Home Left

ଏମିତି ଗାଁ ଯେଉଁଠିି ଜନ୍ମ ନିଅନ୍ତି କେବଳ ଝିଅ

ଦୁନିଆରେ ସବୁବେଳେ କିଛି ନା କିଛି ଅଜବ ଘଟଣା ଘଟିଥାଏ। କିଛି ମାମଲା ଏପରି ଥାଏ ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। କେବଳ ଏତିକି ନୁହେଁ ଅନେକ ଘଟଣା ପଛର ରହସ୍ୟ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ଆଜି ଆମେ ଆପଣଙ୍କୁ…

ଭିକ୍କି-କ୍ୟାଟ୍ରିନାଙ୍କ ବିବାହରେ ସୁରକ୍ଷା ଦାୟିତ୍ୱ ନେବେ ୧୦୦ ବାଉଂସର୍ସ

ମୁମ୍ବାଇ: ବଲିଉଡ୍ ବିବାହକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଏଥିରେ ସବୁଠୁ ଆଗରେ ରହିଛନ୍ତି ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ । କିଛିଦିନ ହେବ ଉଭୟଙ୍କ ବିବାହକୁ ନେଇ ଚାପା ଆଲୋଚନା ଚାଲିଥିବା ବେଳେ ଏବେ ଏହି…

ମୁଖ୍ୟମନ୍ତ୍ରୀ ଗେହଲଟ ଗ୍ରହଣ କଲେ ୩ ମନ୍ତ୍ରୀଙ୍କ ଇସ୍ତଫା ପତ୍ର, ଗୋଟିଏ ଦିନ ପରେ ଶପଥଗ୍ରହଣ

ଜୟପୁର,୨୦ ।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାରର ୩ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମିଳିଥିବା ସଦ୍ୟ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଗେହଲଟ ଏମାନଙ୍କ ଇସ୍ତଫା ପତ୍ର ଗହଣ କରି ନେଇଛନ୍ତି । ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ…

ବାର୍‌ହା ଶିକାର କରିବାକୁ ଯାଇ ନିଜେ ପାଲଟିଲେ ଶିକାର

ବୌଦ୍ଧ/ବଘିଆପଡ଼ା,୨୦।୧୧(ସ୍ବ.ପ୍ର./ଡି.ଏନ୍‌.ଏ.): ଜଙ୍ଗଲକୁ ବାର୍‌ହା ଶିକାର କରିବାକୁ ଯାଇ ୨ ଶିକାରୀ ଶିକାର ପାଲଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ରେଞ୍ଜର ଗଣ୍ଡିସର ସେକ୍ସନର ପିପଳମୁଣ୍ଡା ଜଙ୍ଗଲରେ। ବାର୍‌ହା ଶିକାର ପାଇଁ କୁରୁକୁଜ ଗ୍ରାମର ବଶ୍ୟନନ୍ଦ ଦେହୁରୀ ଓ ରାମ୍ଭିକଟା ଗ୍ରାମର…

କରତାରପୁର ପହଞ୍ଚିଲେ ସିଦ୍ଧୁ, ଇମ୍ରାନଙ୍କୁ କହିଲେ ବଡ ଭାଇ

ନୂଆଦିଲ୍ଲୀ,୨୦ ।୧୧: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଶନିବାର କରତାରପୁରର ଗୁରୁଦ୍ୱାର ଶ୍ରୀ କରତାରପୁର ସାହେବଙ୍କୁ ଦର୍ଶନ କରିବାକୁ ପାକିସ୍ତାନ ପହଞ୍ଚିଛନ୍ତି । ସେଠାରେ ପହଞ୍ଚିବା ପରେ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ…

ରାତିରେ ଶୋଇବା ପୂର୍ବରୁ କ୍ଷମା ମାଗନ୍ତି ଅଭିଷେକ,କାରଣ ଜାଣିଲେ…

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରେ ଏକ ଲୋକପ୍ରିୟ ଚର୍ଚ୍ଚିତ ଯୋଡି ହେଉଛି ଅଭିଷେକ ବଚ୍ଚନ ଏବଂ ଐଶର୍ଯ୍ୟା ରାୟଙ୍କ ଯୋଡି । ଅଭିନୟ ଦୁନିଆରେ ଦୁହେଁ ବେଶ୍‌ ମାହିର ଥିବା ବେଳେ, ଉଭୟେ ଉଭୟଙ୍କୁ ଖୁବ ଭଲ ପାଆନ୍ତି।…

ଦେଢ଼କୋଟି ଟଙ୍କାର ସାପ ବିଷ ବିକ୍ରି ପାଇଁ ଚାଲିଥିଲା ଯୋଜନା, ଗ୍ରାହକ ସାଜି ବାନ୍ଧିଲା ପୋଲିସ

ଦେବଗଡ଼,୨୦ା୧୧(ଡି.ଏନ୍‌.ଏ.): ସାପ ବିଷ ଚୋରାଚାଲାଣ ରାକେଟର ପର୍ଦ୍ଦାଫାଶ ହୋଇଛି। ସାପ ବିଷ ବିକ୍ରି ପାଇଁ ଉଦ୍ୟମ କରୁଥିବାବେଳେ ଗ୍ରାହକ ସାଜି ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଦେବଗଡ଼ ଜିଲାର ସ୍ବତନ୍ତ୍ର ପୋଲିସ ଟିମ୍‌ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି। ଚଢ଼ାଉ…

୯୧ ବର୍ଷୀୟ ବୃଦ୍ଧାଙ୍କ ପ୍ରେମରେ ପଡ଼ି ବିବାହ କରିଥିଲେ ଏହି ଯୁବକ; ହନିମୁନ୍‌ରେ ଘଟିଲା ଏଭଳି ଯେ…

କଥାରେ ଅଛି ପ୍ରେମ ମାନେନା ବୟସ। ବିଗତ ଦିନରେ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଲୋକମାନେ ପ୍ରେମ ପାଇଁ ସବୁ ସୀମା ପାର୍‌ କରିଛନ୍ତି। ଆଜି ଆମେ ଏଭଳି ଏକ ପ୍ରେମକାହାଣୀ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ପ୍ରେମ…

ଡାକ୍ତର କରିଥିଲେ ମୃତ ଘୋଷଣା, ବ୍ୟବଚ୍ଛେଦ ପୂର୍ବରୁ ଘଟିଲା ଏମିତି

ଲକ୍ଷ୍ନୌ,୨୦ା୧୧: ଉତ୍ତରପ୍ରଦେଶର ମୁରଦାବାଦରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପୂର୍ବରୁ ଯାହା ଘଟିଥିଲା ଡାକ୍ତରମାନେ…

ପ୍ରଧାନମନ୍ତ୍ରୀଙ୍କୁ ବରୁଣ ଗାନ୍ଧୀଙ୍କ ଚିଠି, ଅଜୟ ମିଶ୍ରାଙ୍କ ବିରୋଧରେ ଗ୍ରହଣ କରାଯାଉ କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ,୨୦।୧୧: ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାଜପା ଏମ୍‌ପି ବରୁଣ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର ଚିଠି ଲେଖିଛନ୍ତି। ଲଖିମପୁର ଘଟଣାରେ ମନ୍ତ୍ରୀ ଏବଂ ତାଙ୍କ ପୁତ୍ର ଆଶିଷ ମିଶ୍ରାଙ୍କ ପ୍ରତି କଡ଼ା ଦଣ୍ଡାଦେଶ ହେଉ…

ତୃତୀୟ ଥର ବିବାହ କରିବାକୁ ସଜ ହେଲେଣି ଆମିର ଖାନ୍‌ ! କିଛି ଏଭଳି ହେଉଛି ଚର୍ଚ୍ଚା..

ବମ୍ବେ: କିରଣଙ୍କୁ ଛାଡ଼ପତ୍ର ଦେବା ପରେ ଏବେ ତୃତୀୟ ବିବାହ କରିବାକୁ ଯାଉଛନ୍ତି ଅଭିନେତା ଆମିର ଖାନ୍‌। ଏପରି କିଛି ଚର୍ଚ୍ଚା ଏବେ ବଲିଉଡ୍‌ ଗଳିକନ୍ଦିରେ ହେବାକୁ ଲାଗିଛି। ନିଜର ଆଗାମୀ ଫିଲ୍ମ ‘ଲାଲ୍‌ ସିଂହ ଚଡ୍ଢା’ର ରିଲିଜ ପରେ ବିବାହ…

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୩୯୧ କୁ ବୃଦ୍ଧି ପାଇଛି। କେବଳ ଖୋର୍ଦ୍ଧାରୁ ୨ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri