Home Left

ମେ’ ୧ରୁ ଲାଗୁ ହେବ ଗେମିଂ ପାଇଁ ନୂଆ ନିୟମ: ଆପଣଙ୍କର ପ୍ରିୟ ଖେଳ ଉପରେ ଲାଗିବ କି ବ୍ୟାନ? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୪: ଭାରତରେ ଦ୍ରୁତ ଗତିରେ ବଢ଼ୁଥିବା ଅନଲାଇନ ଗେମିଂ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ମେ ୧ ତାରିଖରୁ ଅନଲାଇନ ଗେମିଂ ପ୍ରାଧିକରଣ (OGAI) ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ।…

୪୦ଡିଗ୍ରୀ ତାପମାତ୍ରାରେ ସ୍କୁଲରୁ ଫେରୁଛନ୍ତି ଛାତ୍ରୀଛାତ୍ର: ଛୁଟି ଘୋଷଣା ପାଇଁ ସରକାରଙ୍କଠାରେ ଦାବି

ପାଟଣା,୨୪।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲାରେ ବୁଧବାରଠାରୁ ପାରଦ ଉପରମୁହାଁ ହୋଇଛି। ପାଟଣା ବ୍ଲକ ମୁଖ୍ୟାଳୟର ଗୁରୁବାର ସର୍ବୋଚ୍ଚ ୪୧ଡିଗ୍ରୀ ରହିଥିବା ବେଳେ ଶୁକ୍ରବାର ମଧ୍ୟ ୪୦ଡିଗ୍ରୀ ଉପରେ ରହିବ ବୋଲି ପାଣି ବିଭାଗ ଆକଳନ କରିଛି। ହେଲେ ଉଭୟ ସରକାରୀ ବେସରକାରୀ…

ଗିରଫଦାରି ଭୟରେ ଅଭିଯୁକ୍ତ ଫେରାର: ପାରିବାରିକ ସଂଘର୍ଷ ଘଟଣା…

ହାଟଡିହୀ,୨୪l୪(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ନନ୍ଦିପଦା ଥାନା ଜମ୍ଭରା ଗ୍ରାମରେ ଚଳିତ ମାସ ୭ ତାରିଖ ମଙ୍ଗଳବାର ରାତିରେ ୨ ପରିବାର ମଧ୍ୟରେ ସଂଘର୍ଷ ଘଟଣାରେ ଗିରଫ ଭୟରେ ଅଭିଯୁକ୍ତ ଫେରାର ଅଛନ୍ତି। ଗିରଫ ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ଜାରି…

୨୨ଟନ୍‌ ସୁନା ବିକିଲେ ପୁଟିନ୍‌, ବିଶ୍ୱ ବଜାରରେ ହଇଚଇ!

ମସ୍କୋ,୨୪।୪: ରୁଷର ସାମ୍ପ୍ରତିକ ପଦକ୍ଷେପ ଏହି ସଂଘର୍ଷ ମଧ୍ୟରେ ଆର୍ଥିକ ଚାପ କେତେ ଗଭୀର ହୋଇଛି ତାହା ସୂଚାଇଥାଏ। ଭ୍ଲାଦିମିର ପୁଟିନଙ୍କ ସରକାର ଏହାର ବର୍ଦ୍ଧିତ ବଜେଟ ନିଅଣ୍ଟକୁ ପରିଚାଳନା କରିବା ପାଇଁ 2026 ରେ ଏପର୍ଯ୍ୟନ୍ତ ପ୍ରାୟ 22 ଟନ…

ଆଜି ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ, ବିଭିନ୍ନ ଥାନାରେ ନେତାଙ୍କୁ ଅଟକ ରଖିଲା ପୋଲିସ

ବଲାଙ୍ଗୀର,୨୪।୪(ସୁନିଲ କୁମାର ମହାନ୍ତି): ଆଜି ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଗସ୍ତ ପୂର୍ବରୁ ଜିଲାର ବିଭିନ୍ନ ଥାନାରେ…

କେବେ ଆସି ଦେଖନ୍ତୁ… ଭାରତକୁ ନର୍କକୁଣ୍ଡ କହିବାକୁ ନେଇ ଟ୍ରମ୍ପଙ୍କ ଉପରେ ତାତିଲା ଇରାନ

ମୁମ୍ବାଇ,୨୪।୪: ଭାରତକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିବାଦୀୟ ବୟାନ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଇରାନ। ଟ୍ରମ୍ପ ଭାରତ ଏବଂ ଚାଇନାକୁ ‘ନର୍କକୁଣ୍ଡ’ ବୋଲି ଉଲ୍ଲେଖ କରିଛନ୍ତି। ଏହାର ଜବାବରେ ମୁମ୍ବାଇରେ ଅବସ୍ଥିତ ଇରାନୀ ଦୂତାବାସ…

ମେ’୧ଠାରୁ ପରିବର୍ତ୍ତନ ହେବ EPFO ଉଠାଣ ନିୟମ, ଏଣିକି ସିଧାସଳଖ…

ନୂଆଦିଲ୍ଲୀ,୨୪।୪: ଲକ୍ଷ ଲକ୍ଷ EPFO ଗ୍ରାହକଙ୍କ ପାଇଁ ଏକ ବୈପ୍ଳବିକ ପରିବର୍ତ୍ତନ ହେବାକୁ ଯାଉଛି। ଆପଣଙ୍କୁ ଆଉ ଆପଣଙ୍କ PF ଟଙ୍କା ଉଠାଇବା ପାଇଁ ସପ୍ତାହେ ଅପେକ୍ଷା କରିବାକୁ ପଡିବ ନାହିଁ, କାରଣ ମେ’୧ ୨୦୨୬ ଠାରୁ ଆପଣ UPI ମାଧ୍ୟମରେ…

ଇସ୍ତଫା ଦେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ? ବିହାର ରାଜନୀତିରେ ହଲଚଲ!

ପାଟନା,୨୪।୪: ବିହାରର ନୂତନ ସରକାର ଆଜି ଏକ ଫ୍ଲୋର ଟେଷ୍ଟର ସମ୍ମୁଖୀନ ହେଉଛି। ଆଜି, ସମ୍ରାଟ ଚୌଧାରୀଙ୍କ ନେତୃତ୍ୱରେ ଭାଜପା ସରକାର ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ। ଏଥିପାଇଁ ବିହାର ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି, ଏବଂ…

ଇରାନ ଉପରେ ପରମାଣୁ ଆକ୍ରମଣ କରିବେ ଟ୍ରମ୍ପ? ଦେଲେ ଏହି ଶକ୍ତିଶାଳୀ ବାର୍ତ୍ତା…ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୪।୪: ଆମେରିକା-ଇରାନ ବିବାଦ ମଧ୍ୟରେ ଯୁଦ୍ଧବିରତିକୁ ବୃଦ୍ଧି କରିବା ପାଇଁ ପ୍ରୟାସ ଚାଲିଥିବା ବେଳେ, ପରିସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଇସ୍ରାଏଲ ଏବଂ ଲେବାନାନ…

ଜଳସ୍ତର ନିମ୍ନଗାମୀ: ପାଣି ମୁନ୍ଦେ ପାଇଁ ଜନବସତିମୁହାଁ ହେଉଛନ୍ତି ପଶୁପକ୍ଷୀ, ଫାଇଦା ଉଠାଉଛନ୍ତି ଶିକାରୀ

ମହାକାଳପଡ଼ା, ୨୪ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପଶ୍ଚିମା ପବନ ବହିବା ଯୋଗୁ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଜଳସ୍ତର ନିମ୍ନଗାମୀ ହେଲାଣି। ଫଳରେ ଜଙ୍ଗଲୀ ଜନ୍ତୁ ଓ ପଶୁପକ୍ଷୀଙ୍କ ପାଇଁ…

ରାତିରେ ନଦୀକୁ ଶୌଚ ହେବାକୁ ଯାଇଥିଲେ କୃଷ୍ଣଚନ୍ଦ୍ର: ସକାଳୁ ଘଟିଲା…

ଭଞ୍ଜନଗର,୨୪।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସହର ଦେଇ ଯାଇଥିବା ଲୋହରାଖଣ୍ଡି ନଦୀରୁ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ଭଞ୍ଜନଗର ସହର ରେଡକ୍ରସ ରୋଡ ବାସିନ୍ଦା କୃଷ୍ଣଚନ୍ଦ୍ର ପାଣିଗ୍ରାହୀ । ପୋଲିସ ମୃତଦେହକୁ ଜବତ…

MIର ଲଜ୍ଜାଜନକ ପରାଜୟ ପାଇଁ କିଏ ଦାୟୀ? ମ୍ୟାଚ ପରେ ଖୋଲିକି କହିଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୪।୪: IPL ୨୦୨୬ ଯାତ୍ରା ଏପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭଲ ହୋଇନାହିଁ। ଗୁରୁବାର ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇକୁ ୧୦୩ ରନରେ ପରାସ୍ତ କରିଛି। ଇତିହାସରେ ଏହା ପ୍ରଥମ ଥର ଯେ ମୁମ୍ବାଇ ୧୦୦ କିମ୍ବା ତା’ଠାରୁ ଅଧିକ ରନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?