ଗୁଡ଼ାଏ ଏକ୍ସପେରିମେଣ୍ଟ କରିପାରନ୍ତି ଡ୍ରାଭିଡ୍
କୋଲକାତା,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଚଳିତ ଟି୨୦ ସିରିଜରେ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ରହିଛି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଐତିହାସିକ ଇଡେନ ଗାର୍ଡେନ ଷ୍ଟାଡିୟମରେ ରବିବାର ଦୁଇ ଦଳ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ ଖେଳାଯିବ।…
ପାର୍ଲାମେଣ୍ଟକୁ ଟ୍ରାକ୍ଟର ରାଲିରୁ ଓହରି ନାହାନ୍ତି ଚାଷୀ
ନୂଆଦିଲ୍ଲୀ, ୨୧।୧୧: ବିବାଦୀୟ କୃଷି ଆଇନ ରଦ୍ଦ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଘୋଷଣା କରିଛନ୍ତି। ଏହାସତ୍ତ୍ୱେ ଆଗାମୀ ଶୀତ ଅଧିବେଶନ ବେଳେ ପାର୍ଲାମେଣ୍ଟକୁ ଟ୍ରାକ୍ଟର ରାଲି କରିବା ନିଷ୍ପତ୍ତିରୁ ଓହରି ନାହାନ୍ତି ଆନ୍ଦୋଳନରେ ସକ୍ରିୟ ଥିବା ଚାଷୀ ସଂଗଠନ।…
ଛକା ମାରିବାରୁ ବ୍ୟାଟରଙ୍କ ଉପରକୁ ଫୋପାଡ଼ିଲେ ବଲ
ଢାକା,୨୦।୧୧: ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ବାଂଲାଦେଶ ବ୍ୟାଟର ଅଫିଫ ହୋସେନ ଆହତ ହୋଇଛନ୍ତି। ହେଲେ ତାଙ୍କ ଆହତ ହେବାର କାରଣ ସାଧାରଣ ନ ଥିଲା। ମ୍ୟାଚ୍ର ୩ୟ ଓଭରରେ ଅଫିଫ ପାକିସ୍ତାନୀ ପେସର ଶାହିନ ଶାହ ଆଫ୍ରିଦୀଙ୍କୁ…
ଗର୍ଭବତୀ ସ୍ତ୍ରୀଙ୍କୁ ହାଣିଦେଲେ କୁରାଢ଼ିରେ
ବାରିପଦା ଅଫିସ,୨୦ା୧୧-ମୟୂରଭଞ୍ଜ ଜିଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଜଗନ୍ନାଥପୁର ଗ୍ରାମରେ ଜଣେ ୮ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଛନ୍ତି। ହତ୍ୟାକାଣ୍ଡ ପରେ ଫେରାର ଥିବା ସ୍ବାମୀ ମାଖନ ପୂର୍ତ୍ତିଙ୍କୁ ପୋଲିସ ଶନିବାର ଅପରାହ୍ନରେ ସ୍ଥାନୀୟ…
‘ଆଶା କରୁଛି, ଚେନ୍ନାଇରେ ଅନ୍ତିମ ଟି୨୦ ଖେଳିବି’
ଚେନ୍ନାଇ,୨୦।୧୧: ଚେନ୍ନାଇରେ ଅନ୍ତିମ ଟି୨୦ ଖେଳିବାକୁ ଚାହେଁ। କିନ୍ତୁ ଏଥିଲାଗି ବର୍ଷେ ଲାଗିବ କି ୫ ବର୍ଷ ସମୟ ଲାଗିବ କହିହେବ ନାହିଁ। ଆଇପିଏଲ ଭବିଷ୍ୟତ ଉପରେ ଏଭଳି କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ।…
ଇସ୍ତଫା ଦେଲେ ରାଜସ୍ଥାନର ସମସ୍ତ ମନ୍ତ୍ରୀ
ଜୟପୁର,୨୦।୧୧: ରାଜସ୍ଥାନ ମନ୍ତ୍ରିମଣ୍ଡଳରେ ହେବାକୁ ଥିବା ଅଦଳବଦଳର ଗୋଟିଏ ଦିନ ପୂର୍ବରୁ ଇସ୍ତଫା ଦେଇଛନ୍ତି ରାଜ୍ୟର ସମସ୍ତ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସମସ୍ତ ମନ୍ତ୍ରୀଙ୍କ ଇସ୍ତଫାକୁ ଗ୍ରହଣ କରିଥିବା ଜଣାପଡ଼ିଛି। ନୂଆ କ୍ୟାବିନେଟର ଶପଥ ଗ୍ରହଣ ଉତ୍ସବ ରବିବାର ରାଜ…
ପ୍ରଧାନମନ୍ତ୍ରୀଙ୍କ ଆଗରେ ବଡ଼ ଦାବି ରଖିଲେ ଭାଜପା ଏମ୍ପି
ନୂଆଦିଲ୍ଲୀ,୨୦।୧୧: ବିବାଦୀୟ ୩ ଚାଷୀ ଆଇନକୁ ବାତିଲ କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ୪ ବଡ଼ ଦାବି ରଖିଛନ୍ତି ଭାଜପା ଏମ୍ପି ବରୁଣ ଗାନ୍ଧୀ। ଅନଲାଇନରେ ଶେୟାର କରିଥିବା ଚିଠିରେ ବରୁଣ ଲେଖିଛନ୍ତି, ୩ ନୂଆ ଚାଷୀ ଆଇନ…
ଏକାଠି ହୋଇ ବୁଲିଲେ ୬ ବାଘ, ଭାଇରାଲ ହେଉଛି ଭିଡିଓ
ଗୋଟିଏ କି ଦୁଇଟି ନୁହେଁ, ଏକାସାଙ୍ଗରେ ୬ଟି ବାଘ ଏକାଠି ହୋଇ ବୁଲିବାର ବିରଳ ଦୃଶ୍ୟ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଆଜି ସକାଳେ ଅଭିନେତା ରଣଦୀପ ହୁଡା ତାଙ୍କ ଟୁଇଟର ପେଜ୍ରେ ଏହି ଭିଡିଓଟି ଶେୟାର କରିଛନ୍ତି। ଭିଡିଓରେ…
ଅନୈତିକ ସମ୍ପର୍କ ପାଇଁ ସ୍ତ୍ରୀଙ୍କୁ ୧୬ ଥର ଭୁଷିଲେ ଛୁରି
ନୂଆଦିଲ୍ଲୀ,୨୦।୧୧: ଅନୈତିକ ସମ୍ପର୍କକୁ ଲୁଚାଇବା ପାଇଁ ଦିଲ୍ଲୀରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି। ଅଭିଯୁକ୍ତ ନବୀନ ଗୁଲେରିଆ ଓ ଦୁଇ ଜଣ କଣ୍ଟ୍ରାକ୍ଟ କିଲର (ସୋନୁ ଓ ରାହୁଲ)ଙ୍କୁ ଗିରଫ କରାଯାଇଥିବା ଦିଲ୍ଲୀର ମାଲଭିୟା ନଗର…
ଆର୍ୟନଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ନାହିଁ: ମୁମ୍ବାଇ ହାଇକୋର୍ଟ
ମୁମ୍ବାଇ,୨୦ା୧୧: ଡ୍ରଗ୍ସ ମାମଲାରେ ଶାହାରୁଖ ଖାନ୍ଙ୍କ ପୁଅ ଆର୍ୟନଙ୍କ ବିରୋଧରେ ମୁମ୍ବାଇ ହାଇକୋର୍ଟ ଶନିବାର ଏକ ବଡ଼ ବୟାନ ଦେଇଛନ୍ତି। ଆଜି ଆର୍ୟନ ମୁମ୍ବାଇ ହାଇକୋର୍ଟଙ୍କଠାରୁ ଜାମିନ ଆଦେଶ ପାଇଛନ୍ତି। ଜାମିନ ଆଦେଶ ସହିତ କୋର୍ଟ ୧୪ ପୃଷ୍ଠାର ନିର୍ଦ୍ଦେଶ ଦେବାବେଳେ…
ଗୋଟିଏ ଦିନରେ ରିଲିଜ ହେବ ଦୁଇଟି ବିଗ୍ ବଜେଟ ଫିଲ୍ମ
ନୂଆଦିଲ୍ଲୀ,୨୦।୧୧: ଗୋଟିଏ ଦିନରେ ରିଲିଜ ହେବାକୁ ଯାଉଛି ଦୁଇଟି ବିଗ୍ ବଜେଟ ଫିଲ୍ମ। ଗୋଟିଏ ପଟେ ଅମିର ଖାଁଙ୍କ ଲାଲ ସିଂ ଚଢ଼ା ଥିବା ବେଳେ ଅନ୍ୟଟି ହେଲା ୟଶଙ୍କ କେଜିଏଫ୍: ଚାପ୍ଟର ୨। ଉଭୟ ଫିଲ୍ମ ଆସନ୍ତା ବର୍ଷ ଏପ୍ରିଲ…
ପାଇଖାନା ଟାଙ୍କି ପାଇପ୍ ଦେଇ ଖସିଯାଇଥିଲେ କଏଦୀ…
ଭଦ୍ରକ ଅଫିସ,୨୦।୧୧ ଜେଲରୁ ବିଚାରାଧୀନ ଜଣେ କଏଦୀ ପାଇଖାନା ଟାଙ୍କି ପାଇପ ଦେଇ ଖସି ଯାଉଥିଲେ। ଏହି ସମୟରେ ଜଣେ ସୁରକ୍ଷା କର୍ମୀ ତାଙ୍କୁ କାବୁ କରିଥିଲେ । ସିସିଟିଭିରେ କଏଦ ହୋଇଛି ଉକ୍ତ ଦୃଶ୍ୟ। ସୂଚନାଯୋଗ୍ୟ, ଭଦ୍ରକ ସ୍ବତନ୍ତ୍ର ଉପ…
Archives


