୩୩.୫ ହଜାର ପିଲାଙ୍କୁ ନିଟ୍ ଇଡି-ଟେକ୍ କୋର୍ସ କୁପନ
ଭୁବନେଶ୍ୱର, ୪।୧(ବ୍ୟୁରୋ): ଦେଶରେ ଶୁଭାରମ୍ଭ ହୋଇଥିବା ନିଟ୍ ୩.୦(ନ୍ୟାଶନାଲ ଏଜୁକେଶନାଲ ଏଲାଇନ୍ସ ଫର୍ ଟେକ୍ନୋଲୋଜି) ଅନ୍ତର୍ଗତ ୧୨ ଲକ୍ଷ ସାମାଜିକ-ଆର୍ଥିକ ଅନଗ୍ରସର ଛାତ୍ରୀଛାତ୍ରଙ୍କୁ ୨୫୩ କୋଟି ଟଙ୍କାର ମାଗଣା ନିଟ୍ ଇଡି-ଟେକ୍ କୋର୍ସ ବଣ୍ଟନ କରାଯାଇଛି। ଏହା ଛାତ୍ର ସମାଜ ପାଇଁ…
ଚିଲିକାରେ ପକ୍ଷୀ ଗଣନା ଆରମ୍ଭ
ଭୁବନେଶ୍ୱର,୪।୧(ବ୍ୟୁରୋ): ଚିଲିକାରେ ମଙ୍ଗଳବାର ପକ୍ଷୀ ଗଣନା ଆରମ୍ଭ ହୋଇଛି। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏ ଏହି ଗଣନା ଚାଲିବ। ସେନେଇ ୨୧ଟି ଟିମ୍ରେ ୧୦୫ ଗଣନାକାରୀ ନିୟୋଜିତ ହୋଇଛନ୍ତି। ତିନିଟି ଟିମ୍ ସ୍ଥଳ ଭାଗରେ ଏବଂ ୧୮ଟି ଟିମ୍ ଜଳ…
ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ: ଓ୍ବାର୍ଡ ପୁନର୍ଗଠନ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର,୪।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣାକୁ ଆଉ କିଛିଦିନ ବାକି ରହିଥିବା ବେଳେ ରାଜ୍ୟ ସରକାର ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ନିର୍ବାଚନ ହେବାକୁ ଯାଉଥିବା ୧୦୭ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି), ମ୍ୟୁନିସିପାଲିଟି…
ଶୋଇଲା ବେଳେ କେହି ମାଡ଼ି ବସିବାର ଅନୁଭବ ହେଉଛି କି?
ଅନେକ ସମୟରେ ନିଘୋଡ଼ ନିଦରେ ଶୋଇଥିବାବେଳେ ହଠାତ୍ ନିଦ ଭାଙ୍ଗିଥାଏ। ଉଠିବାକୁ ଚେଷ୍ଟା କଲେ ମଧ୍ୟ ଉଠି ହୁଏନି କି ଗୋଡ଼, ହାତ ହଲାଇବାକୁ ଚେଷ୍ଟାକଲେ ବି ହଲାଇ ହୁଏନି। ସେହି ସମୟରେ ପାଖରେ ଘଟୁଥିବା ପ୍ରତ୍ୟେକ ଘଟଣାକୁ ଅନୁଭବ କଲେ…
ଡିଆର୍ଆଇକୁ ଫେରିଲେ ଓ୍ବାଙ୍ଖଡେ
ମୁମ୍ବାଇ, ୪ା୧: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି)ର ମୁମ୍ବାଇ ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ରାଜସ୍ବ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ(ଡିଆର୍ଆଇ)କୁ ଫେରିଛନ୍ତି। ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ କାରବାର ଲିଙ୍କ୍ ସାମ୍ନାକୁ…
କେନିଆ ଜୀବାଶ୍ମ ବିଜ୍ଞାନୀ ରିଚାର୍ଡ ଲିକିଙ୍କ ପରଲୋକ
ନାଇରୋବି, ୪ା୧: ସାରା ବିଶ୍ୱରେ ପରିଚିତ କେନିଆର ଜୀବାଶ୍ମ ବିଜ୍ଞାନୀ ତଥା ସଂରକ୍ଷଣବାଦୀ ରିଚାର୍ଡ ଲିକିଙ୍କର ପରଲୋକ ହୋଇଛି। ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଏ ନେଇ କେନିଆ ରାଷ୍ଟ୍ରପତି ଉହୁରୁ କେନ୍ୟାଟ୍ଟା ରବିବାର ସୂଚନା ଦେଇଛନ୍ତି। ସେ ଚର୍ମ…
ବଲିଉଡ୍ରେ ଡେବ୍ୟୁ କରିବେ ଆଲ୍ଲୁ!
ମୁମ୍ବାଇ: ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ ନିଜର ଅନ୍ଦାଜ ଓ ଅଭିନୟ ପାଇଁ ବେଶ୍ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଲୁକ୍ ଏବଂ ଆଉଟ୍ଫିଟକୁ ପ୍ରଶଂସକ ମଧ୍ୟରେ କ୍ରେଜ୍ ବଢେ। ତାଙ୍କ ଫିଲ୍ମକୁ ପ୍ରଶଂସକ ଅପେକ୍ଷା କରି ରହିଥାନ୍ତି। ନିକଟରେ ତାଙ୍କର ଏକ…
ପାଣିକୁ ଦେଖି କୁକୁର ହେଉଛି ଏପରି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
କୋଲେଷ୍ଟରଲକୁ ନିୟନ୍ତ୍ରଣ କରିବ ଟମାଟୋ
ଆମ ଶରୀରରେ କୋଲେଷ୍ଟରଲ ପରିମାଣ ସନ୍ତୁଳିତ ରହିବା ନିହାତି ଦରକାର। ଯଦି ଏଥିରେ ଅସନ୍ତୁଳନ ଦେଖିବାକୁ ମିଳେ, ତେବେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ କୋଲେଷ୍ଟରଲକୁ ସନ୍ତୁଳିତ ରଖିବାର ଏକ ସହଜ ତଥା ସରଳ ଉପାୟ ରହିଛି। ତାହା…
ମହାରାଷ୍ଟ୍ରରେ କରୋନା ସହ ମାଡି ଚାଲିଛି ଓମିକ୍ରନ୍: ୬୮ ସଂକ୍ରମିତ ଚିହ୍ନଟ
ମୁମ୍ବାଇ,୪ ।୧: ମହାରାଷ୍ଟ୍ରରେ ସୋମବାର ୧୨,୧୬୦ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି । ୨୪ ଘଣ୍ଟାରେ ୧୧ ଜଣଙ୍କ ମୃତ୍ୟୁ ବି ହୋଇଛି । ସଂକ୍ରମିତଙ୍କ ମଧ୍ୟରୁ ୮୦୮୨ଜଣ କେବଳ ମୁମ୍ବାଇରୁ ବୋଲିି ଜଣାପଡିଥିବା…
ଦୃଷ୍ଟିବାଧିତଙ୍କ ସୃଜନଶୀଳତା ପାଇଁ ବ୍ରେଲି
ମନର କଥା ଏବଂ ସୃଜନଶୀଳତାର ପରିପ୍ରକାଶ ପାଇଁ ସଭିଙ୍କ ମନରେ ଥାଏ ବହୁ ଉତ୍କଣ୍ଠା। ମାତ୍ର ଦୃଷ୍ଟିବାଧିତଙ୍କ ଭଳି କେତେକଙ୍କ ପକ୍ଷରେ ଅକ୍ଷର ଚିହ୍ନିବା ପଢ଼ିବା ଏବଂ ଏହାର ପରିପ୍ରକାଶ ନିଜସ୍ବ ଢଙ୍ଗରେ କରିବା ସମ୍ଭବ ହୋଇ ପାରି ନ ଥାଏ।…
ଜାମିନରେ ଆସିବା ପରେ ପୋଲିସ ନାଁରେ ଅଭିଯୋଗ
ସମ୍ବଲପୁର,୪ା୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ଥାନା ପରିସରରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ମାରପିଟ କରିଛି। ଏକ ମାମଲାରେ ଜେଲ ଯାଇ ଜାମିନରେ ଆସିବା ପରେ ଧର୍ମେନ୍ଦ୍ର ଗିିରି ନାମକ ଯୁବକ ବୁର୍ଲା ଥାନା…
Archives


