛି, ଚାଇନା ଆଣବିକ ଅସ୍ତ୍ରକୁ ଖୁବ୍ ଶୀଘ୍ର ବଢ଼ାଇ ଦେଇଛି। ଏନେଇ ଆମେରିକା ଚିନ୍ତାରେ ପଡ଼ିଛି। ତେବେ ଗତବର୍ଷର ସାଟେଲାଇଟ୍ ଫଟୋ ସାହାଯ୍ୟରେ ଆମେରିକା ଏହି ନୂତନ ସୂଚନାକୁ ସାର୍ବଜନୀନ କରିଛି। ଏହି…
ଦିନକ ମଧ୍ୟରେ ଉତ୍ତର ଦିଅ
ନୂଆଦିଲ୍ଲୀ,୭।୧: ପଞ୍ଜାବର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଉପରେ ଭଠିଣ୍ଡା ପୋଲିସକୁ ନୋଟିସ ଜାରି କରିଛି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ। ଉତ୍ତର ରଖିବାକୁ ନୋଟିସରେ ମାତ୍ର ୨୪ ଘଣ୍ଟା ସମୟ ଦିଆଯାଇଛି। କୃଷକମାନେ ବାଟ ନ ଛାଡ଼ିବାରୁ…
ସାଢ଼େ ୮ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଗଲା ସହାୟତା ରାଶି
ଭୁବନେଶ୍ବର,୭।୧(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ଘର ମରାମତି ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପକ୍କାଘର ପାଇଥିବା ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଏବଂ ଘର ପାଇ ନ ଥିବା ହିତାଧିକାରୀଙ୍କୁ ୫ ହଜାର ଟଙ୍କାର…

