Home Left

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ

ଭୁବନେଶ୍ୱର,୨୮।୩(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ଗିରଫ ୮ଜଣଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିଛି। ତଦନ୍ତ ଓ କ୍ରାଇମସିନ୍‌ ରିକ୍ରିଏଶନ ପାଇଁ ରିମାଣ୍ଡରେ ନେବାକୁ ଆବେଦଦ ହୋଇଛି। ଏହି ମାମଲାରେ ଅଦ୍ୟାବଧି ଗିରଫ ସଂଖ୍ୟା…

ଟସ୍‌ ଜିତି ଗୁଜରାଟର ବୋଲିଂ ନିଷ୍ପତ୍ତି

ମୁମ୍ବାଇ,୨୮।୩: ଚଳିତ ସିଜିନରେ ନୂଆ କରି ପାଦ ଥାପିଥିବା ଦୁଇ ଦଳ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ସୋମବାର ପରସ୍ପରଙ୍କ ମଧ୍ୟରେ ମୁକାବିଲା ହେବ। ୱାଙ୍ଖଡେ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ତେବେ ମୁକାବିଲାରେ ଟସ୍‌ ଜିତି ଗୁଜରାଟ…

କୋର୍ଟରେ ହାଜର ହେଲେ ଶର୍ମିଷ୍ଠା

ଭୁବନେଶ୍ୱର,୨୮।୩(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ହତ୍ୟାମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ସୋମବାର କୋର୍ଟରେ ହାଜର ହୋଇଛନ୍ତି। ତାଙ୍କୁ କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଜେଏମ୍‌ଏଫସି କୋର୍ଟରେ ହାଜର କରିଥିବା ବେଳେ ଶର୍ମିଷ୍ଠାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି।…

ମୃତ ଭାଜପା କର୍ମକର୍ତ୍ତାଙ୍କ ପରିବାରଙ୍କୁ ସହାୟତା ରାଶି ଘୋଷଣା କଲେ ଯୋଗୀ ସରକାର

ଲକ୍ଷ୍ନୌ,୨୮।୩: ଉତ୍ତରପ୍ରଦେଶ କୁଶୀନଗରରେ ଭାଜପାର ବିଜୟ ଉତ୍ସବ ପାଳନ ସମୟରେ ଜଣେ ମୁସଲମାନ ଯୁବକ ବାବରଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପରିବାରବର୍ଗଙ୍କୁ ଯୋଗୀ ସରକାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ୨ଲକ୍ଷ…

ଅସହ୍ୟ ତାତି, ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର, ୨୮।୩(ବ୍ୟୁରୋ): ବଢି ଚାଲିଛି ତାତି। ସୋମବାର ୭ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଛି। ତେବେ ବଲାଙ୍ଗୀରରେ ସର୍ବାଧିକ ୪୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ବାରିପଦାରେ ୪୦.୮, ଟିଟିଲାଗଡ଼ରେ ୪୦.୫, ତାଳଚେରରେ ୪୦.୨,…

ମିଳିବ ସପ୍ତମ ବେତନ କମିଶନ୍‌ ବକେୟା

ଭୁବନେଶ୍ୱର, ୨୮।୩(ବ୍ୟୁରୋ): ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟର କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ୍‌ ଶେଷ ୨୦ ପ୍ରତିଶତ ବକେୟା ଦିଆଯିବ। ଏ ନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ୮୦ ପ୍ରତିଶତ ବକେୟା…

ମହଙ୍ଗା ପଡ଼ିଲା ପୂର୍ବତନ କର୍ପୋରେଟରଙ୍କୁ ହତ୍ୟା ଧମକ: ୫ ଗିରଫ

ବ୍ରହ୍ମପୁର ଅଫିସ,୨୮ା୩: ବ୍ରହ୍ମପୁର ସହରରେ ପୌର ନିର୍ବାଚନ ପରବର୍ତ୍ତୀ ହିଂସା ଓ ଜଣେ କର୍ପୋରେଟରଙ୍କୁ ହତ୍ୟା ଧମକ ଘଟଣାରେ ଗୋଷାଣୀନୂଆଗାଁ ପୋଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପ୍ରେମନଗର ଫର୍ଚ୍ୟୁନ ଶଙ୍କର ପ୍ୟାଲେସରେ ରହୁଥିବା ଶିବା ଓରଫ କୁମାର…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ଫୁଲବାଣୀ ଅଫିସ/ଚକାପାଦ,୨୮ା୩: କନ୍ଧମାଳ ଜିଲା ଚକାପାଦ ଥାନା ପସରା ପଞ୍ଚାୟତରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି । ହତ୍ୟା ପରେ ମୃତଦେହକୁ ପୋତି ଦିଆଯାଇଛି। ମୃତକ ହେଲେ ଜୁଇଖୋଲ ଗ୍ରାମର ରଇବାରିଆ କହଁର(୬୫)। ସୋମବାର ଏହି ଘଟଣା ସାମ୍ନାକୁ…

ଜନ୍ମଦିନ ପାଳନ କରିବାକୁ ଯାଉଥିବା ବେଳେ ଦୁର୍ଘଟଣା

କୋକସରା,୨୮ା୩(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମାଝିଗୁଡା-କୋକସରା ରାସ୍ତାରେ ସୋମବାର ୩ଜଣ ଛାତ୍ରୀ ଏକ ସ୍କୁଟିରେ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଛନ୍ତି। ଫଳରେ ଜଣେ ଛାତ୍ରଙ୍କ ଗୋଡ ଭାଙ୍ଗି ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ସୋମବାର ଥିଲା…

ଲସ୍କର-ଇ-ତୋଏବାର ୨ଆତଙ୍କବାଦୀ ଗିରଫ

ବଡଗାମ,୨୮।୩: ମଧ୍ୟ କଶ୍ମୀରର ବଡଗାମରେ ଜମ୍ମୁ-କଶ୍ମୀର ପୋଲିସକୁ ବଡ଼ ସଫଳତା ମିଳିଛି। ବଡଗାମ ଜିଲାରୁ ୨ଜଣ ଲସ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏଥିସହ ସେମାନଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ କରାଯାଇଛି। ଗିରଫ ହୋଇଥିବା ଉଭୟ ଆତଙ୍କବାଦୀ ଦକ୍ଷିଣ…

ପ୍ରଥମଥର ପାଇଁ ବାୟୋପିକରେ କାମ କରିବେ ବିଦ୍ୟୁତ

ମୁମ୍ବାଇ: ବଲିଉଡ ଆକ୍ସନ ଷ୍ଟାର ବିୁଦ୍ୟୁତ ଜାମୱାଲ ତାଙ୍କର ପ୍ରଥମ ବାୟୋପିକ ‘ଶେର ସିଂହ ରାଣା’ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ବିନୋଦ ଭାନୁଶାଳୀଙ୍କ ଦ୍ୱାରା ନିର୍ମିତ ଏହାର ନିର୍ଦ୍ଦେଶନା ଦେଇଛନ୍ତି ନାରାୟଣ ସିଂହ । ଏହା ଏକ ଥ୍ରିଲର…

ଚିଲିକା ବିଧାୟକଙ୍କୁ ଆକ୍ରମଣ ଘଟଣା: ୯ ଗିରଫ

ଖୋର୍ଦ୍ଧା ଅଫିସ,୨୮।୩: ବାଣପୁର ବ୍ଲକ ସମ୍ମୁଖରେ ଲୋକ ଏବଂ ପୋଲିସଙ୍କ ଉପରେ ଗାଡ଼ି ମଡାଇବା ଅଭିଯୋଗରେ ଚିଲିକା ବିଧାୟକ ଗିରଫ ହୋଇ ଜେଲରେ ଅଛନ୍ତି । ଏହି ଘଟଣାରେ ଚିଲିକା ବିଧାୟକଙ୍କୁ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ। ଲୋକଙ୍କ ମାଡ଼ରେ ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?