Posted inଫୁରସତ

ମଦର୍ସ ଡେ’

ଆଜି ମଦର୍ସ ଡେ’। ମା’ଙ୍କ ପ୍ରତି ଥିବା ଗଭୀର ସ୍ନେହ ଶ୍ରଦ୍ଧା ଦର୍ଶାଇବା ପାଇଁ ଏହି ଦିବସଟିର ପରିକଳ୍ପନା। ହେଲେ ଆପଣ ଜାଣନ୍ତି, ପୃଥିବୀର ସମସ୍ତ ଦେଶରେ ଆଜିର ଦିନରେ ଏହି ଦିବସ ପାଳନ ହୋଇ ନ ଥାଏ। ଆସନ୍ତୁ ଜାଣିବା କେଉଁ ଦେଶରେ କେବେ ପାଳନ ହୁଏ ମଦର୍ସ ଡେ’…

୧୯୧୪ ମସିହା ମେ’ ୯ ତାରିଖରେ ଆମେରିକା ରାଷ୍ଟ୍ରପତି ବୁଡ୍ରୋ ବିଲ୍‌ସନ୍‌ ମେ ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ’ ଭାବେ ପାଳନ କରାଯିବ ବୋଲି ଏକ ବିଲ୍‌ ପାସ୍‌ କରିଥିଲେ। ସେବେଠୁ ଆମେରିକା, ଭାରତ, ଆଙ୍ଗୁଇଲା, ଆଣ୍ଟିଗୁଆ ଆଣ୍ଡ ବରବୁଡା, ଆରୁବା, ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବାହାମାସ, ବାଂଲାଦେଶ, ବାର୍ବାଡସ୍‌, ବେଲ୍‌ଜିୟମ୍‌, ବେଲିଜ, ବର୍ମୁଡା, ବୋନାଇରେ, ବୋତ୍‌ସ୍ବାନା, ବ୍ରାଜିଲ୍‌, ବ୍ରୁନେଇ, କାନାଡ଼ା, କାମ୍ବୋଡ଼ିଆ, ଚିଲି, ଚାଇନା, କଲମ୍ବିଆ, କ୍ରୋଏସିଆ, କ୍ୱୁବା, କ୍ୟୁରାକାଉ, ସାଇପ୍ରସ, ଚେକ୍‌ ରିପବ୍ଲିକ୍‌, ଡେନ୍‌ମାର୍କ, ଡୋମିନିକା, ଇକ୍ୱେଡର, ଇସ୍ତୋନିଆ, ଇଥିଓପିଆ, ଫିଜି, ଫିନ୍‌ଲାଣ୍ଡ, ଜର୍ମାନୀ, ଘାନା, ଗ୍ରୀସ୍‌, ଗ୍ରେନାଡା, ଗୁଆନା, ହଣ୍ଡୁରାସ, ହଂକଂ, ଆଇସ୍‌ଲାଣ୍ଡ, ଇଟାଲୀ, ଜାମାଇକା, ଜାପାନ, କେନିଆ, ଲାଟ୍‌ଭିଆ, ଲାଇବେରିଆ, ଲିଚେନ୍‌ଷ୍ଟେଇନ୍‌, ମକାଓ, ମାଲେସିଆ, ମାଲ୍‌ଟା, ମ୍ୟାନ୍‌ମାର୍‌, ନାମ୍ବିଆ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ପପୁଆ ନ୍ୟୁଗିନି, ପେରୁ, ଫିଲିପାଇନ୍ସ, ପୋର୍ଟୋରିକୋ, ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍‌, ସେଣ୍ଟ ଲୁସିଆ, ସେଣ୍ଟ ଭିନ୍‌ସେଣ୍ଟ ଆଣ୍ଡ ଦି ଗ୍ରେନାଡାଇନ୍ସ, ସାମୋଆ, ସିଙ୍ଗାପୁର, ସେଣ୍ଟ ମାଟିନ, ସ୍ଲୋଭାକିଆ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ସୁରିନାମ, ସୁଇଜରଲାଣ୍ଡ, ତାଇଓ୍ବାନ୍‌, ତାଞ୍ଜାନିଆ, ଟୋଙ୍ଗା, ତ୍ରିନିଦାଦ୍‌ ଆଣ୍ଡ ଟବାଗୋ, ତୁର୍କୀ, ଉଗାଣ୍ଡା, ୟୁକ୍ରେନ୍‌, ଉରୁଗୁଏ, ଭେନେଜୁଏଲା, ଜାମ୍ବିଆ, ଜିମ୍ବାଓ୍ବେ ଆଦି ଦେଶରେ ମେ’ ଦ୍ୱିତୀୟ ରବିବାରକୁ ମଦର୍ସ ଡେ’ ଭାବେ ପାଳନ କରାଯାଉଛି।
ଏହା ବ୍ୟତୀତ ଅନ୍ୟ ଦେଶଗୁଡ଼ିକରେ ଏହି ଦିବସ ଭିନ୍ନ ଭିନ୍ନ ତାରିଖରେ ପାଳନ କରାଯାଇଥାଏ-
ଫେବୃୟାରୀ ପ୍ରଥମ ରବିବାର: କୋସାଭୋ।
ଫେବୃୟାରୀ ଦ୍ୱିତୀୟ ରବିବାର: ନରଓ୍ବେ।
ମାର୍ଚ୍ଚ ୩: ଜର୍ଜିଆ।
ମାର୍ଚ୍ଚ ୮: ଆଫଗାନିସ୍ତାନ, ଆଲ୍‌ବାନିଆ, ଆର୍ମେନିଆ, ଆଜରବୈଜାନ, ବୁଲ୍‌ଗେରିଆ, କାଜାଖସ୍ତାନ, ଲାଓସ୍‌, ମାସିଡୋନିଆ, ମାଲ୍‌ଟୋଭା, ମଣ୍ଟେନିଗ୍ରୋ, ରୋମାନିଆ, ରୁଷିଆ, ସର୍ବିୟା, ତାଜିକିସ୍ତାନ, ଭିଏତ୍‌ନାମ।
ମାର୍ଚ୍ଚ ୨୧: ବାହାରିନ୍‌, କମରୋ, ଜିବୁଟି, ଇଜିପ୍ଟ, ଇରାକ୍‌, ଜୋର୍ଡାନ, କୁଏଟ୍‌, ଲିବ୍ୟା, ଲେବାନନ୍‌, ମରିଟାନିଆ, ଓମାନ୍‌, କାତାର, ସୌଦିଆରବ, ସୋମାଲିଆ, ସୁଦାନ, ସିରିଆ, ୟୁନାଇଟେଡ୍‌ ଆରବ ଏମିରେଟ୍ସ, ୟେମେନ୍‌।
ମାର୍ଚ୍ଚ ୨୫: ସ୍ଲୋଭେନିଆ।
ମାର୍ଚ୍ଚ ୪ର୍ଥ ରବିବାର: ଆୟର୍ଲାଣ୍ଡ, ନାଇଜେରିଆ, ଇଂଲଣ୍ଡ, ଗୁଏର୍ନସେ, ଜର୍ସି, ଆଇଲ୍‌ ଅଫ୍‌ ମ୍ୟାନ୍‌।
ମେ ପ୍ରଥମ ରବିବାର: ଆଙ୍ଗୋଲା, କେପ୍‌ ଭର୍ଡେ, ହଙ୍ଗେରୀ, ଲିଥୁଆନିଆ, ମୋଜାମ୍ବିକ୍‌, ପର୍ତ୍ତୁଗାଲ, ସ୍ପେନ୍‌।
ମେ ୮: ଦକ୍ଷିଣ କୋରିଆ।
ମେ ୧୦: ଇଆଇ ସାଲ୍‌ଭାଡର, ଗୁଏଟ୍‌ମାଲା, ମେକ୍ସିକୋ।
ମେ ୧୫: ପାରାଗୁଏ।
ମେ ୧୯: କିରଗିଜ୍‌ସ୍ତାନ।
ମେ ୨୬: ପୋଲାଣ୍ଡ।
ମେ ୨୭: ବଲିଭିଆ।
ମେ ଶେଷ ରବିବାର: ଆଲ୍‌ଜେରିଆ, ଡୋମନିକାନ୍‌ ରିପବ୍ଲିକ୍‌, ଫ୍ରାନ୍ସ, ଫ୍ରେଞ୍ଚ ଆଣ୍ଟିଲ୍ସ, ମାଡାଗାସ୍କାର, ମରକ୍କୋ, ହାଇତି, ମରିସସ୍‌, ସେନିଗାଲ, ସ୍ବିଡେନ, ଟ୍ୟୁନିସିଆ।
ମେ ୩୦: ନିକାରାଗୁଆ।
ଜୁନ୍‌ ୧: ମଙ୍ଗୋଲିଆ।
ଜୁନ୍‌ ଦ୍ୱିତୀୟ ରବିବାର: ଲକ୍ସେନବର୍ଗ।
ଜୁଲାଇ ପ୍ରଥମ ସୋମବାର: ସାଉଥ ସୁଦାନ।
ଅଗଷ୍ଟ ୧୨: ଥାଇଲାଣ୍ଡ।
ଅଗଷ୍ଟ ୧୫: କୋଷ୍ଟାରିକା, ବେଲ୍‌ଜିୟମ୍‌।
ଅକ୍ଟୋବର ଦ୍ୱିତୀୟ ସୋମବାର: ମାଲାଓ୍ବି।
ଅକ୍ଟୋବର ୧୪: ବେଲାରୁସ୍‌।
ଅକ୍ଟୋବର ତୃତୀୟ ରବିବାର: ଆର୍ଜେଣ୍ଟିଆ।
ନଭେମ୍ବର ୩: ଟିମର ଲେଷ୍ଟେ।
ଡିସେମ୍ବର ୮: ପାନାମା।
ଡିସେମ୍ବର ୨୨: ଇଣ୍ଡୋନେସିଆ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?