ପଶୁଙ୍କ ଠାରୁ ପାଣିରେ ବ୍ୟାପୁଛି ନୂଆ ଭାଇରସ
ଥିରୁଭାନନ୍ତପୁରମ,୧୩।୧୧: କରୋନା ଭାଇରାସ ପରେ ଡରାଇଲାଣି ନୋରୋ ଭାଇରସ। ପଶୁଙ୍କ ଠାରୁ ପାଣି ଓ ଖାଦ୍ୟ ମାଧ୍ୟମରେ ବ୍ୟାପୁଥିବା ଏହି ଭାଇରସ କେରଳର ଓ୍ବେନାଡ ଜିଲାରେ ଚିହ୍ନଟ ହୋଇଛି। ଭାଇରସ ଦ୍ୱାରା ୧୩ ଜଣ ସଂକ୍ରମିତ ଥିବା ଜଣାପଡ଼ିବା ପରେ ଜିଲାରେ…
‘ଆଫ୍ରିଦୀଙ୍କୁ ଅଫ୍ ଷ୍ଟମ୍ପ ବାହାରେ ପକାଇବାର ଥିଲା’
କରାଚୀ,୧୩।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ପାକିସ୍ତାନ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ପରାଜୟ ପାଇଁ ସାରା ପାକିସ୍ତାନରେ ଦେଖା ଦେଇଛି ନୈରାଶ୍ୟ। ପରାଜୟ ପାଇଁ କିଏ ଦାୟୀ ସେ ନେଇ ତର୍ଜମା ମଧ୍ୟ…
ଦୁର୍ଦ୍ଦାନ୍ତ ମାଓବାଦୀ ଦମ୍ପତି ଗିରଫ
ରାଞ୍ଚି,୧୨।୧୧: ସିପିଆଇ ମାଓବାଦୀ ସଙ୍ଗଠନର ଦ୍ୱିତୀୟ ସର୍ବୋଚ୍ଚ ନେତା ପ୍ରଶାନ୍ତ ବୋଷ ଏବଂ ତାଙ୍କ ସ୍ତ୍ରୀ ଶୀଲା ମାରାଣ୍ଡିଙ୍କୁ ଶୁକ୍ରବାର ଝାଡ଼ଖଣ୍ଡ ପୋଲିସ ଗିରଫ କରିଛି। ଦମ୍ପତିଙ୍କ ଗିରଫଦାରି ଉତ୍ତର ଭାରତରେ ମାଓବାଦୀ କ୍ୟାଡରଙ୍କ ମନୋବଳ ଓ ହିଂସାମତ୍କ କାର୍ଯ୍ୟକଳାପକୁ ପ୍ରଭାବିତ…
ପଞ୍ଜାବରେ ୧୦ ବିଧାୟକଙ୍କୁ ପ୍ରାର୍ଥୀ କଲା ଏଏପି
ଚଣ୍ଡିଗଡ଼,୧୨।୧୧: ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଆମ୍ ଆଦ୍ମୀ ପାର୍ଟି (ଏଏପି) । ୧୦ ବିଧାୟକଙ୍କୁ ଦଳୀୟ ଟିକେଟ ଦିଆଯାଇଛି। ପଞ୍ଜାବ ବିଧାନସଭାର ବିରୋଧୀ ଦଳ ନେତା ହରପାଲ ସିଂ…
ବ୍ୟାଟିଂ ପାଇଁ ଅନେକ ମହାନ ଖେଳାଳି ନେତୃତ୍ୱ ଛାଡ଼ିଛନ୍ତି
ନୂଆଦିଲ୍ଲୀ,୧୨।୧୧: ଟି୨୦ ଦଳର ନେତୃତ୍ୱ ଛାଡ଼ି ସାରିଥିବା ବିରାଟ କୋହଲି ଅନ୍ୟ ଫର୍ମାଟରେ ମଧ୍ୟ ଅଧିନାୟକ ପଦ ଛାଡ଼ି ପାରନ୍ତି। ସେ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଅଧିନାୟକ ପଦ ଛାଡ଼ି ପାରନ୍ତି। ଏଭଳି କରିବାରେ ପ୍ରଥମ ଖେଳାଳି ନୁହେଁ।…
ଛାତ୍ରବାସରେ ୨ଛାତ୍ର କରୋନା ପଜିଟିଭ୍
ଖୁଣ୍ଟା,୧୨।୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଅଞ୍ଚଳର ଏକ ହାଇସ୍କୁଲରେ ଅଧ୍ୟୟନରତ ୨ଛାତ୍ର କୋରନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଉକ୍ତ ହାଇସ୍କୁଲ ପରିସର ଛାତ୍ରାବାସରେ ରହି ୮ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ର ଦ୍ୱୟଙ୍କ ଦେହ ଅସୁସ୍ଥ ହେବାରୁ ସେମାନଙ୍କୁ ବିଦ୍ୟାଳୟ ପକ୍ଷରୁ…
ସୁରେଶ ଦଳାଇ ହେଲେ ଉତ୍ତରାଞ୍ଚଳ ଆର୍ଡିସି
ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ସୁରେଶ ଚନ୍ଦ୍ର ଦଳାଇଙ୍କୁ ରାଜ୍ୟ ସରକାର ସମ୍ବଲପୁର ରାଜସ୍ବ ଡିଭିଜନ କମିଶନର(ଉତ୍ତରାଞ୍ଚଳ ଡିଭିଜନ) ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ସଚିବ…
ବଳାତ୍କାର ମାମଲାରେ ପୂର୍ବତନ ମନ୍ତ୍ରୀଙ୍କୁ ଆଜୀବନ ଜେଲ
ଲକ୍ଷ୍ନୌ,୧୨।୧୧: ପୂର୍ବତନ ଉତ୍ତରପ୍ରଦେଶ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଓ ଅନ୍ୟ ଦୁଇ ଜଣଙ୍କୁ ଜଣେ ମହିଳାଙ୍କୁ ବଳାତ୍କାର କରିବା ମାମଲାରେ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଦଣ୍ଡାଦେଶ ଶୁଣାଇଲା ବେଳେ ଗାୟତ୍ରୀ ପ୍ରଜାପତିଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତ ଅଶୋକ…
ପୋଲିସ ଚାକିରି କରାଇ ଦେବାକୁ କହି ଠକିଥିଲେ ୩୮ ଜଣଙ୍କୁ
ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ନିଜକୁ ଗୃହ ବିଭାଗର ଜଣେ ବଡ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ନେତା, ମନ୍ତ୍ରୀଙ୍କ ସହ ସମ୍ପର୍କ ଅଛି। ଟଙ୍କା ଦେଲେ ପୋଲିସରେ ଚାକିରି କରାଇଦେବି। ଏଭଳି କହି ୩୮ଜଣ ଆଶାୟୀଙ୍କୁ ଠକିଥିଲେ ମୋଟ ୧କୋଟି ୪୭ ଲକ୍ଷ ଟଙ୍କା।…
ରେକର୍ଡ ହେଲା ଆର୍ଯ୍ୟନଙ୍କ ବୟାନ
ନୂଆଦିଲ୍ଲୀ,୧୨।୧୧: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ବୟାନ ରେକର୍ଡ କରିଛି ନାର୍କୋଟିକ୍ ଏଜେନ୍ସିର ଦିଲ୍ଲୀ ୟୁନିଟ୍। ପୂର୍ବରୁ ଏହି ମାମଲାର ତଦନ୍ତ କରୁଥିବା ଏନ୍ସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ ଜଣେ…
କାଠ ସଂଗ୍ରହ ବେଳେ ଜଙ୍ଗଲରେ ମହିଳାଙ୍କୁ ବଳାତ୍କାର
ଅମରପାଲି,୧୨ା୧୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ କୁମରକେଲି ଅଞ୍ଚଳର ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ…
ଫାଇନାଲ ପୂର୍ବରୁ ଆଇସିସିର ବଡ଼ ଘୋଷଣା
ଦୁବାଇ,୧୨।୧୧: ଦକ୍ଷିଣ ଆଫ୍ରିକାର ମାରାଇସ ଇରାସମସ ଓ ଇଂଲଣ୍ଡର ରିଚାର୍ଡ କେଟଲବର୍ଗ ଆସନ୍ତା ରବିବାର ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍ ଫାଇନାଲରେ ଅମ୍ପାୟାରିଂ କରିବେ। ଭାରତୀୟ ଅମ୍ପାୟର ନୀତିନ ମେନନ ଟିଭି ଅମ୍ପାୟର ଦାୟିତ୍ୱରେ ରହିବେ। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ…
Archives


