ବିବାହ ପୂର୍ବରୁ ଜିମ୍ ବାହାରେ ସ୍ପଟ୍ ହେଲେ କାଟ୍ରିନା, ପ୍ରଶଂସକ କହିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଟ୍ରିନା କୈଫ୍ ଏବଂ ଭିକି କୌଶଲଙ୍କ ବିବାହ ଆଉ ଅଳ୍ପ ଦିନ ବାକି ଅଛି। ଉଭୟ ନିଜ ବିବାହ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ କାଟ୍ରିନାଙ୍କୁ ବିବାହ ପୂର୍ବରୁ ଅର୍ଥାତ୍ ଶନିବାର ସକାଳେ ଜିମ୍…
ଲଶ୍କର ଆତଙ୍କବାଦୀ ଗିରଫ…
ଶ୍ରୀନଗର,୪।୧୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଲଢ଼େଇରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ମିଳିତ ସୁରକ୍ଷାକର୍ମୀମାନେ ଲଶ୍କର ଆତଙ୍କବାଦୀ ହମିଦ୍ ନାଥଙ୍କୁ ଗିରଫ କରିଛନ୍ତି। କେନ୍ଦ୍ରୀୟ କଶ୍ମୀରର ବଡ଼ଗାମ୍ ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି। ସେ ଲଶ୍କର-ଇ-ତୋଏବା କମାଣ୍ଡର ମହମ୍ମଦ ୟୁସୁଫ୍ କାନ୍ତ୍ର୍ରୋଙ୍କ…
ମଙ୍ଗଳ ଗ୍ରହରେ ବିରଳ ଦୃଶ୍ୟ: ମଣିଷ ଏବଂ ପିରାମିଡ୍ ଦେଖି ବୈଜ୍ଞାନିକ ଆଶ୍ଚର୍ଯ୍ୟ
ଦୀର୍ଘବର୍ଷ ଧରି ପୃଥିବୀର ବୈଜ୍ଞାନିକମାନେ ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ ଖୋଜୁଥିଲେ। ଏହି ସନ୍ଧାନରେ ଅନେକ ମହାକାଶଯାନ ମଧ୍ୟ ମଙ୍ଗଳ ଗ୍ରହକୁ ପଠାଯାଇଛି। ବେଳେବେଳେ ମଙ୍ଗଳ ଗ୍ରହ ବୁଲିବା ସମୟରେ, ଏହି ମହାକାଶଯାନ ଏପରି କିଛି ଅନନ୍ୟ ଦୃଶ୍ୟ କଏଦ କରିଛି,…
ଇନ୍ଷ୍ଟାଗ୍ରାମରୁ ଯୁବକଙ୍କ ପ୍ରେମରେ ପଡ଼ିଥିଲେ ଯୁବତୀ, ପୂରା ଲଭ୍ ଷ୍ଟୋରି ଜାଣିଲେ କହିବେ…
କୁହାଯାଏ, ପ୍ରେମ ଅନ୍ଧ। ପ୍ରେମ ମାନେନା ଜାତି, ଧର୍ମ, ବର୍ଣ୍ଣ, ମୋଟା, ପତଳା କିମ୍ବା ଆଉ କିଛି। ଏହି କଥାକୁ ପ୍ରମାଣିତ କରିଛନ୍ତି ଅଷ୍ଟ୍ରେଲିଆର ଜଣେ ଯୁବତୀ। ୨୬ ବର୍ଷୀୟା ସୀନା କିରା ବ୍ରିଟେନର ୨୭ ବର୍ଷୀୟ ଜଣେ ଯୁବକଙ୍କ ପ୍ରେମରେ…
ମାଈହାତୀର ମୃତ୍ୟୁ
ସୋନପୁର,୪ା୧୨(ନି.ପ୍ର.): ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ଲଛିପୁର ଫରେଷ୍ଟ ସେକ୍ସନର ବାସଲାଟରେ ଏକ ପ୍ରାପ୍ତ ବୟସ୍କା ମାଈ ହାତୀର ମୃତ୍ୟୁ ହୋଇଛି। ଶନିବାର ସକାଳେ ଏହି ଘଟଣା ଜଣାପଡ଼ିବା ପରେ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ହାତୀଟି କିଛି ଦିନ ହେବ…
ଡାକବଙ୍ଗଳା ପାଚେରି ଭାଙ୍ଗିଲେ ହାତୀପଲ, ନଷ୍ଟ କଲେ ଧାନଫସଲ
ପାଟଣା,୪ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ୍ ଅଞ୍ଚଳରେ ବୁଧବାର ରାତିରେ ୨୬ ଟିକିଆ ହାତୀପଲ ଅଟେଇ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିଲେ। ପରେ ଆଖପାଖ ଗାଁରେ ଉପଦ୍ରବ କରି ଶୁକ୍ରବାର ରାତିରେ ଭୀମକୁଣ୍ଡ ପଞ୍ଚାୟତ ଡାକବଙ୍ଗଳାରେ ପଶି ପଛ…
ଦାଢ଼ି କାଟିବାକୁ ସେଲୁନ୍ରେ ପହଞ୍ଚିଲା ମାଙ୍କଡ଼, ଆଉ ତା’ ପରେ…
ଆଜିକାଲି ସୋସିଆଲ ମିଡିଆରେ ଅନେକ କୌତୂହଳପୂର୍ଣ୍ଣ ଭିଡିଓ ଭାଇରାଲ ହେଉଥିବାର ଦେଖିଥିବେ। ଏବେ ସେମିତି ଏକ ମାଙ୍କଡ଼ର ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ହସି ହସି ଗଡ଼ିବେ। ଏକ ମାଙ୍କଡ଼ ସେଲୁନ୍ରେ ଦାଢ଼ି କାଟିବାକୁ ପହଞ୍ଚିଛି। ସେ କେମିତି ଦାଢ଼ି…
ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ
ହାଇଦ୍ରାବାଦ,୪।୧୨: ବରିଷ୍ଠ ରାଜନେତା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କୋନିଜେତି ରୋସାଇଆଙ୍କ ଶନିବାର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଆଜି ସକାଳେ ଅସୁସ୍ଥ ହେବାରୁ ତାଙ୍କୁ ହାଇଦ୍ରାବାଦର ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି…
ନିଜ ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ
ମାଲକାନଗିରି,୪ା୧୨(ଡି.ଏନ୍.ଏ.): ଜଣେ ଯବାନ ନିଜ ସର୍ଭିସ ରାଇଫଲ୍ରୁ ଗୁଳି ଫୁଟାଇ ଜୀବନ ହାରିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲାରେ। ପୋଟେରୁ ପୋଲିସ କ୍ୟାମ୍ପ୍ରେ ନିୟୋଜିତ ଥିବା ଜଣେ ଯବାନ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ମୃତ ଯବାନ…
ଆସନ୍ତା ବର୍ଷ ୟୁକ୍ରେନ୍ ଉପରେ ଆକ୍ରମଣ କରିପାରେ ରୁଷିଆ…
ମସ୍କୋ,୪।୧୨: ୟୁକ୍ରେନ ଏବଂ ରୁଷିଆ ସୀମାରେ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏନେଇ ୟୁକ୍ରେନ ଦାବି କରିଛି ରୁଷିଆ ସୀମାରେ ୯୪ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି। ଆସନ୍ତା ବର୍ଷ ଜାନୁୟାରୀ ଶେଷ ସୁଦ୍ଧା ସୈନ୍ୟ ସଂଖ୍ୟାରେ ପୁଣି…
ଟିକା ନେଇ ନ ଥିଲେ ମଲ, ଶପିଂ କମ୍ପ୍ଲେକ୍ସ, ହୋଟେଲ ମନା
ମଦୁରାଇ,୪।୧୨: ଭାରତରେ ଓମିକ୍ରନ ମାମଲା ସାମ୍ନାକୁ ଆସିବା ପରେ ତାମିଲନାଡୁର ମଦୁରାଇ ପ୍ରଶାସନ ବଡ ପଦକ୍ଷେପ ନେଇଛି। ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଟିକା ନେଇ ନ ଥିବା ଲୋକଙ୍କୁ ମଲ, ଶପିଂ କମ୍ପ୍ଲେକ୍ସ, ହୋଟେଲ ଓ…
ଇନୋଭା -ଟ୍ରକ ମୁହାଁମୁହିଁ ଧକ୍କା,୨ମୃତ
ଛେଣ୍ଡିପଦା ,୪।୧୨(ସ୍ବ.ପ୍ର): ଅନୁଗୋଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଅନୁଗୋଳ- ଛେଣ୍ଡିପଦା ଯାଇଥିବା ୬୩ ନଂ ରାଜ୍ୟ ରାଜପଥର ଜିନ୍ଦଲଠାରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର…
Archives


