Home Left

ଶତକୀୟ ଭାଗୀଦାରି ପରେ ଭାରତକୁ ୪ ଝଟ୍‌କା

ଜୋହାନ୍ସବର୍ଗ,୫।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ନ୍ୟୁ ଇୟର ଟେଷ୍ଟରେ ଅଜିଙ୍କ୍ୟ ରାହାନେ ଓ ଚେତେଶ୍ୱର ପୂଜାରାଙ୍କ ମଧ୍ୟରେ ଶତକୀୟ ଭାଗୀଦାରି ପରେ ଲଗାତାର ୩ ଉଇକେଟ ହରାଇଛି ଟିମ୍‌ ଇଣ୍ଡିଆ। ଫଳରେ ପ୍ରଥମ ଇନିଂସରେ ୨୭ ରନ୍‌ରେ ପଛୁଆ ଥିବା…

ବୋଲ୍ଡ ହେଲେ ଏହି ଅଭିନେତ୍ରୀ, ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ସୋନଲ ଚୌହାନ ବର୍ତ୍ତମାନ ବଡ଼ ପରଦାରୁ ଦୂରେଇ ଯାଉଛନ୍ତି, କିନ୍ତୁ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ସୋନଲ ଏବେ ତାଙ୍କ ବୋଲ୍ଡ ଷ୍ଟାଇଲ୍‌ ପାଇଁ ଜଣାଶୁଣା। ସେ ଅଧିକାଂଶ ସମୟ ପ୍ରଶଂସକଙ୍କ ପାଇଁ ବୋଲ୍ଡ…

ରାଜ୍ୟରେ କମିବ ଶୀତ : ଘନ କୁହୁଡ଼ି ପାଇଁ ୟେଲୋ ଆଲର୍ଟ

ଭୁବନେଶ୍ୱର,୫।୧(ବ୍ୟୁରୋ): ବର୍ଷା ପରେ ଶୀତ ବୃଦ୍ଧି ପାଇଥିବା ବେଳେ ଏବେ ପୁଣି ତାପମାତ୍ରା ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୭ ତାରିଖ ପରେ ରାଜ୍ୟରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା…

ସାଥୀର ମୃତ୍ୟୁକୁ ସହିପାରିଲାନି ମୟୂର, କଲା ଏମିତି ଯେ ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ସେଥି ମଧ୍ୟରୁ କେତେକ ଭିଡିଓ ହୃଦୟ ଜିଣିନିଏ। ଆଜିକାଲି ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓ ଦେଖିବା ପରେ ଜଣେ ବନ୍ଧୁଙ୍କ ପ୍ରତି କେତେ ବିଶ୍ୱସ୍ତ ସେ ସମ୍ପର୍କରେ…

ଇତିହାସ ରଚିଲା ବାଂଲାଦେଶ

ଅକଲାଣ୍ଡ,୫।୧: ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଂଲାଦେଶ ୮ ଉଇକେଟରେ ଜିତିଛି। ଟେଷ୍ଟ କ୍ରିକେଟରେ ପ୍ରଥମ ଥର କିୱି ଦଳ ବାଂଲାଦେଶଠାରୁ ଏକ ଟେଷ୍ଟ ମ୍ୟାଚ ହାରିଛି। ଅନ୍ୟପଟେ ବାଂଲାଦେଶ…

ସୋନୁ ନିଗମ କରୋନା ପଜିଟିଭ୍‌

ମୁମ୍ବାଇ: ବଲିଉଡର ଜଣାଶୁଣା ଗୀତିକାର ସୋନୁ ନିଗମ କରୋନା ପଜିଟିଭ୍‌ ହୋଇଛନ୍ତି। ତାଙ୍କ ସ୍ତ୍ରୀ ମଧୁରିମା ଓ ପୁଅ ମଧ୍ୟ ପଜିଟିଭ୍‌ ହୋଇଥିବା ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏକ ଭିଡିଓ ଶେୟାର କରି ସୋନୁ କହିଛନ୍ତି, ସୁପର…

ସୁମିତଙ୍କ ବେଡ୍‌ରୁମ୍‌ରେ ରହିବାକୁ ଅଡ଼ି ବସିଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୫।୧: ଗଞ୍ଜାମ ଜିଲା ଜଜ କୋର୍ଟ ତପସ୍ବିନୀଙ୍କୁ ଶାଶୁଘର ବ୍ରହ୍ମପୁର ବ୍ରହ୍ମାନଗରର ଗଣେଶ ନିବାସରେ ରହିବାକୁ ମଙ୍ଗଳବାର ରାୟ ଶୁଣାଇଥିଲେ। କୋର୍ଟଙ୍କ ରାୟ ପରେ ବି ମଙ୍ଗଳବାର ରାତିରେ ତପସ୍ବିନୀ ସୁମିତଙ୍କ ଘରର ଗ୍ୟାରେଜରେ ରାତି କାଟିଛନ୍ତି । ସୁମିତଙ୍କ…

ଏହି କ୍ରିକେଟର୍‌ଙ୍କ ଆଗରେ ସର୍ତ୍ତ ରଖିଥିଲେ ଗର୍ଲଫ୍ରେଣ୍ଡ: ଲଗାତାର ୩ ଛକା ମାରିଲେ ବିବାହ କରିବି

ଆଜି ଭାରତର ପୂର୍ବତନ ଅଧିନାୟକ ମନସୁର ଅଲି ଖାନ ପଟୌଦିଙ୍କ ୮୧ ତମ ଜନ୍ମ ବାର୍ଷିକୀ। ଭାରତୀୟ କ୍ରିକେଟ ଇତିହାସରେ ତାଙ୍କ ନାମ ସୁବର୍ଣ୍ଣ ଅକ୍ଷରରେ ରେକର୍ଡ କରାଯାଇଛି। ପଟୌଦିଙ୍କ ଅଧିନାୟକତ୍ୱରେ ହିଁ ଭାରତ ବିଦେଶୀ ମାଟିରେ ପ୍ରଥମ ବିଜୟ ହାସଲ…

ରାଜ୍ୟରେ ବଢୁଛି ସଂକ୍ରମଣ: ଟେଷ୍ଟ, ଟ୍ରାକ୍‌, ଟିକାକରଣକୁ ଗୁରୁତ୍ୱ

ଭୁବନେଶ୍ୱର,୫।୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁ ଚିନ୍ତା ବଢାଉଛି। ତେବେ କୋଭିଡ୍‌ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ର୍ରିୟା ରଖିଛନ୍ତି। ଓଡ଼ିଶାରେ ଏବେ ଯେପରି ବଢୁଛି ପୂର୍ବରୁ ବି ଅନ୍ୟ ରାଜ୍ୟରେ ଏପରି…

ମଣ୍ଡପରେ ଏମିତି ଏଣ୍ଟ୍ରି କଲେ କନ୍ୟା: ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ

ଭାରତରେ ବିବାହ ରୁତୁ ଚାଲିଛି। ବିବାହର ବିଭିନ୍ନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ବିବାହ ଦିନ ଉଭୟ ବର ଏବଂ କନ୍ୟାଙ୍କ ପାଇଁ ସ୍ବତନ୍ତ୍ର, କିନ୍ତୁ କନ୍ୟାମାନଙ୍କ ପାଇଁ ଏହା ଅଧିକ ସ୍ବତନ୍ତ୍ର। ପ୍ରତ୍ୟେକ କନ୍ୟା ଚାହାଁନ୍ତି ମଣ୍ଡପକୁ ତାଙ୍କର…

କ୍ରିକେଟ୍‌ ଇତିହାସରେ ଆଜି ସ୍ମରଣୀୟ ଦିନ: ଘଟିଥିଲା ଏମିତି

କିଛି ଲୋକ ବିଶ୍ୱାସ କରନ୍ତି ଯେ କ୍ରିକେଟର ପ୍ରକୃତ ମଜା ଟେଷ୍ଟ କ୍ରିକେଟରେ ଅଛି, କିନ୍ତୁ ଦିନିକିଆ କ୍ରିକେଟରେ ମଧ୍ୟ ଆହୁରି ମଜା ଅଛି। ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ଜାନୁୟାରୀ ୫ର ଏକ ବିଶେଷ ସ୍ଥାନ ରହିଛି। କ୍ରିକେଟରେ ଦିନିକିଆ ମ୍ୟାଚର…

ବକେୟା ଟିକସ ଆଦାୟ କରିବେ କିନ୍ନର

ଭୁବନେଶ୍ୱର,୫ା୧(ବ୍ୟୁରୋ): କରୋନା ମହାମାରୀ ସମୟରେ ବିଏମ୍‌ସିର ରାଜସ୍ବ ହାନି ହୋଇଛି। ବହୁ କୋଟି ଟଙ୍କାର ଟିକସ ବାବଦ ଅର୍ଥ ବକେୟା ପଡ଼ିଛି। ତେବେ ଏହି ରାଜସ୍ବ ଆଦାୟ ପାଇଁ ବିଏମ୍‌ସି ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri