ଯାଞ୍ଚରେ କଟିବେ ବିଜେଡିର ଅସନ୍ତୁଷ୍ଟ ପ୍ରାର୍ଥୀ

କେନ୍ଦ୍ରାପଡ଼ା ଅଫିସ, ୮ା୩:କେନ୍ଦ୍ରାପଡ଼ା ପୌର ନିର୍ବାଚନ ବିଜେଡି ପାଇଁ ଏକ ଆହ୍ବାନ ସାଜିଛି। ପୌରାଞ୍ଚଳର ୨୧ ୱାର୍ଡ ମଧ୍ୟରୁ ୨ ନଂ., ୬ ନଂ., ୮ ନଂ., ୧୨ ନଂ., ୧୮ ନଂ., ୧୯ ନଂ. ଓ ୨୧ ନଂ. ୱାର୍ଡରେ ବହୁ ବିଜେଡି ଟିକେଟ ଆଶାୟୀ ଦଳୀୟ ଚିହ୍ନରେ ନିର୍ବାଚନରେ ଭାଗ ନେବା ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା ୯ ତାରିଖରେ ଯାଞ୍ଚରେ ବହୁ ଆଶାୟୀ ଯାଞ୍ଚ ବେଳେ କାଟ ଖାଇବେ ବୋଲି ଆଲୋଚନା ହେଉଛି। ଅପରପକ୍ଷରେ ଭାଜପା ଓ କଂଗ୍ରେସ ଦଳ ପକ୍ଷରୁ ସମସ୍ତ ୱାର୍ଡରେ ପ୍ରାର୍ଥୀ ଦିଆଯାଇଛି। ନିର୍ବାଚନ ପାଇଁ ପ୍ରସ୍ତୁତ ଚଳାଇଥିବା ଦର୍ଶାଇଛନ୍ତି। ନାମାଙ୍କନ ପତ୍ର ଦାଖଲ ପାଇଁ ସୋମବାର ଶେଷଦିନ ଥିଲା। ଦିନକ ମଧ୍ୟରେ ୮୭ଜଣ କାଉନସିଲର ଓ ୫ଜଣ ଅଧ୍ୟକ୍ଷା ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି।
ଅଧ୍ୟକ୍ଷା ପଦ ପାଇଁ କଂଗ୍ରେସରୁ ଲକ୍ଷ୍ମୀପ୍ରିୟା ବାରିକ, ଭାଜପାରୁ ମୀନାକ୍ଷୀ ଦାଶ, ବିଜେଡିରୁ ସରିତା ସାହୁ, ଓଡ଼ିଶା ଜନତା ପାର୍ଟି ପକ୍ଷରୁ ତୁଳସୀ ମହାରଣା ଓ ବିଏସ୍‌ପିରୁ ରଶ୍ମିତା ନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କାଉନସିଲର ପଦ ପାଇଁ ୧ ନଂ. ୱାର୍ଡରୁ ସସ୍ମିତାରାଣୀ ବେହେରା ଓ ପୁଷ୍ପଲତା ବେହେରା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ୨ ନଂ.ରୁ ନରୋତ୍ତମ ଦାଶ, ଶୁଭେନ୍ଦ୍ର ପତ୍ରୀ, ଧରଣୀଧର ସୁଆର, ଦୁର୍ଗାପ୍ରସାଦ ପତ୍ରୀ, କାଳିପ୍ରସାଦ ମିଶ୍ର, ଅବିନାଶ ମେକାପ, ୩ ନଂ.ରୁ ମୁନି ସୋରେନ, ମାମିନା ମୁର୍ମୁ, ୪ ନଂ.ରେ କେତକୀ ସେଠୀ, ଶୁଭଶ୍ରୀ ନିବେଦିତା ସ୍ବାଇଁ, ବିଜୟଲକ୍ଷ୍ମୀ ଜେନା, ୫ ନଂ.ରୁ ନିରାକାର ସ୍ବାଇଁ, ଅନ୍ନଦା ପ୍ରସାଦ ମହାନ୍ତି, ହିମାଂଶୁ ଦାଣ୍ଡିଆ, ହୃଷୀକେଶ ସାହୁ, ୬ ନଂ.ରୁ ଅବଦୁଲ ମାଜିଦ, ରଶ୍ମିରଞ୍ଜନ ଦାସ, ଅବଦୁଲ କାହିର, ପ୍ରଦୀପ୍ତ କୁମାର ଜେନା, ବିନୋଦ କୁମାର ବେହୁରା, ଗୌତମ ସ୍ବାଇଁ, ହୃଷୀକେଶ ସାହୁ, ୭ ନଂ.ରୁ ଘୁଙ୍ଗୁରୁବାଳା ବେହେରା, ସୁନିତା ସାହୁ, ୮ ନଂ.ରୁ ସସ୍ମିତା ସ୍ବାଇଁ, ଜ୍ୟୋତ୍ସ୍ନାମୟୀ ଜେନା, ସସ୍ମିତା ସାହୁ, ସସ୍ମିତା ଦାସ, ଗୁଲସାରୀ ବିବି, ସ୍ମୃତିପ୍ରଜ୍ଞା ଶତପଥି, ଅଜୟଲକ୍ଷ୍ମୀ ସାହୁ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେହିପରି ୯ ନଂ. ୱାର୍ଡ କାଉନସିଲର ପଦବୀ ପାଇଁ ଅର୍ଜୁନ ଚରଣ ବେହେରା, କମଳାକାନ୍ତ ବେହେରା, ଅଭୟ କୁମାର ବେହେରା, ଗୌରାଙ୍ଗ ଚରଣ ବେହେରା, ୧୦ନଂ.ରୁ ତୁଳସୀ ମହାରଣା, ରଶ୍ମିତା ସିଂ, ସଙ୍ଗୀତା ସାହୁ, ମଧୁସ୍ମିତା ସାହୁ, ୧୧ ନଂ.ରେ ପୁଷ୍ପାଞ୍ଜଳି ବସ୍ତିଆ, ଲାଲଟୁନ ନିଶାନ, ମାଳତି ବେହେରା, ୧୨ ନଂ.ରେ ନାହିଦ ଅଖତର, ମଧୁସ୍ମିତା ସାମଲ, ରିହାନା ଖାତୁନ, ୧୩ ନଂ.ରେ ମୁକ୍ତାର ଖାନ, ବିବେକ ଚନ୍ଦ୍ର ନାୟକ, ଅବଦୁଲ ମାଜିଦ, ସେକ୍‌ ଅସଲମ, ମଙ୍ଗଳବରଣ ସିଂହ, ଅର୍ସଦ ଅଲ୍ଲୀ, ୧୪ ନଂ.ରେ କସିଦା ବିବି, ସିମରନ, ଅକବରୀ ଖାତୁନ, ସେହେନା ବେଗମ, ୧୫ ନଂ.ରେ ରୋସନା ବିବି, ଅନୀତା ସାହୁ, ହବିବା ବେଗମ, ୧୬ ନଂ.ରେ କମର ଫାତମା, ସମୀମା ବେଗମ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିସହ ୧୭ ନଂ. ୱାର୍ଡ ପାଇଁ ସସ୍ମିତା ସାହୁ, ଉମେଶ ଚନ୍ଦ୍ର ନାୟକ, ସାଜେଦା ଖାନମ, ସୟଦ ମୁକ୍ତାର ଅଲ୍ଲୀ, ୧୮ ନଂ. ପାଇଁ ନାରାୟଣ ପ୍ରସାଦ ସିଂହ, ସୁକୁମାର ଦାସ, ଯଯାତି ଦାସ, ଉମାକାନ୍ତ ସିଂ, ସବିତା ସାହୁ, ଗୋଲାମ କାଦିର ଖାନ, ୧୯ ନଂ. ପାଇଁ ପ୍ରଣତି ମାଝି, ଆଶିଷ କୁମାର ପାଣି, ରମେଶ ଚନ୍ଦ୍ର ଦାସ, ପ୍ରଭାତ ରଞ୍ଜନ ଦାଶ, ମୋନାଲିସା ଦାଶ, ଶଶିକାନ୍ତ ବଳ, ବିଦ୍ୟୁତ ରଞ୍ଜନ ନାୟକ, ବିଭୂତି ଭୂଷଣ ପଣ୍ଡା, ୨୦ ନଂ. ପାଇଁ ଅସୀମା ନାୟକ, ମୀର ମୁର୍ସିଦ ଓ ୨୧ ନଂ. ୱାର୍ଡ ପାଇଁ ପ୍ରଭାଶିଷ ପଣ୍ଡା, ଶକ୍ତିସ୍ବରୂପ ସିଂହ, ଅଶୋକ କୁମାର ମଲ୍ଲିକ, ମହେନ୍ଦ୍ର କୁମାର ମିଶ୍ର, ଉମେଶ କୁମାର ପାଢ଼ୀ, ଲିଙ୍ଗରାଜ କର ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଆମ ପୋଲିସ-ଆମ ସାଥୀ ଅଭିଯାନ: ସାଇବର ସୁରକ୍ଷା ନେଇ ସଚେତନତା

ରାଇକିଆ,୧୩।୮: କନ୍ଧମାଳ ଜିଲା ପୋଲିସର ‘ଆମ ପୋଲିସ-ଆମ ସାଥୀ’ ଅଭିଯାନ ପକ୍ଷରୁ ରାଇକିଆ ବ୍ଲକ ସୁଗଡ଼ାବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ହୋଇଛି। ଥାନା ଅଧିକାରୀ…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri