Home Left

ନୁସରତଙ୍କ ବିବାହକୁ ଅବୈଧ ଘୋଷଣା କଲେ କୋର୍ଟ

କୋଲକାତା,୧୮।୧୧: ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜାହାଁ ଏବେ ଚର୍ଚ୍ଚାରେ ରହୁଛନ୍ତି। । ତାଙ୍କ ବିବାହକୁ ନେଇ ଉଠିଛି ପୁଣି ବିବାଦ। ୨୦୧୯ ଜୁନ ୧୯ ରେ ନିଖିଲ ଜୈନ ଏବଂ ନୁସରତଙ୍କ ବିବାହ ହୋଇଥିଲା। ଏବେ…

୨୦୨୫ ସୁଦ୍ଧା ସଫା ହୋଇଯିବ ଯମୁନା: କେଜରିୱାଲ

ନୂଆଦିଲ୍ଲୀ,୧୮ ।୧୧: ଯାହା ମଇଳା ହେବାକୁ ୭୦ ବର୍ଷ ଲାଗିଛି ତାହା ୨ ବର୍ଷରେ ସଫା ହେବନାହିଁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଯମୁନାର ମଇଳାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କେଜରିୱାଲ । ତେବେ ୨୦୨୫…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସାମ୍ବାଦିକଙ୍କୁ ମନା

କେନ୍ଦୁଝର,୧୮।୧୧(ସ୍ବ.ପ୍ର): ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସାମ୍ବାଦିକଙ୍କୁ ମନା କରାଯିବା ପ୍ରତିବାଦରେ ଜିଲା ପ୍ରେସ କ୍ଲବ କେନ୍ଦୁଝର ପକ୍ଷରୁ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗୁରୁବାର ମଧ୍ୟାହ୍ନରେ ହେବାକୁ ଥିବା ଖବରଦାତା ସମ୍ବିଳନୀକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ…

ପଞ୍ଚକୁଲାରେ ୯ କୋଟିର ଘର, ଦିନକୁ ଦିନ ବଢ଼ିଚାଲିଛି ସମ୍ପତ୍ତି

ବମ୍ବେ: ଭାଇ ଆୟୁଷ୍ମାନ ଖୁରାନ୍ନାଙ୍କ ଭଳି ବଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅପାରଶକ୍ତି ଖୁରାନ୍ନା। ଆମିର ଖାନ୍‌ଙ୍କ ଫିଲ୍ମ ‘ଦଙ୍ଗଲ୍‌’ରୁ ସେ କରିଥିଲେ ଡେବ୍ୟୁ। ଏହାପରଠାରୁ ପଛକୁ ଫେରି ଚାହିଁନାହାନ୍ତି ସେ। ନିଜର ପ୍ରତିଭା ଯୋଗୁ ‘ବଦ୍ରିନାଥ କି…

ଶବଦାହ ପାଇଁ ମିଳୁନି କାଠ, ମୃତଦେହ ରଖି ଧାରଣା

ବରଗଡ଼ ଅଫିସ,୧୮ା୧୧: ଶବଦାହ ପାଇଁ ବରଗଡ଼ ସହରରେ କାଠ ଅଭାବ ଦେଖାଦେଇଛି। ଫଳରେ ଶବଦାହ ପାଇଁ ଲୋକଙ୍କୁ ହଟହଟା ହେବାକୁ ପଡୁଛି। ଏ ନେଇ ବାରମ୍ବାର ସ୍ଥାନୀୟ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଏବଂ ଅନ୍ୟ ବିଭାଗୀୟ କର୍ମଚାରୀଙ୍କୁ ବାରମ୍ବାର ଅବଗତ କଲେ…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରଣପୁର,୧୮ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ସହକାରୀ ଯନ୍ତ୍ରୀ ଜଣକ ହେଉଛନ୍ତି, ଋଷିନାଥ ବରାଳ। ଭିଜିଲାନ୍ସ ଟିମ୍‌୍‌ର ୪ଟି ଦଳ ଖୋର୍ଦ୍ଧା, ନୟାଗଡ଼, ରଣପୁର ଓ ଢେଙ୍କାନାଳରେ ରେଡ୍‌ ଜାରି…

୧୪୩୬ କିମି ଚାଲି ଚାଲି ରାଞ୍ଚିରେ ପହଞ୍ଚିଲେ ଏହି ଯୁବକ: ଧୋନୀଙ୍କୁ ଭେଟି କହିଲେ…

ରାଞ୍ଚି,୧୮।୧୧:ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କୋଟି କୋଟି ପ୍ରଶଂସକ ଅଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଦେଇସାରିଥିଲେ ମଧ୍ୟ ତାଙ୍କ କ୍ରେଜ୍‌ କମିନାହିଁ। ନିକଟରେ ତାଙ୍କର ଜଣେ ନିଆରା ପ୍ରଶଂସକଙ୍କୁ ଦେଖିବାକୁ ମିଳିଥିଲା। ଧୋନୀଙ୍କ ସହ…

ନିର୍ଦ୍ଦେଶକଙ୍କଠାରୁ ଏପରି କଥା ଶୁଣି ସୁନୀଲ ଦତ୍ତଙ୍କ ଆଖିରେ ଆଜିଯାଇଥିଲା ଲୁହ: ନେଇଥିଲେ ବଜ୍ର ଶପଥ

ବଲିଉଡ୍‌ର ମହାନ ଅଭିନେତାଙ୍କ ମଧ୍ୟରୁ ସୁନୀଲ ଦତ୍ତ ଅନ୍ୟତମ। ସେ ଆଜି ନାହାନ୍ତି ସତ, ମାତ୍ର ତାଙ୍କ ଅଭିନୟକୁ ଦର୍ଶକ ଆଜି ବି ମନେ ରଖିଛନ୍ତି। ଥରେ ଫିଲ୍ମରେ ଏକ ଦୃଶ୍ୟ ଶୁଟିଂ ପାଇଁ ସୁନୀଲ ଦତ୍ତ ଝାଳ ବୁହାଉଥିଲେ। ଏହା…

୪୬ ବର୍ଷରେ ଯମଜ ସନ୍ତାନର ଜନନୀ ହେଲେ ଡିମ୍ପଲ ଗର୍ଲ

ବମ୍ବେ: ୪୬ ବର୍ଷରେ ମା’ ହୋଇଛନ୍ତି ବଲିଉଡର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା। ତାଙ୍କର ଯମଜ ସନ୍ତାନ ହୋଇଛି। ଏହି ଖୁସି ଖବରକୁ ପ୍ରିତି ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କୁ ଜଣାଇଛନ୍ତି। ତେବେ ସରୋଗେସୀ ଜରିଆରେ ପ୍ରୀତିଙ୍କ ସନ୍ତାନ ହୋଇଛି। ସେ…

ସ୍ତ୍ରୀଙ୍କୁ ‘ସ୍ବତନ୍ତ୍ର ଉପହାର’ ଦେଲେ ସୂର୍ଯ୍ୟକୁମାର

ଜୟପୁର,୧୮।୧୧: ଭାରତୀୟ କ୍ରିକେଟର ନୂଆ ଯୁଗ ବିଜୟରୁ ଆରମ୍ଭ ହୋଇଥିଲା। ଟି -୨୦ ବିଶ୍ୱକପ୍‌ର ଖରାପ ପ୍ରଦର୍ଶନର ଦୁଃଖକୁ ଭୁଲି ନୂଆ କୋଚ ରାହୁଲ ଦ୍ରାବିଡ଼ ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଏକ ବିଜୟରୁ ଆରମ୍ଭ ହୋଇଥିଲା। ଜୟପୁରରେ…

ରାଜସ୍ବ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

କେନ୍ଦୁଝର,୧୮ା୧୧(ସ୍ବ.ପ୍ର.): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଭାଜପା ନେତାଙ୍କ ଅଣ୍ଡାମାଡ଼ ଘଟଣାରେ ଯୁବ ସଭାପତି ହେମ ରଞ୍ଜନ ବାରିକଙ୍କୁ ପୋଲିସ ଅଟକ ରଖିଛି ବୋଲି ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ସୂଚନା ଦେଇଛନ୍ତି। ଅନ୍ୟମାନେ ଘଟଣା ପରେ ପଳାଇ…

ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୩୮୬ କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ ଓ ସୁନ୍ଦରଗଡରୁ ଜଣେ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri