ମଣ୍ଡପରେ ଏମିତି ଏଣ୍ଟ୍ରି କଲେ କନ୍ୟା: ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ
ଭାରତରେ ବିବାହ ରୁତୁ ଚାଲିଛି। ବିବାହର ବିଭିନ୍ନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ବିବାହ ଦିନ ଉଭୟ ବର ଏବଂ କନ୍ୟାଙ୍କ ପାଇଁ ସ୍ବତନ୍ତ୍ର, କିନ୍ତୁ କନ୍ୟାମାନଙ୍କ ପାଇଁ ଏହା ଅଧିକ ସ୍ବତନ୍ତ୍ର। ପ୍ରତ୍ୟେକ କନ୍ୟା ଚାହାଁନ୍ତି ମଣ୍ଡପକୁ ତାଙ୍କର…
କ୍ରିକେଟ୍ ଇତିହାସରେ ଆଜି ସ୍ମରଣୀୟ ଦିନ: ଘଟିଥିଲା ଏମିତି
କିଛି ଲୋକ ବିଶ୍ୱାସ କରନ୍ତି ଯେ କ୍ରିକେଟର ପ୍ରକୃତ ମଜା ଟେଷ୍ଟ କ୍ରିକେଟରେ ଅଛି, କିନ୍ତୁ ଦିନିକିଆ କ୍ରିକେଟରେ ମଧ୍ୟ ଆହୁରି ମଜା ଅଛି। ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ଜାନୁୟାରୀ ୫ର ଏକ ବିଶେଷ ସ୍ଥାନ ରହିଛି। କ୍ରିକେଟରେ ଦିନିକିଆ ମ୍ୟାଚର…
ବକେୟା ଟିକସ ଆଦାୟ କରିବେ କିନ୍ନର
ଭୁବନେଶ୍ୱର,୫ା୧(ବ୍ୟୁରୋ): କରୋନା ମହାମାରୀ ସମୟରେ ବିଏମ୍ସିର ରାଜସ୍ବ ହାନି ହୋଇଛି। ବହୁ କୋଟି ଟଙ୍କାର ଟିକସ ବାବଦ ଅର୍ଥ ବକେୟା ପଡ଼ିଛି। ତେବେ ଏହି ରାଜସ୍ବ ଆଦାୟ ପାଇଁ ବିଏମ୍ସି ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ…
ଜ୍ୟାକିଙ୍କ ସହ ରକୁଲଙ୍କ ବ୍ରେକ୍ଅପ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ତାଙ୍କ ଲୁକ୍ ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ ଗତ ବର୍ଷ ନିର୍ମାତା ଜ୍ୟାକି ଭଗନାନୀଙ୍କୁ ଡେଟ୍ କରୁଥିବା ସ୍ବୀକାର କରିଥିଲେ। ସେ ଇନ୍ଷ୍ଟାଗ୍ରାମରେ ଜ୍ୟାକିଙ୍କ ଏକ ଫଟୋ ଶେୟାର କରି…
ମାଇନସ୍ ୫୦ ଡିଗ୍ରୀ ତାପମାତ୍ରାରେ ୪୦ ଦିନ ଏକୁଟିଆ ରହିଲେ ଏହି ମହିଳା, କାରଣ ଜାଣିଲେ…
ବ୍ରିଟିଶ ମୂଳ ଶିଖ୍ ଆର୍ମି ଅଫିସର ପ୍ରୀତ୍ ଚଣ୍ଡୀ ସାଉଥ ପୋଲର ସୋଲୋ ଟ୍ରିପ୍ କରିବାକୁ ଯାଇ ବରଫ ପାଲଟିଗଲେ। ଏମିତି କରି ସେ ଏକ ଇତିହାସ ସୃଷ୍ଟି କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ପ୍ରୀତ୍ ଗତ ବର୍ଷ ନଭେମ୍ବରରେ ଏହି…
ଆଉଟ୍ ହେବା ପରେ ଯୁକ୍ତିତର୍କ କଲେ ରାହୁଲ
ଜୋହାନ୍ସବର୍ଗ,୫।୧:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନ୍ସବର୍ଗ ଟେଷ୍ଟର ଦ୍ୱିତୀୟ ଦିନରେ ଦୁଇ ଅଧିନାୟକ କେ.ଏଲ ରାହୁଲ ଏବଂ ଡିନ ଏଲଗାରଙ୍କ ମଧ୍ୟରେ ଶବ୍ଦ ଯୁଦ୍ଧ ହୋଇଥିଲା। ଦ୍ୱିତୀୟ ଇନିଂସରେ ମାର୍କୋ ଜେନ୍ସେନଙ୍କ ଦ୍ୱାରା ଆଉଟ୍ ହେବା ପରେ କେ.ଏଲ ରାହୁଲ…
ବିଗ୍ ବି’ଙ୍କ ଘରେ କରୋନା…
ନୂଆଦିଲ୍ଲୀ, ୫।୧ : କରୋନା ଭାଇରସ ଦେଶରେ ପୁଣି ଥରେ ଆତଙ୍କ ସୃଷ୍ଟି କରିଛି। ଏବେ ବିଗ୍ ବି ଅଭିତାଭ ବଚ୍ଚନଙ୍କ ଘର ଜଲ୍ସାରେ କରୋନା ପହଞ୍ଚିଛି। ବିଗ ବି’ଙ୍କର ଘରୋଇ କର୍ମଚାରୀଙ୍କ ମଧ୍ୟରୁ ଜଣେ କରୋନାରେ ଆକାନ୍ତ ହୋଇଛନ୍ତି। ତାଙ୍କର…
ଶାଢି ଚିରିବା ପରେ ସେଦିନ ଏମିତି ରାଣ ଖାଇଥିଲେ ଦିଦି
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଜାନୁୟାରୀ ୧୯୫୫ରେ ପଶ୍ଚିମବଙ୍ଗର ରାଜଧାନୀ କଲିକତା (ବର୍ତ୍ତମାନ କୋଲକାତା)ର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ମମତା ୧୫ ବର୍ଷ ବୟସରେ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଉତ୍ତୀର୍ଣ୍ଣ…
ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୫।୧(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୬୬କୁ ବୃଦ୍ଧି ପାଇଛି। କେବଳ ଖୋର୍ଦ୍ଧା ଜିଲାରୁ ୨ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…
ମାର୍କେଟ ବିଲ୍ଡିଂ ବନ୍ଦ କଲା ବ୍ୟବସାୟୀ ସଂଘ
ଭୁବନେଶ୍ୱର, ୫।୧(ବ୍ୟୁରୋ): ଭୁବନେଶ୍ୱର ୟୁନିଟ୍-୨ ମାର୍କେଟ ବିଲ୍ଡିଂରେ ଉଠା ଦୋକାନୀଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି। ଏମାନଙ୍କ ପାଇଁ ମାର୍କେଟ ପରିସରରେ ଅନେକ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାସହ ଅଯଥା ଭିଡ଼ ହେଉଛି। ଏପରି ଅଭିଯୋଗ ଆଣି ମାର୍କେଟ ବିଲ୍ଡିଂ ବ୍ୟବସାୟୀ…
ଦାୟିତ୍ୱ ଗ୍ରହଣ କଲେ ଟ୍ରାଫିକ ଡିସିପି ଏସ୍. ସୁଶ୍ରୀ
ଭୁବନେଶ୍ୱର,୫।୧(ବ୍ୟୁରୋ): ଦ୍ୱୈତନଗରୀ କଟକ-ଭୁବନେଶ୍ୱରର ନୂଆ ଟ୍ରାଫିକ ଡିସିପି ଭାବେ ୨୦୧୮ ବ୍ୟାଚ୍ର ଆଇପିଏସ୍ ଅଫିସର ଏସ୍.ସୁଶ୍ରୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ଡିସେମ୍ବର ୨୯ରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ନିଯୁକ୍ତି ମିଳିଥିଲା। କାର୍ଯ୍ୟରେ ଯୋଗଦେବା ପରେ ସେ…
ଚିଲିକାରେ ପକ୍ଷୀ ସଂଖ୍ୟା ୧୬% କମିଲା
ବାଲୁଗାଁ ,୫ା୧(ଡି.ଏନ୍.ଏ.): ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କତ୍ତୃର୍ର୍ପକ୍ଷ (ସିଡିଏ) ପକ୍ଷରୁ ମଙ୍ଗଳବାର ଚିଲିକାରେ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତ ବର୍ଷ ମୋଟ ୧୦ଲକ୍ଷ ୭୪ହଜାର ୧୭୩ଟି ପକ୍ଷୀଙ୍କ ସମାଗମ ହୋଇଛି। ତେବେ ଗତବର୍ଷ ୧୨ଲକ୍ଷ ୪୨ହଜାର…
Archives


