ମିଳିଲା ଅନୁମତି: ଦିଲ୍ଲୀ କ୍ୟାପିଟାଲ୍ସରେ ଖେଳିବେ ମିଚେଲ ଷ୍ଟାର୍କ
ସିଡ୍ନୀ,୨୪ା୪: ମିଚେଲ ଷ୍ଟାର୍କଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଖେଳିବା ଲାଗି କ୍ରିକେଟ ଅଷ୍ଟ୍ରେଲିଆ ଅନୁମତି ଦେଇଛି। ଫଳତଃ ମେ ୧’ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ ପାଇଁ ସେ ଉପଲବ୍ଧ ହେବେ। କହୁଣି ଏବଂ କାନ୍ଧରେ…
ଯୁଦ୍ଧ ଭିତରେ ଚମକାଇ ଦେଲେ ନେତାନ୍ୟାହୁ, ମେଡିକାଲ ରିପୋର୍ଟ କଲେ ସାର୍ବଜନୀନ! ଗୁରୁତର ରୋଗରେ…
ଜେରୁଜେଲମ,୨୪।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କର ବାର୍ଷିକ ଚିକିତ୍ସା ରିପୋର୍ଟ ସାର୍ବଜନୀନ କରି ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛନ୍ତି। ଯୁଦ୍ଧ ଏବଂ କୂଟନୀତିର କେନ୍ଦ୍ରସ୍ଥଳରେ ଥିବା ନେତାନ୍ୟାହୁ ପ୍ରକାଶ କରିଛନ୍ତି ଯେ କିଛି ସମୟ ଧରି ସେ ଏକ ଗୁପ୍ତ ସ୍ବାସ୍ଥ୍ୟ…
୩୦ ଜୀବନ ବଞ୍ଚାଇ ହାରିଗଲା ‘କାଳୀ’: ଲୁହ ଝରାଇଲେ ଗାଁ ଲୋକ
ଉଦଳା,୨୪।୪(ସନ୍ତୋଷ କୁମାର ବାଚ୍ଛିନୀ): ଆଜିର ସମାଜରେ ଉପକାର କରିଥିବା ଆପଣାର ଲୋକଙ୍କୁ ମଣିଷ ଠକି ଦେଉଛି। ମାତ୍ର ମଣିଷ ପାଖରୁ ପାଇଥିବା ସ୍ନେହ ମମତା ଓ ଭଲ ପାଇବାର ପ୍ରତିଦାନ ସ୍ବରୂପ ନିଜ ଜୀବନ ବଳିଦାନ ଦେଇଛି ଏକ ବୁଲା କୁକୁର…
ଏଏପିର ୭ ଏମପି : ରାଜ୍ୟ ସଭାରେ ଭାଜପାର ବଡ଼ ଗେମ୍, ଦିଲ୍ଲୀରେ ହଲଚଲ!
ନୂଆଦିଲ୍ଲୀ,୨୪।୪: ଆମ ଆଦମୀ ପାର୍ଟି (ଏଏପି)ର ସାତ ଜଣ ରାଜ୍ୟ ସଭା ସଦସ୍ୟ ରାଘବ ଚଢା ଏବଂ ସନ୍ଦୀପ ପାଠକ ଶୁକ୍ରବାର ଭାଜପାରେ ଯୋଗଦେବାର ଘୋଷଣା କରିଛନ୍ତି। ଏହି ପଦକ୍ଷେପ ସଂସଦର ଉଚ୍ଚ ସଦନ ରାଜ୍ୟ ସଭାରେ ଭାଜପାର ସ୍ଥିତିକୁ ଆହୁରି…
ଭାଙ୍ଗିଯିବ ପଞ୍ଜାବର ମାନ ସରକାର? ଏଏପିର ୭ ଏମପି ଦଳ ଛାଡିବା ପରେ ବଢିଲାଣି ଚିନ୍ତା
ନୂଆଦିଲ୍ଲୀ,୨୪।୪: ପଞ୍ଜାବରେ ଆମ ଆଦମୀ ପାର୍ଟି (AAP) ସରକାର ପତନ ଦ୍ୱାରରେ ପହଞ୍ଚିଛି କି? ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, AAP ରାଜ୍ୟ ସଭା ଏମପି ରାଘବ ଚଢା, ଅଶୋକ ମିତ୍ତଲ ଏବଂ ସନ୍ଦୀପ ପାଠକ ସେମାନଙ୍କ ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।…
କେରଳରୁ ଭୁବନେଶ୍ୱର ଆସୁଥିଲା ତୀର୍ଥଯାତ୍ରୀ ବସ୍, ବାଟରେ ଓଲଟିପଡ଼ିଲା
ବାଲେଶ୍ୱର,୨୪ା୪(ବାଞ୍ଛାନିଧି ଦେ): ରାଜପଥରେ ଓଲଟିପଡ଼ିଲା ତୀର୍ଥଯାତ୍ରୀ ବସ୍। ଫଳରେ ୮ ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଶେରଗଡ଼ ଓଭରବ୍ରିଜ ପାଖରେ ଶୁକ୍ରବାର ରାସ୍ତାକଡ଼କୁ ଏହି ତୀର୍ଥଯାତ୍ରୀ ବସ୍ଟି ଓଲଟିପଡ଼ିଥିଲା। ବସ୍ଟି କେରଳରୁ ତୀର୍ଥଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଆସୁଥିଲା…
ସମୟ ପୂର୍ବରୁ କେରଳ ଛୁଇଁବ ମୌସୁମୀ, IMDର ବଡ଼ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୨୪।୪: ଏପ୍ରିଲ ମାସରୁ ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଗରମ ଅନୁଭୂତ ହେଉଛି। ଫଳରେ, ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉତ୍ତର, ମଧ୍ୟ ଏବଂ ପୂର୍ବ ଭାରତର ଅନେକ ଅଞ୍ଚଳରେ ତାପମାତ୍ରା ୪୩ ରୁ ୪୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ…
ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ନୂଆ ଲୁକ୍, ଜିତିଲେ ଭାରତୀୟଙ୍କ ଦିଲ୍
ରୋମ/ନୂଆଦିଲ୍ଲୀ,୨୪।୪: ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ‘ଝୁମକା ମୁଭବେଣ୍ଟ’ ଶେୟାର କରିଛନ୍ତି। ମେଲୋନି ଲମ୍ବା, ଝୁଲନ୍ତା କାନଫୁଲ ପିନ୍ଧି ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଇଟାଲୀୟ ପ୍ରଧାନମନ୍ତ୍ରୀଙ୍କ ଏହି ଫଟୋ ଭାରତର…
କୋଟିଏ ଟଙ୍କାର ବ୍ୟାଙ୍କ୍ ବାଲାନ୍ସ, ସେୟାର-ବଣ୍ଡସ୍ରେ ଲକ୍ଷଲକ୍ଷ ନିବେଶ; ରାଘବ ଚଢାଙ୍କ ସମ୍ପତ୍ତି ଜାଣିଲେ ତାଜୁବ ହେବେ…
ନୂଆଦିଲ୍ଲୀ,୨୪।୪: ଆମ ଆଦମୀ ପାର୍ଟି (ଏଏପି)ର ରାଜ୍ୟ ସଭା ଏମପି ରାଘବ ଚଢା ଆଜି ଏକ ସାମ୍ୱାଦିକ ସମ୍ମିଳନୀ କରି ଦଳରୁ ଇସ୍ତଫା ଦେବାର ଘୋଷଣା କରିଛନ୍ତି। ଗତ କିଛି ଦିନ ଧରି ସେ ନିଜ ଦଳ ସହିତ ବିବାଦରେ ଫସି…
ଖରାରେ ସିଝୁଛି ଓଡ଼ିଶା: ଝାରସୁଗୁଡ଼ାରେ ପାରଦ ୪୪ ଡିଗ୍ରୀ ପାର୍, ୨୬ରୁ ବଦଳିବ ପାଗ
ଭୁବନେଶ୍ୱର,୨୪ା୪: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ଓ ଗୁଳୁଗୁଳି ଯୋଗୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଥିବା ବେଳେ ଖରାରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା। ସକାଳୁ ଟାଇଁ ଟାଇଁ ଖରା ଡରାଉଥିବା ବେଳେ ଦିନସାରା ତତଲା ପବନ…
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଚାଷୀନେତା-ରାଜନେତା ଅଟକ: ଆଗୁଆ ଗିରଫ ପ୍ରତିବାଦରେ ଥାନାରେ ଆଗରେ ଅନଶନରେ ବସି…
ବଲାଙ୍ଗୀର,୨୪ା୪(ସୁନିଲ କୁମାର ମହାନ୍ତି): ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗୀର ଗସ୍ତ ପୂର୍ବରୁ ଜିଲାର ଏକାଧିକ ଚାଷୀନେତା ଓ ରାଜନେତାଙ୍କୁ ଆଗୁଆ ଗିରଫ କରାଯାଇଛି। ବଲାଙ୍ଗୀର ଜିଲା ମିଳିବ କୃଷକ ମଞ୍ଚ ଆବାହକ ଆକାଶ ମିଶ୍ରଙ୍କୁ ଗୁରୁବାର ବିଳମ୍ବିତ ରାତିରେ…
ଏମିତି ବାହାନା କରି ବାପାଙ୍କ ଜନ୍ମଦିନରେ କେକ୍ ଖାଇଲେନି ପୁଅ ଅର୍ଜୁନ, ଦେଖନ୍ତୁ ଭିଡ଼ିଓ
ମୁମ୍ବାଇ,୨୪।୪: ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଗଣାଯାଉଥିବା ସଚିନ ତେନ୍ଦୁଲକର ଆଜି ତାଙ୍କର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ, ତାଙ୍କ ପୁଅଙ୍କ ବ୍ୟତୀତ ସମ୍ପୂର୍ଣ୍ଣ ପରିବାର ତାଙ୍କ ପାଖରେ ଅଛନ୍ତି। ତାଙ୍କ ପୁଅ ଅର୍ଜୁନ ବର୍ତ୍ତମାନ IPL 2026…

