Home Left

ଅଧିକାର ଫେରିପାଇବାକୁ ଚାଷୀଙ୍କ ଭଳି ତ୍ୟାଗ କରିବାକୁ ହେବ: ଫାରୁକ୍‌

ଶ୍ରୀନଗର, ୬।୧୨: କୃଷି ଆଇନ ବିରୋଧରେ ଚାଷୀମାନେ ଦୀର୍ଘଦିନ ଆନ୍ଦୋଳନ ଚଳାଇବା ପରେ ଏହାକୁ ରଦ୍ଦ କରିବା ଲାଗି ସରକାର ବାଧ୍ୟ ହୋଇଛନ୍ତି। ବର୍ଷେରୁ ଊର୍ଦ୍ଧ୍ୱ ସମୟ ଆନ୍ଦୋଳନରେ ୭୦୦ରୁ ଅଧିକ ଚାଷୀ ଜୀବନ ଦେଇଛନ୍ତି। ଶେଷରେ ନରେନ୍ଦ୍ର ମୋଦି ସରକାର…

ବର୍ଷାରେ ଭାଙ୍ଗିଲା ଚାଷୀ ମନୋବଳ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଚଳିତ ବର୍ଷ ଓଡ଼ିଶାର ଚାଷ ଓ ଚାଷୀଙ୍କ ପାଇଁ କୌଣସି ଦୃଷ୍ଟିରୁ ଶୁଭଙ୍କର ହୋଇପାରିନାହିଁ। ଚାଷ କାର୍ଯ୍ୟ ଆରମ୍ଭରୁ ମୌସୁମୀର ଅନିୟମିତତା ଯୋଗୁ ତଳି ପୋଡିଗଲା। ତା’ ପରେ କେଣ୍ଡାରେ ଫସଲ ଧରିବା ସମୟରେ ଅଦିନିଆ ବର୍ଷା ଫସଲକୁ କ୍ଷତି…

୭ରେ ବାଇଡେନ୍‌-ପୁଟିନ୍‌ ଆଲୋଚନା

ମସ୍କୋ, ୬ା୧୨: ୟୁକ୍ରେନ ସୀମାରେ ରୁଷିଆ ସେନା ମୁତୟନ ବଢ଼ାଇବାକୁ କେନ୍ଦ୍ର କରି ଆମେରିକା ଓ ରୁଷିଆ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ୨୦୨୨ ପ୍ରାରମ୍ଭରେ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିପାରେ ବୋଲି ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌…

ଗହଣା ଦୋକାନରୁ କୋଟିଏରୁ ଊର୍ଦ୍ଧ୍ୱ ଚୋରି

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ରାଜଧାନୀରେ ରାତି ଅସୁରକ୍ଷିତ ହୋଇପଡ଼ିଲାଣି। ପୋଲିସକୁ ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତମାନେ ରାତିରେ ଯାଉଥିବା ଲୋକଙ୍କୁ ଲୁଟିବା ସହ ବିଭିନ୍ନ ସ୍ଥାନରେ ଚୋରି କରୁଛନ୍ତି। ଏହି କ୍ରମରେ ଶନିବାର ବିଳମ୍ବିତ ରାତିରେ ରାଜଧାନୀରେ ଏକ ଗହଣା ଦୋକାନରେ ବଡଧରଣର ଚୋରି ହୋଇଛି।…

ଏବେ ଟେନ୍‌ସନ୍‌ରେ କାଟ୍ରିନା

ମୁମ୍ବାଇ: ଆଜିକାଲି କାଟ୍ରିନା କୈଫ୍‌-ଭିକି କୌଶଲଙ୍କ ବିବାହକୁ ନେଇ ଜୋରଦାର୍‌ ଚର୍ଚ୍ଚା ଚାଲିଛି। ପ୍ରତିଦିନ ବିବାହକୁ ନେଇ କିଛି ନା କିଛି ନୂଆ ଖବର ସାମ୍ନାକୁ ଆସୁଛି। ପ୍ରଶଂସକମାନେ ମଧ୍ୟ କାଟ୍ରିନାଙ୍କ ବଧୂବେଶ ଦେଖିବା ପାଇଁ ଉତ୍ସାହର ସହ ଚାହିଁ ରହିଛନ୍ତି।…

ମଥୁରାରେ କଡା ସୁରକ୍ଷା ବ୍ୟବସ୍ଥା: ସିସିଟିଭି, ଡ୍ରୋନ୍ ଦ୍ୱାରା ରଖାଯାଇଛି ନଜର

ମଥୁରା,୬ ।୧୨: ସୋମବାର ସକାଳୁ ମଥୁରାବାସୀଙ୍କ ନିଦ ଭାଙ୍ଗିବା ବେଳକୁ ସେମାନେ ତାଙ୍କ ସହରକୁ ଏକ କିଲା ଭାବେ ଦେଖିବାକୁ ପାଇଛନ୍ତି । ବିଶେଷକରି କୃଷ୍ଣ ଜନ୍ମଭୂମୀ ମନ୍ଦିର ନିକଟରେ ଥିବା ଲୋକେ କଡା ସୁରକ୍ଷା ବ୍ୟବସ୍ଥାକୁ ଆଖିଖୋଲି ଦେଖିଥିଲେ ।…

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରେ…

ଉଚ୍ଚ ରକ୍ତଚାପ ଏକ ମାରାତ୍ମକ ବେମାରୀ। ଆଜିର ସମାଜରେ ପ୍ରାୟ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ। ଉଚ୍ଚ ରକ୍ତଚାପର ଅନେକ କାରଣ ହୋଇଥାଏ ଯେମିତି କି ଅଧିକ କାମଚାପ, ମାନସିକ ଚିନ୍ତା, ଲୁଣ ଏବଂ ନିଶାଦ୍ରବ୍ୟ ଅଧିକ ମାତ୍ରାରେ ଗ୍ରହଣ,…

ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି ଓମିକ୍ରନ୍ ସଂକ୍ରମଣ, ଟିକାନେଇଥିବା ଲୋକେ ବି ହେଉଛନ୍ତି ସଂକ୍ରମିତ

ନୂଆଦିଲ୍ଲୀ,୬ ।୧୨: ବିଶ୍ୱର ପ୍ରାୟ ୩୮ଟି ଦେଶରେ ପହଞ୍ଚି ସାରିଥିବା କରୋନାର ଓମିକ୍ରନ୍ ଭାରିଏଣ୍ଟ ଭାରତରେ ବି ଦ୍ରୁତ ଗତିରେ ମାଡି ଚାଲିଛି । କାରଣ ଗତ ୪ ଦିନ ମଧ୍ୟରେ ଦେଶରେ ୨୧ ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ପ୍ରଥମେ…

ଆମେରିକାରେ ଓମିକ୍ରନ୍ ସହ ବଢୁଛି ଡେଲ୍ଟା ସଂକ୍ରମିତଙ୍କ ସଂଖ୍ୟା

ୱାଶିଂଟନ,୬ ।୧୨: କରୋନା ମହାମାରୀ ପୁଣିଥରେ ଯେମିତି ତା’ର କଡ ଲେଉଟାଇଛି । ଆମେରିକା ଭଳି ବିକାଶଶୀଳ ଦେଶରେ ଏବେ ପୁଣିଥରେ ଡେଲ୍ଟା ଭାରିଏଣ୍ଟ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇାବରେ ଲାଗିଛି । ଏହାସହ ଓମିକ୍ରନ୍ ବି ପହଞ୍ଚିଯିବା ପରେ…

କରୋନା ଟିକା ନେବାକୁ ରାଜି ନ ଥିଲେ ବ୍ୟକ୍ତି, ପାଞ୍ଚିଲେ ଏମିତି ଉପାୟ; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରୋମ୍‌,୬ା୧୨: ଇଟାଲୀର ଜଣେ ୫୦ ବର୍ଷୀୟ ବ୍ୟକ୍ତି କରୋନା ଟିକା ନ ନେଇ ଭାକ୍ସିନେଟେଡ୍‌ ସାର୍ଟିଫିକେଟ ହାସଲ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଏକ ଆଶ୍ଚର୍ଯ୍ୟ କଲା ପରି ଉପାୟ ବାହାର କରିଥିଲେ। ସେ ଏକ ନକଲି ହାତ ଲଗାଇ ଇଞ୍ଜେକ୍ସନ…

ଝିଅଙ୍କ ବିବାହ ସମ୍ବନ୍ଧୀୟ ସମସ୍ୟା ହେଉଥିଲେ…..

ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଯେକୌଣସି ଘରେ ଧନ ସେତେବେଳେ ବଢ଼ିଥାଏ, ଯେତେବେଳେ ଘରେ ରହୁଥିବା ସଦସ୍ୟଙ୍କ ମଧ୍ୟରେ ହସ ଏବଂ ଖୁସିର ବାତାବରଣଥାଏ। ଯେତେବେଳେ ଘରର ସଦସ୍ୟମାନଙ୍କ ସମ୍ପର୍କ ଭଲ ରହେ ସେତେବେଳେ ବ୍ୟବସାୟ କିମ୍ବା ଚାକିରିକୁ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଥାଏ। ଘରେ…

ଓମିକ୍ରନ୍ ସଂକ୍ରମିତଙ୍କୁ ଜ୍ୱର ନାହିଁ, କେବଳ ମୁଣ୍ଡବିନ୍ଧା, ଦେହ ଦରଜ

ନୂଆଦିଲ୍ଲୀ,୬ ।୧୨: ଧୀରେ ଧୀରେ ଓମିକ୍ରନ୍ ଭାରିଏଣ୍ଟ ତା’ର କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି । ରାଜଧାନୀ ଦିଲ୍ଲୀରେ ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଏହାକୁ ନେଇ ସରକାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri