ଲୁଚାଛପାରେ ସରିଲାଣି ନିର୍ବନ୍ଧ
ବମ୍ବେ: ଖୁବ୍ଶୀଘ୍ର ଖୁସିଖବର ଦେଇପାରନ୍ତି ଟେଲି ଅଭିନେତ୍ରୀ କରିସ୍ମା ତନ୍ନା। କିଛିଦିନ ଧରି ସେ ଛୋଟ ପରଦାରୁ ଦୂରେଇ ଯାଇ ନିଜର ବ୍ରେକ୍କୁ ଉପଭୋଗ କରୁଛନ୍ତି। ଏସବୁ ମଧ୍ୟରେ ତାଙ୍କ ଜୀବନରେ କେହି ଖାସ୍ ଲୋକ ଆସିଯାଇଥିବା ନେଇ ଚର୍ଚ୍ଚା ହେଉଥିଲା।…
ରଚନାଙ୍କ ଘୋଷଣା: ପ୍ରିୟଙ୍କାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବି ଆଉ ଜିତିବି…
ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀ ନିଜେ ବିଧାନସଭା ନିର୍ବାଚନ ଲଢ଼ିବେ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ହେଲେ ବଲିଉଡ୍ ଅଭିନେତ୍ରୀ ରଚନା ସିଂହ ଯଦୁବଂଶୀ ପ୍ରିୟଙ୍କାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରି ଏବେ ଚର୍ଚ୍ଚାରେ। ନିଜର…
ଟିମ୍ ପାକିସ୍ତାନ ପାଇଁ ଏମିତି ଲେଖିଲେ ପ୍ରଧାନମନ୍ତ୍ରୀ ଇମ୍ରାନ
ଦୁବାଇ,୧୨।୧୧: ଚଳିତ ଟି୨୦ ବିଶ୍ୱକପ୍ ସେମିଫାଇନାଲରୁ ବିଦାୟ ପରେ ବାବର ଆଜାମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳକୁ ସାନ୍ତ୍ୱନା ଦେଇଛନ୍ତି ୧୯୯୨ ବିଶ୍ୱକପ୍ ଚାମ୍ପିୟନ ଦଳର ଅଧିନାୟକ ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସୁପର-୧୨ ପର୍ଯ୍ୟାୟରେ ଅପରାଜେୟ ରହିଥିବା ପାକିସ୍ତାନ ଦଳର ଖେଳାଳିମାନେ…
ଭାବିସ୍ତ୍ରୀଙ୍କୁ ନେଇ ମନ କଥା କହିଦେଲେ ବିକ୍କି
ବମ୍ବେ: ବଲିଉଡ୍ରେ ଏବେ ଅଭିନେତା ବିକ୍କି କୌଶଲ ଏବଂ କଟ୍ରିନା କୈଫଙ୍କ ବିବାହକୁ ନେଇ ଚର୍ଚ୍ଚା। ଉଭୟ ଡିସେମ୍ବରରେ ବିବାହ କରିବାକୁ ନେଇ ଅନେକ ଖବର ମଧ୍ୟ ପ୍ରକାଶ ପାଉଛି। ରାଜସ୍ଥାନର ମାଧୋପୁରରେ ସମାରୋହ ଅନୁଷ୍ଠିତ ହେବ ବୋଲି କୁହାଯାଉଛି। ଏସବୁ…
ପ୍ରଭାସଙ୍କ ପାଇଁ ସୁଇସାଇଡ୍ ନୋଟ୍
ହାଇଦ୍ରାବାଦ: ସୁପରଷ୍ଟାର ପ୍ରଭାସଙ୍କ ପାଇଁ ପ୍ରଶଂସକ ଲେଖିଲେ ସୁଇସାଇଡ୍ ନୋଟ୍। ସେ ବି ତାଙ୍କ ଆଗାମୀ ଫିଲ୍ମ ‘ରାଧେ ଶ୍ୟାମ’ ସହ ଜଡିତ ଅପ୍ଡେଟ୍ ଶେୟାର ନ କରିବା ଲାଗି। କଥାଟି ଆଶ୍ଚର୍ଯ୍ୟ କଲେ ହେଁ ସତ। ବିଭିନ୍ନ ସୋସିଆଲ ମିଡିଆରେ…
ମନ୍ଦିର ହୁଣ୍ଡିରୁ ନେଇଗଲେ ଲକ୍ଷାଧିକ ଟଙ୍କା
ଚିକିଟି,୧୨।୧୧(ଡି.ଏନ.ଏ.): କେ.ନୂଆଗାଁ ଥାନା ସୁନ୍ଦରଡ଼ା ଗ୍ରାମ ସ୍ଥିତ ସୁନ୍ଦେରଶ୍ୱର ମନ୍ଦିରରୁ ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଶୁକ୍ରବାର ସକାଳେ ମନ୍ଦିର ପୂଜାରୀ ପୂଜା କରିବାକୁ ଆସି ହୁଣ୍ଡି ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ପରେ ସେ…
ଓ୍ବାର୍ନରଙ୍କ ଶଟ୍ ପାଇଁ ଦୁଇ ଭାଗ ହେଲା କ୍ରିକେଟ ଜଗତ
ନୂଆଦିଲ୍ଲୀ,୧୨।୧୧: ଟି୨୦ ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ଅଲରାଉଣ୍ଡର ମହମ୍ମଦ ହାଫିଜଙ୍କ ଦୁଇ ଥର ବାଉନ୍ସ ହୋଇଥିବା ବଲକୁ ଛକା ଲଗାଇଥିଲେ ଅଷ୍ଟ୍ରେଲିଆନ ଓପନର ଡେଭିଡ୍ ଓ୍ବାର୍ନର। ଏହି ଘଟଣାକୁ ଖେଳୁଆଡ଼ ମନୋଭାବ ବିରୋଧରେ କିଛି ପୂର୍ବତନ କ୍ରିକେଟର ଦର୍ଶାଇଥିଲା ବେଳେ…
ବର୍ଷାରେ ବେହାଲ ଗଞ୍ଜାମ ସହର
ଗଞ୍ଜାମ,୧୨।୧୧(ଡି.ଏନ୍.ଏ.): ଲଗାଣ ବର୍ଷାରେ ଗଞ୍ଜାମ ସହର ବେହାଲ ହୋଇ ପଡିଛି । ଏହି ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ସହରର ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ପୁଇଁତୋଳା, ୱାର୍ଡ ତିନି ନୂଆ ସାହି, ବଡ଼…
ପ୍ରେମିକାଙ୍କୁ ଜେଲରେ ବିବାହ କରିବେ ୱିକିଲିକ୍ସର ସଂସ୍ଥାପକ, ସରକାର ଦେଲେ ମଞ୍ଜୁରୀ
ବ୍ରିଟେନ,୧୨ ।୧୧: ୱିକିଲିକ୍ସର ସଂସ୍ଥାପକ ଜୁଲିୟନ ଅସାଂଜେ ତାଙ୍କର ପ୍ରମିକା ଷ୍ଟେଲା ମୋରିସଙ୍କୁ ଜେଲରେ ବିବାହ କରିବାକୁ ଯାଉଛନ୍ତି । ଏଥିପାଇଁ ବ୍ରିଟେନ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏବେ ଅସାଂଜେ ବେଲମାର୍ଶ ଜେଲରେ ବିବାହ କରିବେ । ଅସାଂଜେ…
ଓଲଟିଲା ଟ୍ୟାଙ୍କର : ଚାଲିଗଲା ୨ ଶ୍ରମିଙ୍କ ଜୀବନ
କେନ୍ଦୁଝର,୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ରୋଇଡା ଲୁହା ଖଣି ପରିସରରେ ଏକ ପାଣି ଟ୍ୟାଙ୍କର ଓଲଟି ପଡ଼ିଛି। ସେଥିରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ନାମ ସମରା କାରୁଆ(୬୩) ଓ ଦମୟନ୍ତୀ ଓରାମ (୪୧) ବୋଲି…
ଗାଧୋଇବାକୁ ଯାଇ ଆଉ ଫେରିଲେନି ମହିଳା
ପାଟଣା,୧୨।୧୧(ସ୍ବ.ପ୍ର.): ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିଲେନି ମହିଳା। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ ଜାମୁଳେଇ ବେଡା ଗ୍ରାମରେ। ୩୫ ବର୍ଷୀୟା ପାର୍ବତୀ ମୁଣ୍ଡା ଶୁକ୍ରବାର ପୂର୍ବାହ୍ନରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ…
ସୌନ୍ଦର୍ଯ୍ୟ ବଢ଼ାଏ ଏହି ତେଲ
ସୋରିଷ ତେଲ, ଘିଅ, ରିଫାଇନ୍ ଆଦି ତେଲକୁ ଆମେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ। କେତେକ ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ତେଲରେ ବିଭିନ୍ନ ଖାଦ୍ୟସାର ରହୁଥିଲେ ହେଁ ସୋରିଷ ତେଲରେ ପ୍ରସ୍ତୁତ ବ୍ୟଞ୍ଜନ…
Archives


