ରଣବୀରଙ୍କ ଆଖିରେ ଲୁହ
ବଲିଉଡ୍ ଅଭିନେତା ରଣବୀର ସିଂ ଆଜିକାଲି ତାଙ୍କ ଟିଭି ସୋ ‘ବିଗ ପିକ୍ଚର୍’ ସହିତ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରୁଛନ୍ତି। ସାଧାରଣ ଲୋକଙ୍କ ସହିତ ସେଲିବ୍ରିଟିମାନେ ମଧ୍ୟ ଏହି ଶୋ’ରେ ଅଂଶଗ୍ରହଣ କରନ୍ତି। ଏହି ଧାରାବାହିକରେ, ନୂଆ ବର୍ଷ ଅବସରରେ ବଲିଉଡର…
ମିରଟରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି
ମିରଟ,୨ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶର ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟ ‘ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ୱବିଦ୍ୟାଳୟ’ର ଶିଳାନ୍ୟାସ କରିଛନ୍ତି । ଉତ୍ତର ପ୍ରଦେଶର ଶରଧାନା ସହରର ସଲାୱା ଓ କାଇଲି ଗାଁରେ ୭୦୦ କୋଟି ଟଙ୍କା ବ୍ୟୟରେ ଏହି…
ପିକ୍ନିକ୍ କରିବାକୁ ଯାଇ ଆଉ ଘରକୁ ଫେରିଲେନି ୨ ଯୁବକ, ଗଡ଼ିଆରୁ ବାଇକ୍ ସହ ମିଳିଲା ମୃତଦେହ
କେନ୍ଦ୍ରାପଡ଼ା ଅଫିସ,୨।୧: ନୂଆବର୍ଷରେ ପିକ୍ନିକ୍ କରିବାକୁ ଯାଇ ଆଉ ଘରକୁ ଫେରିଲେନି ୨ ଯୁବକ। ରବିବାର ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ସହିତ ଏକ ବାଇକ ମଧ୍ୟ ଜବତ ହୋଇଛି। ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲାରେ। ମୃତକ ଦ୍ୱୟ…
ଉଚ୍ଚଶିକ୍ଷିତ ହୋଇ ବି ରାସ୍ତାକଡ଼ରେ ଲଗାଇଛନ୍ତି ଷ୍ଟଲ
ଭଲ ପାଠ ପଢ଼ିଲେ, ବଡ଼ ଚାକିରି କରିବ। ଛୋଟବେଳୁ ପିଲାଙ୍କୁ ଏଇ କଥା ଶିଖାଯାଏ; ଯାହା ତା’ର ମନ ଭିତରେ ଘର କରିଯାଏ। ତେଣୁ ଅନେକ କ୍ଷେତ୍ରରେ ଲକ୍ଷ୍ୟ କେବଳ ବଡ଼ ଚାକିରି କରିବାରେ ସୀମିତ ରହିଯାଏ। ସେଇଥିପାଇଁ ଉଚ୍ଚଶିକ୍ଷିତ ହେବା…
ଦୁନିଆର ସବୁଠୁ ଶକ୍ତିଶାଳୀ ପ୍ରାଣୀ
ଦୁନିଆରେ ଅନେକ ପ୍ରକାର ପ୍ରାଣୀ ଅଛନ୍ତି। ଏହି ପ୍ରାଣୀମାନଙ୍କ ମଧ୍ୟରୁ କେତେକ ଭୟଙ୍କର, ଆଉ କେତେକ ଶାନ୍ତ ସ୍ବଭାବର। କେହି କେହି ମାଂସ ଖାଇ ପେଟକୁ ଭରନ୍ତି, ଆଉ କେହି ଘାସ ଖାଆନ୍ତି। କେତେକ ପଶୁ ଶକ୍ତିଶାଳୀ, କେତେକ ଦୁର୍ବଳ। କିଛି…
ଆଇଏଏମ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ୧୭ ଡାକ୍ତର କରୋନା ପଜିଟିଭ, ନୀତୀଶ ବି ହୋଇଥିଲେ ସାମିଲ
ପାଟନା, ୨ ।୧: ଦେଶରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଇତିମଧ୍ୟରେ ସତର୍କ ରହିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାରି ଭିତରେ ବିହାରରେ ଡାକ୍ତରମାନେ କରୋନା ସଂକ୍ରମଣ ହୋଇଯିବା ଚିନ୍ତାର…
ଏସବୁ ଜିନିଷ ଭୁଲ୍ରେ ବି ଧାର ଦିଅନ୍ତୁ ନାହିଁ, ନଚେତ…
ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ହେଉଛି ମାନବିକତା। ଏଇ ଶିକ୍ଷା ଆମ ସମସ୍ତଙ୍କୁ ପିଲାଟି ବେଳୁ ଘରେ ଦିଆଯାଇଥାଏ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କେତୋଟି ଜିନିଷ ରହିଛି, ଯାହାକୁ ଭୁଲ୍ରେ ମଧ୍ୟ କାହାରିକୁ ଦାନ କିମ୍ବା ଧାର୍…
ଶର୍ଟଲେସ୍ ହେଲେ ରଣବୀର
ମୁମ୍ବାଇ: ବଲିଉଡ୍ର ମୋଷ୍ଟ ହ୍ୟାଣ୍ଡସମ ଏବଂ ଏନର୍ଜେଟିକ୍ ଅଭିନେତା ରଣବୀର ସିଂହ ନୂଆବର୍ଷର ପ୍ରଥମ ଦିନଟି ବେଶ୍ ଭଲରେ କାଟିଛନ୍ତି। ଲେଡି ଲଭ୍ ଦୀପିକା ପାଦୁକୋନଙ୍କ ସହ ସେ ନୂଆବର୍ଷ ପାଳନ କରିଥିବା ଦେଖିବାକୁ ମିଳିଛି। ପ୍ରଶଂସକମାନଙ୍କ ପାଇଁ ରଣବୀର ଏହି…
୩ ବର୍ଷର ଶିଶୁକନ୍ୟାଙ୍କୁ କ୍ଷତବିକ୍ଷତ କଲେ ୫ ବୁଲା କୁକୁର…
ଭୋପାଳ, ୨।୧ : ବୁଲା କୁକୁରଙ୍କ ଦୌରାତ୍ମ୍ୟ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବୃଦ୍ଧି ପାଇବାରେ ଲାଗିଛି। ସ୍ଥାନୀୟ ବାଗସଓ୍ବେନିଆର ଅଞ୍ଜଳି ବିହାର ଫେଜ୍-୨ରେ ତିନି ବର୍ଷର ନିରୀହ ଶିଶୁକନ୍ୟାଙ୍କ ଉପରେ ୫ ବୁଲା କୁକୁର ଆକ୍ରମଣ କରି କ୍ଷତବିକ୍ଷତ କରିଛନ୍ତି। ଏହି…
ରାଜ୍ୟରୁ ପୁଣି ଜଣଙ୍କ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨।୧(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୬୩କୁ ବୃଦ୍ଧି ପାଇଛି। ମୃତକ ଖୋର୍ଦ୍ଧା ଜିଲାର। ତେବେ ଆଜି ରାଜ୍ୟରେ ୪୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଜଳସେଚନ ଏବେ ବି ସ୍ଵପ୍ନ
କେନ୍ଦ୍ରାପଡ଼ା ଅଫିସ, ୨ା୧: ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳର ୧୯,୫୪୨ ହେକ୍ଟର ଜମି ଜଳସେଚିତ ହେବ। ବର୍ଷ ସାରା ଅର୍ଥଭିତ୍ତିକ କୃଷି କୃଷକଙ୍କୁ ସମୃଦ୍ଧ କରିବ। ଏପରି ସ୍ଵପ୍ନ ଗତ ୨୩ ବର୍ଷ ପୂର୍ବେ ଜିଲାର ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ ସମେତ…
୫ ବର୍ଷରେ ଗଲାଣି ୭ ଜୀବନ
ବେଗୁନିଆ,୨।୧(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଓ ବ୍ଲକ ଅଞ୍ଚଳର ବେଆଇନ ଭାବେ ବାଣ ପ୍ରସ୍ତୁତ କରାଯାଉଛି। ପ୍ରସ୍ତୁତକାରୀ ଏବଂ ବ୍ୟବସାୟୀଙ୍କ ଉପରେ କଟକଣା ନ ଥିବାରୁ ଗତ ୫ବର୍ଷରେ ୭ଜଣଙ୍କ ଜୀବନ ଯାଇଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।…
Archives


