Posted inଜାତୀୟ

ଜମ୍ମୁ-କଶ୍ମୀର ସୀମାରେ ହାଇଆଲର୍ଟ

ଜମ୍ମୁ,୨୫।୧: ସାଧାରଣତନ୍ତ୍ର ଦିବସରେ ସୀମାରେ ଦେଶବିରୋଧୀ ତତ୍ତ୍ୱ ଆତଙ୍କ ସୃଷ୍ଟି କରିପାରନ୍ତି ବୋଲି ଗୋଇନ୍ଦା ସୂଚନା ମିଳିବା ପରେ ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମା (ଆଇବି)ରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନମାନଙ୍କୁ ହାଇ ଆଲର୍ଟରେ ରଖାଯାଇଛି।

ବିଏସ୍‌ଏଫ୍‌ ପକ୍ଷରୁ ସୀମାରେ ଆଣ୍ଟିଡ୍ରୋନ୍‌ ଯୁଦ୍ଧାଭ୍ୟାସ ସାଙ୍ଗକୁ ଏକାଧିକ ପଦକ୍ଷେପମାନ ନିଆଯାଇଛି। ସୀମାରେ ସୁଡ଼ଙ୍ଗ ଠାବ କରାଯାଉଛି ବୋଲି ଏହାର ଆଇଜି ଡି.କେ. ବୁରା କହିଛନ୍ତି। ଆତଙ୍କବାଦୀ କାର୍ଯ୍ୟ ପ୍ରତିହତ କରିବା ଲାଗି ସେନା, ବିଏସ୍‌ଏଫ୍‌, ସିଆର୍‌ପିଏଫ୍‌ ଏବଂ ରାଜ୍ୟ ପୋଲିସ ମିଳିତ ପାଟ୍ରୋଲିଂ ଚଳାଇଛନ୍ତି। ଆତଙ୍କବାଦୀମାନେ ଅନୁପ୍ରବେଶ କରିବା ସହ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ବିସ୍ଫୋରକ ସାମଗ୍ରୀ ଏବଂ ନିଶାଦ୍ରବ୍ୟ ପଠାଇପାରନ୍ତି। ଏଲ୍‌ଓସି ସମେତ ସୀମାରେ ଯବାନମାନେ ସତର୍କ ରହିଥିବା ଆଇଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର ୫ ପର୍ଯ୍ୟନ୍ତ ବନ୍ଦ ରହିବ ଦିଲ୍ଲୀର ସମସ୍ତ ସ୍କୁଲ

ନୂଆଦିଲ୍ଲୀ,୧।୧୧: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ତରକୁ ଚାଲିଯାଇଥିବା ଜଣାପଡିଛି। ଫଳରେ ଦିଲ୍ଲୀବାସୀ ଏବେ ଏକ ପ୍ରକାର ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ...

ପୂର୍ବତନ ପ୍ରେମିକଙ୍କୁ ଏସିଡ୍‌ ମାଡ଼ କରି ଯୁବତୀ ଗିରଫ

ଜଗଦଲପୁର,୨୪।୪: ଛତିଶଗଡ଼ ବସ୍ତର ଜିଲାରେ ପୂର୍ବତନ ପ୍ରେମିକଙ୍କୁ ଏସିଡ୍‌ ମାଡ଼ ଘଟଣାରେ ପୋଲିସ ୨୨ ବର୍ଷୀୟା ଯୁବତୀଙ୍କୁ ଗିରଫ କରିଛି। ୧୯ ତାରିଖରେ ଡମ୍ରୁଧର ବଘେଲ...

ଚତୁର୍ଥ ପର୍ଯ୍ୟାୟରେ ୯୪୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୨୮ା୪: ଚତୁର୍ଥ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଆସନ୍ତା ୨୯ ତାରିଖରେ ହେବାକୁ ଯାଉଥିବାବେଳେ ଶନିବାର ଅପରାହ୍ନରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୯ଟି...

ବିରୋଧୀଙ୍କ ଉପରେ ନଜର ରଖିବାକୁ କେନ୍ଦ୍ର ଆଣୁଛି ନୂଆ ସ୍ପାଏଓ୍ବେର

ନୂଆଦିଲ୍ଲୀ, ୧୧।୪: ବିରୋଧୀ ଦଳ ନେତାଙ୍କ ଉପରେ ଗୁପ୍ତଚରଗିରି ପାଇଁ କେନ୍ଦ୍ର ସରକାର ଇସ୍ରାଏଲ୍‌ ସ୍ପାଏଓ୍ବେର୍‌ ‘ପେଗାସସ୍‌’ ଭଳି ‘କଗ୍‌ନାଇଟ୍‌’ ନାମରେ ଏକ ସ୍ପାଏଓ୍ବେର କିଣିବାକୁ...

ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବି

ମୁମ୍ବାଇ,୨୯।୧୦: ମୁସଲମାନ ବିରୋଧୀ ନୀତି ‘ଲଭ୍‌ ଜିହାଦ’ର ପ୍ରସାର କରାଉଥିବା ରେଖା ଶର୍ମାଙ୍କୁ ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ଅଧ୍ୟକ୍ଷା ପଦରୁ ହଟାଇବା ପାଇଁ ମହିଳା...

ଅଭିଯୁକ୍ତ କିଏ, ସେ ଗିରଫ ହୋଇଛନ୍ତି କି: ଯୋଗୀ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ …

ନୂଆଦିଲ୍ଲୀ,୭।୧୦: ଉତ୍ତରପ୍ରଦେଶ ଲକ୍ଷ୍ମୀପୁୁର ହିଂସା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ କଡ଼ା ପ୍ରଶ୍ନ ପଚରା ଯାଇଛି। ଏହି କାଣ୍ଡର ଅଭିଯୁକ୍ତ କିଏ?...

ନାରାୟଣପୁର ଏନ୍‌କାଉଣ୍ଟର: ୫ ମାଓବାଦୀ ମୃତ

ରାୟପୁର,୨୪।୮: ଛତିଶଗଡ଼ ନାରାୟଣପୁରରେ ଶନିବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୨ ଯବାନ ଆହତ ମଧ୍ୟ ହୋଇଛନ୍ତି। ଏବେବି...

ଇସିଙ୍କ କାର୍ଯ୍ୟାନୁଷ୍ଠାନ ବେଆଇନ: ଟିଏମ୍‌ସି

କୋଲକାତା, ୧୫।୪: ନିର୍ବାଚନ କମିଶନ (ଇସି) ଠିକ୍‌ ଭାବେ କାର୍ଯ୍ୟ କରୁ ନ ଥିବା ଏବଂ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିରୋଧରେ ଏହାର କାର୍ଯ୍ୟାନୁଷ୍ଠାନ ବେଆଇନ...

Advertisement
Archives

Model This Week