Home Left

କୋହଲିଙ୍କୁ ଗର୍ବି ଭାବୁଥିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ତାଙ୍କ ସ୍ବାମୀ ବିରାଟ କୋହଲିଙ୍କ ଲଭଷ୍ଟୋରୀ ସବୁବେଳେ ବେଶ୍‌ ଚର୍ଚ୍ଚାରେ ରହି ଆସିଛି। ତାଙ୍କ ଯୋଡିକୁ ମଧ୍ୟ ସମସ୍ତେ ପସନ୍ଦ କରନ୍ତି। ଏକ ବିଜ୍ଞାପନ ଶୁଟିଂ ସମୟରେ ଦୁହିଁଙ୍କର ପ୍ରଥମ ସାକ୍ଷାତ ହୋଇଥିଲା।…

କାଟ୍ରିନା କୈଫ ବାର୍ଷିକ କେତେ ଟଙ୍କା ଆୟ କରନ୍ତି ଜାଣନ୍ତି

ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ସଫଳତା ପରେ ତାଙ୍କ ଗୋଡ ଆଉ ତଳେ ଲାଗୁନାହିଁ। ଆହୁରି ମଧ୍ୟ, କାଟ୍ରିନା ଖୁବଶୀଘ୍ର ଅଭିନେତା ବିକି କୌଶଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ…

ଖଣିରେ ଅଘଟଣ: ପଥର ତଳେ ଜେସିବି ଡ୍ରାଇଭର

ନୟାଗଡ଼ ଅଫିସ,୧୫।୧୧: ନୟାଗଡ଼ ଜିଲା ଶରଣକୁଳ ଥାନା ପୁଆଣିଆ ପଥରଖଣିରେ ଚାପି ହୋଇ ଜଣେ ଜେସିବି ଡ୍ରାଇଭରର ମୃତ୍ୟୁ ଘଟିଛି। ମୃତକ ହେଲେ କଟକ ଜିଲା ନରସିଂହପୁର ଓଡସିଙ୍ଗା ଗାଁର ସୁଶାନ୍ତ ଦାସ । ପୁଆଣିଆ ଠାରେ ଥିବା ଏକ କ୍ରସର୍‌…

୨୦୨୩ ସୁଦ୍ଧା ସିକିମ୍‌କୁ ଗଡ଼ିବ ରେଳ…

ଗାଙ୍ଗଟକ୍‌,୧୫।୧୧: ଆସନ୍ତା ୨୦୨୩ ସୁଦ୍ଧା ସିକିମ୍‌କୁ ରେଳ ଗଡ଼ିବ। ଆସନ୍ତା ୨ ବର୍ଷ ମଧ୍ୟରେ ୪୪.୯୮ କିଲୋମିଟର ଦୀର୍ଘ ସେଭୋକେ-ରାଙ୍ଗପୋ ରେଳ ଲାଇନ କାର୍ଯ୍ୟକ୍ଷମ ହେବ। ଏନେଇ ନର୍ଥ-ଇଷ୍ଟ ଫ୍ରଣ୍ଟିଅର ରେଲଓ୍ବେର ଜେନେରାଲ ମ୍ୟାନେଜର ଅଶୁଂଳ ଗୁପ୍ତା ସୂଚନା ଦେଇଛନ୍ତି। ସେଭୋକା…

ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିମିଳିପାଳ ବନ୍ଦ

ବାରିପଦା ଅଫିସ,୧୫ା୧୧: ଚଳିତମାସ ୧ ତାରିଖରୁ ଖୋଲିଥିବା ଶିମିଳିପାଳକୁ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ସକାଳୁ ଘନ କୁହୁଡ଼ି ହେଉଛି। ଫଳରେ କିଛି ଦୃଶ୍ୟମାନ ହେଉନି।…

ପାକିସ୍ତାନ ଅଭିନେତ୍ରୀଙ୍କ ସହ ରୋମାଣ୍ଟିକ ହେଲେ ଭାରତର ଜ୍ୱାଇଁ: ସାନିଆଙ୍କୁ ସତର୍କ ରହିବାକୁ ପ୍ରଶଂସକ ଦେଲେ ପରାମର୍ଶ

ଦୁବାଇ,୧୫।୧୧: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ପାକିସ୍ତାନୀ ଅଭିନେତ୍ରୀ ଆୟେଶା ଉମରଙ୍କ ସହ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଆୟେଶା ଏହି ଫଟୋଗୁଡ଼ିକୁ ଶୋଏବଙ୍କ ସହ ନିଜ…

ଗଣବଳାତ୍କାର ଶିକାର ହେଲେ ନାବାଳିକା

ମୁମ୍ବାଇ,୧୫।୧୧: ମହାରାଷ୍ଟର ବିଡ ଅଞ୍ଚଳରେ ଏକ ଅଭାବନୀୟ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ନାବାଳିକା ବିବାହିତା ଯୁବତୀଙ୍କୁ ଦୀର୍ଘ ୬ମାସ ଧରି ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କୁ ୪୦୦ ଜଣ ଗଣବଳାତ୍କାର କରିଥିବା ଘଟଣା ସାମ୍ନାକୁ ଆସିଛି । ଏବେ…

ବିବାହ ପରେ ଦେଶ ଛାଡ଼ି ଆମେରିକାରେ ପହଞ୍ଚିଲେ ରାଜକୁମାରୀ

ଟୋକିଓ,୧୫ା୧୧: ଜାପାନର ରାଜକୁମାରୀ ଯିଏକି ତାଙ୍କ ରାଜକୀୟ ସ୍ଥିତି ପରିତ୍ୟାଗ କରି ଜଣେ ସାଧାରଣ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେ ତାଙ୍କ ସ୍ବାମୀଙ୍କ ସହ ଆମେରିକାର ନ୍ୟୁୟର୍କରେ ପହଞ୍ଚିଛନ୍ତି। ନବ ବିବାହିତ ଏହି ଦମ୍ପତି ଦେଶରେ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ଟୋକିଓର…

ମନ୍ଦିର ଗେଟ୍‌ରୁ ପଡ଼ି ସୁରକ୍ଷାକର୍ମୀଙ୍କ ମୃତ୍ୟୁ: ମୃତଦେହ ରଖି ଧାରଣା

ପାଟଣା,୧୫।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳରେ ଥିବା ପରମେଶ୍ୱର ଶିବ ମନ୍ଦିର ଗେଟ୍‌ରୁ ପଡ଼ି ସୁରକ୍ଷାକର୍ମୀ ସନ୍ତୋଷ କୁମାର ମହାନ୍ତଙ୍କ(୪୬) ରବିବାର ମୃତ୍ୟୁ ଘଟିଥିଲା। ତେବେ ସୋମବାର ମନ୍ଦିର ସମ୍ମୁଖରେ ଗାଁ ଲୋକେ ମୃତଦେହ ରଖି କ୍ଷତିପୂରଣ ଦାବିରେ ଧାରଣାରେ…

ସତ ହେଲା ଭଉଣୀଭାଇଙ୍କ ସ୍ବପ୍ନ

ଅନୁଗୋଳ ଅଫିସ, ୧୫ା୧୧: ନହୁରାଣୀ ପୋଲ ଏବେ ଚଳଚଞ୍ଚଳ। ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇ ନ ଥିଲେ ମଧ୍ୟ ବ୍ରିଜ୍‌ ଦେଇ ଚଳାଚଳ କରୁଛି ଦୈନିକ ଶତାଧିକ ଗାଡ଼ି। ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବୁଢ଼ାନାଳୀ ଗ୍ରାମ ସହିତ ଅନୁଗୋଳ ଜିଲାର…

କେମିତି ଜାଣିବେ ଭିଟାମିନ୍‌ ‘ଡି’ ଅଭାବ

ଭିଟାମିନ୍‌ ‘ଡି’ ଆମ ଶରୀର ପାଇଁ ନିହାତି ଆବଶ୍ୟକ। ତେବେ ଏପରି ଭିଟାମିନ୍‌ର ଅଭାବ ହେଲେ କେତେକ ଲକ୍ଷଣ ପ୍ରକାଶ ପାଇଥାଏ। ଜାଣନ୍ତୁ ସେ ସମ୍ପର୍କରେ.. ଅଯଥା ଝାଳ ବୋହିବା : ବେଶି ପରିଶ୍ରମ କଲେ, ଖରା ଦିନରେ କିମ୍ବା ଗରମ…

ଝାରସୁଗୁଡାରେ ବିଜୁ ସ୍ମାର୍ଟ ହେଲଥ୍‌ କାର୍ଡ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୫।୧୧(ବ୍ୟୁରୋ): ସ୍ବାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ କରିବାକୁ ରାଜ୍ୟ ସରକାର ସ୍ମାର୍ଟ ହେଲଥ୍‌ କାର୍ଡର ଶୁଭାରମ୍ଭ କରିଛନ୍ତି। ଅନେକ ଜିଲାରେ ସ୍ମାର୍ଟ ହେଲଥ୍‌ କାର୍ଡ ବିତରଣ ମଧ୍ୟ ଜାରି ରହିଛି। ସୋମବାର ଭର୍ଚୁଆଲ ମାଧ୍ୟମରେ ଝାରସୁଗୁଡାରେ ବିଜୁ ସ୍ମାର୍ଟ ହେଲଥ୍‌ କାର୍ଡ ଶୁଭାରମ୍ଭ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri