କର୍କଟ ରୋଗୀଙ୍କ ପାଇଁ ନୂଆ ଆଶା
ଭୁବନେଶ୍ୱର, ୮।୧୨(ବ୍ୟୁରୋ): କର୍କଟ ରୋଗୀଙ୍କ ନିମନ୍ତେ ଭୁବନେଶ୍ୱର ଗଣ୍ଡମୁଣ୍ଡାଠାରେ ବାଗ୍ଚୀ-କରୁଣାଶ୍ରୟ ଗୃହଭିତ୍ତିକ ସେବା (ହୋମ୍ କେୟାର ସର୍ଭିସ୍) କେନ୍ଦ୍ର ଉଦ୍ଘାଟିତ ହୋଇଛି। ମଙ୍ଗଳବାର ଏହି କେନ୍ଦ୍ରକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଛନ୍ତି। ଓଡ଼ିଶା ସରକାର, ବାଙ୍ଗାଲୋର…
ପ୍ରେକ୍ଷାଳୟରୁ ମୁହଁ ଫେରାଉଛନ୍ତି ଦର୍ଶକ
ଭୁବନେଶ୍ୱର,୮।୧୨ (ବ୍ୟୁରୋ):ମନୋରଞ୍ଜନର ଅନ୍ୟତମ ମାଧ୍ୟମ ହେଉଛି ସିନେମା। ଟେଲିଭିଜନ ମାଧ୍ୟମରେ ଯେତେ ଚଳଚ୍ଚିତ୍ର ଦେଖିଲେ ବି ହଲ୍ରେ ବସି ଦେଖିବାର ମଜା ନିଆରା। ତେବେ କରୋନା ମହାମାରୀ ଯୋଗୁ ସିନେମା ଶିଳ୍ପ ପ୍ରଭାବିତ ହୋଇଛି। ଅର୍ଥାଭାବ ଯୋଗୁ ଅନେକ ସିନେମା ହଲ୍…
ରାଜ୍ୟରେ କରୋନା ନେଲା ୨ ଜୀବନ
ଭୁବନେଶ୍ୱର,୮।୧୨(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୪୨୬କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଏବଂ କଟକରୁ ଜଣେ ଲେଖାଏ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ…
ରାଗରେ ବାପାଙ୍କ ଉପରକୁ ହାତ ଉଠାଇଥିଲେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡର ‘ହିମ୍ୟାନ’ ଭାବରେ ଜଣାଶୁଣା ଧର୍ମେନ୍ଦ୍ର ଆଜି ୮୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ତାଙ୍କ ସମୟର ସବୁଠାରୁ ବଡ ସୁପରଷ୍ଟାର ଥିଲେ। ଧର୍ମେନ୍ଦ୍ରଙ୍କ ପ୍ରକୃତ ନାମ ହେଉଛି ଧରମ ସିଂ ଦେଓଲ। ୧୯୬୦ ମସିହାରେ ସେ ‘ଦିଲ ଭୀ…
ଜେଏମ୍ଏଫ୍ସିଙ୍କ ଆଦେଶ ବିରୋଧରେ ଏଡିଜେଙ୍କ ଦ୍ୱାରସ୍ଥ
ନିଶ୍ଚିନ୍ତକୋଇଲି/ସାଲେପୁର,୭।୧୨(ସ୍ବ.ପ୍ର/ଡି.ଏନ୍.ଏ.): ମାହାଙ୍ଗା ଡବଲ ମର୍ଡର ଘଟଣା ଦିନକୁଦିନ ରୋଚକ ମୋଡ଼ ନେଉଛି। ଥାନା ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବା ସହ ଡିସେମ୍ବର ୧୦ତାରିଖ ସୁଦ୍ଧା ସିଡିଆର ରିପୋର୍ଟ ଦାଖଲ କରିବାକୁ ସାଲେପୁର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ(ଜେଏମ୍ଏଫ୍ସି) ଗତ…
ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ପାଲଟନ୍ତି ପୁଅ
ପୁଅ କିମ୍ବା ଝିଅ ହେବା ପ୍ରକୃତିର ଏକ ଉପହାର ଅଟେ। ଏମିତିକି ଜନ୍ମ ପୂର୍ବରୁ ଅର୍ଥାତ୍ ମାତୃଗର୍ଭରୁ ଲିଙ୍ଗ ନିର୍ଣ୍ଣୟ ହୋଇଥାଏ। କିନ୍ତୁ ମଣିଷ ଏତେ ଅଗ୍ରଗତି କରିଛି ଯେ, ଅସ୍ତ୍ରୋପଚାର ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ କରିଥାନ୍ତି। ଯଦିଓ ଏହା କେବଳ…
ଓଡ଼ିଶା ‘ଶ୍ରେଷ୍ଠ ରାଜ୍ୟ’
ଭୁବନେଶ୍ୱର, ୮।୧୨(ବ୍ୟୁରୋ): ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଡୋମେଷ୍ଟିକ ଡେଷ୍ଟିନେଶନ୍ କାଟାଗୋରୀରେ ଭାରତରେ ଓଡ଼ିଶାକୁ ‘ଶ୍ରେଷ୍ଠ ରାଜ୍ୟ’ ଭାବେ ବିଚାର କରାଯାଇଛି। ଜାତୀୟ ପତ୍ରିକା ‘ଟ୍ରାଭେଲ-ଲିଜର ଇଣ୍ଡିଆ’ ପକ୍ଷରୁ କରାଯାଇଥିବା ସଭେର୍ର୍ ଅନୁଯାୟୀ ଏହି ରିପୋର୍ଟ ପ୍ରକାଶ ପାଇଛି। ଏଥିସହ ମୟୂରଭଞ୍ଜକୁ ସର୍ବୋତ୍ତମ…
୫ ବର୍ଷରେ ୪୦୬ ହାତୀ ମୃତ
ଭୁବନେଶ୍ୱର, ୮।୧୨(ବ୍ୟୁରୋ): ରାଜ୍ୟରେ ବର୍ଷକୁ ପ୍ରାୟ ୮୧ଟି ହାତୀଙ୍କର ମୃତ୍ୟୁ ଘଟୁଥିବା ଜଣାପଡ଼ିଛି। ୨୦୧୬-୧୭ରୁ ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ୪୦୬ ହାତୀଙ୍କର ମୃତ୍ୟୁ ଘଟିଥିବା ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।…
ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି: ମନ୍ତ୍ରୀ
ପୁରୀ ଅଫିସ,୮।୧୨: ଭିତର ରତ୍ନଭଣ୍ଡାର ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଥିଲେ ମଧ୍ୟ ମରାମତି ନେଇ ଧ୍ୟାନ ଦିଆଯାଉ ନାହିଁ। ୨୦୧୮ରେ ରତ୍ନଭଣ୍ଡାର ଭିତରକୁ ଯାଇଥିବା ୧୭ ଜଣିଆ ପ୍ରାଧିକୃତ କମିଟି ଯାଞ୍ଚ କରିଥିଲେ। ଯାଞ୍ଚ ପରେ ରତ୍ନଭଣ୍ଡାର ଭିତର ଗୃହ…
୮୫ ବର୍ଷ ପରେ ଇତିହାସ ଦୋହରାଇଲେ ଏହି କ୍ରିକେଟର୍
ବ୍ରିସବେନ,୮।୧୨: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ ସିରିଜ ଆଜିଠାରୁ ଆରମ୍ଭ ହୋଇଛି। ବ୍ରିସବେନରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ତାଙ୍କ ନିଷ୍ପତ୍ତିକୁ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଭୁଲ୍ ପ୍ରମାଣିତ କରିଥିଲେ।…
୧୦ରେ ବିଧାନସଭା ଘେରାଉ ଧମକଦେଲା ଛାତ୍ର କଂଗ୍ରେସ
ଭୁବନେଶ୍ୱର, ୮।୧୨(ବ୍ୟୁରୋ): ମମିତା ମେହେରଙ୍କୁ ନ୍ୟାୟ ଏବଂ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଛାତ୍ର କଂଗ୍ରେସ କ୍ରମାଗତ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଆସୁଛି। ମୁଖ୍ୟମନ୍ତ୍ରୀ ପୋଲିସ ବଳ ପ୍ରୟୋଗକରି ଛାତ୍ର କଂଗ୍ରେସର କଣ୍ଠରୋଧ କରିବାପାଇଁ ଅପଚେଷ୍ଟା କରିଆସୁଛନ୍ତି ବୋଲି ଛାତ୍ର…
ଗୋବିନ୍ଦଙ୍କୁ ବଞ୍ଚାଇବାକୁ ମାମଲା ଲଢୁଛନ୍ତି ଭାଜପା ନେତା
ଭୁବନେଶ୍ୱର,୮।୧୨(ବ୍ୟୁରୋ): ମମିତା ମେହେର ହତ୍ୟା ମାମଲାକୁ ନେଇ ଭାଜପା ତୁମ୍ବିତୋଫାନ କରିବା ସହିତ ଏଭଳି ଏକ ସମ୍ବେଦନଶୀଳ ମାମଲାରେ ରାଜନୈତିକ ଫାଇଦା ହାସଲ ପାଇଁ ବିଧାନସଭା ଭିତରେ ଓ ବାହାର ନାଟକବାଜି କରୁଛି। ହେଲେ ସେପଟେ ମମିତା ହତ୍ୟା ମାମଲାରେ ମୁଖ୍ୟ…
Archives


