ଅଧାରେ ଅଟକିଛି ୩୯୯ ପ୍ରକଳ୍ପ
ହର୍ଷବର୍ଦ୍ଧନ ବେହେରା ଯାଜପୁର ଅଫିସ,୧୩ ।୧୧: ଓଡ଼ିଶାର ୧୩ଟି ଗ୍ରାମ୍ୟ ନିର୍ମାଣ ସର୍କଲ ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍ଜିଏସ୍ୱାଇ)ରେ ୩୯୯ଟି ରାସ୍ତା ନିର୍ମାଣ ସରୁନାହିଁ। ଏଥିରେ ପ୍ରଥମ ପର୍ଯ୍ୟାୟରେ ୩୦୮ ଓ ଦ୍ୱିତୀୟ ପର୍ଯ୍ୟାୟରେ ୯୧ଟି ପ୍ରକଳ୍ପ ରହିଛି।…
୪ କୋଟି ଟପିଲା ଟିକାକରଣ
ଭୁବନେଶ୍ୱର, ୧୨।୧୧(ବ୍ୟୁରୋ) କୋଭିଡ୍ ଟିକାକରଣରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ୟରେ କରୋନା ଟିକାକରଣ ୪ କୋଟି ଟପିଛି। ଏନେଇ ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି। ଏହି ସଫଳତା…
ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ
ବରଗଡ଼ ଅଫିସ୍,୧୩।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବରଗଡ଼ ଜିଲା ଗସ୍ତରେ ଆସୁଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ଟା ୧୫ ମିନିଟରେ ନବୀନ ନିବାସ ଛାଡ଼ି ୧୦ଟା ୨୦ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ଯିବେ। ସେ…
‘ଓଡ଼ିଶାରେ ସାମୁଦ୍ରିକ ବାୟୋ ଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ର ହେଉ’
ଭୁବନେଶ୍ୱର, ୧୩।୧୧(ବ୍ୟୁରୋ): ରାଜ୍ୟରେ ସାମୁଦ୍ରିକ ବାୟୋ ଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ନିମନ୍ତେ ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଶୁକ୍ରବାର ନୂଆଦିଲ୍ଲୀଠାରେ ବିଜ୍ଞାନ ତଥା କାରିଗରି ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆୟୋଜିତ…
ବେଲାରୁସର ଏକ ଛତ୍ରବାଦୀ ଶାସକ ୨୦ ହଜାର ଶରଣାର୍ଥୀଙ୍କୁ ୟରୋପ ପଠାଇବାକୁ କରୁଛନ୍ତି ଚେଷ୍ଟା
ମିଂସ୍କା,୧୩ ।୧୧: ବେଲାରୁସ ଓ ପୋଲାଣ୍ଡ ସୀମାରେ ଏବେ ହଜାର ହଜାର ଶରଣାର୍ଥୀ ଏବଂ ପ୍ରବାସୀ ତଥା ସଶସ୍ତ୍ର ସେନା ମୁହାଁମୁହିଁ ହୋଇଛନ୍ତି । ବେଲାରୁସର ଏହି ପ୍ରବାସୀମାନେ ପୋଲାଣ୍ଡ ଦେଇ ୟୁରୋପୀୟ ୟୁନିୟନରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ।…
ପୋଲିସ ଚାକିରି ନାଁରେ ୧.୪୭ କୋଟି ଠକେଇ
ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ପୋଲିସ ଚାକିରି କରାଇଦେବାକୁ କହି ବଡ ଧରଣର ଠକେଇ ହୋଇଛି। ଏଭଳି ୩୮ଜଣ ଆଶାୟୀଙ୍କଠାରୁ ମୋଟ ୧କୋଟି ୪୭ ଲକ୍ଷ ଠକିଥିବା ଅଭିଯୋଗରେ ୨ଜଣଙ୍କୁ ଶୁକ୍ରବାର କ୍ରାଇମବ୍ରାଞ୍ଚର ଅଥର୍ର୍ନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେମାନେ ହେଲେ ବୈକୁଣ୍ଠନାଥ…
ଲଘୁଚାପ: ଉପକୂଳରେ କୋହଲା ପାଗ, ବର୍ଷା
ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଗୁରୁବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାଛଡା ଉତ୍ତର-ଆଭ୍ୟନ୍ତରୀଣ ତାମିଲନାଡ଼ୁରେ ସୃଷ୍ଟି ହୋଇଥିବା ଟ୍ରପ୍ ଲାଇନ୍ ଆନ୍ଧ୍ର ଦେଇ ଓଡ଼ିଶା ଉପକୂଳକୁ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ…
ଆପରାଧିକ ମାମଲା ରୁଜୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ବିଜୁ ସେତୁ ଯୋଜନାରେ ବଲାଙ୍ଗୀର ଜିଲା ସୁକତେଲ ନଦୀ ଉପରେ ନିର୍ମାଣାଧୀନ ପୋଲର ୪ ନମ୍ବର ସ୍ପାନ ଭୁଶୁଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଲୋକାୟୁକ୍ତ ପୋଲ ନିର୍ମାଣ…
ପୁରୁଣା ଟିକେଟ ଦାମରେ ଚାଲିବ ୧୭୦୦ ଟ୍ରେନ୍, ବନ୍ଦ ହେବ ଜେନରାଲ ଟିକେଟ
ନୂଆଦିଲ୍ଲୀ,୧୩ ।୧୧: କରୋନା ମହାମାରୀ ଯୋଗୁ ରେଗୁଲାର ଟ୍ରେନ୍ ବନ୍ଦ କରାଯାଇ କିଛି ସ୍ପେଶାଲ ଟ୍ରେନ୍ ଚାଲୁ କରାଯାଇଥିଲା । ଏବେ ପୁଣିଥରେ ସେସବୁ ରେଗୁଲାର ଟ୍ରେନ୍ ମଧ୍ୟରୁ ୧୭୦୦ଟ୍ରେନକୁ ଚଲାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । କରୋନା ନିୟନ୍ତ୍ରଣରେ ଥିବାରୁ…
ଭାଇ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍
ବାରିପଦା ଅଫିସ,୧୩।୧୧: ମୟୂରଭଞ୍ଜ ଜିଲା ବାରିପଦା ଅତିରିକ୍ତ ଜିଲା ଦୌରା ଜଜ୍(୧)କୋର୍ଟରେ ଶୁକ୍ରବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍ ଚୌଧୁରୀ ପ୍ରବୀର କୁମାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି । ଏହା…
ଦୟା ଭାବନା ଦ୍ୱାରା ଶାନ୍ତି
ଅନ୍ୟ ପ୍ରତି ଦୟା ପ୍ରଦର୍ଶନ କରିବା ଏକ ମହାନ କାର୍ଯ୍ୟ। ଦୟା ଭାବ ଦ୍ୱାରା ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ। ତେଣୁ ପ୍ରତିବର୍ଷ ନଭେମ୍ବର ୧୩ରେ ବିଶ୍ୱ ଦୟା ଦିବସ ପାଳନ କରାଯାଇଥାଏ। ବିଶ୍ୱ ଦୟା ଦିବସ ପାଳନ ଅବସରରେ ସମାଜରେ ଭଲ…
ବାପାଙ୍କୁ ହତ୍ୟା କରି ଲୁଚିଥିଲେ ଜଙ୍ଗଲରେ
ପାଟଣା,୧୩।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମିରିଗିଖୋଜି ଗ୍ରାମରେ ବାପାଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିବା ଅଭିଯୋଗରେ ପୋଲିସ ହତ୍ୟାକାରୀ ପୁଅଙ୍କୁ ଗିରଫ କରିଛି। ବୈତରଣୀ ନଦୀ କୂଳରେ ଥିବା ଜଙ୍ଗଲରେ ଲୁଚିଥିବା ବେଳେ ଶୁକ୍ରବାର ପୋଲିସ ତାଙ୍କୁ…
Archives


