ହରିଦାସପୁର ରେଳଷ୍ଟେଶନରେ ଗଣଧାରଣା
ଚଣ୍ଡିଖୋଲ,୨୬।୯(ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ରେଳଷ୍ଟେଶନରେ ରବିବାର ଏକ ଶାନ୍ତିପୂର୍ଣ୍ଣ ଗଣ ଧାରଣା ଦିଆଯାଇଛି। ଓଡ଼ିଶାର ସମସ୍ତ ରୁଟ୍ରେ ଦୀର୍ଘ ଦେଢ଼ ବର୍ଷ ଧରି ଲୋକାଲ ଟ୍ରେନ୍ ଚାଳାଚଳ ବନ୍ଦ ରହିଛି। ଏଥିରେ ନିର୍ଭରକରୁଥିବା ଦିନମଜୁରିଆ, ବେସରକାରୀ…
‘ଗୁଲାବ’କୁ ନେଇ ସତର୍କତା ଜାରି କଲା ପ୍ରଶାସନ: ସନ୍ଧ୍ୟା ସୁଦ୍ଧା ସୁରକ୍ଷିତ ସ୍ଥାନକୁ କରାଯିବ ସ୍ଥାନାନ୍ତର
ହିଞ୍ଜିଳିକାଟୁ,୨୬ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଓ ପୌର ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଗୁଲାବ ମୁକାବିଲା ନିମନ୍ତେ ସତର୍କତା ପ୍ରକାଶ ପାଇଛି। ରବିବାର ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବିଡିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା…
ପ୍ରେମିକାଙ୍କଠାରୁ ଅଲଗା ହେଲେ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି
କାର୍ଲିଫର୍ନିଆ,୨୬।୯: ବିଶ୍ୱରର ଦ୍ୱିତୀୟ ଧନୀ ବ୍ୟକ୍ତି ଏଲୋନ ମସ୍କ ତାଙ୍କ ଗର୍ଲଫ୍ରେଣ୍ଡ ଗ୍ରିମସଙ୍କ ଠାରୁ ଅଲଗା ହୋଇଛନ୍ତି। ପେସାରେ ଗାୟିକା ଗ୍ରିମସ ଏବଂ ସ୍ପେସ ଏକ୍ସ, ଟେସଲାର ପ୍ରତିଷ୍ଠାତା ଏଲୋନ ତିନି ବର୍ଷ ଧରି ପରସ୍ପର ସହ ରହୁଥିଲେ। ଉଭୟ ପାରସ୍ପରିକ…
ବାତ୍ୟା ‘ଗୁଲାବ’ ମୁକାବିଲା: ଖୋଲିଲା କଣ୍ଟ୍ରୋଲ ରୁମ୍
ଭୁବନେଶ୍ୱର,୨୬।୯(ବ୍ୟୁରୋ): ଉପକୂଳମୁହାଁ ‘ଗୁଲାବ’। ଏହି ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ବତନ୍ତ୍ର ସଚିବ ବିଶ୍ୱମୋହନ ରାୟଙ୍କ ଅଫିସ ଚାମ୍ବରରେ ଫିସେରିଜ୍ ଓ ଏଆର୍ଡି ବିଭାଗର କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। କଣ୍ଟ୍ରୋଲ ରୁମ୍ର ଟେଲିଫୋନ…
ଚନ୍ନୀଙ୍କ ମନ୍ତ୍ରିମଣ୍ଡଳର ହେଲା ସମ୍ପ୍ରସାରଣ: ବିରୋଧ ସତ୍ତ୍ୱେ ରାଣା ଗୁରଜିତ ହେଲେ ମନ୍ତ୍ରୀ
ଚଣ୍ଡିଗଡ଼,୨୬ ।୯: ପଞ୍ଜାବର ନୂଆ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇ ଯାଇଛି । ଶପଥ ଗ୍ରହଣ ପୂର୍ବରୁ ମନ୍ତ୍ରୀଙ୍କ ସୂଚିରେ ବଡ ଧରଣର ଅଦଳବଦଳ କରାଯାଇଛି । ଫତେହଗଡ଼ ସାହିବର ବିଧାୟକ କୁଲଜିତ ସିଂ ନାଗରାଙ୍କ ସ୍ଥାନରେ…
‘ଗୁଲାବ’ ପାଇଁ ୧୧ ଜିଲାର ସ୍କୁଲ ବନ୍ଦ
ଭୁବନେଶ୍ୱର,୨୬।୯(ବ୍ୟୁରୋ): ବାତ୍ୟା ‘ଗୁଲାବ’ ରବିବାର ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମଠାରେ ଲ୍ୟାଣ୍ଡଫଲ କରିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀଗସ୍ତରେ ଥିଲେ ହେଁ ଭିଡିଓ କନ୍ଫରେନ୍ସିଂ ଜରିଆରେ ସ୍ଥିତିର ସମୀକ୍ଷା କରିଛନ୍ତି। ଏହାପରେ ବାତ୍ୟାରେ…
ଫଟୋଗ୍ରାଫର୍ଙ୍କ ଉପରେ ରାଗିଲେ ଐଶ୍ଚର୍ଯ୍ୟାଙ୍କ ଝିଅ: କହିଲେ…
ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ଏବେ ବହୁତ ଛୋଟ କିନ୍ତୁ ସେ ଜଣେ ସେଲିବ୍ରିଟିଙ୍କଠାରୁ କମ ନୁହଁନ୍ତି। ଆରାଧ୍ୟା ଯୁଆଡେ ଯାଆନ୍ତି, ଲୋକ ଏବଂ ଫଟୋଗ୍ରାଫରମାନେ ତାଙ୍କ ଝଲକ ଦେଖିବାକୁ ଧାଇଁ ଆସନ୍ତି। ଆରାଧ୍ୟାଙ୍କ…
ଟେଲିଭିଜନ ଚ୍ୟାନେଲର ଅଂଶିଦାରକୁ ବିକିବେ ଅଲିବାବା
ବେଜିଂ,୨୬ ।୯: ଚାଇନା ସରକାର ଓ ଇ-କମର୍ସ କମ୍ପାନୀଙ୍କ ମଧ୍ୟରେ ଟଣାଓଟରା ଜାରି ରହିଛି । ଏହାରି ଭିତରେ ଅଲିବାବା, ଟେନସେଣ୍ଟ ଓ ବୈଦୁ ଭଳି କମ୍ପାନୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ଶୁଣିବାକୁ ମିଳିଛି କି ଅଲିବାବା,…
ମୋଣ୍ଟାନା ରେଳ ଦୁର୍ଘଟଣା: ୩ ମୃତ ଅନେକ ଆହତ
ୱାଶିଂଟନ,୨୬ ।୯: ଆମେରିକାରର ମୋଣ୍ଟାନା ସହରରେ ଏକ ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ସମାଚାର ଏଜେନ୍ସି ଆସୋସିଏଟ୍ସ ପ୍ରେସର ସୂଚନା…
ପିଠିରେ ସିଗ୍ନେଚର ଟାଟୁ
ଫ୍ଲୋରିଡାର ଜୁଆନ୍ ମତାସ୍ ଓରଫ ଫଙ୍କି ମତାସ୍ ଏବେ ତାଙ୍କ ଟାଟୁକୁ ନେଇ ବେଶ୍ ଚର୍ଚ୍ଚିତ। ଏମିତି ତ ଅନେକ ଲୋକ ଟାଟୁ କରୁଛନ୍ତି। କିନ୍ତୁ ଫଙ୍କି କରିଥିବା ଟାଟୁରେ ଅଛି କିଛି ସ୍ବତନ୍ତ୍ରତା। ସେଥିପାଇଁ ତ ସେ ଗିନିଜ୍ ଓ୍ବାଲର୍ଡ୍…
କରୀନାଙ୍କ ପାଇଁ ବିରିୟାନି ପଠାଇଲେ ବାହୁବଳୀ
ମୁମ୍ବାଇ: ଅଭିନେତ୍ରୀ କରୀନା କପୁରଙ୍କ ଖାଇବାରେ ଭାରି ସଉକ। ସେ ସବୁବେଳେ ଖାଇବା ଫଟୋ ଶେୟାର କରନ୍ତି। ସେ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ତାଙ୍କ ପାଇଁ ବାହୁବଳୀ ଫେମ୍ ପ୍ରଭାସ ଖାଇବା ପଠାଇଛନ୍ତି। କରୀନା ଫଟୋ…
ଟସ୍ ଜିତିଲା କୋଲକତା
ଶାରଜା,୨୬।୯: ଆଇପିଏଲ୍ରେ ରବିବାର ଦୁଇଟି ହାଇ ଭୋଲଟେଜ ମ୍ୟାଚ ଅଛି। ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଇଏନ ମୋର୍ଗାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ…
Archives


