Home Left

ସଲମାନଙ୍କ ଫାର୍ମହାଉସରେ ପୋତା ହୋଇଛି ଫିଲ୍ମ ଷ୍ଟାରମାନଙ୍କ ମୃତଦେହ

ବଲିଉଡ ସୁପରଷ୍ଟାର ସଲମାନ ଖାନ ଓ ତାଙ୍କ ପଡ଼ୋଶୀ କେତନ କକ୍କଡଙ୍କ ମଧ୍ୟରେ ବିବାଦ ଥମିବାରେ ନାଁ ନେଉନି। ଦିନକୁ ଦିନ ବିବାଦ ଆହୁରି ବଢ଼ିିବାରେ ଲାଗିଛି। ସଲମାନ କେତନଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ମଧ୍ୟ ଦାଖଲ କରିଛନ୍ତି, ଯାହାର ଶୁଣାଣି…

‘ଟିମ୍‌ ଇଣ୍ଡିଆର ଦୁଇ ଖେଳାଳିଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ଚାପ ସମ୍ଭାଳି ପାରିବେ ନାହିଁ’

ନୂଆଦିଲ୍ଲୀ,୨୫।୧: ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ପଡୋଶୀ ପରସ୍ପରକୁ ଭେଟିବେ। ଅକ୍ଟୋବର ୨୩ ତାରିଖରେ ମେଲବୋର୍ନ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଆଇସିସି ପକ୍ଷରୁ ଗତ ସପ୍ତାହରେ…

ସରପଞ୍ଚ ପାଇଁ ଲଢୁଛନ୍ତି ଦୁଇ ସଉତୁଣୀ

କେନ୍ଦ୍ରାପଡ଼ା ଅଫିସ,୨୫।୧: କେନ୍ଦ୍ରାପଡ଼ା ବ୍ଲକ ଧୂମାତ ପଞ୍ଚାୟତରେ ଦୁଇ ସଉତୁଣୀ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ପଞ୍ଚାୟତର ଅକ୍ଷୟ ମଲ୍ଲିକଙ୍କ ପ୍ରଥମ ସ୍ତ୍ରୀ ସସ୍ମିତା ସରପଞ୍ଚ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ…

ମ୍ୟାଚ୍‌ ବେଳେ ଷ୍ଟାଡିୟମରେ ଅଘଟଣ, ଚାଲିଗଲା ୮ ଜୀବନ

ୟାଓଣ୍ଡେ,୨୫।୧: କାମେରୁନିଆନ ଫୁଟ୍‌ବଲ ଷ୍ଟାଡିୟମରେ ସୋମବାର ଆୟୋଜିତ ଆଫ୍ରିକା କପ୍‌ ଅଫ୍‌ ନେଶନ୍ସ ମ୍ୟାଚ୍‌ ବେଳେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ଓଲେମ୍‌ବେ ଷ୍ଟାଡିୟମରେ…

ଭୁଲ୍‌ରେ ବି କରୁନ୍ତୁ ନାହିଁ ଏହି ୩ ଆପ ଡାଉନଲୋଡ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ବର୍ଷ ଆରମ୍ଭରୁ ସାଇବର ଲୁଟେରା ଫୁଲ ଆକ୍ଟିଭ ଅଛନ୍ତି। ଚଳିତ ମାସରେ ଭୁବନେଶ୍ୱରରେ ୟୁପିଆଇ ସମ୍ବନ୍ଧୀୟ ସାଇବର ଠକେଇ ଅଧିକ ହୋଇଛି। ତେଣୁ କାହା କଥାରେ ପଡ଼ି କୌଣସି ମୋବାଇଲ ଆପ ଡାଉନ୍‌ଲୋଡ କରନ୍ତୁ ନାହିଁ। ଯେକୌଣସି ଆପ ଡାଉନ୍‌ଲୋଡ…

ଓଡ଼ିଶାରୁ ୨୨ ପାଇବେ ପୋଲିସ୍‌ ମେଡାଲ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଅବସରରେ ୯୩୯ ପୋଲିସ ଅଧିକାରୀ ପୁରସ୍କୃତ ହେବେ। ଏଥି ମଧ୍ୟରୁ ଓଡ଼ିଶାରୁ ୨୨ଜଣ ପୋଲିସ ମନୋନୀତ ହୋଇଛନ୍ତି। ୧୧ ଜଣ ଉତ୍କୃଷ୍ଟ ସେବା, ୯ ଜଣଙ୍କୁ ସାହାସିକତା ପାଇଁ ମନୋନୀତ କରାଯିବା ବେଳେ ଉଲ୍ଲେଖନୀୟ ସେବା ପାଇଁ…

ଭିଜିଲାନ୍ସ ଜାଲରେ ସେକ୍ସନ ଅଧିକାରୀ

ବଲାଙ୍ଗୀର ଅଫିସ,୨୫।୧: ବଲାଙ୍ଗୀର ଜିଲା ଆଗଲପୁର ତହସିଲ ସେକ୍ସନ ଅଧିକାରୀ ପ୍ରଫୁଲ୍ଲ କୁମାର ସାଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ସକାଳେ ତାଙ୍କ ବଲାଙ୍ଗୀର ଗାନ୍ଧୀନଗରସ୍ଥିତ ଘର ସମେତ…

ଗୌତମ ଗମ୍ଭୀର କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୫।୧: ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର କରୋନା ପଜିଟିଭ୍‌ ହୋଇଛନ୍ତି । ଏ ନେଇ ସେ ନିଜେ ମଙ୍ଗଳବାର ଟୁଇଟ୍‌ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସାମାନ୍ୟ ଲକ୍ଷଣ ଅନୁଭବ କରିବା…

ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା ଅଫିସ,୨୫।୧: ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ମଙ୍ଗଳବାର ଜବତ କରାଯାଇଛି। ରାଜ୍ୟ ଅବକାରୀ ଫ୍ଲାଇଂସ୍କ୍ବାଡ୍‌ କଟକ ଅଧ୍ୟୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ସାମନ୍ତରାପୁରର ରାଜେନ୍ଦ୍ର ପୃଷ୍ଟିଙ୍କ ଘର ଓ…

ମା’ଙ୍କୁ ଡମବେଲରେ ଛେଚି ଛେଚି ମାରିଲେ

ହାଇଦ୍ରାବାଦ,୨୫।୧: ମାନସିକ ଭାବେ ଅସୁସ୍ଥ ଥିବା ଜଣେ ବ୍ୟକ୍ତି ଡମବେଲରେ ମାଙ୍କୁ ଛେଚି ଛେଚି ହତ୍ୟା କରିଛନ୍ତି। ଏଭଳି ଘଟଣା ତେଲାଙ୍ଗାନାର ହାଇଦ୍ରାବାଦ ସୁଲତାନ ବଜାର ଅଞ୍ଚଳରେ ସୋମବାର ଘଟିଛି। ରାତି ୨ଟାରେ ଓ୍ବାର୍କ ଆଉଟ୍‌ କରିବାକୁ କୋଣ୍ଡା ସୁଧିର କୁମାର…

ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା

ବାଲେଶ୍ୱର ଅଫିସ,୨୫।୧: କୋଭିଡ୍‌ ନିୟମ ଉଲ୍ଲଘଂନ କରି ହେଉଥିଲା ନିର୍ବାଚନ ପ୍ରଚାର । ବିରୋଧ କରିବାରୁ ଗ୍ରାମରେ ଦେଖାଦେଇଛି ଉତ୍ତେଜନା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ବାଇଗଣ ବାଡିଆ ପଞ୍ଚାୟତ ଝାଡ଼ପିମ୍ପଳଠାରେ। ସୋମବାର ସନ୍ଧ୍ୟାରେ ପ୍ରାର୍ଥିପତ୍ର ଯାଞ୍ଚ…

କରନ ଜୋହରଙ୍କ ଅଫିସରେ ରଶ୍ମିକା

ମୁମ୍ବାଇ,୨୫।୧: ‘ପୁଷ୍ପା: ଦ ରାଇଜ୍‌’ର ହିନ୍ଦୀ ଭସର୍ନ ରିଲିଜ ପରେ ରଶ୍ମିକା ମନ୍ଦାନାଙ୍କ ହିନ୍ଦୀ ଭାଷାଭାଷି ଅଞ୍ଚଳରେ ଲୋକପ୍ରିୟତା ଢ଼େର ବୃଦ୍ଧି ପାଇଛି। ଏହି ଅଭିନେତ୍ରୀଙ୍କୁ ସୋମବାର ମୁମ୍ବାଇସ୍ଥିତ କରନ ଜୋହରଙ୍କ ଅଫିସରେ ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ଜଣଙ୍କ ପୂରା ବ୍ଲାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?