ଅମରିନ୍ଦର କଲେ ଘୋଷଣା: ଗଢିବେ ନୂଆ ଦଳ
ଚଣ୍ଡିଗଡ,୨୦।୧୦: ଶେଷରେ ପଞ୍ଜାବରେ ଏକ ନୂତନ ରାଜନୈତିକ ଦଳ ଗଠନ କରିବେ ପାଇଁ କ୍ୟାପଟେନ ଅମରିନ୍ଦର ସିଂ। ଏନେଇ ସେ ବୁଧବାର ଘୋଷଣା କରିଛନ୍ତି। ଏହି ଘୋଷଣା ସହିତ ପଞ୍ଜାବରେ ରାଜନୈତିକ ସମୀକରଣ ବଦଳିବ ବୋଲି ଅନୁମାନ କରାଯାଉଛି। କ୍ୟାପଟେନଙ୍କ ଆଖି…
କଂଗ୍ରେସର ମଜାକ୍ ଉଡାଇଲା ଟିଏମ୍ସି
କୋଲକତା,୨୦।୧୦: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ୪୦ ପ୍ରତିଶତ ମହିଳା ପ୍ରାର୍ଥୀ ଦେବା ପାଇଁ କଂଗ୍ରେସ ଦଳ ଘୋଷଣା କରିଛି। କଂଗ୍ରେସର ଏଭଳି ନିଷ୍ପତ୍ତିକୁ ତୃଣମୂଳ କଗ୍ରେସ(ଟିଏମ୍ସି)ଉପହାସ କରିଛି। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ଘୋଷଣା…
ଧାରଟଙ୍କାକୁ ନେଇ ବନ୍ଧୁଙ୍କୁ ହତ୍ୟା
ଖୋର୍ଦ୍ଧା ଅଫିସ,୨୦।୧୦: ଧାରଟଙ୍କା ପାଇଁ ବନ୍ଧୁ ନେଲେ ବନ୍ଧୁଙ୍କ ଜୀବନ। ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଉପକଣ୍ଠ ମୁକୁନ୍ଦପ୍ରସାଦ ଜଟଣୀ ବାଇପାସ ରାସ୍ତାରେ ଏହି ଅଭାବନୀୟ ଘଟଣା ଘଟିଛି। ଧାରୁଆ ଛୁରିରେ ଛାତି, ପେଟକୁ ଭୁଷି ହତ୍ୟା କରାଯାଇଛି। ମୃତକ ଜଣଙ୍କ…
ରିମାଣ୍ଡରେ ଯିବେ ଗୋବିନ୍ଦ: ଡିଆଇଜି
ବଲାଙ୍ଗୀର ଅଫିସ,୨୦ା୧୦: ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ବଡ଼ଧରଣର ଖୁଲାସା ହୋଇଛି। ଯୋଜନାବଦ୍ଧ ଭାବେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଥିବା ଡିଆଇଜି ଡା. ଦୀପକ କୁମାର ବୁଧବାର ଅପରାହ୍ନରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗୋବିନ୍ଦ…
ଟସ୍ ଜିତିଲା ଅଷ୍ଟ୍ରେଲିଆ: ଅଧିନାୟକ ଦାୟିତ୍ୱରେ ରୋହିତ
ଦୁବାଇ,୨୦।୧୦: ଟି-୨୦ ବିଶ୍ୱକପ୍ର ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ରେ ବୁଧବାର ଭାରତ ଅଷ୍ଟ୍ରେଲିଆକୁ ଭେଟୁଛି। ଦୁବାଇର ଆଇସିସି କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ଚାଲିଥିବା ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍ରେ…
ଏସ୍ପି ଅଫିସ ସମ୍ମୁଖରେ ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ଝାରସୁଗୁଡା ଅଫିସ,୨୦।୧୦: ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ପ୍ରତିବାଦରେ ଝାରସୁଗୁଡା ଜିଲା ଭାଜପା ମହିଳା ମୋର୍ଚ୍ଚା ତରଫରୁ ସଭାନେତ୍ରୀ ରୀନା ପଟେଲଙ୍କ ନେତୃତ୍ୱରେ ବୁଧବାର ଏସ୍ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତ…
ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅବିକଳ ଚେହେରା, ଚାଟ୍ ବିକି ପ୍ରସିଦ୍ଧ ହେଲେ ଏହି ବ୍ୟକ୍ତି
ଭୋପାଳ,୨୦ା୧୦: ମଧ୍ୟପ୍ରଦେଶର ଗ୍ବାଲିଅରରେ ଗୁପ୍ତା ଜୀ ଚାଟ୍ ବିକାଳି ବେଶ୍ ପ୍ରସିଦ୍ଧ। ତାଙ୍କ ଚେହେରା ଅବିକଳ ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରି। ମୋତିମହଲ ବ୍ୟାଙ୍କ ସମ୍ମୁଖରେ ଗୁପ୍ତା ଜୀ ଏକ ଚାଟ୍ ଦୋକାନ…
ଏମିତି ଫଟୋ ଛାଡିଲେ କୋହଲି: ପ୍ରଶଂସକ ହେଲେ ଖୁସି
ଦୁବାଇ,୨୦।୧୦:ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ନିଜ ଇନ୍ଷ୍ଟାଗ୍ରାମରେ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କ ସହ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଯାହାକୁ ପ୍ରଶଂସକ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ବିରାଟ ଶେୟାର କରିଥିବା ଫଟୋରେ…
ଝିଅ ସହ ଏମିତି କଲେ ବାପା…
ରାଉରକେଲା ଅଫିସ,୨୦।୧୦ : ଜନ୍ମ କଲା ଝିଅକୁ ବଳାତ୍କାର କରି ଗିରଫ ହୋଇଛନ୍ତି ବାପା। ଏଭଳି ଲଜ୍ଜାଜନକ ଘଟଣା ରାଉରକେଲାର ରେଲୱେ କଲୋନି ଅଞ୍ଚଳରେ ଘଟିଛି। ଚାଇଲ୍ଡଲାଇନ୍ ‘ଦିଶା’ ନାବାଳିକାକୁ ଉଦ୍ଧାର କରିଛି। ପ୍ଲାଣ୍ଟସାଇଟ ପୋଲିସ ରାଉରକେଲା ସରକାରୀ ହସ୍ପିଟାଲ (ଆଇଜିଏଚ୍)ରେ…
ସମୁଦ୍ର କୂଳରେ ନଗ୍ନ ଫଟୋ ଶୁଟ୍ କଲେ ୩୦୦ ଲୋକ, କାରଣ ଜାଣିଲେ…
ଇସ୍ରାଏଲର ୩୦୦ ପୁରୁଷ ଏବଂ ମହିଳା ସ୍ବେଚ୍ଛାସେବୀ ଏକ ନିଆରା ଉପାୟରେ ଫଟୋ ଶୁଟ୍ କରିଛନ୍ତି। ପରିବେଶ ବିପର୍ଯ୍ୟୟ ପ୍ରତି ଦୃଷ୍ଟି ଦେଇ ମହିଳା ଏବଂ ପୁରୁଷ ସ୍ବେଚ୍ଛାସେବୀମାନେ ଏପରି ନିଆରା ଉପାୟ ଅବଲମ୍ବନ କରିଛନ୍ତି। ବିନା ପୋଷାକରେ ଡେଡ୍ ସି’…
ଇସ୍ତଫା ଦେବେ ଗୀତା ଗୋପୀନାଥ
ୱାଶିଂଟନ୍,୨୦।୧୦: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ତାଙ୍କ ପଦରୁ ଇସ୍ତଫା ଦେବେ। ଏ ନେଇ ଆଇଏମ୍ଏଫ୍ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଗୋପୀନାଥ ଇସ୍ତଫା ଦେବା ପରେ ଆସନ୍ତା ଜାନୁୟାରୀରେ ହାଭାର୍ଡ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗକୁ ଫେରିବା…
ଆକାଶ ମାର୍ଗରୁ ଉତ୍ତରାଖଣ୍ଡ ପରିଦର୍ଶନ କରିବେ ଗୃହମନ୍ତ୍ରୀ
ଡେରାଡୁନ୍: ବୁଧବାର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡ ଗସ୍ତ କରିବେ । ରାଜ୍ୟରେ ପ୍ରବଳ ବର୍ଷା କାରଣରୁ କ୍ଷୟକ୍ଷତି ଘଟିଥିବା ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ବୁଧବାର ସନ୍ଧ୍ୟାରେ ସେ ଡେରାଡୁନ୍ରେ ପହଞ୍ଚିବେ। ରାଜ୍ୟ ସରକାରୀ ଅଧିକାରୀଙ୍କ ସହ…
Archives


