Home Left

ବୋଲ୍ଡ ଲୁକ୍‌ରେ ସାରା

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ନବାଗତା ନାୟିକା ସାରା ଅଲ୍ଲୀ ଖାନ୍‌ ତାଙ୍କ ଲୁକ୍‌କୁ ନେଇ ସବୁବେଳେ ଥାନ୍ତି ଚର୍ଚ୍ଚାରେ। ତାଙ୍କର ପୋଷାକ ଚୟନକୁ ପସନ୍ଦ କରନ୍ତି ଫ୍ୟାନ୍ସ। ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ ସାରା। ସବୁବେଳେ ନୂଆନୂଆ ଫଟୋ ଶେୟାର…

ଯୁବରାଜଙ୍କ ଫୋନ୍‌ କଲ୍‌କୁ ଅପେକ୍ଷା କରିଛନ୍ତି ଏହି କ୍ରିକେଟର୍‌: ଜାଣନ୍ତୁ କାହିଁକି

ନ୍ୟୁୟର୍କ,୧୨।୯: ଆମେରିକା ପାଇଁ ଖେଳୁଥିବା ଭାରତୀୟ ମୂଳ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜସକରନ ମାଲହୋତ୍ରା ୨ ଦିନ ପୂର୍ବରୁ ଦିନିକିଆ କ୍ରିକେଟରେ ଇତିହାସ ସୃଷ୍ଟି କରିଥିଲେ। ସେ ପାପୁଆ ନ୍ୟୁ ଗିନି ବିପକ୍ଷ ମ୍ୟାଚରେ ୬ଟି ବଲରେ ୬ଟି ଛକା ମାରିିଥିଲେ।…

ଗଣେଶ ପୂଜା ଦେଖିବାକୁ ଯାଇଥିଲେ ନାବାଳିକା: ନାବାଳକ ନିଛାଟିଆ ଛାତକୁ ଡାକି ନେଇ …

ପାରଳାଖେମୁଣ୍ଡି,୧୨।୯: ଘର ପାଖରେ ଗଣେଶ ପୂଜା ଦେଖବାକୁ ଯାଇ ବଳାତ୍କାର ଶିକାର ହୋଇଛନ୍ତି ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା କାଶୀନାଗର ଥାନା ଅଞ୍ଚଳରେ। ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ। ଅଭିଯୁକ୍ତ ନାବାଳକଙ୍କୁ ଡାକ୍ତରୀମାଇନା ପାଇଁ ମଧ୍ୟ…

ପୁଣିଥରେ ଏଏପିର ରାଷ୍ଟ୍ରୀୟ ସଂଯୋଜକ ଭାବେ ନିର୍ବାଚିତ ହେଲେ କେଜରିୱାଲ

ନୂଆଦିଲ୍ଲୀ,୧୨ ।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପୁଣିଥରେ ଆମ ଆଦମୀ ପାର୍ଟି(ଏଏପି)ର ରାଷ୍ଟ୍ରୀୟ ସଂଯୋଜକ ଭାବେ ନିର୍ବାଚିତ ହୋଇଛନ୍ତି । ଲଗାତାର ତୃତୀୟ ଥର ଭାବେ ସେ ଏହି ପଦ ସମ୍ଭାଳିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ରବିବାର…

କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଟି-୨୦ ବିଶ୍ୱକପ୍‌ ଦଳରେ ହୋଇଛନ୍ତି ମନୋନୀତ

ନୂଆଦିଲ୍ଲୀ,୧୨।୯: ନେଦରଲ୍ୟାଣ୍ଡର ଭେଟେରାନ କ୍ରିକେଟର ରିୟାନ ଟେନ୍‌ ଡୋସଚାଟେ କ୍ରିକେଟ୍‌କୁ ଅଲବିଦା କହିଛନ୍ତି। ୨୦୨୧ ସିଜନ ଶେଷ ହେବା ପରେ ସେ କ୍ରିକେଟରୁ ବିଦାୟ ନେବେ। ଇଂଲଣ୍ଡ ଘରୋଇ କ୍ରିକେଟ ଏସେକ୍ସର ଦଳ ଏହା ନିଶ୍ଚିତ କରିଛି। ଓମାନ ଏବଂ ୟୁଏଇରେ…

ମିଛକୁ ଘୃଣା କରେ, ବାବୁସାନ୍‌ ମୋର ପ୍ରଥମ କ୍ରସ୍‌ : ଶ୍ରଦ୍ଧା ପାଣିଗ୍ରାହୀ

ରିୟାଲିଟି ଶୋ’ ‘ମିଠା ମିଠା ଯୋଡି’ରୁ ଅଭିନୟର ଯାତ୍ରା ଆରମ୍ଭ। ଏହାପରେ ସିରିୟଲ, ମ୍ୟୁଜିକ୍‌ ଭିଡିଓ, ଓ୍ବେବ୍‌ ସିରିଜ୍‌ କରି ସେ ଘରେ ଘରେ ପରିଚିତା। ନିଖୁଣ ଅଭିନୟରେ ଦର୍ଶକଙ୍କ ମନ ଜିଣୁଥିବା ଏଇ ନାୟିକା ଜଣକ ହେଉଛନ୍ତି ଚୁଲ୍‌ବୁଲି ଶ୍ରଦ୍ଧା…

ମ୍ୟାଚ୍‌ ଚାଲିଥିବାବେଳେ ପଡିଆରେ ହଠାତ୍‌ ପଶି ବଲ୍‌ ନେଇଗଲା କୁକୁର: ଆଉ ତା’ପରେ…

ନୂଆଦିଲ୍ଲୀ,୧୨।୯: ଅଲ ଆୟର୍ଲାଣ୍ଡ ଟି -୨୦ ମ୍ୟାଚର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଗୋଟିଏ କୁକୁର ପାଇଁ ପଡ଼ିଆରେ ଉପସ୍ଥିତ ସମସ୍ତ ଦୌଡୁଥିବାର ଦେଖାଯାଇଛି। ବ୍ରେଡି କ୍ରିକେଟ କ୍ଲବରେ ବ୍ରେଡି ଏବଂ ସିଏସଏନଆଇ ମଧ୍ୟରେ ଖେଳାଯାଇଥିବା…

ଟି-୨୦ରେ ଇତିହାସ ରଚିଲା ତାଞ୍ଜାନିଆ

ତାଞ୍ଜାନିଆର ମହିଳା ଦଳ ଟି-୨୦ରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଅନ୍ତର୍ଜାତୀୟ ଟି -୨୦ ମ୍ୟାଚରେ ଦୁଇଥର ୨୦୦ କିମ୍ବା ଅଧିକ ରନ ଜିତିବାରେ ପ୍ରଥମ ମହିଳା ଦଳ ହୋଇପାରିଛି ତାଞ୍ଜାନିଆ। ମୋଜାମ୍ବିକ ବିପକ୍ଷରେ ଦଳ ଏହି ପ୍ରଦର୍ଶନ କରିଛି। ମହିଳା…

ବାସ୍ତୁ ଅନୁସାରେ କେମିତି ହେବା ଦରକାର ଶୋଇବା ଘର; ଜାଣନ୍ତୁ…

ସ୍ବାସ୍ଥ୍ୟ ପାଇଁ ବହୁତ ଆବଶ୍ୟକ ଶୋଇବା। ଶୋଇବା ଘର ଏପରି ଏକ ସ୍ଥାନ, ଯେଉଁଠି ପାଦଦେବା ମାତ୍ରେ ଲାଗେ ଦୁନିଆର ସବୁ ସୁଖ ଗୋଟିଏ ପାଖରେ ତ ଶୋଇବା ଘର ଗୋଟିଏ ପାଖରେ, ତେଣିକି ସେ ଘର କୁଡିଆ ହେଉ କି…

ଛାଡ଼ପତ୍ର ପରେ ବି ନିଜକୁ ସର୍ବଦା ଅବିବାହିତା କୁହନ୍ତି ଏହି ଅଭିନେତ୍ରୀ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ ୨୦୦୩ ମସିହାରେ ଫିଲ୍ମ ‘ଖ୍ବାହିଶ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ପ୍ରଥମ ଚଳଚ୍ଚିତ୍ରରେ ୧୭ଟି ଚୁମ୍ବନ ଦୃଶ୍ୟ ସହିତ ମଲ୍ଲିକା କ୍ୟାରିୟର ଆରମ୍ଭ କରିଥିଲେ। ତେବେ ମଲ୍ଲିକା ଫିଲ୍ମ ‘ମର୍ଡର’ରୁ ଖ୍ୟାତି ଅର୍ଜନ…

ଜମିପଟ୍ଟା ଯାଞ୍ଚ ସରିନି, ସ୍ଵର୍ଗଦ୍ୱାର ପାଖରେ ଖୋଲିଲାଣି ମଦ ଦୋକାନ

ପୁରୀ ଅଫିସ,୧୨।୯: ସ୍ଵର୍ଗଦ୍ୱାରକୁ ଲାଗି ଚୈତନ୍ୟ ଛକଠାରୁ ସାତଲହଡ଼ି ମଠ ମଧ୍ୟରେ ନିକଟରେ ୫ଟି ମଦ ଦୋକାନ ଖୋଲିଛି। ତେବେ ଏହି ଦୋକାନଗୁଡ଼ିକ ବିନା ଜମିପଟ୍ଟା ଯାଞ୍ଚରେ ଖୋଲିଥିବା ନେଇ ସୂଚନା ମିଳିଛି। ଏପରିକି ସେଥିମଧ୍ୟରୁ ୩ଟି ମଦ ଦୋକାନ ଶ୍ରୀଜଗନ୍ନାଥଙ୍କ…

୩୦ ବର୍ଷ ପରେ ପୁଣି ଝରଣାରେ ଆସିଲା ପାଣି…

ଫରିଦାବାଦ,୧୨।୯: ଗତ ୩୦ ବର୍ଷ ଧରି ଝରଣାରେ ପାଣି ନ ଥିଲା। ମାତ୍ର ଏବେ ପୁଣି ଏହା ପ୍ରବାହିତ ହେବାରେ ଲାଗିଛି। ଏଭଳି ଘଟଣା ଫରିଦାବାଦର ମୋହବତାବାଦ ଅଞ୍ଚଳରେ ଘଟିଛି। ଏହି ଝରଣା ମହାଭାରତ ସମୟ ସହିତ ଜଡିତ ରହିଥିବା କୁହାଯାଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri