Home Left

ବିକଶିତ ହେବ ଅଣଆକାଂକ୍ଷା ଜିଲା

ଭୁବନେଶ୍ୱର,୨୫।୧(ବ୍ୟୁରୋ): ଅନୁନ୍ନତ ଜିଲାର ବିକାଶ ପାଇଁ ଆଂକାକ୍ଷା ଯେଜନାରେ କେନ୍ଦ୍ର ସରକାର ଓଡ଼ିଶାର ୧୦ଜିଲାକୁ ସାମିଲ କରିଥିଲେ। ଏବେ ଏବେ ଅଣଆକାଂକ୍ଷା ଜିଲାର ସ୍ବତନ୍ତ୍ର ବିକାଶ ଉପରେ ଧ୍ୟାନ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଉକ୍ତ ଜିଲାଗୁଡ଼ିକୁ ନୀତି ଆୟୋଗ ପ୍ରତ୍ୟକ୍ଷ ତଦାରଖ…

ସ୍କୁଲ ପାଇଁ ୪୦ଲକ୍ଷ ଦେଲେ ପୁରାତନ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୫।୧(ବ୍ୟୁରୋ): ରାଜ୍ୟର ଅନ୍ୟତମ ପୁରାତନ ଶିକ୍ଷାନୁଷ୍ଠାନ ୟୁନିଭର୍‌ସିଟି ହାଇସ୍କୁଲ ବାଣୀବିହାରର ପୁରାତନ ଛାତ୍ରୀଛାତ୍ର ‘ମୋ ସ୍କୁଲ୍‌ ଅଭିଯାନ’ରେ ସାମିଲ ହୋଇ ନିଜ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୪୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ବିଦ୍ୟାଳୟ ପୁରାତନ…

ଜାଲ୍‌ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨୫।୧(ବ୍ୟୁରୋ): ଜାଲ୍‌ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଥିଲେ ଏଣିକି ଛାତ୍ରୀଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ୨୦୧୯-୨୦, ୨୦୨୦-୨୧, ୨୦୨୧-୨୨ ଶିକ୍ଷାବର୍ଷରେ ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନରେ ନାମ ଲେଖାଇଥିବା ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ପ୍ରମାଣପତ୍ରର ପୁନଃ ଯାଞ୍ଚ କରାଯିବ। ଜାଲ୍‌ ବୋଲି…

‘କୋଭିଡ୍‌ ପଜିଟିଭ୍‌ ହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ’

ଭୁବନେଶ୍ୱର, ୨୫।୧ (ବ୍ୟୁରୋ): ରିପୋର୍ଟ କୋଭିଡ୍‌ ପଜିଟିଭ୍‌ ଆସିଲେ ହଠାତ୍‌ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଏଥିପାଇଁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଟୋଲ୍‌ ଫ୍ରି ନମ୍ବର ୧୯୨୯ ଏବଂ ୧୦୪ କୁ ଫୋନ୍‌ କରି ନିଜର ସ୍ଥିତି, ଯନତ୍ ସମ୍ପର୍କରେ ପଚାରି…

ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡ଼ିଶା

ଭୁବନେଶ୍ୱର, ୨୫।୧(ବ୍ୟୁରୋ): ବିଭିନ୍ନ ରାଜ୍ୟରୁ ମିଳିଥିବାରୁ ତଥ୍ୟ ଅନୁସାରେ ଦେଶରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ହୋଇଥିବା କେନ୍ଦ୍ର ସରକାର କହିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏ ନେଇ ପ୍ରତିକ୍ରିୟା ରଖିଛି। ସୋମବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି,…

ଡାକ୍ତରୀ ଶିକ୍ଷାରେ ସଂରକ୍ଷଣ ଦେବାକୁ କିଏ ମନା କରିଛି: ଭାଜପା

ଭୁବନେଶ୍ୱର,୨୫ା୧(ବ୍ୟୁରୋ): ସବୁ ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିବାବେଳେ ଓଡ଼ିଶାରେ ତାହା ଦିଆଯାଉନାହିଁ। ଡାକ୍ତରୀ ଶିକ୍ଷାରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ପରେ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ଏହି ନିଷ୍ପତ୍ତିକୁ…

ଜାଲ୍‌ ଜାତି ପ୍ରମାଣପତ୍ରରେ ନାମାଙ୍କନ

ବାଲିକୁଦା(ସ୍ବ.ପ୍ର.)/ଭୁବନେଶ୍ୱର(ବ୍ୟୁରୋ),୨୫ା୧: ଜଗତ୍‌ସିଂହପୁର ଜିଲା ବାଲିକୁଦା ୨ନଂ. ଜୋନ୍‌ରେ ଜିଲା ପରିଷଦ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଜାଲ୍‌ ଜାତିଗତ ପ୍ରମାଣପତ୍ର ଦିଆଯାଇଛି। ଏଭଳି ଅଭିଯୋଗ ଆଣି ପ୍ରାର୍ଥୀ ଜଟାଧାରୀ ଦାସଙ୍କ ବିରୋଧରେ କଂଗ୍ରେସ ସୋମବାର ରାଜ୍ୟ ନିର୍ବାଚନ କମିଶନର…

୨୬ ଜାନୁୟାରୀରୁ ବଢିବ ଶୀତ, କମିବ ୫ ରାଜ୍ୟର ତାପମାତ୍ରା

ନୂଆଦିଲ୍ଲୀ,୨୫ ।୧: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଓ ମଧ୍ୟ ଭାରତରେ ଶୀତର ପ୍ରକୋପ ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଆଇଏମଡିର ସୂଚନା ଅନୁଯାୟୀ, ୨୬ ଜାନୁୟାରୀ ପରେ ଶୀତ ବଢିବ ବୋଲି ଅନୁମାନ କରାଯାଇଛି ।…

୨ସ୍ତ୍ରୀ, ୯ ସନ୍ତାନ ଥାଇ ପ୍ରାର୍ଥତ୍ପତ୍ର କାଏମ

କୁଆଁରମୁଣ୍ଡା,୨୫।୧(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକର ଦଲକି ପଞ୍ଚାୟତରେ ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କର ୨ସ୍ତ୍ରୀ ଓ ୯ସନ୍ତାନ ଥାଇ ମଧ୍ୟ ପ୍ରାର୍ଥତ୍ପତ୍ର କାଏମ ରହିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ପ୍ରାର୍ଥତ୍ପତ୍ର ନାକଚ କରା ନ ଯିବା ପ୍ରତିବାଦରେ ସୋମବାର…

ବୁର୍କିନା ଫାସୋ ରାଷ୍ଟ୍ରପତି ବନ୍ଦୀ

ଓଉଆଗାଡୋଗୁ, ୨୫।୧: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋର ରାଷ୍ଟ୍ରପତି ରୋଚ୍‌ ମାର୍କ ଖ୍ରୀଷ୍ଟିଆନ କାବୋରେଙ୍କୁ ବିଦ୍ରୋହୀ ସୈନିକମାନେ ସୋମବାର ବନ୍ଦୀ କରିନେଇଛନ୍ତି। ଏ ନେଇ ୪ ପ୍ରମୁଖ ପ୍ରତିରକ୍ଷା ଉତ୍ସ ଏବଂ ପଶ୍ଚିମ ଆଫ୍ରିକାର ଜଣେ କୂଟନୀତିଜ୍ଞ ସୂଚନା ଦେଇଛନ୍ତି।…

ଭାଜପା ସହ ମେଣ୍ଟ କରି ନଷ୍ଟ ହୋଇଛି ୨୫ ବର୍ଷ: ଉଦ୍ଧବ

ମୁମ୍ବାଇ,୨୫।୧: ଭାଜପା ସହ ମେଣ୍ଟ କରି ତାଙ୍କ ଦଳ ଶିବସେନା ୨୫ ବର୍ଷ ନଷ୍ଟ କରିଥିବା ସେ ବିଶ୍ୱାସ କରନ୍ତି ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ଶିବସେନା ଭାଜପାକୁ ପରିତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ହିନ୍ଦୁତ୍ୱକୁ କଦାପି…

ୟୁରୋପ ଗଲା ନାଟୋ ଯୁଦ୍ଧ ବିମାନ

କ୍ୱିଭ୍‌/ବ୍ରୁସେଲ୍ସ, ୨୫।୧: ୟୁକ୍ରେନ ଉପରେ ରୁଷିଆର ଯୁଦ୍ଧ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ(ନାଟୋ)ର ସଦସ୍ୟ ଦେଶଗୁଡ଼ିକ ଏକଜୁଟ ହୋଇଛନ୍ତି। ନାଟୋ ରୁଷିଆ ଉପରେ ଚାପ ପକାଇବା ସହ ପୂର୍ବ ୟୁରୋପର ସୁରକ୍ଷା ପାଇଁ ସୋମବାର ଜେଟ୍‌, ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?