Home Left

ଏହି ଅଭିନେତ୍ରୀଙ୍କ ଘରେ ଲାଗିଲା ନିଆଁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ବିଲ୍ଡିଂର ୧୨ତମ ମହଲାରେ ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଏହି ଖବର ପରେ ତୁରନ୍ତ ଅଗ୍ନିଶମ ବାହିନୀ ଗାଡ଼ି ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛି। ଅନ୍ୟପକ୍ଷରେ ଅଗ୍ନିକାଣ୍ଡ ସମ୍ପର୍କରେ ରକୁଲଙ୍କଠାରୁ ମଧ୍ୟ…

‘ଆଇପିଏଲରେ ଖେଳିବା ନେଇ ଚିନ୍ତା କରିବି’

ଚେନ୍ନାଇ,୨୦।୧୧: ଆଇପିଏଲର ଆଗାମୀ ସଂସ୍କରଣରେ ଖେଳିବା ଲାଗି ଚିନ୍ତା କରିବି। ଏଥିଲାଗି ଯଥେଷ୍ଟ ସମୟ ଅଛି। ଏଣୁ ତରତର ହୋଇ ନିଷ୍ପତ୍ତି ନେବାର ଆବଶ୍ୟକତା ନାହିଁ। ଏଭଳି କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଚେନ୍ନାଇର…

ଅନ୍ତିମ ଓଭରରେ ନେଲେ ଲଗାତାର ୪ ଉଇକେଟ

ନୂଆଦିଲ୍ଲୀ,୨୦।୧୧: କର୍ନାଟକ ବିପକ୍ଷରେ ଶନିବାର ଖେଳାଯାଇଥିବା ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ବିଦର୍ଭ ପେସର ଦର୍ଶନ ନାଲକାଣ୍ଡେ ଅନ୍ତିମ ଓଭରରେ ଲଗାତାର ୪ ବଲରେ ୪ ଉଇକେଟ ନେଇଛନ୍ତି। ଏଭଳି ସଫଳତା ପାଇବାରେ ଅଭିମନ୍ୟୁ ମିଥୁନଙ୍କ ପରେ…

କାମ ଦେଉଛି ଗୁରୁମନ୍ତ୍ର; ହେଲେ ୧୪୦ କିମିରୁ ଅଧିକ ବେଗରେ ବୋଲିଂ କରିପାରୁନି

ରାଞ୍ଚି, ୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମୁକାବିଲାରେ ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ହର୍ଶଲ ପଟେଲ। ଚଳିତ ବର୍ଷ ସେ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଇତିହାସ ରଚି ୩୨ ଉଇକେଟ ନେଇ ପର୍ପଲ…

ଓଭରଟେକ୍‌ ବେଳେ ଟ୍ରକକୁ ଧକ୍କା ଦେଲା କାର

ଭଦ୍ରକ ଅଫିସ, ୨୦।୧୧: ଓଭରଟେକ୍‌ କରିବା ବେଳେ ଟ୍ରକକୁ କାର ଧକ୍କା ଦେବାରୁ ଜଣେ ମହିଳା ଓ ଶିଶୁ ସମେତ ୫ ଗୁରୁତର ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥର ମଜୁରିଗଢିଆ ଛକ ନିକଟରେ ଦୁର୍ଘଟଣା ଘଟିଛି । ସୂଚନା…

ହାତୀ ବେକରେ ଲାଗିବ ରେଡିଓ କଲାର

ଭୁବନେଶ୍ବର,୨୦।୧୧(ବ୍ୟୁରୋ): ହାତୀ ବେକରେ ଲାଗିବ ରେଡିଓ କଲାର। ଏ ନେଇ ପିସିସିଏଫ ଶଶୀ ପଲ ସୂଚନା ଦେଇଛନ୍ତି । ଏହି ରେଡିଓ କଲାର ଦ୍ବାରା ହାତୀଙ୍କ ଗତିବିଧି ଉପରେ ନଜର ରଖାଯିବ । ତେବେ କରଞ୍ଜିଆ ଓ ଚନ୍ଦକା ଜଙ୍ଗଲରେ ପ୍ରଥମ…

ଟିକ୍‌ଟକ୍‌ ଉପରୁ ପ୍ରତିବନ୍ଧକ ହଟିଲା

ଇସଲାମାବାଦ,୨୦ା୧୧: ଲୋକପ୍ରିୟ ଚାଇନିଜ୍‌ ଭିଡିଓ ଶେୟାରିଂ ପ୍ଲାଟଫର୍ମ ଟିକ୍‌ଟକ୍‌ ଉପରେ ଲାଗିଥିବା ପ୍ରତିବନ୍ଧକକୁ ପାକିସ୍ତାନର ଟେଲିକମ୍‌ ରେଗୁଲେଟର ହଟାଇ ଦେଇଛି। ଟିକ୍‌ଟକ୍‌ର ଆଶ୍ୱାସନା ପରେ ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି। ଯେଉଁଥିରେ କୁହାଯାଇଛି, ଏହା ଅଶ୍ଳୀଳ ଦୃଶ୍ୟ ପ୍ରସାରଣକୁ ନିୟନ୍ତ୍ରଣ କରିବ।…

ବିରାଟଙ୍କ ସମକକ୍ଷ ହେଲେ ରୋହିତ, ପଛରେ ପଡ଼ିଲେ ବାବର

ରାଞ୍ଚି, ୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା ଭାରତ। ଦଳ ଏହି ମ୍ୟାଚ୍‌ରେ ଅତିଥି ଟିମ୍‌କୁ ପରାସ୍ତ କରି ସିରିଜ୍‌କୁ ଆଗୁଆ ଜିତି ନେଇଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଜର ୨୫ତମ ଅର୍ଦ୍ଧଶତକ…

‘ଅନ୍ତିମ’ର ପ୍ରମୋଶନ କରିବେ ନାହିଁ ସଲମାନ

ମୁ୍‌ମ୍ବାଇ: ବଲିଉଡ୍ ଦବଙ୍ଗ ଖାଁ ସଲମାନ କିଛିଦିନ ମଧ୍ୟରେ ଧମାକା କରିବାକୁ ଯାଉଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ‘ ନଭେମ୍ବର ୨୬ରେ ରିଲିଜ୍ ହେବ । ଏଥିରେ ଅଭିନୟ ପାଇଁ ସଲମାନ ଖୁବ୍ ପରିଶ୍ରମ କରିଥିଲେ…

କୋହଲି କହିଲେ ‘ଆଇ ଲଭ୍‌ ୟୁ’; ଜବାବରେ…

ନୂଆଦିଲ୍ଲୀ, ୨୦।୧୧: ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ଏବି ଡି’ଭିଲର୍ସ କ୍ରିକେଟର ସମସ୍ତ ଫର୍ମାଟରୁ ତାଙ୍କର ଅବସର ନେଇ ଘୋଷଣା କରିଛନ୍ତି। ଦୀର୍ଘ ୧୭ ବର୍ଷ ଧରି ସେ ତାଙ୍କ ୩୬୦ ଡିଗ୍ରୀ ବ୍ୟାଟିଂ ପାଇଁ ଅପ୍ରତିଦ୍ୱନ୍ଦ୍ୱୀ ଥିଲେ। ଏହି ଘୋଷଣା…

ପରିବା କିଣିବା ବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ

ପାଇକମାଳ,୨୦।୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପାଇକମାଳ ସାପ୍ତାହିକ ବଜାରରେ ଜଣେ ପୂର୍ବତନ ହୋମଗାର୍ଡଙ୍କୁୁ ମରାଣାନ୍ତକ ଆକ୍ରମଣ ହୋଇଛି। ଶନିବାର ସାପ୍ତାହିକ ବଜାରରେ ଜର୍ଜଗଡ ଗ୍ରାମର ହୋମଗାର୍ଡ ଗୋପାଳ ସା ପନିପରିବା କିଣୁ ଥିବା ସମୟରେ ମାଣ୍ଡିଆଢିପା ଗ୍ରାମର ଜୟ ସାହୁ ନାମକ ଜଣେ…

ଢେଙ୍କାନାଳରେ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ ଅଫିସ,୨୦ା୧୧: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଶନିବାର ଢେଙ୍କାନାଳ ଗସ୍ତରେ ଆସି ମିନି ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି କାର୍ଡ ବଣ୍ଟନ କରିଥିଲେ। ଏଥିସହିତ ୮୮୦ କୋଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri