Home Left

ପୁନର୍ବିଚାର ଆବେଦନକୁ ଖାରଜ କଲେ ଏଡିଜେ

ନିଶ୍ଚିନ୍ତକୋଇଲି/ସାଲେପୁର, ୯।୧୨(ସ୍ବ.ପ୍ର/ଡି.ଏନ୍‌.ଏ.): କଟକ ଜିଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସକୁ ଲାଗିଛି ଝଟ୍‌କା। ହତ୍ୟା ଘଟଣାର ସାନି ତଦନ୍ତ ରିପୋର୍ଟ ଏବଂ ସିଡିଆର୍‌ ଦାଖଲ ସହ ମାହାଙ୍ଗା ଆଇଆଇସିଙ୍କୁ ନୋଟିସ ଜାରି ନେଇ ସାଲେପୁର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ…

ଭାରତୀୟ କ୍ୟାମ୍ପରେ କରୋନାର ଏଣ୍ଟ୍ରି

ନୂଆଦିଲ୍ଲୀ, ୮ା୧୨: ଏସିଆନ ଚାମ୍ପିୟନଶିପ୍‌ରେ ଭାଗ ନେବାକୁ ଦକ୍ଷିଣ କୋରିଆରେ ଥିବା ଭାରତୀୟ ମହିଳା ହକି ଦଳର ଜଣେ ସଦସ୍ୟାଙ୍କର କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। ଏହି କାରଣରୁ ବାତିଲ କରିଦିଆଯାଇଛି ବୁଧବାର କୋରିଆ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌।…

ଗାଡ଼ି ରୋକିବାକୁ କୌଣସି ସଙ୍କେତ ମିଳି ନ ଥିଲା

ନୂଆଦିଲ୍ଲୀ, ୮।୧୨ : ”ଗାଡ଼ି ରୋକିବା ପାଇଁ ଆମକୁ କୌଣସି ସଙ୍କେତ ଦେଇ ନ ଥିଲେ। ହଠାତ୍‌ ଗୁଳି ବର୍ଷା ଆରମ୍ଭ ହୋଇଥିଲା“। ନାଗାଲାଣ୍ଡର ମୋନ୍‌ ଜିଲାରେ ଶନିବାର ଯବାନଙ୍କ ଆକ୍ରମଣରୁ ବର୍ତ୍ତିଯାଇଥିବା କୋଇଲା ଖଣି ଶ୍ରମିକ ଶେଇଓ୍ବାଙ୍ଗ ଏଭଳି କହିଛନ୍ତି।…

ଅଫିସରେ ଝଗଡ଼ା, ଘରକୁ ଡାକି କାଟିଦେଲେ ସହକର୍ମୀଙ୍କ ମୁଣ୍ଡ

ନୂଆଦିଲ୍ଲୀ,୮।୧୨: ଜଣେ ବ୍ୟକ୍ତି ତାଙ୍କ ସହକର୍ମୀଙ୍କୁ ଘରକୁ ଡାକି ହତ୍ୟା କରିବା ପରେ ମୃତଦେହର ପାଖରେ ଶୋଇଥିଲେ। ପର ଦିନ ସକାଳେ ଶବରୁ ମୁଣ୍ଡ ଅଲଗା କରି ଫିଙ୍ଗି ଦେଇଥିଲେ ଅଳିଆ ଗଦାରେ। ଏଭଳି ହତ୍ୟାକାଣ୍ଡ ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଥିବା ପୋଲିସ…

ଜାଡେଜା, ଅକ୍ଷରଙ୍କୁ ଟେଷ୍ଟ ଦଳରେ ମିଳିଲା ନାହିଁ ସ୍ଥାନ

ନୂଆଦିଲ୍ଲୀ,୮।୧୨: ସେଞ୍ଚୁରିଆନଠାରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଲାଗି ବିସିସିଆଇ ପକ୍ଷରୁ ବୁଧବାର ବିରାଟ କୋହଲିଙ୍କ ନେତୃତ୍ୱରେ ୧୮ ଜଣିଆ ଦଳ ଘୋଷଣା କରାଯାଇଛି। କୋହଲିଙ୍କୁ ଡେପୁଟି ଭାବେ ସହାୟତା କରିବେ ବରିଷ୍ଠ ଓପନର ରୋହିତ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୮ା୧୨(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୨୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦,୪୦,୪୦୩ ଜଣ ସୁସ୍ଥ ହୋଇଥିବା ନେଇ ଟୁଇଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି…

ବିଶ୍ୱରେ ପ୍ରଥମ: ସୁଖୋଇ ୩୦ ଏମ୍‌କେରୁ ସଫଳ ବ୍ରାହ୍ମୋସ୍‌ ସୁପରସୋନିକ ମିଶାଇଲ ପରୀକ୍ଷା

ନୂଆଦିଲ୍ଲୀ,୮।୧୨: ଓଡ଼ିଶାର ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ବୁଧବାର ସଫଳତାର ସହ ବ୍ରାହ୍ମୋସ୍‌ ସୁପରସୋନିକ୍‌ କ୍ରୁଜ ମିଶାଇଲର ପରୀକ୍ଷା କରାଯାଇଛି। ଏହାକୁ ସୁପରସୋନିକ ଫାଇଟର ଜେଟ ସୁଖୋଇ ୩୦ ଏମ୍‌କେ-ଆଇ ଏୟାରକ୍ରାଫ୍ଟରୁ ପରୀକ୍ଷା କରାଯାଇଥିଲା। ବିଶ୍ୱରେ ପ୍ରଥମ ଥର ପାଇଁ…

ଡ୍ରପ୍‌ ଆଉଟ୍‌ରେ ରାଜ୍ୟରେ ଦ୍ୱିତୀୟ କେନ୍ଦୁଝର

କେନ୍ଦୁଝର,୮ା୧୨(ସ୍ବ.ପ୍ର.): ଖଣିଖାଦାନ ଭରା କେନ୍ଦୁଝର ଜିଲାରେ ଶିକ୍ଷକ ଅଭାବ ସାଙ୍ଗକୁ ଉତ୍ତମ ଶିକ୍ଷା ବ୍ୟବସ୍ଥାର ଅଭାବ ଯୋଗୁ ଡ୍ରପ୍‌ ଆଉଟ୍‌ ସଂଖ୍ୟା ବଢୁଛି। ୨୦୧୯-୨୦ ତଥ୍ୟ ଅନୁଯାୟୀ, ରାଜ୍ୟରେ ଅଧାରୁ ପାଠ ଛାଡ଼ିଥିବା ପିଲା ସଂଖ୍ୟା ୮୧୬୮ ରହିଥିବା ବେଳେ ସେଥିରୁ…

ଫି’ ବୃଦ୍ଧି ନେଇ ଆନ୍ଦୋଳନରେ ବସିଲେ ଛାତ୍ରୀଛାତ୍ର

କେନ୍ଦୁଝର,୮ା୧୨(ସ୍ବ.ପ୍ର.): କେନ୍ଦୁଝରଠାରେ ଥିବା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସର ପ୍ରଥମ ବର୍ଷର ଛାତ୍ରୀଛାତ୍ର ବିଭିନ୍ନ ଦାବି ନେଇ ବୁଧବାର କ୍ୟାମ୍ପସ୍‌ର ଗେଟ ବନ୍ଦ କରି ଧାରଣା ଦେଇଛନ୍ତି। ଫର୍ମ ଫିଲପ ପାଇଁ ମାତ୍ର ଦୁଇଦିନ ସମୟ ଦିଆଯାଇଛି। ଏଥିସହିତ ଚଳିତବର୍ଷ…

ବିପିନ୍‌ ରାଓ୍ବତଙ୍କ ପରିବାରରେ କିଏ କିଏ ଅଛନ୍ତି ଜାଣନ୍ତୁ

କୁନ୍ନୁର,୮ା୧୨: ତାମିଲନାଡୁର କୁନ୍ନୁର ନିକଟରେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ବିପିନ୍‌ ରାଓ୍ବତ ଥିଲେ। ତାଙ୍କ ସହ ସ୍ତ୍ରୀ ମଧୁଲିକାଙ୍କ ସମେତ ଆଉ ୧୪ ଜଣ ମଧ୍ୟ ହେଲିକପ୍ଟରରେ…

ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୮।୧୨: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପରିସମାପ୍ତି ପରେ ବଡ଼ ଧରଣର ପରିବର୍ତ୍ତନ ପରିଲଖିତ ହୋଇଛି ଆଇସିସି ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ। ମୁଖ୍ୟତଃ ଭାରତୀୟ ଦଳର ସିନିୟର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ, ଓପନର…

ସାମ୍ନାକୁ ଆସିଲା ଭିକି-କାଟ୍ରିନାଙ୍କ ନିମନ୍ତ୍ରଣ କାର୍ଡ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚାରେ ରହୁଛନ୍ତି। ବୁଧବାର ତାଙ୍କର ହଳଦୀ ଉତ୍ସବ ହୋଇଥିବା ବେଳେ ଗୁରୁବାର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ। ବିବାହକୁ ନେଇ ସେ ସବୁ ପ୍ରକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri