ରାଜ୍ୟରୁ ପୁଣି ୭ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୫।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୫୩୨କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ…
ଓ୍ବିଣ୍ଟର କ୍ୟାପ୍ ଫ୍ୟାଶନ୍
ଶୀତଦିନେ ନିଜକୁ ନୂଆ ଲୁକ୍ ଦେବା ପାଇଁ ଅଧିକାଂଶ କିଛି ନା କିଛି ନୂଆ ଗେଟ୍ଅପ୍ ଆପଣାନ୍ତି। ତେବେ ଏଦିନେ ସାଲ୍ ହେଉ କି ସ୍ବେଟର୍ କିମ୍ବା ଷ୍ଟୋଲ୍ ହେଉ କି ଗ୍ଲୋବ୍ସ- ସବୁଥିରେ ଆପଣ ଷ୍ଟାଇଲିସ୍ ଲାଗିପାରିବେ। ହେଲେ ଏସବୁକୁ…
ଆଉ ହେବନି ସ୍କିନ୍ ଡ୍ରାଏ
ତ୍ୱଚା ଡ୍ରାଏ ହେବା ଦ୍ୱାରା ଏହାର ଉଜ୍ଜ୍ୱଳତା ଏବଂ ସୌନ୍ଦର୍ଯ୍ୟ କମିଥାଏ। ବିଶେଷକରି ଶୀତରେ ଏହି ସମସ୍ୟା ଅଧିକ ଦେଖାଦିଏ। ଯଦି ଆପଣ ବି ଏଭଳି ସମସ୍ୟା ପାଇଁ ଚିନ୍ତିତ, ତେବେ ଜାଣିରଖନ୍ତୁ ତ୍ୱଚାକୁ ନରମ ଚିକ୍କଣ ରଖିବାର କେତୋଟି ସରଳ…
ଭାଜପାର ଜିଲା ପରିଷଦ ପ୍ରାର୍ଥୀ ନିଖୋଜ
କାଲିମେଳା,୨୫।୧(ଡି.ଏନ୍.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ୍ ଅଞ୍ଚଳରୁ ଜିଲା ପରିଷଦ ଜୋନ-୨ର ଭାଜପା ପ୍ରାର୍ଥୀ ନିଖୋଜ ହୋଇଯାଇଥିବା ଜଣାପଡିଛି। ଏହି ଘଟଣା ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ରବିବାର ପର୍ଯ୍ୟନ୍ତ ସବୁ ଠିକ୍ ଥିବା ବେଳେ ସୋମବାର ସକାଳୁ ଜିଲା…
ନିର୍ଦ୍ଧାରିତ ତାରିଖରେ ରିଲିଜ ହେବ ‘ଭୁଲ ଭୁଲେୟା ୨’
ମୁମ୍ବାଇ: ବହୁ କଳ୍ପନା ଜଳ୍ପନା ପରେ ମେକର୍ସ ସ୍ଥିର କରିଛନ୍ତି କି ଭୁଲ ଭୁଲେୟା ୨ର ରିଲିଜ ଡେଟକୁ ସ୍ଥଗିତ କରାଯିବ ନାହିଁ କି ଘୁଞ୍ଚାଇ ଦିଆଯିବ ନାହିଁ । ପୂର୍ବ ନିର୍ଦ୍ଧାରତ ତାରିଖ ଅନୁଯାୟୀ ଏହା ରିଲିଜ୍ କରାଯିବ ।…
ଜମ୍ମୁ-କଶ୍ମୀର ସୀମାରେ ହାଇଆଲର୍ଟ
ଜମ୍ମୁ,୨୫।୧: ସାଧାରଣତନ୍ତ୍ର ଦିବସରେ ସୀମାରେ ଦେଶବିରୋଧୀ ତତ୍ତ୍ୱ ଆତଙ୍କ ସୃଷ୍ଟି କରିପାରନ୍ତି ବୋଲି ଗୋଇନ୍ଦା ସୂଚନା ମିଳିବା ପରେ ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମା (ଆଇବି)ରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଯବାନମାନଙ୍କୁ ହାଇ ଆଲର୍ଟରେ ରଖାଯାଇଛି। ବିଏସ୍ଏଫ୍ ପକ୍ଷରୁ…
ଡରାଇଲାଣି ଓମିକ୍ରନର ସବ ଭାରିଏଣ୍ଟ: ଇନ୍ଦୋରରେ ୬ ଶିଶୁ ସମେତ ୧୨ ସଂକ୍ରମିତ
ଇନ୍ଦୋର,୨୫ ।୧: ଇନ୍ଦୋରରେ ଓମିକ୍ରନ୍ ସହ ଏହାର ସବ ଭାରିଏଣ୍ଟ ବିଏ.୧ ଓ ବିଏ.୨ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ସହରରେ ଓମିକ୍ରନର ସବ ଭାରିଏଣ୍ଟ ବିଏ.୨ରେ ସଂକ୍ରମିତ ଥିବା ୧୨ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ୬…
ସୁଖୀ ହର୍ମୋନ
ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀରେ ଅନେକଙ୍କ ଠାରେ ଷ୍ଟ୍ରେସ୍ ହରମୋନ୍ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଯାହାଦ୍ୱାରା ମାନସିକ ଚାପ, ଅବସାଦ ଆଦି ଲକ୍ଷଣ ଦେଖିବାକୁ ମିଳୁଛି। ଏସବୁ ସମସ୍ୟାକୁ ଦୂର କରି ଖୁସିପୂର୍ଣ୍ଣ ଜୀବନ ଜିଇଁବାକୁ ହେଲେ ଶରୀରରେ ହାପି…
ଉଦ୍ଧାର ହେଲା ଗଛରେ ଚଢ଼ିଥିବା ଭାଲୁ
ଉମରକୋଟ, ୨୫।୧(ସ୍ବ.ପ୍ର.): ଦୀର୍ଘ ୩୨ ଘଣ୍ଟା ପରେ ଜଙ୍ଗଲୀ ଭାଲୁକୁ ଗଛ ଉପରୁ ତଳକୁ ଆଣିଲା ବନ ବିଭାଗ। ଭାଲୁଟିକୁ ଟ୍ରାଙ୍କୁଲାଇଜ୍ କରି ତଳକୁ ଓହ୍ଲାଯାଇଛି। ସୋମବାର ବିଳମ୍ବିତ ରାତିରେ ଭାଲୁଟିକୁ ଜଙ୍ଗଲରେ ଛଡ଼ାଯିବ ବୋଲି ଜଣାପଡିଛି। ନବରଙ୍ଗପୁର ଜିଲା ଉମରକୋଟ…
ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା
ଭୁବନେଶ୍ୱର,୨୫।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ଜିଲାଗୁଡ଼ିକରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର କରାଯିବାକୁ ସମୟ ଧାର୍ଯ୍ୟ କରାଯାଇଛି। ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ଜାନୁୟାରୀ ୧୭ରୁ ୨୧ତାରିଖ…
ନିଜ ବିବାହକୁ ନେଇ ଉତ୍ତର ରଖିଲେ ସୋନାକ୍ଷି
ମୁମ୍ବାଇ: ବଲିଉଡ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ବିବାହ କେବେ ହେଉଛି କିଏ ହେଉଛନ୍ତି ତାଙ୍କର ଜୀବନସାଥି ଏସବୁ ଜାଣିବାକୁ ତାଙ୍କ ପ୍ରଶଂସକଙ୍କର ଉତ୍ସାହ ଖୁବ୍ ଅଧିକ । ନିକଟରେ ଏକ ବାର୍ତ୍ତାଳାପ ସମୟରେ ସୋନାକ୍ଷି ତାଙ୍କ ବିବାହକୁ ନେଇ ଏକ…
ଓଡ଼ିଶାର ବନିତାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର
ନୂଆଦିଲ୍ଲୀ/ନବରଙ୍ଗପୁର,୨୫।୧: କ୍ଷୁଦ୍ର ଗ୍ରହ ଆବିଷ୍କାର କରିଥିବା ଓଡ଼ିଶାର ନବରଙ୍ଗପୁର ଜିଲାର ବନିତା ଦାସଙ୍କୁ ସୋମବାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରାଯାଇଛି। ଦିନ ୧୧ଟାରେ ସେ ମଧ୍ୟପ୍ରଦେଶର ଅନୁପପୁର ଜିଲାପାଳଙ୍କ କାର୍ଯ୍ୟାଳୟରୁ ଭିଡିଓ କନ୍ଫରେନ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ…

