Home Left

ଦୁଇ ଦିନ ଖେଳାଇ ଦେଲାନି ବର୍ଷା, ତଥାପି ଜିତିଲା ପାକିସ୍ତାନ

ଢ଼ାକା,୮।୧୨: ପ୍ରଥମ ଦିନ ବର୍ଷା ବାଧକ ସାଜିବାରୁ ମାତ୍ର ୬.୨ ଓଭର ଖେଳ ସମ୍ଭବ ହୋଇପାରିଥିଲା। ଦ୍ୱିତୀୟ ଦିନ ସମାନ କାରଣରୁ ସମ୍ଭବ ହୋଇପାରି ନ ଥିଲା ଖେଳ। ବିଳମ୍ବରେ ତୃତିୟ ଦିନର ଖେଳ ଆରମ୍ଭ ହେଲା। ଏହାସତ୍ତ୍ୱେ ଢାକା ଟେଷ୍ଟରେ…

ଆଖୁ ଖାଇବାକୁ ଆସି ଫସିଲା ଭାଲୁ

ଅନୁଗୋଳ ଅଫିସ,୮।୧୨: ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ଗାଁକୁ ଆଖୁ ଖାଇବାକୁ ଆସି ଏକ ଭାଲୁ କୂଅରେ ଖସି ପଡିଥିଲା । ଗାଁର କିଛି ବ୍ୟକ୍ତି ସେହି ବାଟ ଦେଇ ଯାଉଥିବା ବେଳେ ଗର୍ଜନ ଶୁଣି ଭାଲୁଟିକୁ ଦେଖିଥିଲେ ।…

ସରକାରକୁ ଆସିଲେ ମହିଳାଙ୍କୁ ସ୍କୁଟି, ମାଗଣା ବସ୍‌ ସେବା ଯୋଗାଇ ଦେବ କଂଗ୍ରେସ

ଲକ୍ଷ୍ନୌ,୮।୧୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମହିଳାମାନଙ୍କ ପାଇଁ ଏକ ପୃଥକ ନିର୍ବାଚନୀ ଘୋଷଣା ପତ୍ର ଜାରି କରିଛନ୍ତି। ଏହି ଘୋଷଣାପତ୍ରକୁ ଶକ୍ତି ବିଦ୍ୟା ନାମରେ ନାମିତ କରାଯାଇଛି। ପ୍ରିୟଙ୍କା କହିଛନ୍ତି…

ସିଡିଏସ୍‌ ବିପିନ ରାୱତଙ୍କ ପରିବାର ଲୋକଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୮।୧୨: ତାମିଲନାଡୁର କୁନ୍ନୁରରେ ବୁଧବାର ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ ୧୪ ଜଣ ଲୋକ ଥିଲେ। ଏହି ଭୟଙ୍କର ଦୁର୍ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସିଡିଏସ ବିପିନ ରାୱତଙ୍କ ଘରେ…

୯ରେ ବିଧାନସଭା ଘେରାଉ କରିବ ଭାଜପା ଯୁବମୋର୍ଚ୍ଚା

ଭୁବନେଶ୍ବର,୮।୧୨(ବ୍ୟୁରୋ): ଭାଜପା ଯୁବମୋର୍ଚ୍ଚା ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ । ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ ଏଭଳି ପ୍ରତିବାଦ କରାଯିବ। ଆନ୍ଦୋଳନରେ ଓଡ଼ଶାର କୋଣ ଅନୁକୋଣରୁ ହଜାର ହଜାର ଯୁବ ଭାଜପା କର୍ମୀ ଯୋଗଦେବେ । ଯେପର୍ଯ୍ୟନ୍ତ ଗୃହରାଷ୍ଟ୍ର…

ବାୟୁସେନା ହେଲିକପ୍ଟର ଦୁର୍ଘଟଣା: ଦୁଃଖପ୍ରକାଶ କଲେ ଅନେକ ମନ୍ତ୍ରୀ, ନେତା

କୁନ୍ନୁର,୮।୧୨: ତାମିଲନାଡୁର କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ ୧୪ ଜଣ ଲୋକ ଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ, କେନ୍ଦ୍ର ମନ୍ତ୍ରୀ ତଥା ଭଜପା ନେତା ନିତିନ ଗଡକରୀ ଏବଂ ପଶ୍ଚିମବଙ୍ଗର…

କଠିନ ପରିସ୍ଥିତିରେ ଉଡାଣ କରିବାର ସକ୍ଷମ ଏମ୍‌ଆଇ-୧୭ଭି୫: ଜାଣନ୍ତୁ ଏହି ହେଲିକପ୍ଟରର ଦକ୍ଷତା

କୁନ୍ନୁର,୮।୧୨: ତାମିଲନାଡୁର କୁନୁର ନିକଟରେ ଏକ ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଡିଫେନ୍ସ ଷ୍ଟାଫ (ସିଡିଏସ) ଜେନେରାଲ ବିପିନ ରାୱତ ହେଲିକପ୍ଟରରେ ଥିଲେ। କୁହାଯାଉଛି ଯେ ସିଡିଏସ ବିପିନ ରାୱତ ତାଙ୍କ ସ୍ତ୍ରୀ ମଧୁଲିକା ରାୱତଙ୍କ ସହ ୱେଲିଙ୍ଗଟନ୍‌ର ଡିଫେନ୍ସ…

ଇଡିରେ ହାଜର ହେଲେ ଜ୍ୟାକଲିନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଣ୍ଡିଜ ବୁଧବାର ଇଡିରେ ହାଜରେ ହେଇଛନ୍ତି। ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ସେ ହାଜର ହୋଇଛନ୍ତି। ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ତାଙ୍କୁ ଇଡି ପଚରାଉଚରା କରୁଛି।…

ପର୍ଯ୍ୟଟନସ୍ଥଳରେ ଏମିତି ଲଜ୍ଜାଜନକ କାମ କଲେ ପ୍ରେମୀଯୁଗଳ, ଆଉ ତା’ ପରେ…

ବ୍ରାସିଲିଆ,୮ା୧୨: ବ୍ରାଜିଲର ବ୍ୟସ୍ତବହୁଳ ସମୁଦ୍ର କୂଳ ବୁଲିବାକୁ ଯାଇଥିଲେ ପ୍ରେମୀଯୁଗଳ। ଏହି ଯୋଡ଼ି ସମୁଦ୍ର କୂଳରେ ଏମିତି କିଛି ଲଜ୍ଜାଜନକ କାମ କରିଛନ୍ତି, ଯାହା କ୍ୟାମେରାରେ କଏଦ ହୋଇଛି। ଏହା ପରେ ପ୍ରେମୀଯୁଗଳଙ୍କୁ ଗିରଫ କରିଛି ପୋଲିସ। ଏକ ରିପୋର୍ଟ ଅନୁଯାୟୀ,…

କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ ଟାର୍ଗେଟରେ ବନ୍ୟପ୍ରାଣୀ ମାଫିଆ

ଭୁବନେଶ୍ବର,୮।୧୨(ବ୍ୟୁରୋ): ଏବେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ ଟାର୍ଗେଟରେ ବନ୍ୟପ୍ରାଣୀ ମାଫିଆ । ବାଘ, ହାତୀ ଦାନ୍ତ ପାଇଁ ବନ୍ୟପ୍ରାଣୀ ଶିକାର କରୁଥିବା ଶିକାରୀ, ମିଡିଲମ୍ୟାନ ଓ ମାଫିଆମାନଙ୍କ ମୋଷ୍ଟ ୱାଣ୍ଟେଡ଼ ତାଲିକା ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ନିର୍ଦ୍ଦିଷ୍ଟ କିଛି ବନ୍ୟପ୍ରାଣୀ ମାଫିଆଙ୍କ…

କୃଷି ଋଣ ଛାଡ, ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ

ଭୁବନେଶ୍ବର, ୮।୧୨(ବ୍ୟୁରୋ): ତୁରନ୍ତ କୃଷି ଋଣ ଛାଡ ସହ ଚାଷୀଙ୍କ ଫସଲ କ୍ଷୟକ୍ଷତି ବାବଦକୁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ପାଇଁ କଂଗ୍ରେସ ପକ୍ଷରୁ ଦାବି ହୋଇଛି। ଗତ ରେକର୍ଡ ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବାରୁ ସ୍ବତନ୍ତ୍ର ପ୍ୟାକେଜ ଦାବି କରିଛି…

ରୋଚକ ମୋଡ଼ ନେଉଛି ମାହାଙ୍ଗା ଡବଲ ମର୍ଡର ଘଟଣା, ଥାନାଧିକାରୀଙ୍କ ପାଇଁ ବଢୁଛି ଅଡୁଆ

ନିଶ୍ଚିନ୍ତକୋଇଲି,୮ା୧୨(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଡବଲ ମର୍ଡର ଘଟଣା ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଏହି ଘଟଣାରେ ଜେଏମ୍‌ଏଫ୍‌ସି କୋର୍ଟ ମାହାଙ୍ଗା ପୋଲିସକୁ ଅପଟୁଡେଟ୍‌ କେସ୍‌ ଡାଏରୀ ଓ ସିଡିଆର ସଂରକ୍ଷଣ କରିଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମାହାଙ୍ଗା ଥାନାଧିକାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri