ହଠାତ୍ ଅବସର ଘୋଷଣା କରି ଚମକାଇଲେ ଏହି ୩୦ ବର୍ଷୀୟ କ୍ରିକେଟର
କଲମ୍ବୋ,୫।୧: ନିକଟରେ ଶେଷ ହୋଇଥିବା ଟି -୨୦ ବିଶ୍ୱକପ ସମୟରେ ବିସ୍ଫୋରକ ବ୍ୟାଟିଂ କରି ଚମକାଇଥିବା ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଭାନୁକା ରାଜପକ୍ଷେ(୩୦) ହଠାତ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଭାନୁକା ବୁଧବାର ପାରିବାରିକ ଦାୟିତ୍ୱବୋଧକୁ ଦର୍ଶାଇ ଅବସର ନେବାକୁ ନିଷ୍ପତ୍ତି…
‘ପନ୍ତଙ୍କ ପାଖରେ ଦାୟିତ୍ୱଜ୍ଞାନର ଅଭାବ’
ଜୋହାନ୍ସବର୍ଗ,୫।୧: ଦୁଇ ଅଭିଜ୍ଞ ବ୍ୟାଟର ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ନ୍ୟୁ ଇୟର ଟେଷ୍ଟର ତୃତୀୟ ଦିନରେ ଟିମ୍ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ। ପ୍ରବଳ ଚାପରେ ଖେଳୁଥିବା ଦୁଇ ବ୍ୟାଟର ଅର୍ଦ୍ଧଶତକ ପୂରଣ କରିବା ପରେ ଫେରିଥିଲେ ପ୍ୟାଭିଲିଅନ।…
ହୋମ ଆଇସୋଲେସନ୍ ପାଇଁ ଆସିଲା ନୂଆ ଗାଇଡ୍ଲାଇନ୍
ନୂଆଦିଲ୍ଲୀ,୬।୧: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସରକାର ହୋମ ଆଇସୋଲେସନ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି। ପୂର୍ବରୁ କରୋନା ଆକ୍ରାନ୍ତଙ୍କୁ ୧୦ରୁ ୧୫ ଦିନ ହୋମ ଆଇସୋଲେସନର ରହିବାର ନିୟମ ଥିଲା। କିନ୍ତୁ ଏବେ ଏହାକୁ…
୧୪ ଦିନ କ୍ୱାରାଣ୍ଟାଇନରେ ରହିବାର କାରଣ କହିଲା ଡବ୍ଲ୍ୟୁଏଚ୍ଓ
ଓ୍ବାଶିଂଟନ,୫ା୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) କରୋନା ରୋଗୀଙ୍କୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦେଇଛି। ଅବଶ୍ୟ ଅଧିକାଂଶ କରୋନା ରୋଗୀ ଲକ୍ଷଣ ଆରମ୍ଭ ହେବାର ପାଞ୍ଚରୁ ସାତ ଦିନ ମଧ୍ୟରେ ସୁସ୍ଥ ହୁଅନ୍ତି। ମଙ୍ଗଳବାର ଡବ୍ଲ୍ୟୁଏଚ୍ଓର ଜଣେ…
ଭାଇଙ୍କ ସହ ସମ୍ପର୍କ ଖବର ଥିଲା ଚର୍ଚ୍ଚାରେ, ଶୋଇବେ କ’ଣ ରାତି ରାତି କାନ୍ଦୁଥିଲେ ଏହି ଅଭିନେତ୍ରୀ
ବମ୍ବେ: ସେଲିବ୍ରଟିମାନଙ୍କ ଜୀବନ ଦୂରରୁ ଯେତିକି ଚାକଚକ୍ୟପୂର୍ଣ୍ଣ ଲାଗିଥାଏ, ବାସ୍ତବତା ଠିକ ଓଲଟା ହୋଇଥାଏ। କାରଣ ତାଙ୍କର ବ୍ୟକ୍ତିଗତ ଜୀବନ କ୍ୟାମେରା ଲେନ୍ସରେ ଥାଏ। ଅନେକ ସମୟରେ ଗୁଜବଗୁଡ଼ିକ ଚିନ୍ତାର କାରଣ ସାଜେ। ସେଭଳି କିଛି ଘଟିଥିଲା ବଲିଉଡ୍ ଅଭିନେତ୍ରୀ ରବିନା…
ଅଫିସରଙ୍କୁ ପ୍ରଧାନମନ୍ତ୍ରୀ କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବ, ମୁଁ ବଞ୍ଚିକି ଫେରିଛି
ଚଣ୍ଡିଗଡ,୫।୧: ପଞ୍ଜାବର ଫିରୋଜପୁରରେ ରାଲି କରିବାକୁ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ଢିଲା ଦେଖିବାକୁ ମିଳିଛି। ଏହି ଘଟଣା ପରେ ଭଟିଣ୍ଡା ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଅଫିସରଙ୍କୁ କହିଥିଲେ, ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ…
ଏହି ୪ ରାଶିର ପୁଅଙ୍କ ପ୍ରେମରେ ସହଜରେ ପଡ଼ନ୍ତି ଝିଅ, ହୃଦୟ ଜିତିବା ଏମାନଙ୍କ ପାଇଁ ବାଁ ହାତର ଖେଳ
ଜ୍ୟୋତିଷଶାସ୍ତ୍ରରେ ୯ ଗ୍ରହ ଏବଂ ୧୨ ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ରାଶି ଥିବା ଜାତକଧାରୀଙ୍କ ବ୍ୟକ୍ତିତ୍ୱ, ପସନ୍ଦ, କ୍ୟାରିୟର ଏବଂ ପ୍ରେମଜୀବନ ଭିନ୍ନ ଭିନ୍ନ ହୋଇଥାଏ। କାରଣ ସବୁ ରାଶିର ସ୍ବାମୀ ଗ୍ରହ ଅଲଗା। ଏହାର ପ୍ରଭାବ ବ୍ୟକ୍ତିର…
ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍ରେ ବଡ଼ ପରିବର୍ତ୍ତନ
ଦୁବାଇ,୫।୧: ସେଞ୍ଚୁରିଆନ ଟେଷ୍ଟର ବିଜୟ ପରେ ଭାରତୀୟ ଖେଳାଳିଙ୍କ ମାନ୍ୟତାରେ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ୧୨୩ ରନ୍ ଇନିଂସ ଯୋଗୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ରାହୁଲ। ସେ ପୂର୍ବ ଅପେକ୍ଷା…
ବସ୍କୁ ପିଟିଲା ଗ୍ୟାସ୍ ବୋଝେଇ ଟ୍ରକ୍: ଚାଲିଗଲା ୧୫ ଜୀବନ
ରାଞ୍ଚି,୬।୧: ଝାଡଖଣ୍ଡର ପାକୁର ଜିଲାରେ ବୁଧବାର ସକାଳେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ ଏବଂ ଟ୍ରକ ମଧ୍ୟରେ ମୁହାଁମୁହଁି ଧକ୍କାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଥିବା ଜଣାଯାଇଛି। ଅମରପଡା…
କଂଗ୍ରେସ ନେଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୫।୧: ଦେଶରେ କରୋନା ସଂକ୍ରମଣର ଗତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଓମିକ୍ରନ ରୋଗୀଙ୍କ ସଂଖ୍ୟା ମଧ୍ୟ ପ୍ରାୟ ଦୁଇ ହଜାରକୁ ବୃଦ୍ଧି ପାଇଛି। ସପ୍ତାହରେ ୬ ଗୁଣ ସଂକ୍ରମଣ ମାମଲା ବଢିଛି। ବିପଦକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟର ସରକାର…
ରାଜଧାନୀର ୫ ଅଞ୍ଚଳ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷିତ
ଭୁବନେଶ୍ୱର,୫ା୧(ବ୍ୟୁରୋ): ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଥରେ ରାଜ୍ୟରେ ସଂକ୍ରମଣ ହଜାରେ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଦିନକରେ ୧୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ। ରାଜଧାନୀରେ ବି ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ…
ସ୍ବାମୀଙ୍କ ନମ୍ବରକୁ ଫୋନ୍ରେ ଏହି ନାଁରେ ସେଭ୍ କରିଛନ୍ତି ଦୀପିକା
ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜି ତାଙ୍କର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ବହୁ ସେଲବ୍ରିଟିଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଦୀପିକା ପାଦୁକୋନ ଏବଂ ରଣବୀର ସିଂଙ୍କ ମଧ୍ୟରେ କେତେ ପ୍ରେମ ଅଛି ତାହା ସମସ୍ତେ…
Archives


