Home Left

ଓମିକ୍ରନ ଆକ୍ରାନ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ଆସି ୫ ପଜିଟିଭ

ବେଙ୍ଗାଲୁରୁ,୨।୧୨: କର୍ନାଟକରେ ଚିହ୍ନଟ ହୋଇଥିବା ଦୁଇ ଓମିକ୍ରନ ଆକ୍ରାନ୍ତ ମଧ୍ୟରୁ ଜଣେ ହେଉଛନ୍ତି ଡାକ୍ତର। ତାଙ୍କ ସଂସ୍ପର୍ଶରେ ଆସିଥିବା ୫ ଜଣ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ ଆସିଛି। ଦେଶରେ ପ୍ରଥମ ଥର ପାଇଁ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର…

ପରିବାରର ୪ ଜଣଙ୍କୁ ହତ୍ୟା କଲେ ସମ୍ପର୍କୀୟ

କୋଲକାତା,୨।୧୨: ପଶ୍ଚିମବଙ୍ଗର ହୁଗ୍‌ଲି ଜିଲା ଅଧୀନ ସିଙ୍ଗୁର ଅଞ୍ଚଳରେ ଗୋଟିଏ ପରିବାରର ୪ ଜଣଙ୍କୁ ଗୁରୁବାର ସକାଳେ ତାଙ୍କର ଜଣେ ସମ୍ପର୍କୀୟ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସମ୍ପତ୍ତି କିମ୍ବା ଟଙ୍କାକୁ ନେଇ ନନ୍ଦବଜାର ଅଞ୍ଚଳର ପଟେଲ ପରିବାରର ୪ ଜଣଙ୍କୁ…

‘୨୦୨୪ରେ କଂଗ୍ରେସ ଜିତିବ, ମୋତେ ଦେଖାଯାଉନି’

ନୂଆଦିଲ୍ଲୀ,୨।୧୨: ୨୦୨୪ ନିର୍ବାଚନରେ କଂଗ୍ରେସର ବିଜୟ ମୋତେ ଦେଖାଯାଉନାହିଁ। କେନ୍ଦ୍ରୀୟ ନେତୃତ୍ୱ ପାଇଁ କଂଗ୍ରେସରେ ଆନ୍ତଃ କନ୍ଦଳ ଚାଲିଥିବା ବେଳେ ଏଭଳି ମତ ଦେଇଛନ୍ତି ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ଜମ୍ମୁ-କଶ୍ମୀରରେ ବୁଧବାର ପୁଞ୍ଚରେ ଏକ ରାଲିକୁ ସମ୍ବୋଧନ ଦେଇ…

ଗମ୍ଭୀରଙ୍କୁ ଚକିତ କଲା ନୂଆ ପ୍ରତିଭା

ନୂଆଦିଲ୍ଲୀ,୨।୧୨: ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତଗ ଗମ୍ଭୀର ମଙ୍ଗଳବାର ଦିଲ୍ଲୀର ଯମୁନା ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଇଷ୍ଟ ଦିଲ୍ଲୀ ପ୍ରିମିୟର ଲିଗ୍‌ (ଇଡିପିଏଲ) ଉଦ୍‌ଘାଟନ କରିଛନ୍ତି। ଦିଲ୍ଲୀରେ ଯୁବ ପ୍ରତିଭାଙ୍କୁ ଭଲ ପ୍ଲାଟଫର୍ମ ଦେବା ଏହି ଲିଗ୍‌ର ଉଦ୍ଦେଶ୍ୟ। ସେହିଭଳି…

କୋହଲିଙ୍କ ହାତରେ ବିରାଟ ରେକର୍ଡ ସୁଯୋଗ

ମୁମ୍ବାଇ,୨।୧୨: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌। ନିୟମିତ ଅଧିନାୟକ ବିରାଟ କୋହଲି ଦଳକୁ ଫେରୁଥିବାରୁ ଏହି ମ୍ୟାଚ୍‌ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି। ଏହି ମୁକାବିଲାରେ…

ବାତ୍ୟାରେ ବିଦ୍ୟୁତ୍‌ ଯୋଗାଣ ବାଧକ ହେଲେ ତୁରନ୍ତ କାମ ହେବ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ସାମ୍ଭାବ୍ୟ ବାତ୍ୟା ‘ଜଓ୍ବାଦ’କୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରି ସାରିଛି। ଫଳରେ ରାଜ୍ୟ ସରକାର ବାତ୍ୟା ମୁକାବିଳା ନେଇ ପ୍ରସ୍ତୁିତ ଆରମ୍ଭ କରିଛନ୍ତି। ଏପରିକି ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଣ ନିଶ୍ଚିତ କରିବା ଲାଗି ଟିପି…

ଘରୁ ମିଳିଲା ‘ମିର୍ଜାପୁର’ ଅଭିନେତାଙ୍କ ମୃତଦେହ

ନୂଆଦିଲ୍ଲୀ,୨।୧୨: ଲୋକପ୍ରିୟ ଓ୍ବେବ ସିରିଜ ମିର୍ଜାପୁର ପାଇଁ ଜଣାଶୁଣା ଅଭିନେତା ବ୍ରହ୍ମା ମିଶ୍ରାଙ୍କ ମୃତଦେହ ମୁମ୍ବାଇର ଭରସୋଭାସ୍ଥିତ ବାସଭବନରୁ ମିଳିଛି। ଏ ନେଇ ଗୁରୁବାର ସ୍ପଷ୍ଟ କରିଛି ମୁମ୍ବାଇ ପୋଲିସ। ଭିତର ଆଡ଼ୁ ବନ୍ଦ ଥିବା ଘରର ବାଥରୁମର ଚଟଣାରେ ଅଭିନେତାଙ୍କ…

ମାସ୍କ ନ ପିନ୍ଧିଲେ ଫାଇନ୍‌

ଭୁବନେଶ୍ୱର,୨।୧୨(ବ୍ୟୁରୋ): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଭାରତରେ ଚିହ୍ନଟ ହୋଇସାରିଛି। ଏନେଇ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖା ଦେଇଛି। ମାସ୍କ ଚେକିଂ କଡ଼ାକଡ଼ି କରିବା ସହ ଫାଇନ ଆଦାୟ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ନାଇଟ…

ସିରିଜ୍‌ ସ୍ଥଗିତ ପାଇଁ ଅନୁରୋଧ କରିବ ବିସିସିଆଇ

ମୁମ୍ବାଇ,୨।୧୨: ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ଗସ୍ତକୁ ଏକ ସପ୍ତାହ ଲାଗି ସ୍ଥଗିତ ରଖିବାକୁ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)କୁ ଅନୁରୋଧ କରିବ ବିସିସିଆଇ। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏବେ ଯୋଜନା ପ୍ରସ୍ତୁତ…

ନିଲମ୍ବିତ ଏମ୍‌ପିଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ,୨।୧୧: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଗୁରୁବାର ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନରେ ନିଲମ୍ବିତ ହୋଇଥିବା ୧୨ ଜଣ ରାଜ୍ୟ ସଭା ଏମ୍‌ପିଙ୍କୁ ଭେଟିଛନ୍ତି। ନିଲମ୍ବିତ ଏମ୍‌ପିଙ୍କ ବିରୋଧ ସମୟରେ ରାହୁଲ ସେମାନଙ୍କୁ ଭେଟିଥିଲେ। ରାଜ୍ୟ ସଭାରେ ଉତ୍ତେଜନା ଏବଂ ଅର୍ନିଦ୍ଦିଷ୍ଟ…

ବଢୁଛି ଓମିକ୍ରନ୍‌ ଆତଙ୍କ: ହାଇ-ରିସ୍କରେ ୧୧ ଦେଶ

ନୂଆଦିଲ୍ଲୀ,୨।୧୧: କରୋନାର ନୂଆ ଭାରିଆଣ୍ଟକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଏବେ ୧୧ଟି ଦେଶ ହାଇ-ରିସ୍କରେ ଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଲୋକ ସଭାରେ ସୂଚନା ଦେଇଛନ୍ତି। ସେ ଗୃହକୁ ସୂଚନା ଦେଇ…

ସରକାରୀ କାଗଜପତ୍ର ଖାଇଗଲା ଛେଳି, ଆଉ ତା’ ପରେ…

କାନପୁର,୨ା୧୨: ଚୌବେପୁର ବ୍ଲକ କାର୍ଯ୍ୟାଳୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଛେଳି ପାଟିରେ ବ୍ଲକ କାର୍ଯ୍ୟାଳୟର କିଛି ଫାଇଲପତ୍ର ଧରି ପଳାଇଥିଲା। ଏହା ଜଣାପଡ଼ିବା ପରେ ଜଣେ ଯୁବକ ଛେଳିଠାରୁ ଫାଇଲ ଆଣିବା ପାଇଁ ପଛେ ପଛେ ଦୌଡ଼ିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri