Home Left

ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ମୁତୟନ ହେଲେ ଏନ୍‌ଡିଆରଏଫ, ଓଡ୍ରାଫ ଟିମ୍‌

ଛତ୍ରପୁର,୨୬।୯(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟା ଗୁଲାବ ପରିପ୍ରେକ୍ଷୀରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନ୍‌ଡିଆରଏଫ୍‌ ଓ ଓଡ୍ରାଫ ଟିମ୍‌ ଗଞ୍ଜାମ ଜିଲାରେ ପହଞ୍ଚିଥିଲେ। ପରେ ସେମାନଙ୍କୁ ପାତ୍ରପୁର, ସୋରଡା, ଆସିକା, ପୁରୁଷୋତ୍ତମପୁର, ଶେରଗଡ଼, ଗଞ୍ଜାମ, ଗୋପାଳପୁର ପ୍ରଭୃତି ଅଞ୍ଚଳରେ ମୃତୟନ କରାଯାଇଛି।…

ମୋତିହାରିରେ ଡଙ୍ଗା ଓଲଟି ୬ ମୃତ

ପାଟନା,୨୬ ।୯: ବିହାରର ମୋତିହାରିରେ ଡଙ୍ଗା ଓଲଟି ୨୨ ଜଣ ବୁଡି ଯାଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଗଲାଣି । ବୁଢିଗଂଡକ ନଦୀରେ ଏହି ଦୁର୍ଘଟଣା ଘଟିଛି । ନଦୀ କୂଳରେ ଲୋକେ…

୩୯ ଦିନ ଶିଶୁର ୭୧ ଖଣ୍ଡ ହାଡ଼ ଭାଙ୍ଗିଦେଲେ ପିତା, ଆଉ ତା’ ପରେ…

ଜଣେ ପିତା ତାଙ୍କ ୩୯ ଦିନର ଶିଶୁପୁତ୍ରଙ୍କୁ ମାରି ୭୧ ଖଣ୍ଡ ହାଡ଼ ଭାଙ୍ଗି ଦେଇଥିଲେ। ଫଳରେ ଶିଶୁଟିର ମୃତ୍ୟୁ ହୋଇଛି। ଏବେ ଅଭିଯୁକ୍ତ ପିତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଏହି ଘଟଣାଟି ଓ୍ବାର୍ମଲିର ଦକ୍ଷିଣ ଗ୍ଲଷ୍ଟରଶେୟାରରେ ଘଟିଛି। ଏଠାକାର ୩୧…

ଫେରିଲେ ମୋଦି

ନୂଆଦିଲ୍ଲୀ,୨୬ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଦିନିଆ ଆମେରିକା ଗସ୍ତ ସାରି ନୂଆଦିଲ୍ଲୀ ଫେରି ଆସିଛନ୍ତି । ରବିବାର ସକାରେ ମୋଦିଙ୍କ ଏୟାର ଇଣ୍ଡିଆ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଲ୍ୟାଣ୍ଡ କରିଛି । ମୋଦିଙ୍କୁ ସ୍ୱାଗତ କରିବା ଲାଗି…

ଆର୍‌ଇଇଟି ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀଙ୍କ ଫୁଲ୍‌ହାତ ପୋଷାକ କଟାଗଲା…

ଜୟପୁର,୨୬।୯: ରାଜସ୍ଥାନରେ ରବିବାର ଆର୍‌ଇଇଟି ପରୀକ୍ଷା ଆରମ୍ଭ ହୋଇଛି। ତେବେ ପୌଦ୍ୱାର ସ୍କୁଲ ସ୍ଥିତ ପରୀକ୍ଷା କେନ୍ଦ୍ରରେ କଡ଼ା କଟକଣା ଯୋଗୁ କେତେକ ଛାତ୍ରୀଙ୍କ ଫୁଲ୍‌ହାତ ପୋଷାକକୁ କଟାଯାଇଛି। ସେହିପରି ହାତ, କାନ, ନାକ, ଗଳାରେ ଥିବା ବିଭିନ୍ନ ଅଳଙ୍କାରକୁ ମଧ୍ୟ…

ଋଣ ଶୁଝିବା ଚିନ୍ତାରେ ଚାଷୀ

ଖୋର୍ଦ୍ଧା ଅଫିସ,୨୬ା୯: ବନ୍ୟାଜଳରେ ଏକ ସପ୍ତାହ ଧରି ଜଳବନ୍ଦୀ ଜୀବନ ବିତାଇଥିବା ଗ୍ରାମବାସୀଙ୍କ ଏକର ଏକର ଖରିଫ ଧାନ ଫସଲ ନଷ୍ଟ ହୋଇଯାଇଛି। ଏଥିଯୋଗୁ ଖୋର୍ଦ୍ଧା ବ୍ଲକ ଓରବରସିଂ, ନରଣଗଡ଼ ଏବଂ ବ୍ରଜମୋହନପୁର ପଞ୍ଚାୟତର ୧୦ରୁ ଊର୍ଦ୍ଧ୍ୱ ଗ୍ରାମର ଅନେକ ଚାଷୀଙ୍କ…

ଜିରୋ କାଜୁଆଲିଟି ଉପରେ ଗଞ୍ଜାମ ଜିଲାପାଳଙ୍କ ଗୁରୁତ୍ୱାରୋପ

ଛତ୍ରପୁର,୨୬ା୯(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟା ‘ଗୁଲାବ’କୁ ନେଇ ଗଞ୍ଜାମ ଜିଲାରେ ଦିନତମାମ ବର୍ଷା ହେବ। ସନ୍ଧ୍ୟାଠାରୁ ଅଧିକରୁ ଅଧିକ ବର୍ଷା ସହ ପବନର ବେଗ ବୃଦ୍ଧି ହୋଇ ରାତିରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରବିବାର ପୂର୍ବାହ୍ନରେ ଗଞ୍ଜାମ…

ଯୋବ୍ରା ବ୍ୟାରେଜ୍‌ରେ ଏକ ହାତୀର ମୃତଦେହ ଠାବ

କଟକ ଅଫିସ, ୨୬।୯: କଟକ ଯୋବ୍ରା ବ୍ୟାରେଜରେ ଏକ ହାତୀର ମୃତଦେହ ରବିବାର ଠାବ କରାଯାଇଛି। ବ୍ୟାରେଜର ଗୋଟିଏ ଗେଟ ଦେଇ ପାଣି ଯାଉଥିବା ବେଳେ ସେଠାରେ ହାତୀଟିର ଗୋଡ଼ ଦେଖାଯାଉଛି। ତେବେ ଏହି ହାତୀଟି ଶୁକ୍ରବାର ମୁଣ୍ଡଳି ବ୍ରିଜ୍‌ ନିକଟରେ…

କାର୍‌ ଅଟକାଇ ମହାନଦୀ ପୋଲ ଉପରୁ ପାଣିକୁ ଡେଇଁ ପଡ଼ିଲେ

କଟକ ଅଫିସ,୨୬ା୯: ମହାନଦୀ ପୋଲ ଉପରୁ ପାଣିକୁ ଡେଇଁ ଜଣେ ନିଖୋଜ ହୋଇଯାଇଛନ୍ତି। ଭୁବନେଶ୍ୱରରୁ କଟକ ଟାଙ୍ଗୀ ଯାଉଥିବା ବେଳେ ବାଟରେ ପରିସ୍ରା ଲାଗୁଥିବା ଡ୍ରାଇଭରଙ୍କୁ କହିଥିଲେ ଏହି ବ୍ୟକ୍ତି ଜଣକ। ପରେ କାର୍‌କୁ ମହାନଦୀ ପୋଲ ଉପରେ ଅଟକାଇ ପାଣି…

ସିଫା ନିକଟ ୨ ବ୍ଲକରେ ହେବ ‘ରଙ୍ଗିନ ମାଛ ଗାଁ’

ପିପିଲି,୨୬।୯(ସ୍ବ.ପ୍ର.): ସିଫା ନିକଟ ୨ଟି ବ୍ଲକରେ ‘ରଙ୍ଗିନ ମାଛ ଗାଁ’ ପ୍ରତିଷ୍ଠା କରାଯିବ। କୌଶଲ୍ୟାଗଙ୍ଗସ୍ଥିତ ଆଇସିଏଆର୍‌-ସିଫାରେ ଥିବା ଖୋର୍ଦ୍ଧା କୃଷିବିଜ୍ଞାନ କେନ୍ଦ୍ରରେ ରଙ୍ଗିନ ମାଛଚାଷ ମାଧ୍ୟମରେ ‘ମହିଳାଙ୍କ ଅର୍ଥନୈତିକ ସଶକ୍ତୀକରଣ’ ଶୀର୍ଷକ ୩ଦିନିଆ ପ୍ରଶିକ୍ଷଣ ଶିବିରର ଶନିବାର ଉଦ୍‌ଯାପନୀ ସଭାରେ ସିଫା…

୩ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ଟକ୍କର

ପିପିଲି/ଡେଲାଙ୍ଗ, ୨୬।୯(ସ୍ବ.ପ୍ର./ଡି.ଏନ୍‌.ଏ.): ପିପିଲି ଉପନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପିିପିଲି, ଡେଲାଙ୍ଗ ଅଞ୍ଚଳରେ ରାଜନୈତିକ ଦଳଗୁଡ଼ିକର ଜୋରସୋରରେ ପ୍ରଚାର, ସଭା ଚାଲିଛି। ହେଭିଓ୍ବେଟ ତଥା ବରିଷ୍ଠ ନେତାମାନେ ମଇଦାନକୁ ଓହ୍ଲାଇବା ସହ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରତି…

ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୧୭୫କୁ ବୃଦ୍ଧି

ଭୁବନେଶ୍ୱର,୨୬ା୯(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୧୭୫କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri