ପଦରୁ ହଟିବା ପରେ କୋହଲିଙ୍କୁ ନେଇ ରବି ଶାସ୍ତ୍ରୀଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୧୩।୧୧: ଭାରତର ପୂର୍ବ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶାସ୍ତ୍ରୀ କହିଛନ୍ତି, କୋଭିଡ-୧୯ ସହ ଜଡ଼ିତ ଚାପର ମୁକାବିଲା ପାଇଁ କୋହଲି ଟି-୨୦ ପରେ…
ଫିଲ୍ମ ଷ୍ଟାଇଲ୍ରେ ପ୍ରେମରେ ପଡ଼ିଥିଲେ ଜୁହି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜୁହି ଚାଓ୍ବାଲାଙ୍କ ଆଜି ହେଉଛି ଜନ୍ମଦିନ। ୧୯୬୭ ମସିହା ନଭେମ୍ବର ୧୩ରେ ଜୁହି ହରିୟାଣାର ଅମ୍ବାଲାରେ ଜନ୍ମ ହୋଇଥିଲେ। ଅନେକ ସୁପରହିଟ୍ ଫିଲ୍ମରେ କାମ କରିଥିବା ଜୁହିଙ୍କ ପ୍ରେମ ବି ଠିକ୍ ଫିଲ୍ମ ପରି। ଆଜିର ଏହି…
ଟିକା ନ ନେଇଥିବା ଲୋକଙ୍କୁ ଲକଡାଉନରେ ବନ୍ଦ ରଖିବ ଅଷ୍ଟ୍ରିୟା, ୟୁରୋପ ପୁଣି ପାଲଟିଲା ମହାମାରୀର କେନ୍ଦ୍ର
ଭିଏନା,୧୩ ।୧୧: ୟୁରୋପରେ କରୋନା ମହାମାରୀ ପୁଣିଥରେ ମୁଣ୍ଡ ଟେକିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ୟୁରୋପ ପୁଣିଥରେ କରୋନା ମହାମାରୀର କେନ୍ଦ୍ର ପାଲଟିଯାଇଛି । କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପଶ୍ଚିମ ୟୁରୋପ । ଏଠାରେ ସଂକ୍ରମିତଙ୍କ…
ସଂସ୍କୃତି ବିଭାଗ ସଚିବ ହେଲେ ରଞ୍ଜନ କୁମାର ଦାସ
ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆଇଏଏସ ରଞ୍ଜନ କୁମାର ଦାସ ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ। ଏ ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ତେବେ ସାଧାରଣ ପ୍ରଶାସନ ବିଭାଗ…
ମନ୍ତ୍ରୀଙ୍କ ଗାଡି ଉପରକୁ କଂଗ୍ରେସ କର୍ମୀଙ୍କ ଅଣ୍ଡାମାଡ
ବରଗଡ ଅଫିସ, ୧୩।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ ଗସ୍ତକୁ ବିରୋଧ କରି କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ଅଣ୍ଡାମାଡ କରିଥିବା ସୂଚନା ମିଳିଛି। ଶୁକ୍ରବାର ରାତିରେ ବରଗଡର ଗାନ୍ଧୀଛକରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଥିବାବେଳେ ଶନିବାର…
ବିରୋଧ କରି ମାଡ ଖାଇଲେ କଂଗ୍ରେସ କର୍ମୀ
ବରଗଡ ଅଫିସ,୧୩।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବରଗଡ ଜିଲା ଗସ୍ତରେ ଆସୁଛନ୍ତି। ବିଜେପୁରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ଦିନ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଏଠାରେ ପହଞ୍ଚିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି…
ପାଣି ଭିତରେ ପାର୍କ
ଦୁନିଆରେ ଏପରି କିଛି ଦେଶ ଅଛି, ଯାହା ଅନ୍ୟ ଦେଶଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏମିତି ଦେଶ ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। କାରଣ ଏଠାରେ ଥିବା କିଛି ଆକର୍ଷଣୀୟ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥାଏ। ଏପରି ସ୍ବତନ୍ତ୍ର ଦେଶ ହେଉଛି ପର୍ତ୍ତୁଗାଲ।…
ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର
ନୂଆଦିଲ୍ଲୀ, ୧୩।୧୧: କଳାହାଣ୍ଡି ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଏବଂ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଓଡ଼ିଶା ଯୁବକଂଗ୍ରେସ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛି। ହତ୍ୟା…
ଜେଲରେ ବାହାହେବେ ଆସେଞ୍ଜ
ଏକ ଦଶନ୍ଧି ତଳେ ହଜାର ହଜାର ଦସ୍ତାବିଜ ପ୍ରଘଟ କରି ଚର୍ଚ୍ଚାକୁ ଆସିଥିବା ଓ୍ବିକିଲିକ୍ସ ପ୍ରତିଷ୍ଠାତା ଜୁଲିଆନ୍ ଆସେଞ୍ଜ ଜେଲରେ ତାଙ୍କ ପ୍ରେମିକା ଷ୍ଟେଲା ମୋରିସ୍ଙ୍କୁ ବାହା ହେବାକୁ ଯାଉଛନ୍ତି। ଏନେଇ ବ୍ରିଟେନ କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି। ଗୁପ୍ତଚରଗିରି ମାମଲାରେ ଆମେରିକା…
୧୨ କ୍ରୀଡାବିତ ପାଇବେ ମେଜର ଧ୍ୟାନଚାନ୍ଦ ପୁରସ୍କାର
ନୂଆଦିଲ୍ଲୀ,୧୩।୧୧: କ୍ରୀଡାବିତଙ୍କୁ ଜାତୀୟ କ୍ରୀଡା ପୁରସ୍କାର ୨୦୨୧ ଶନିବାର ପ୍ରଦାନ କରାଯିବ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରିବେ। ଏ ବର୍ଷ ୧୨ ଜଣ କ୍ରୀଡାବିତଙ୍କୁ ମେଜର ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରାଯିବ।…
ଏମିତି ସର୍କସ ଦେଖଉଛି ଜଳହସ୍ତୀ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ବିଶ୍ୱର ପ୍ରଦୂଷିତ ସହର ତାଲିକାରେ ଉପରେ ଦିଲ୍ଲୀ, ଟପ୍ ୧୦ରେ ଦେଶର ୩ ସହର
ନୂଆଦିଲ୍ଲୀ,୧୩ ।୧୧: ଗତ କିଛି ବର୍ଷ ହେବ ବାୟୁ ପ୍ରଦୂଷଣ ଏକ ବଡ ସମସ୍ୟା ହୋଇ ଦେଖାଦେଇଛି । ନଡା, ବାଣ, ଫ୍ୟାକ୍ଟ୍ରି ଓ ବଢି ଚାଲିଥିବା ଯାନବାହାନ ଯୋଗୁ ଏହି ସମସ୍ୟା ବୃଦ୍ଧି ପାଉଥିବା କୁହାଯାଉଛି । ଦିଲ୍ଲୀ ଏନ୍ସିଆର୍ରେ…
Archives


