Home Left

ତାମିଲନାଡୁ ଉପକୂଳ ଛୁଇଁବ ଘୂର୍ଣ୍ଣିଝଡ: ୯ ଜିଲାକୁ ରେଡ ଆଲର୍ଟ

ଚେନ୍ନାଇ,୧୧ ।୧୧: ତାମିଲନାଡୁରେ ଅଦିନିଆ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରି ସାରିଲାଣି । ଏହା ସୁଧୁରିବା ପରିବର୍ତ୍ତେ ବେଳକୁ ବେଳ ବିଗିଡିବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ଏହି ବର୍ଷାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏପଟେ…

ଦିଲ୍ଲୀରେ ପହଞ୍ଚିଲା ଯୁବ କଂଗ୍ରେସର ଆନ୍ଦୋଳନ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): କଳାହାଣ୍ଡି ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ଗିରଫ କରିବା ସହ ମାମଲାର ନିରପେକ୍ଷ ତଦନ୍ତ ଦାବିରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ତା’ର…

ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା

କଟକ ଅଫିସ, ୧୧।୧୧: କଟକ ଜିଲାର ଅରିଲୋଠାରେ ଓମ୍‌ଫେଡର ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଭାଜପା ବିରୋଧ କରିଥିଲା। କଟକ ନଗର ଭାଜପା ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ…

ଆଫଗାନିସ୍ତାନ ଉପରେ ଚର୍ଚ୍ଚା: ପାକିସ୍ତାନର ବୈଠକରେ ଯୋଗ ଦେବ ଚାଇନା

ବେଜିଂ,୧୧ ।୧୧: ଆଫଗାନିସ୍ତାନକୁ ନେଇ ଭାରତର ନେତୃତ୍ୱରେ ବୁଧବାର ସୁରକ୍ଷା ପରାମର୍ଶଦାତାଙ୍କର ଏକ ବୈଠକ ବସିଥିଲା । ଏଥିରେ ପାକିସ୍ତାନ ଓ ଚାଇନା ଯୋଗ ଦେଇ ନ ଥିବା ବେଳେ ବିଶ୍ୱର ଆହୁରି ବହୁ ଦେଇ ଯୋଗ ଦେଇଥିଲେ । ହେଲେ…

ବଢୁଛି ଚିନ୍ତା: ବ୍ରିଟେନରେ କୁକୁରକୁ କରୋନା!

ଲଣ୍ଡନ,୧୧ ।୧୧: ବ୍ରିଟେନରେ ଏକ କୁକୁରକୁ କରୋନା ହୋଇଥିବା କଥା ଜଣାପଡିଛି । ଯାହା ପୁଣି କରୋନାକୁ ନେଇ ଚିନ୍ତା ବଢାଇ ଦେଇଛି । ୟୁକେର ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହାପୂର୍ବରୁ ବିଶ୍ୱର ଅନ୍ୟ…

ପ୍ରିୟଙ୍କାଙ୍କ ନିର୍ବନ୍ଧ ମୁଦିର ଦାମ୍‌ କେତେ ଜାଣନ୍ତି

ବଲିଉଡ ପରେ ହଲିଉଡରେ ନିଜ ଅଭିନୟର ଜଲଓ୍ବା ଦେଖାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏକ ବିଳାଶପୂର୍ଣ୍ଣ ଜୀବନଶୈଳୀ ବିତାନ୍ତି। ପ୍ରିୟଙ୍କାଙ୍କ ଫ୍ୟାଶନ ତାଙ୍କୁ ଅନ୍ୟ ସେଲିବ୍ରିଟିଙ୍କଠାରୁ ଅଲଗା କରିଥାଏ। ସେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ତାଙ୍କ ସ୍ବାମୀ…

ସ୍ବପ୍ନ ପୂରା କରିବା ପାଇଁ ୫୦ ବର୍ଷ ବୟସରେ ଛାଡ଼ିଥିଲେ ଚାକିିରି, ଏବେ …

ନୂଆଦିଲ୍ଲୀ,୧୧।୧୧: ବିୟୁଟି ଏବଂ ପର୍ସନାଲ କେୟାର ପ୍ଲାଟ୍‌ଫର୍ମ ନାଇକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଫାଲ୍‌ଗୁନୀ ନାୟାର(୫୮) ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ସେ ଦେଶର ସବୁଠାରୁ ଧନୀ ସେଲ୍ଫ ମେଡ୍‌ ମହିଳା ବିଲିୟନେୟାର ଭାବେ ବିବେଚିତ ହୋଇଛନ୍ତି। ୫୦…

ବିବାହ କରିବାକୁ ମନା କରିଦେବାରୁ

ହାଇଦ୍ରାବାଦ୍‌,୧୦।୧୧: ବିବାହ କରିବାକୁ ମନା କରି ଦେବାରୁ ହାଇଦ୍ରାବାଦ୍‌ରେ ବୁଧବାର ଜଣେ ଯୁବତୀଙ୍କୁ ୧୮ ଥର ଛୁରା ମାଡ଼ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଅଭିଯୁକ୍ତ ଜଣକ ହେଲେ ପୀଡ଼ିତାଙ୍କ ପୂର୍ବତନ ବୟଫ୍ରେଣ୍ଡ। ଗ୍ରେଟର ହାଇଦ୍ରାବାଦର ହସ୍ତୀପୂରମରେ ପୀଡ଼ିତାଙ୍କ ରୁମରେ ଏହି…

କୋର୍ଟରେ ବିଚାରପତିଙ୍କୁ ଚପଲ ଫୋପାଡ଼ିଲେ ହତ୍ୟା ଅଭିଯୁକ୍ତ

ଥାଣେ,୧୦।୧୧: ଏକ ହତ୍ୟା ମାମଲାର ଅଭିଯୁକ୍ତ ଶୁଣାଣି ବେଳେ ବିଚାରପତିଙ୍କୁ ଚପଲ ଫୋପାଡ଼ିଛନ୍ତି। ମହାରାଷ୍ଟ୍ରର ଥାଣେ ଜିଲାର କଲ୍ୟାନ କୋର୍ଟରେ ଘଟିଛି ଏଭଳି ଘଟଣା। ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ତାରିଖରେ କୋର୍ଟକୁ ଅଣା ନ ଯାଉ ଥିବାରୁ ଅଭିଯୁକ୍ତ ଉତ୍ତ୍ୟକ୍ତ…

ଫାଇନାଲ ପାଇଁ ନ୍ୟୁଜିଲାଣ୍ଡକୁ ଦରକାର ୧୬୭ ରନ୍‌

ଆବୁଧାବି,୧୦।୧୧: ଚଳିତ ଟି୨୦ ବିଶ୍ୱକପ୍‌ର ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ନ୍ୟୁଜିଲାଣ୍ଡକୁ ୧୬୭ ରନ୍‌ ଦରକାର। ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମରେ ବୁଧବାର ଖେଳାଯାଉଥିବା ସେମିଫାଇନାଲରେ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୨୦ ଓଭରରେ ୪ ଉଇକେଟ ହରାଇ ୧୬୬…

ରିଆଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଉପରୁ ହଟିଲା କଟକଣା

ମୁମ୍ବାଇ,୧୦।୧୧: ଦୀର୍ଘ ୧୪ ମାସ ପରେ ବଲିଉଡ୍‌ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଉପରୁ କଟକଣା ଉଠାଇଛନ୍ତି ସ୍ବତନ୍ତ୍ର ଆଣ୍ଟି ଡ୍ରଗ୍ସ କୋର୍ଟ। ଏଥିସହିତ ତାଙ୍କ ଫୋନ ଓ ଲ୍ୟାପଟପ୍‌ ଫେରାଇବାକୁ କୋର୍ଟ ଅନୁମତି ଦେଇଛନ୍ତି। ବ୍ୟାଙ୍କ ଆକାଉଣ୍ଟ ଉପରୁ…

‘ମୋତେ ଗୁଳି କରାଯାଇନି’

ନୂଆଦିଲ୍ଲୀ,୧୦।୧୧: ରେସଲର ନିଶା ଦାହିୟା ଓ ତାଙ୍କ ଭାଇଙ୍କୁ ଦୃର୍ବୁତ୍ତମାନେ ଗୁଳି କରି ହତ୍ୟା କରିଥିବା ନେଇ କେତେକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। କିନ୍ତୁ ଏହି ଖବରରେ କୌଣସି ସତ୍ୟତା ନାହିଁ। ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri