Home Left

ରାଜଧାନୀ ଏକ୍ସପ୍ରେସରୁ ମିଳିଲା ପୁଳାପୁଳା ଟଙ୍କା

କଟକ ୮।୧୨: କଟକ ରେଳ ଷ୍ଟେଶନରେ ରାଜଧାନୀ ଏକ୍ସପ୍ରେସରୁ ପୁଳାପୁଳା ଟଙ୍କା ଜବତ ହୋଇଛି। ଆରପିଏଫ୍‌ ୨୦ ଲକ୍ଷ ଟଙ୍କା ଜବତ କରିଛି। ଏହାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ, କଟକ ରେଳ ଷ୍ଟେଶନରେ ରାଜଧାନୀ ଏକ୍ସପ୍ରେସ ଅଟକି…

ପୁଣି ଅପରାହ୍ନ ୪ ଟା ଯାଏ ଗୃହ ଅଚଳ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ସପ୍ତମ ଦିନରେ ମଧ୍ୟ ଚାଲିପାରୁନି ବିଧାନସଭା। ବୁଧବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ମୁଲତବୀ ଘୋଷଣା କରି ସର୍ବଦଳୀୟ ବୈଠକ ଡାକିଥିଲେ। ସର୍ବଦଳୀୟ ବୈଠକ ସତ୍ତ୍ୱେ ବିଧାନସଭା ଅଚଳାବସ୍ଥା । ଫଳରେ ବାଚସ୍ପତି ଅପରାହ୍ନ ୪ ଟା ଯାଏ ଗୃହକୁ…

ହନିମୁନ୍‌ରେ ଯିବେ ନାହିଁ କାଟ୍ରିନା-ଭିକି

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ବିବାହ ରାଜସ୍ଥାନର ସିକ୍ସ ସେନ୍ସ ଦୁର୍ଗରେ ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ହେବାକୁ ଯାଉଛି। ଏହି ସମୟରେ ଶୁଣିବାକୁ ମିଳୁଛି, ବିବାହ ପରେ ଦୁହେଁ ହନିମୁନ୍‌ରେ ଯିବେ ନାହିଁ। କୁହାଯାଉଛି, ବିବାହ ପରେ…

ଭାବି ଶାଶୁଙ୍କୁ ଖୁସି କରିବା ପାଇଁ କାଟ୍ରିନା ନେଲେ ବଡ଼ ପଦକ୍ଷେପ

ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫଙ୍କ ବିବାହକୁ ସେମାନଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଉଭୟ ଗତ ଦୁଇ ବର୍ଷ ଧରି ପରସ୍ପରକୁ ଡେଟ କରୁଛନ୍ତି। ରାଜସ୍ଥାନର ସୱାଇ ମାଧୋପୁରରେ ଅବସ୍ଥିତ ସିକ୍ସ ସେନ୍ସ ଦୁର୍ଗରେ ଡିସେମ୍ବର ୭…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ଜୀବନଗଲା

କେନ୍ଦୁଝର,୮।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ନେକଡ଼ାଘର ଗ୍ରାମ ଜଙ୍ଗଲରେ ଏକ ମାଈ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଖବରପାଇ ବନ ବିଭାଗ ବୁଧବାର ସକାଳେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ହାତୀଟି ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା…

କାଟ୍ରିନା-ଭିକିଙ୍କ ମଧ୍ୟରେ ଥିବା ବୟସ ପାର୍ଥକ୍ୟକୁ ନେଇ ବଢୁଛି ଚର୍ଚ୍ଚା

ବଲିଉଡ ଷ୍ଟାର ଭୀକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ଏଦୁହେଁ। ବିବାହକୁ ନେଇ ଚାଲିଛି ଜୋରସୋରରେ ପ୍ରସ୍ତୁତି। ଚାରିଆଡେ କେବଳ ବି-ଟାଉନର ଏହି ଷ୍ଟାର ଦମ୍ପତ୍ତିଙ୍କ ରୟାଲ ୱେଡିଂକୁ ନେଇ ଚାଲିଛି ଚର୍ଚ୍ଚା।…

ବାଚସ୍ପତିଙ୍କ ଉପରକୁ କଳା ଗାମୁଛା ଫିଙ୍ଗିଲେ ବିରୋଧୀ

ଭୁବନେଶ୍ୱର,୮।୧୨(ବ୍ୟୁରୋ): ସପ୍ତମ ଦିନରେ ମଧ୍ୟ ଚାଲିପାରୁନି ବିଧାନସଭା। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ୧୧.୩୦ ଯାଏ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ମୁଲତବୀ ଘୋଷଣା କରିଥିଲେ। ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆରମ୍ଭ ହେବା କ୍ଷଣି ପୁଣି ଘଣ୍ଟ…

ବିବାହରୁ ୧୦୦ କୋଟି ଟଙ୍କା ରୋଜଗାର କରିବେ କାଟ୍ରିନା-ଭିକି!

ଗତ କିଛି ଦିନ ହେବ ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଅଭିନେତା ବିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟ ରାଜସ୍ଥାନର ସୱାଇ ମାଧୋପୁରରେ ଡିସେମ୍ବର ୯ରେ ବିବାହ ବନ୍ଧନରେ ଆବଦ୍ଧ ହେବ। ଭିକି ଏବଂ କ୍ୟାଟଙ୍କ…

୧୨୭ ବର୍ଷ ପରେ ପୁଣି କ୍ରିକେଟ୍‌ରେ ଘଟିଲା ଏମିତି

ବ୍ରିସବେନ୍‌,୮।୧୨: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟ ୨୦୨୧-୨୨ ବ୍ରିସବେନର ଗାବାଠାରେ ଖେଳାଯାଉଛି । ଗାବାରେ ଇଂଲଣ୍ଡର ଅଧିନାୟକ ଜୋ ରୁଟ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ରୁଟଙ୍କ ନିଷ୍ପତ୍ତିକୁ ଅଷ୍ଟ୍ରେଲିଆର…

ରାଜ୍ୟରେ ୪ ବିଦେଶୀ ଫେରନ୍ତା କରୋନା ପଜିଟିଭ୍‌

ଭୁବନେଶ୍ବର,୮।୧୨(ବ୍ୟୁରୋ):କୋଭିଡ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତା ବଢାଉଛି। ମଙ୍ଗଳବାର ସୁଦ୍ଧା ରାଜ୍ୟକୁ ଆଫ୍ରିକୀୟ ଦେଶରୁ ୯୮୨ ଜଣ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ନମୁନା ଜିନମ ସିକ୍ବେନ୍‌ସିଂ ପାଇଁ ପଠାଯାଇଛି…

ସାର୍‌ ଗାଈ ଦେଉନି କ୍ଷୀର, ଥାନାକୁ ଡାକି ଟିକେ ବୁଝାଅ ବୋଲି ମାଲିକଙ୍କ ଗୁହାରି…

ଶିମୋଗା,୮।୧୨: ପୋଲିସ ଷ୍ଟେସନରେ ସାଧାରଣତଃ ଚୋରି, ଡକାୟତି, ଧମକ, ଆକ୍ରମଣ, ହତ୍ୟା ଏବଂ ବଳାତ୍କାରର ମାମଲା ଆଦି ରୁଜୁ ହୋଇଥାଏ। କିନ୍ତୁ ବେଳେବେଳେ ଏପରି ମାମଲା ମଧ୍ୟ ପୋଲିସ ଷ୍ଟେଶନକୁ ଆସିଥାଏ, ଯାହା ଶୁଣିବା ପରେ ପୋଲିସ ମଧ୍ୟ ବିରକ୍ତ ହୋଇଥାନ୍ତି।…

‘ସୁଇସାଇଡ୍‌ ମେସିନ’କୁ ସୁଇଜରଲାଣ୍ଡରେ ମିଳିଲା ଅନୁମତି

ବର୍ନ,୮।୧୨: ‘ସୁଇସାଇଡ୍‌ ମେସିନ’ ବ୍ୟବହାରକୁ ୟୁରୋପୀୟ ଦେଶ ସୁଇଜରଲାଣ୍ଡ ସରକାର ଆଇନଗତ ଅନୁମୋଦନ ଦେଇଛନ୍ତି। ଏହାକୁ ପ୍ରସ୍ତୁତ କରିଥିବା କମ୍ପାନୀ ଦାବି କରିଛି ଯେ, ଏହି ମେସିନ ଛୁଇଁରେ ଯେକୌଣସି ବ୍ୟକ୍ତି ୧ ମିନିଟ ମଧ୍ୟରେ ବିନା କୌଣସି ଯନ୍ତ୍ରଣାରେ ମୃତ୍ୟୁବରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri