ହାତୀ ଉପଦ୍ରବ: ଅଭିଯୋଗ ଶୁଣୁନି ବନ ବିଭାଗ
ପଡ଼ିଆବାହାଲ,୧୮।୩(ଡି.ଏନ୍.ଏ.): ସମ୍ବଲପୁର ଜିଲା ଦେଦାରନୂଆପାଲି ଅଞ୍ଚଳରେ ସାତଘରିଆ ହାତୀପଲ ୪ ଦିନ ହେଲା ଘୁରିବୁଲି ବ୍ୟାପକ ଧାନ ଚାଷ ନଷ୍ଟ କରୁଛନ୍ତି। ଗୁରୁବାର ସାତଘର ଥିଲାବେଳେ ଆଜି ଦୁଇ ଘର ସନ୍ଧ୍ୟା ସୁଦ୍ଧା କ୍ଷେତରେ ପହଞ୍ଚିଛନ୍ତି। ସ୍ଥାନୀୟ ଲୋକେ ହାତୀ ଘଉଡ଼ାଇ…
ପୁଅକୁ ଦିଅନ୍ତୁ ଭଲ ଶିକ୍ଷା, ଶତ୍ରୁକୁ ଦୁଃଖ; ଜାଣିରଖନ୍ତୁ ଚାଣକ୍ୟ କହିଥିବା ଏହି ୪ କଥା
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଗୁଡ଼ିକ ବର୍ଷବର୍ଷ ଧରି ମନୁଷ୍ୟ ପାଇଁ ଉପଯୋଗୀ ହୋଇଆସିଛି। ତାଙ୍କର ମାର୍ଗଦର୍ଶନ ଏବଂ ନୀତିରେ ହିଁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ସମ୍ରାଟ ହୋଇ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ଚାଣକ୍ୟଙ୍କ ନୀତିରେ ଜୀବନକୁ ସଫଳ କରିବାର ଉପାୟ ସହ ଭୁଲଠିକ୍ର…
‘ମୁଁ ଯାଉଛି ଧନ, ମୋତେ ଭୁଲ ବୁଝିବ ନାହିଁ’
ହାଟଡିହୀ,୧୮।୩(ଡି.ଏନ୍.ଏ.): ‘ମୋ’ ଦୁଇ ଭଉଣୀ ମୋ’ କଥାରେ ରାଜି ହେଲେ ନାହିଁ । ତେଣୁ ମୋ ଦେହ,ମନ ଭଲ ରହିଲା ନାହିଁ । ସେଥିପାଇଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲି । ଝିଅ ପକ୍ଷର କିଛି ଦୋଷ ନାହିଁ । ମୋ…
ଫୁଲକୋବି ଖାଇ ଦମ୍ପତି ଗୁରୁତର
ଆର୍.ଉଦୟଗିରି, ୧୮।୩-: ଫୁଲକୋବି ଖାଇ ଦମ୍ପତି ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ମଳାସପଦର ପଞ୍ଚାୟତ ଅନ୍ତର୍ଗତ ହାଲାପଙ୍କା ଗ୍ରାମରେ। ସୂଚନା ଅନୁଯାୟୀ, ଗ୍ରାମର ଦମ୍ପତି ଯବିତ୍ର ଗମାଙ୍ଗ ଏବଂ ନମିତା ଗମାଙ୍ଗ ନିଜ ବାଡ଼ିରେ ଫୁଲକୋବି…
‘କାହିଁକି ଅନ୍ସୋଲ୍ଡ ରହିଲେ ସୁରେଶ ରାଇନା?’ ସାଙ୍ଗାକାରା କହିଲେ…
ନୂଆଦିଲ୍ଲୀ,୧୮।୩: ଆଇପିଏଲ୍ର ମେଗା ଅକ୍ସନରେ ଅନ୍ସୋଲ୍ଡ ରହିଥିଲେ ଭାରତୀୟ କ୍ରିକେଟର ସୁରେଶ ରାଇନା। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ତାଙ୍କର ପ୍ରଦର୍ଶନ ଭଲ ଥିଲେ ହେଁ କେଉଁ କାରଣ ଯୋଗୁ ତାଙ୍କୁ କେହି କିଣିଲେ ନାହିଁ ତାହା ଆଜିବି ପ୍ରଶ୍ନବାଚୀ। ଏସବୁ…
ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଧକ୍କା ଦେଲା ଟ୍ରକ୍
ପାଟଣା,୧୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ପାଟଣା ବାଇପାସ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏକ ୧୪ ଚକିଆ ଟ୍ରକ ଧକ୍କାରେ ଜଣେ ୧୯ ବର୍ଷୀୟ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ…
ମ୍ୟାଚ୍ ମଝିରେ ଟଳିପଡ଼ିଲେ ଖେଳାଳି
ଅକ୍ଲ୍ୟାଣ୍ଡ,୧୮।୩: ଦିନିକିଆ ମହିଳା ବିଶ୍ୱକପ୍ରେ ବାଲାଂଦେଶ ବିପକ୍ଷ ଓ୍ବେଷ୍ଟଇଣ୍ଡିଜ୍ ମ୍ୟାଚ୍ ବେଳେ ଘଟିଛି ଅଘଟଣ। ଶୁକ୍ରବାର ମ୍ୟାଚ୍ ଚାଲିଥିବା ବେଳେ ଓ୍ବେଷ୍ଟଇଣ୍ଡିଜର ଦ୍ରୁତ ବୋଲର ଶାମିଲିଆ କୋନେଲ ପଡ଼ିଆ ମଝିରେ ଟଳି ପଡ଼ିଥିଲେ। ଏହାପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଛି।…
ହସ୍ପିଟାଲକୁ ଯାଇ ଆହତଙ୍କୁ ଭେଟିଲେ ଜେଲେନ୍ସ୍କି
କ୍ୱିଭ୍,୧୮।୩: ୟୁକ୍ରେନ ଉପରେ ରୁଷିଆ ଲଗାତର ୨୩ଦିନ ହେଲାଣି ଆକ୍ରମଣ ଜାରି ରଖିଛି। ୟୁକ୍ରେନର କେତୋଟି ସହରକୁ କବ୍ଜା କରାଯାଇଥିବା ବେଳେ ଅନ୍ୟ କେତେକ ସହର ଉପରେ ରୁଷିଆ ସୈନ୍ୟମାନେ ମିଶାଇଲ ଓ ଗୁଳିଗୋଳା ଅତର୍କିତ ଭାବେ ଆକ୍ରମଣ କରୁଛନ୍ତି। ଏହି…
ପାରାଦୀପ ଗଡ ସବଷ୍ଟେସନରେ ଅଗ୍ନିକାଣ୍ଡ
ପାରାଦୀପ,୧୮।୩(ସ୍ବ.ପ୍ର.): ପାରାଦୀପଗଡ଼ ଠାରେ ଥିବା ୧୩୨ କେଭି ସବଷ୍ଟେଶନରେ ଶୁକ୍ରବାର ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସୌଭାଗ୍ୟ ବଶତଃ ଏଥିରେ କେହେି ମୃତାହତ ହୋଇନାହାନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଦୁର୍ଘଟଣା ଖବରପାଇ ପାରାଦୀପ ବନ୍ଦର…
ଆଇପିଏଲ୍ରୁ ବାଦ୍ ପଡ଼ିଲେ ମାର୍କ ଉଡ୍
ଆଣ୍ଟିଗୁଆ,୧୮।୩: ଆଇପିଏଲ୍-୨୦୨୨ ଖେଳିବେ ନାହିଁ ଇଂଲଣ୍ଡର ଦ୍ରୁତ ବୋଲର୍ ମାର୍କ ଉଡ୍। କହୁଣୀରେ ଆଘାତ ଲାଗିଥିବାରୁ ସେ ସିଜନରୁ ବାଦ ପଡ଼ିଛନ୍ତି। ବର୍ତ୍ତମାନ ସେ ଇଂଲଣ୍ଡ ଟିମ୍ ସହ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଅଛନ୍ତି। ଆଣ୍ଟିଗୁଆରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ସମୟରେ ତାଙ୍କ…
ଶନିବାର ଶପଥ ନେବେ ମନ୍ତ୍ରୀ
ଚଣ୍ଡିଗଡ଼,୧୮।୩: ପଞ୍ଜାବରେ ଭଗଓ୍ବନ୍ତ ମାନଙ୍କ ନେତୃତ୍ୱାଧିନ ସରକାର ଗଠନ ହେବା ପରେ ଏବେ ଶପଥ ଗ୍ରହଣ କରିବେ ମନ୍ତ୍ରୀ। ଶନିବାର ଦିନ ୧୧ଟାରେ ପଞ୍ଜାବ ରାଜଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ୧୮ ବର୍ଥ…
ହୋଲିରେ ନଜର ଆସିଲା କକା-ପୁତୁରାଙ୍କ ମଧ୍ୟରେ ଫାଟ
ଇଟାଓ୍ବା,୧୮।୩: ଚଳିତ ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କକା ଶିବପାଲ ଯାଦବ ଏବଂ ପୁତୁରା ଅଖିଳେଶ ଯାଦବଙ୍କ ଦଳ ଏକତ୍ର ହୋଇଥିଲେ। କିନ୍ତୁ ପ୍ରକୃତରେ କ’ଣ କକା-ପୁତୁରାଙ୍କ ଦୁହେଁ ଏକଜୁଟ ହୋଇଛନ୍ତି କି। କାରଣ ଶୁକ୍ରବାର ଆୟୋଜିତ ହୋଇଥିବା ଏକ ହୋଲି…

