ନିଷିଦ୍ଧାଞ୍ଚଳରେ ମାଳ ମାଳ ଟ୍ରଲର
ମହାକାଳପଡ଼ା, ୨୦।୧୦(ଡି.ଏନ୍.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ନିଷିଦ୍ଧାଞ୍ଚଳରେ ବେଆଇନ ମାଛ ଧରା ଟ୍ରଲର ମାଳ ମାଳ ଦେଖିବାକୁ ମିଳିଛି। ଏମାନେ ସନ୍ଧ୍ୟା ବେଳେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ପ୍ରବେଶ କରି ପ୍ରଚୁର ମାଛ ଧରି ସକାଳ ସୁଦ୍ଧା ଲଙ୍ଗର…
ସକାରାତ୍ମକ ଦୃଷ୍ଟିଭଙ୍ଗୀ କୌଶଳ ମନୋଜଙ୍କୁ ଜଣାଥିଲା: ତଥାଗତ
ଭୁବନେଶ୍ୱର, ୨୦।୧୦(ବ୍ୟୁରୋ):ଜୀବନରେ ସବୁ କଥାକୁ କିପରି ସକାରାତ୍ମକ ଦୃଷ୍ଟିରେ ଦେଖାଯାଇପାରିବ ତା’ର କୌଶଳ କଥାକାର ମନୋଜ ଦାସଙ୍କଠାରୁ ଶିଖିବାକୁ ମିଳିଥିଲା। ପଣ୍ଡିଚେରୀରେ ପଢୁଥିବାବେଳେ ସେଠାରେ ତାଙ୍କ ସହ ଅଧିକାଂଶ ସମୟ ମୋର ଦେଖାହୁଏ। ସେ ମୋ ପଢ଼ାପଢ଼ି ବିଷୟରେ ପଚାରି ବୁଝନ୍ତି।…
ପ୍ରିୟଙ୍କାଙ୍କ ମିଶନ-୨୦୨୨ ସଙ୍କଟରେ, ହାତ ଛାଡ଼ି ସାଇକେଲ ଚଳାଇବାକୁ ବାଡ଼ଡିଆଁ ଯୋଜନା…
ଲକ୍ଷ୍ନୌ,୨୦।୧୦: ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ ଫେବୃୟାରୀ ମାର୍ଚ୍ଚରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏପରିସସ୍ଥଳେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମିଶନ-୨୦୨୨ ସଙ୍କଟରେ ପଡ଼ିଛି। ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସର ବରିଷ୍ଠ ନେତା ଦଳ ଛାଡ଼ିବା ଆରମ୍ଭ କରିଛନ୍ତି।…
ଆର୍ୟନଙ୍କ ବଢ଼ିଲା ଅଡୁଆ
ମୁମ୍ବାଇ,୨୦।୧୦: କ୍ରୁଜ୍ ଡ୍ରଗ୍ସ ମାମଲାରେ ଜେଲ୍ରେ ଥିବା ବଲିଉଡ ଅଭିନେତା ଶାହରୁଖ ଖାନ୍ ପୁଅ ଆର୍ୟନଙ୍କ ଅଡୁଆ ବିଛି। ଡ୍ରଗ୍ସ ବିଷୟରେ ସେ ଜଣେ ବଲିଉଡ୍ ଅଭିନେତ୍ରୀଙ୍କ ସହ କଥା ହୋଇଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି)କୁ ପ୍ରମାଣ ମିଳିଛି। ବୁଧବାର ତାଙ୍କର…
ଭୋଟ ବର୍ଜନ କରିବେ ନଦୀ କୂଳିଆ ଗ୍ରାମବାସୀ
ପାପଡ଼ାହାଣ୍ଡି,୨୦ା୧୦(ଡି.ଏନ୍.ଏ.): ପ୍ରତ୍ୟେକ ବର୍ଷ ନିର୍ବାଚନ ଆସିଲେ ନଦୀରେ ପୋଲଟିଏ ହେବା ଲାଗି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ମିଳେ। ନିର୍ବାଚନ ସରିଗଲେ ଗାଁରେ ଆଉ କାହାର ପାଦ ପଡ଼େନାହିଁ। ନଦୀରେ ଯାତାୟାତ ଲାଗି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନଦୀ ପାର୍ଶ୍ୱସ୍ଥ ଗ୍ରାମବାସୀ। ତେଣୁ ପୋଲ…
ଟିକ୍ଟକ୍ ବନ୍ଦ ପରେ ନିଜକୁ ବେରୋଜଗାରିଆ ଭାବୁଥିଲେ ଏହି ଲୋକପ୍ରିୟ ଅଭିନେତା
ବଲିଉଡ୍ ଅଭିନେତା ରିତେଶ ଦେଶମୁଖ ସୋସିଆଲ ମିଡିଆରେ ବେଶ୍ ସକ୍ରି। ସ୍ତ୍ରୀ ତଥା ଅଭିନେତ୍ରୀ ଜେନେଲିଆ ଡି’ ସୁଜାଙ୍କ ସହ ସେ କମେଡି ଭିଡିଓ କରି ଲୋକଙ୍କ ମନୋରଞ୍ଜନ କରନ୍ତି। ନିକଟରେ ରିତେଶ ଏକ ଖୁଲାସା କରିଥିଲେ। ୨୦୨୦ ରେ ଲକଡାଉନ…
କିନ୍ନରଙ୍କୁ ସ୍ତ୍ରୀ କରି ରଖିଥିଲେ, ପରେ ପଥରରେ ଛେଚି କଲେ ହତ୍ୟା
କେନ୍ଦୁଝର,୨୦ା୧୦(ସ୍ବ.ପ୍ର.): ଦୈତାରି ଥାନା ଅନ୍ତର୍ଗତ ପାଣ୍ଡି ହଟିଂରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ କିନ୍ନରଙ୍କୁ ପଥରରେ ଛେଚି ହତ୍ୟା ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ତାଙ୍କ ନାମ ସାରାଣୀ କିନ୍ନର (୩୦) ବୋଲି ଜଣାପଡ଼ିଛି । ତାଙ୍କ ସହିତ ରହୁଥିବା…
ବାପାଙ୍କ ଉପରେ ପ୍ରବଳ ରାଗିଗଲେ ଜାହ୍ନବୀ
ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ବାସ୍ତବ ଜୀବନରେ ବହୁତ ଭଦ୍ର ଏବଂ ଶାନ୍ତ ସ୍ବଭାବର ଅଟନ୍ତି। ନିକଟରେ ଜାନଭୀ ନିଜ ପରିବାର ସହ ଛୁଟି କାଟିବା ପାଇଁ ବିଦେଶ ଯାଇଥିଲେ। ଏହି ସମୟର ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଥିଲେ।…
ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କଲା ଭାଜପା ମହିଳା ମୋର୍ଚ୍ଚା
ବଲାଙ୍ଗୀର ଅଫିସ, ୨୦।୧୦: ମମିତା ମେହେର ଅପହରଣ ଓ ହତ୍ୟା ମାମଲାକୁ ନେଇ ଭାଜପା ମହିଳା ମୋର୍ଚ୍ଚା ଓ ଏଆଇଡିଏସଓ ପକ୍ଷରୁ ବୁଧବାର ବଲାଙ୍ଗୀର ଏସ୍ପି ଅଫିସ ଘେରାଉ କରାଯାଇଛି। ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରାଯାଇଛି…
ଡିଜିଟାଇଜେଶନ ହେଉଛି ଓଡ଼ିଶୀ ଅଭିଲେଖାଗାର
ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ରାଜ୍ୟର ଦିବଂଗତ ଓଡ଼ିଶୀ ନୃତ୍ୟଗୁରୁଙ୍କ ନୃତ୍ୟ ଓ ସଙ୍ଗୀତକୁ ଉଜ୍ଜୀବିତ କରିବାକୁ ରାଜ୍ୟ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ଆଗେଇ ଆସିଛି। ଗବେଷଣା ପ୍ରତିଷ୍ଠାନ ଅଭିଲେଖାଗାରର ସମ୍ପୂର୍ଣ୍ଣ ଡିଜିଟାଇଜେଶନ କାମ ଚାଲିଛି।…
ମମିତା ମୃତ୍ୟୁ ମାମଲାରେ ଭାଜପା ପକ୍ଷରୁ ରାସ୍ତା ଅବରୋଧ
କେସିଙ୍ଗା,୨୦ା୧୦(ଡି.ଏନ୍.ଏ.): ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁକୁ ନେଇ କେସିଙ୍ଗାରେ ଭାଜପା ପକ୍ଷରୁ ବୁଧବାର ରାସ୍ତାରୋକୋ କରାଯାଇଛି। ସକାଳ ସାଢ଼େ ୬ରୁ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିକଟରେ ଏହି ରାସ୍ତାରୋକୋ କରାଯାଇଥିଲା। ଗୃହ ରାଷ୍ଟ୍ରୀମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସନ୍ସାଇନ୍ କଲେଜର ମାଲିକ ଗୋବିନ୍ଦ…
ଭାରତୀୟ କୋଚଙ୍କ ଦରମା କେତେ ଜାଣନ୍ତି
ନୂଆଦିଲ୍ଲୀ,୨୦।୧୦: ଆଜିକାଲି ଟିମ ଇଣ୍ଡିଆର କୋଚ ରବି ଶାସ୍ତ୍ରୀଙ୍କ ଉପରେ ଅଧିକ ଆଲୋଚନା ହେଉଛି। କୁହାଯାଉଛି ସେ ଟି -୨୦ ବିଶ୍ୱକପ ୨୦୨୧ ପରେ ନିଜ ପଦ ଛାଡିବେ। ତାଙ୍କ ସ୍ଥାନରେ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ନୂତନ କୋଚ ଦିଆଯିବ।…
Archives


