ମଣିପୁରରେ ସାନି ହିଂସା: ୩ ମୃତ
ଇମ୍ଫାଲ୍,୨୫ା୪: ମଣିପୁରର ଉଖ୍ରୁଲ୍ ଜିଲାରେ ଶୁକ୍ରବାର ନାଗା ଓ କୁକି ସମ୍ପ୍ରଦାୟ ୨ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଅନୂ୍ୟନ ୩ ଜଣଙ୍କ ମୃତ୍ୟୁ ହେବା ସହ ଅନେକେ ଆହତ ହୋଇଛନ୍ତି। ହିଂସା ପ୍ରଭାବିତ ଉକ୍ତ ଜିଲାର ମୁଲ୍ଲାମ୍ ଗ୍ରାମ…
ଇରାନ-ଆମେରିକା ଆଲୋଚନା ଖୁବ୍ଶୀଘ୍ର: ପାକିସ୍ତାନ ଗସ୍ତରେ …
ଇସ୍ଲାମାବାଦ,୨୫ା୪ : ଆମେରିକା ସହ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନାରେ ଭାଗ ନେବା ପାଇଁ ଇରାନ ବହିର୍ବ୍ୟାପାର ମନ୍ତ୍ରୀ ଅବ୍ବାସ ଅରାଘଚିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପାକିସ୍ତାନ ଆସୁଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…
ପାଣିଟାଙ୍କି ନିର୍ମାଣକୁ ବର୍ଷେ ପୂରିଲା, କାର୍ଯ୍ୟକ୍ଷମ ହେଉନି: ପାନୀୟଜଳ ଯୋଗାଣ ନେଇ ବିଡିଓଙ୍କ ଦ୍ୱାରସ୍ଥ ଗ୍ରାମବାସୀ
ଲାଞ୍ଜିଗଡ଼,୨୫।୪(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ତଳକାଳିମା ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ପାନୀୟଜଳ ଯୋଗାଇବାକୁ ନେଇ ଗ୍ରାମବାସୀ ଶୁକ୍ରବାର ଲାଞ୍ଜିଗଡ଼ ବିଡିଓଙ୍କ ଦ୍ବାରସ୍ଥ ହୋଇ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।…
୪୦୦ ଫୁଟ୍ ଉଚ୍ଚ ଟାଓ୍ବାରରେ ୫୬୦ ଦିନ
ସାମାନା(ପଞ୍ଜାବ),୨୫ା୪: ପଞ୍ଜାବ ଆକ୍ଟିଭିଷ୍ଟ ଗୁର୍ଜିତ ସିଂ ଖାଲ୍ସା ଧର୍ମନିନ୍ଦା ଘଟଣାରେ କଠୋର ଆଇନ ଆଣିବା ଦାବିରେ ୪୦୦ ଫୁଟ୍ ଉଚ୍ଚ ବିଏସ୍ଏନ୍ଏଲ୍ ଟାଓ୍ବାର ଉପରେ ୫୬୦ ଦିନ ବସିରହିବା ପରେ ଶୁକ୍ରବାର ସକାଳେ ତାଙ୍କୁ ତଳକୁ ଅଣାଯାଇଛି। ପଞ୍ଜାବ ସରକାର ଧର୍ମନିନ୍ଦା…
ବାସ୍ତବ ନୁହେଁ, ଏଆଇ ଚାଟ୍ବଟ୍ ସାଥୀ ପ୍ରେମରେ ଯୁବପିଢ଼ି: ଚାଞ୍ଚଲ୍ୟକର ଖୁଲାସା
ଲଣ୍ଡନ, ୨୫ା୪:ସମୟ ବଦଳିବା ସହିତ ପ୍ରେମର ପରିଭାଷା ମଧ୍ୟ ବଦଳିବାରେ ଲାଗିଛି। ଏବକାର ଯୁବପିଢ଼ି, ବିଶେଷକରି ‘ଜେନ୍ ଆଲ୍ଫା’ (୨୦୧୩-୨୦୨୪) ବାସ୍ତବ ଦୁନିଆର ସମ୍ପର୍କ ଅପେକ୍ଷା କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଚାଟ୍ବଟ୍କୁ ନିଜ ପ୍ରେମିକା ବା ସାଥୀ ଭାବରେ ଅଧିକ…
ନେତାନ୍ୟାହୁଙ୍କୁ କ୍ୟାନ୍ସର ହୋଇଥିଲା
ଜେରୁଜେଲମ୍,୨୫ା୪: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ କ୍ୟାନ୍ସର ହୋଇଥିଲା ବୋଲି ସେ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ଯାଞ୍ଚ ବେଳେ ତାଙ୍କର ଏକ ଛୋଟ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। ସେ ପ୍ରଥମ ପର୍ଯ୍ୟାୟ ପ୍ରୋଷ୍ଟେଟ୍ କ୍ୟାନ୍ସରରେ ପୀଡ଼ିତ ଥିବା ଜଣାପଡ଼ିବାରୁ ସଫଳତାର ସହ…
ନାବାଳିକାଙ୍କୁ ଇଚ୍ଛା ବିରୋଧରେ ଗର୍ଭଧାରଣ ପାଇଁ କୋର୍ଟ ବାଧ୍ୟ କରିପାରିବେ ନାହିଁ
ନୂଆଦିଲ୍ଲୀ,୨୫ା୪ : କୌଣସି ଅଦାଲତ ଜଣେ ମହିଳା ବିଶେଷକରି ନାବାଳିକାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ଗର୍ଭଧାରଣ ଜାରି ରଖିବାକୁ ବାଧ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ଟିପ୍ପଣୀ ଦେବା ସହ ୭ ମାସର ଗର୍ଭଧାରଣ କରିଥିବା ଜଣେ ୧୫ ବର୍ଷୀୟା…
ଦାରିଙ୍ଗବାଡିରେ ଜାତୀୟ ପଞ୍ଚାୟତରାଜ ଦିବସ : ଅନ୍ତଦୋୟ ଗୃହ ଯୋଜନାରେ ୧୬୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ
ଦାରିଙ୍ଗବାଡ଼ି,୨୪।୪(ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଛି। ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ନେତୃତ୍ୱ ରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, କନ୍ଧମାଳ ଏମ୍ପି ସୁକାନ୍ତ ପାଣିଗ୍ରାହୀଙ୍କ ପ୍ରତିନିଧି ଭାବେ ଦଳର ମଣ୍ଡଳ ସାଧାରଣ ସମ୍ପାଦକ…
ସୀମାରେ ହଠାତ୍ ଅନ୍ଧାର: ପଞ୍ଜାବରୁ କଶ୍ମୀର ପର୍ଯ୍ୟନ୍ତ ‘ବ୍ଲାକ୍ଆଉଟ୍’ ହାଇ ଆଲର୍ଟ, ରାତି ୧୦ଟାରେ ସାବଧାନ…!
ଚଣ୍ଡିଗଡ଼/ଶ୍ରୀନଗର,୨୪।୪: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଶୁକ୍ରବାର ରାତିରେ ପଞ୍ଜାବ ଏବଂ ଜମ୍ମୁ-କଶ୍ମୀରର ସମସ୍ତ ଜିଲାରେ ‘ସିଭିଲ ଡିଫେନ୍ସ ଏୟାର୍ ରେଡ୍/ବ୍ଲାକଆଉଟ୍’ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଛି। ଏହି ସମୟରେ ଲୋକମାନଙ୍କୁ ସମସ୍ତ ଆଲୋକ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।…
ଯୁବତୀଙ୍କ ସହ ଗଢ଼ି ଉଠିଲା ପ୍ରେମ ସମ୍ପର୍କ, ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର; OISF ଯବାନଙ୍କୁ ବାନ୍ଧିଲା…
ସୁନ୍ଦରଗଡ,୨୪।୪(ଜୟ ନାରାୟଣ ମେଣ୍ଡୁଳି): ବିବାହର ପ୍ରତଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ବଳତ୍କାର କରିଥିବା ଅଭିଯୋଗରେ ସଦରଥାନା ପୋଲିସ ଏମ୍ସିଏଲ୍ରେ କାର୍ଯ୍ୟରତ ଓଡିଶା ଶିଳ୍ପାଞ୍ଚଳ ସୁରକ୍ଷା ପୋଲିସ (ଓଆଇଏସ୍ଏଫ୍) ଯବାନଙ୍କୁ ଗିରଫ କରି ଶୁକ୍ରବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ…
କୁଶପଡାରେ କ୍ରିକେଟ ଟୁର୍ନାମେଣ୍ଟ: ମହାମାୟୀ ଟିମ୍ ଚାମ୍ପିୟନ
ଦିଗପହଣ୍ଡି,୨୪|୪(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ ଖେଳପଡିଆ ଠାରେ ଚାଲିଥିବା ଶ୍ରୀ ସିଦ୍ଧି ବିନାୟକ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ମହାମାୟୀ ଟିମ୍ ପ୍ରଥମେ ବ୍ୟାଟିଂ କରି ୮୬ ରନ୍…
ଜାତୀୟ ପଞ୍ଚାୟତିରାଜ ଦିବସରେ ଥୁଆମୂଳ ରାମପୁରରେ ବଡ଼ ଆୟୋଜନ:କାର୍ଯ୍ୟାଦେଶ ବଣ୍ଟନ ସହ ଶ୍ରେଷ୍ଠ ପଞ୍ଚାୟତ ସମ୍ମାନିତ, ହେଲେ ଶେଷ ବେଳକୁ ଖାଲି ପଡ଼ିଥିଲା ଚେୟାର
ଥୁଆମୂଳରାମପୁର, ୨୪ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପ୍ରାଙ୍ଗଣରେ ଶୁକ୍ରବାର ସନ୍ଧ୍ୟାରେ ଜାତୀୟ ପଞ୍ଚାୟତିରାଜ ଦିବସ – ୨୦୨୬ ବ୍ଲକ ସ୍ତରୀୟ ସମାରୋହ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବଲାଙ୍ଗୀରଠାରେ ଆୟୋଜିତ ରାଜ୍ୟ ସ୍ତରୀୟ…

