ଚାଷ, ପାନୀୟ ଜଳ ପ୍ରଭାବିତ ହେବ
କେନ୍ଦ୍ରାପଡ଼ା ଅଫିସ,୩୧ା୧୨: ଖରାଦିନ ଆରମ୍ଭ ହୋଇନାହିଁ। ହେଲେ କେନ୍ଦ୍ରାପଡ଼ା ସହର ପାଇଁ ପାନୀୟ ଜଳସ୍ତର ଶୁଖିବାକୁ ଆରମ୍ଭ ହେଲାଣି। ପିଏଚ୍ଡି ଓ ଜଳସମ୍ପଦ ବିଭାଗ ପକ୍ଷରୁ ସହରର ପାଣି ଯୋଗାଣ ପାଇଁ କଳପଡ଼ା ମୋଟର ହାଉସ ପର୍ଯ୍ୟନ୍ତ ଲୁଣା ନଦୀଗର୍ଭରୁ ନାଳି…
ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୮ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୨୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୧୩୧ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୯୭ ଜଣ ଲୋକାଲ କେସ…
ଖୁବଶୀଘ୍ର ବିଦେଶ ଯିବେ ତେଜସ୍ୱୀ!
ପାଟନା,୩୧ ।୧୨: ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ଅର୍ଥାତ୍ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଖୁବଶୀଘ୍ର ପତ୍ନୀ ରେଚେଲ ଓରଫ ରାଜଶ୍ରୀଙ୍କୁ ନେଇ ହନିମୁନ କରିବାକୁ ବିଦେଶ ଯାତ୍ରା କରିପାରନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତେଜସ୍ୱୀଙ୍କ…
୩ ଦିନ କାଳିଜାଇ ଦର୍ଶନ ମନା
ଭୁବନେଶ୍ୱର,୩୧।୧୨(ବ୍ୟୁରୋ): କାଳିଜାଇ ମନ୍ଦିର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଆଜି ଠାରୁ ଜାନୁୟାରୀ ୨ ପର୍ଯ୍ୟନ୍ତ ପର୍ଯ୍ୟଟକ ଦର୍ଶନ କରିବାକୁ ବାରଣ କରାଯାଇଛି। ସଂକ୍ରମଣ ଆଶଙ୍କା ଯୋଗୁ ସର୍ବସାଧାରଣଙ୍କ ଲାଗି ମନ୍ଦିର ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ହୋଇଛି। ଆଜି ସକାଳ…
ଶିମିଳିପାଳ ୨ ଦିନ ବନ୍ଦ
ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟ ଶୁକ୍ରବାର ଏବଂ ଶନିବାର ବନ୍ଦ ରହିବ । ଘନ କୁହୁଡି ଯୋଗୁ ରାସ୍ତା ଠିକ୍ ଭାବେ ଦେଖାଯାଉ ନ ଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା…
ଦକ୍ଷିଣ ଆଫ୍ରିକାରୁ ହଟିଲା ନାଇଟ୍ କର୍ଫ୍ୟୁ: ସର୍ବପ୍ରଥମେ ଏଠାରେ ଚିହ୍ନଟ ହୋଇଥିଲା ଓମିକ୍ରନ୍
କେପଟାଉନ,୩୧ ।୧୨: ଗୋଟିଏ ପଟେ ସାରା ବିଶ୍ୱରେ କରୋନା ଓ ଓମିକ୍ରନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକାରେ ନାଇଟ କର୍ଫ୍ୟୁକୁ ଉଠାଇ ଦିଆଯାଇଛି । ସର୍ବପ୍ରଥମେ ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ଚିହ୍ନଟ…
ସୁସ୍ମିତା ସେନ୍ଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପ୍ରେମିକ ରୋହମାନ ଶଲଙ୍କ ସହ ଦୀର୍ଘ ଦିନର ସମ୍ପର୍କ ଶେଷ ହେବା ପରେ ସେ ତାଙ୍କ ଜୀବନରେ ଆଗକୁ ବଢୁଛନ୍ତି। ବୋଲ୍ଡ ଅଭିନେତ୍ରୀ ଭାବେ ଜଣାଶୁଣା ସୁସ୍ମିତା ଏକ ବିଳାଶପୂର୍ଣ୍ଣ ଜୀବନଶୈଳୀ…
ସଲମାନଙ୍କ ମଜା ଉଡ଼ାଇଲେ ରାମଗୋପାଳ ବର୍ମା
ମୁମ୍ବାଇ: ସୋସିଆଲ ମିଡିଆରେ ଫିଲ୍ମ ନିର୍ଦ୍ଦେଶକ ରାମଗୋପାଳ ବର୍ମା ସଲମାନ ଖାନଙ୍କୁ ପରିହାସ କରିଛନ୍ତି। ସଲମାନଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ସାପ କାମୁଡ଼ିଥିଲା। ଏହା ପରେ ସଲମାନ ପାନଭେଲର ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସାପ ବିଷାକ୍ତ ନ…
ସଫଳତାର ରାଜ୍ ଖୋଲିଲେ ରାହୁଲ
ସେଞ୍ଚୁରିୟନ୍,୩୧।୧୨: ଭାରତୀୟ ଓପନର୍ କେ.ଏଲ ରାହୁଲ ଦୃଢ ପ୍ରଦର୍ଶନ କରୁଛନ୍ତି। ଏହି କାରଣରୁ ତାଙ୍କୁ ଟେଷ୍ଟ ଦଳର ଉପଅଧିନାୟକ କରାଯାଇଥିଲା। ସେଣ୍ଟୁରିୟନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ରାହୁଲ ଏକ ଶତକ ହାସଲ କରିଥିଲେ। ସେ ପ୍ରଥମ…
ବାପାଙ୍କ ଦେଇଥିବା ଗୋଟିଏ ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ଭାଙ୍ଗିନାହାନ୍ତି ସଚିନ ତେନ୍ଦୁଲକର
ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଭଗବାନ କୁହାଯାଏ। ସେ ଦିନିକିଆରେ ୧୫,୯୨୧ ରନ ଏବଂ ଟେଷ୍ଟରେ ୧୮,୪୨୬ ରନ ସ୍କୋର କରିଛନ୍ତି। ସମସ୍ତ ଫର୍ମାଟରେ ସଚିନଙ୍କ ନାମରେ ୧୦୦ଟି ଅନ୍ତର୍ଜାତୀୟ ଶତକ ଅଛି। ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ପ୍ରଥମ ଡବଲ ଶତକ…
୩ ଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ
ପୁରୀ ଅଫିସ, ୩୧ା୧୨:ଓମିକ୍ରନ ସଂକ୍ରମଣ ଓ ଭିଡ଼କୁ ଆଶଙ୍କା କରି ପୁରୀ ଶ୍ରୀମନ୍ଦିରରେ ୩୧ତାରିଖଠାରୁ ଜାନୁୟାରୀ ୧ ଓ ୨ତାରିଖ ପର୍ଯ୍ୟନ୍ତ ସାଧରଣ ଦର୍ଶନ ବନ୍ଦ ରହିବ। ଏପରିକି ଜିଲାର ସମସ୍ତ ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେଶନ୍ ଉପରେ ପ୍ରଶାସନ ପକ୍ଷରୁ…
ଆଜି କ୍ୟାବିନେଟ୍ ବୈଠକ
ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ):ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସାଢେ ୧୨ଟା ସମୟରେ ଲୋକସେବା ଭବନଠାରେ ଅନୁଷ୍ଠିତ ହେବ। ଭର୍ଚୁଆଲ ମୋଡ୍ରେ ବସିବାକୁ ଥିବା କ୍ୟାବିନେଟ୍ରେ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିବାର କାର୍ଯ୍ୟକ୍ରମ ରହିଛି।…
Archives


