ବ୍ଲୁଇସ୍କୁ ଜାତୀୟ ଇ-ଗଭର୍ନାନ୍ସ ସ୍ବର୍ଣ୍ଣ ପୁରସ୍କାର
ଭୁବନେଶ୍ୱର,୮ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୨୦ ଜୁଲାଇରେ ଲୋକାର୍ପଣ ହୋଇଥିବା ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍ ଇଣ୍ଟେଲିଜେନ୍ସ ସିଷ୍ଟମ୍ (ବ୍ଲୁଇସ୍) ଜାତୀୟ ଇ-ଗଭର୍ନାନ୍ସ ସ୍ବର୍ଣ୍ଣ ପୁରସ୍କାର ହାତେଇଛି। ଶୁକ୍ରବାର ହାଇଦ୍ରାବାଦରେ ଅନୁଷ୍ଠିତ ୨୪ତମ ଜାତୀୟ ଇ-ଗଭର୍ନାନ୍ସ ସମ୍ମିଳନୀରେ କେନ୍ଦ୍ରୀୟ କାର୍ମିକ ଓ…
୫୦୦୦ ଦେଇ ଭୁଆଁ ବୁଲାଉଛନ୍ତି ସରକାର: ଭାଜପା
ଭୁବନେଶ୍ୱର, ୮।୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କୁ ଘର କରିବା ଲାଗି ୧ ଲକ୍ଷ ୭୦ ହଜାର ଟଙ୍କା ପଠାଉଛନ୍ତି। ଓଡ଼ିଶାରେ ଏହି ଟଙ୍କା ବାଟମାରଣା କରାଯାଇଛି। ଶାସକ ବିଜେଡି ଗରିବ ଲୋକଙ୍କୁ ୫ ହଜାର ଟଙ୍କା ଦେଇ ଭୁଆଁ…
‘ଟେକ୍ ଫଗ୍’ ଗୁପ୍ତ ଆପ୍ ବ୍ୟବହାର କରୁଛି ଭାଜପା’
ନୂଆଦିଲ୍ଲୀ,୮ା୧: ଭାଜପା ଆଇଟି ସେଲ୍ ଟେଣ୍ଡ୍ସରେ ଜାଲିଆତି କରି କେତେକ ଅଚଳ ହ୍ବାଟ୍ସଆପ୍ ଆକାଉଣ୍ଟ ଜରିଆରେ ମେସେଜ ପଠାଉଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ଏମ୍ପି ଡେରେକ୍ ଓ’ବ୍ରାଏନ୍ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି।…
ପୋଲିସ ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଝା ଜାରି
କୁଜଙ୍ଗ,୮ା୧ (ଡି.ଏନ୍.ଏ.): ଜଗତ୍ସିଂହପୁର ଜିଲା ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଚାରିଦେଶରେ ପୋଲିସ ଓ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଗତ ୪ ତାରିଖରେ ଢିଙ୍କିଆ ଗାଁରେ ପୋଲିସକୁ ଆକ୍ରମଣ ଘଟଣାରେ ସସ୍ମିତା ଓ ଲକ୍ଷ୍ମୀ ମଲ୍ଲିକଙ୍କୁ ଶୁକ୍ରବାର ପୋଲିସ…
ଆକଳନ ସରିନି, ଆଶଙ୍କାରେ କ୍ଷତିପୂରଣ
ବରଗଡ଼ ଅଫିସ୍,୮।୧: ବରଗଡ଼ ଜିଲାରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏଥିରେ ବ୍ୟାପକ ଫସଲକ୍ଷତି ହୋଇଥିବା ସତ୍ତ୍ୱେ କୌଣସି ଅଧିକାରୀ କ୍ଷତିଗ୍ରସ୍ତ ଫସଲ ପରିଦର୍ଶନ କରିନାହାନ୍ତି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ଜିଲାର ସୋହେଲା…
୧୫-୧୮ ବର୍ଷ ବୟସର କିଶୋରଙ୍କୁ ଦିଆଯାଉ କେବଳ କୋଭାକ୍ସିନ: ଭାରତ ବାୟୋଟେକ
ହାଇଦ୍ରାବାଦ,୮ ।୧: ହାଇଦ୍ରାବାଦର ଭ୍ୟାକ୍ସିନ ନିର୍ମାତା କମ୍ପାନୀ ଭାରତ ବାୟୋଟେକ ଶୁକ୍ରବାର କହିଥିଲା କି ଦେଖାଯାଉଛି ୧୫-୧୮ ବର୍ଷ ବୟସର କିଶୋରଙ୍କୁ କୋଭାକ୍ସିନ ବ୍ୟତୀତ କରୋନାର ଅନ୍ୟ ଟିକା ଦିଆଯାଉଛି । ସେଥିପାଇଁ ଭାରତ ବାୟୋଟେକ ହେଲ୍ଥ କେୟାର ୱାର୍କର୍ସଙ୍କୁ ଅନୁରୋଧ…
ପିଜି ବଳକା ସିଟ୍ ପାଇଁ ହେବ ସ୍ବତନ୍ତ୍ର ସ୍ପଟ୍ ନାମଲେଖା
ଭୁବନେଶ୍ୱର,୮।୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର ଖାଲି ପଡ଼ିଥିବା ପିଜି ସିଟ୍ରେ ନାମଲେଖା ପାଇଁ ସ୍ବତନ୍ତ୍ର ସ୍ପଟ୍ ନାମଲେଖା ଅନୁଷ୍ଠିତ ହେବ। ଏ ନେଇ ଶୁକ୍ରବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ପିଜି ଚେୟାରମ୍ୟାନ ଓ କଲେଜ(ଯେଉଁଠାରେ ପିଜି ଶିକ୍ଷାଦାନ…
ସରିଲା ଦଶମ ସମେଟିଭ ଥିଓରି
କଟକ ଅଫିସ, ୮ା୧: ଦଶମ ସମେଟିଭ ଥିଓରି ପରୀକ୍ଷା ଶୁକ୍ରବାର ଶେଷ ହୋଇଛି। ରାଜ୍ୟର ୩୦୯୩ କେନ୍ଦ୍ରରେ ୩ ଦିନ ଧରି ଏହି ପରୀକ୍ଷା ହୋଇଥିଲା। ମୋଟ୍ ୫ ଲକ୍ଷ ୭୬ ହଜାର ୨୨୩ ଜଣ ଛାତ୍ରୀଛାତ୍ର ପରୀକ୍ଷା ପାଇଁ ଫର୍ମ…
ଏମ୍ପିଙ୍କ ଚାଳଘରେ ଖାଇଲେ ରେଳମନ୍ତ୍ରୀ
ସଜନାଗଡ଼,୮।୧(ଡି.ଏନ.ଏ.): ବାଲେଶ୍ୱର ଗସ୍ତରେ ଆସିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱର ଷ୍ଟେଶନରେ ମେମୁ ଟ୍ରେନ ଚଳାଚଳ ଶୁଭାରମ୍ଭ ଓ ନୀଳଗିରି ଗୋପୀନାଥପୁରରେ ଷ୍ଟେଶନ ଶିଳାନ୍ୟାସ କରିବା ପରେ ଅପରାହ୍ନରେ ଏମ୍ପି ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ଗଁା ଗୋପୀନାଥପୁରରେ ପହଞ୍ଚିଥିଲେ। ସେଠାରେ ଗ୍ରାମବାସୀ ତାଙ୍କୁ…
୭୨ ଘଣ୍ଟାର ଆର୍ଟି-ପିସିଆର୍ ରିପୋର୍ଟ ନେଗେଟିଭ୍ ଥିଲେ ବିମାନ ବନ୍ଦରରେ ଟେଷ୍ଟ ହେବନି
ଭୁବନେଶ୍ୱର, ୮।୧(ବ୍ୟୁରୋ): ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ସ୍ବତନ୍ତ୍ର ଗାଇଡ୍ଲାଇନ୍ ଜାରି କରାଯାଇଛି। ସମସ୍ତ ବିମାନ ଯାତ୍ରୀଙ୍କ ଆର୍ଟିପିସିଆର୍ ଟେଷ୍ଟ୍କୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଶୁକ୍ରବାରଠାରୁ…
କଲେକ୍ଟୋରିଏଟରେ ହେଲା ନମୁନା ସଂଗ୍ରହ
ସୁନ୍ଦରଗଡ଼,୮।୧(ଡି.ଏନ୍.ଏ): ସୁନ୍ଦରଗଡ଼ ଜିଲାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ କରୋନା ସଂକ୍ରମଣ ହାର ଉପରମୁହାଁ ହେବା ଏବେ ଚିନ୍ତା ବଢାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ସକାଳେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସୁନ୍ଦରଗଡ଼ ଜିଲାରେ ଗତ…
ଲକଡାଉନ୍ ଭୟ, ଘରମୁହାଁ ପ୍ରବାସୀ
ନୂଆଦିଲ୍ଲୀ,୮ ।୧: ଦେଶରେ ବଢି ଚାଲିଛି କରୋନା ସଂକ୍ରମଣ । ବିଶେଷଜ୍ଞଙ୍କ ମତ ଜାନୁୟାରୀ ଶେଷ ସୁଦ୍ଧା ଏହା ଶୀର୍ଷ ଛୁଇଁବ । ଏପଟେ ବେଳକୁ ବେଳ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି…
Archives


