ରାଜସ୍ଥାନ ପକ୍ଷରୁ ଡେବ୍ୟୁ କଲେ ବିଶ୍ୱର ନମ୍ବର-୧ ବୋଲର୍; ଅଡୁଆରେ ପଡ଼ିବ କି ଦିଲ୍ଲୀ…
ଆବୁଧାବି,୨୫।୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ଶନିବାର ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ପର୍ଯ୍ୟାୟରେ ରାଜସ୍ଥାନର ଏହା ଦ୍ୱିତୀୟ ମ୍ୟାଚ୍ ହୋଇଥିବା ବେଳେ ଦଳ ପ୍ରଥମ ମୁକାବିଲା ପଞ୍ଜାବ କିଙ୍ଗ୍ସ ବିପକ୍ଷରେ…
ସନ୍ଧ୍ୟାରେ ଲ୍ୟାଣ୍ଡଫଲ କରିବ ‘ଗୁଲାବ୍’
ଭୁବନେଶ୍ୱର,୨୫।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଶନିବାର ସନ୍ଧ୍ୟାରେ ବାତ୍ୟାରେ ପରିଣତ ହୋଇପାରେ। ଆଉ ରବିବାର ସନ୍ଧ୍ୟାରେ ଏହା ଓ ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ। ଏ ନେଇ ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି…
ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫୪ରେ ରୋକିଲା ରାଜସ୍ଥାନ
ଅବୁଧାବି,୨୫।୯: ଅବୁଧାବିରେ ଶନିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ ଅଧିନାୟ ସଞ୍ଜୁ ସାମସନ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୬ ଉଇକେଟ ହରାଇ ୧୫୪ କରିଛି।…
ରାକେଶଙ୍କ ହାତରେ ହାତ ଛନ୍ଦି ଡିନର୍ ଡେଟ୍ରେ ଗଲେ ଶିଳ୍ପାଙ୍କ ଭଉଣୀ; ଭାଇରାଲ ହେଉଛି…
ବମ୍ବେ: ବିବାଦୀୟ ରିଆଲିଟି ଶୋ’ ‘ବିଗ୍ବସ୍’ରେ ଅନେକ କଳାକାର ଲିଙ୍କଅପ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଠିକ୍ ସେଭଳି କିଛି ଘଟିଛି ଲୋକପ୍ରିୟ ଅଭିନେତା ରାକେଶ ବାପତଙ୍କ କ୍ଷେତ୍ର। ସେ ଏବେ ଶିଳ୍ପା ସେଟ୍ଟୀଙ୍କ ଭଉଣୀ ସମିତାଙ୍କ ପ୍ରେମରେ ଉବୁଟୁବୁ। ନିକଟରେ ବିଗ୍ବସ୍…
ଅରୁଣାଚଳ ପ୍ରଦେଶରେ ଭୂକମ୍ପ
ଇଟାନଗର,୨୫ା୯: ଅରୁଣାଚଳ ପ୍ରଦେଶରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ପାଙ୍ଗିନ ସହରରେ ସକାଳ ୧୦ଟା ୧୧ରେ ଲୋକେ ଭୂକମ୍ପ ଝଟ୍କା ଅନୁଭବ କରିବା ସହ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୫…
ଗୋଟିଏ କଥାରେ ଚେନ୍ନାଇର ଏହି ଖେଳାଳିଙ୍କ ସହ ଝଗଡ଼ା କରିଥାନ୍ତି ଧୋନୀ; ଆର୍ସିବି ବିପକ୍ଷ ମ୍ୟାଚ୍ ଜିତିବା ପରେ…
ଆବୁଧାବି,୨୫।୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ୩୫ତମ ମ୍ୟାଚ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ୬ ଉଇକେଟରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)କୁ ପରାସ୍ତ କରିଛି। ବିରାଟ ସେନା ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟରେ ୧୫୬ରନ୍ କରିଥିଲା। ଜବାବରେ ଚେନ୍ନାଇ ୪…
ଏହି ଅଭିନେତ୍ରୀଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରଶଂସକ
ମୁମ୍ବାଇ: ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ ବଲିଉଡ୍ର ଜଣେ ବୋଲ୍ଡ ଅଭିନେତ୍ରୀ ଭାବେ ଜଣାଶୁଣା। ସୋସିଆଲ ମିଡିଆରେ ମଲ୍ଲିକାଙ୍କ ପ୍ରଶଂସକମାନେ କେବଳ ତାଙ୍କ ଫଟୋକୁ ଅପେକ୍ଷା କରି ରହିଥାନ୍ତି। ସେ ମଧ୍ୟ କେବେ କାହା ହୃଦୟ ଭାଙ୍ଗନ୍ତି ନାହିଁ, ଇନ୍ଷ୍ଟାଗ୍ରାମରେ ଏବେ ଏକ…
ଯୁବ ଚେହେରା ଉପରେ କଂଗ୍ରେସର ନଜର: କହ୍ନେୟା. ଜିଗନେସ୍ ହେବେ ଦଳରେ ସାମିଲ!
ନୂଆଦିଲ୍ଲୀ,୨୫ ।୯: ଜବାବାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ନେତା କହ୍ନେୟା କୁମାର ଖୁବଶୀଘ୍ର କଂଗ୍ରେସରେ ଯାଗ ଦେବେ । ଏହା ବ୍ୟତୀତ ଗୁଜରାଟର ନିର୍ଦ୍ଦଳିୟ ବିଧାୟକ ଜିଗ୍ନେସ ମେୱାନି ବି କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି । ମିଳିଥିବା…
ମିଳିଲା ଓଡ୍ରାଫ କର୍ମଚାରୀ ସୀତାରାମଙ୍କ ମୃତଦେହ
କଟକ ଅଫିସ,୨୫।୯: କଟକ ମୁଣ୍ଡଳିରେ ଶୁକ୍ରବାର ରବର ବୋଟ ଓଲଟି ପଡ଼ିଥିଲା। ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା। ହେଲେ ଓଡ୍ରାଫ୍ କର୍ମଚାରୀ ସୀତାରାମ ମୁର୍ମୁ ନିଖୋଜ ଥିଲେ। ତାଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। କଖଡ଼ି ମହାଳପଡ଼ା ଗୁମେଇ…
ପ୍ରିୟଙ୍କାଙ୍କ ଖୁସି କହିଲେ ନ ସରେ
ମୁମ୍ବାଇ: ବଲିଉଡ୍ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଆଜିକାଲି ତାଙ୍କ ହଲିଉଡ୍ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ପ୍ରିୟଙ୍କା ତାଙ୍କ ସ୍ବାମୀ ନିକ୍ ଜୋନାସ ଏବଂ ପରିବାର ସଦସ୍ୟଙ୍କ ସହ ବିଦେଶରେ ସମୟ ବିତାଉଛନ୍ତି। ଏହି ସମୟରେ ପ୍ରିୟଙ୍କା ସୋସିଆଲ ମିଡିଆ ମାଧ୍ୟମରେ…
କାନ ପାଇଁ ଗିନିଜ୍ ବୁକ୍ ରେକର୍ଡ କଲା କୁକୁର, ଲମ୍ବ ଜାଣିଲେ…
କୁକୁରର କାନ ସମସ୍ତେ ଦେଖିଥିବେ ମାତ୍ର ଏକ କୁକୁରର କାନର ଲମ୍ବ ଜାଣିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କାରଣ ଏହି କୁକୁର କାନର ଲମ୍ବ ୧୨.୩୮ ଇଞ୍ଚ। ଯେଉଁଥିପାଇଁ ଗିନିଜ୍ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡରେ କୁକୁରଟି ସ୍ଥାନ ପାଇଛି। ଗିନିଜ୍…
ପଞ୍ଜାବ ପରେ ରାଜସ୍ଥାନ ରାଜନୀତି ସରଗରମ
ଜଇପୁର,୨୫ ।୯: ପଞ୍ଜାବ କଂଗ୍ରେସ ପରେ ଏବେ ପାଳି ପଡିଛି ରାଜସ୍ଥାନ କଂଗ୍ରେସର । ରାଜସ୍ତାନ କଂଗ୍ରେସର ପ୍ରଦେଶ ଉପାଧ୍ୟକ୍ଷ ରାଜେନ୍ଦ୍ର ଚୌଧୁରୀ ସଚ୍ଚିନ ପାଇଲଟଙ୍କ ସମର୍ଥନରେ ବାହାରି ପଡିଛନ୍ତି । ପୁଣିଥରେ ରାଜସ୍ଥାନର ଶାସନ ଡୋର ପାଇଲଟଙ୍କ ହାତରେ ଦେବାକୁ…
Archives


