ଗିରଫ ବେଳେ ଥାନା ଅଧିକାରୀଙ୍କୁ ଛୁରାମାଡ଼
ଭବାନୀପାଟଣା,୯।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ଥାନା ମୁଖୀଗୁଡ଼ା ଓଏଚ୍ପିସି କର୍ମଚାରୀ କୁଳମଣି ରଥ ଶନିବାର ରାତିରେ କର୍ମଚାରୀ କାଳୁଚରଣ ଭୂୟାଁ ଓ ତାଙ୍କ ପୁଅ ଦୀପ୍ତିକୃଷ୍ଣଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…
ପ୍ରବାସରେ ଦେଶପ୍ରେମ
ଭାରତ ବାହାରେ ବାସକରୁଥିବା ଭାରତୀୟଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁ ବହୁ ସମୟରେ ଦେଶ ଗର୍ବିତ ହୋଇଥାଏ। ପ୍ରବାସରେ ପ୍ରବାସୀଙ୍କ ଦେଶପ୍ରେମର ବହୁ ଉଦାହରଣ ମଧ୍ୟ ରହିଛି। ଜାତିର ପିତା ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ପ୍ରବାସରେ ଥିବା ସମୟରେ ପ୍ରଥମ ଅହିଂସା…
ଗଣମାଧ୍ୟମ ସହ କଥା ହେଉନାହାନ୍ତି କୋହଲି
ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ଦକ୍ଷିଣ ଆଫ୍ରିକା ଗସ୍ତ କରିବା ପୂର୍ବରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦଳର ଅଧିନାୟକ ପଦବୀରୁ ହଟାଯିବା ପ୍ରସଙ୍ଗରେ ନିଜର ମତ ପ୍ରକାଶ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହି ଟିମ୍…
ଚୁମ୍ବନକୁ ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ
ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ୍ ଫର୍ନାଡିଜ୍ ଏବେ ଚର୍ଚ୍ଚାରେ ରହିଛନ୍ତି। ଠଗ୍ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କକୁ ନେଇ ଏବେ ବଲିଉଡ୍ରେ ଚର୍ଚ୍ଚା। ଏହି ଚର୍ଚ୍ଚା ଭିତରେ ଆଉ ଏକ ନୂଆ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ସୁକେଶ ଜ୍ୟାକଲିନଙ୍କୁ ଚୁମ୍ବନ ଦେଉଥିବାର…
କାଲିଠୁ ଦର୍ଶନ ଦେବେନି ଶ୍ରୀଜିଉ: ଆଜି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ପୁରୀ ଅଫିସ,୮ା୧: ଶନିବାର ଶ୍ରୀକ୍ଷେତ୍ରରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି। ରବିବାରଠାରୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହୁଥିବାରୁ ଆଜି ଶ୍ରୀଜିଉଙ୍କ ଦର୍ଶନ ଲାଗି ଏପରି ଜନସମୁଦ୍ର ଦେଖିବାକୁ ମିଳିଛି। ମରିରିକୋଟ ଛକଠାରୁ ସିଂହଦ୍ୱାର ଯାଏ ଏହି ଭିଡ଼ ଲାଗିଛି।…
ରାସ୍ତାରେ ଜଳିଗଲା ଲୁହାପଥର ବୋଝେଇ ଟ୍ରକ୍
ବଡ଼ବିଲ,୮ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଭଦ୍ରାସାହି-ଗୁଆଲି ୫୨୦ ନମ୍ବର ଜାତୀୟ ରାଜପଥର ବାରବାଙ୍କଠାରେ ଏକ ଲୁହାପଥର ବୋଝେଇ ଟ୍ରକରେ ନିଆଁ ଲାଗି ଜଳିଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ଗୁଆଲି ଆଡୁ ଭଦ୍ରାସାହି ଆଡ଼କୁ ଆସୁଥିବା ଓ ୩୯୧୮ ନମ୍ବର ବିଶିଷ୍ଟ…
ପାରଳାଖେମୁଣ୍ଡି ଷ୍ଟାଡିୟମରେ ଅଜଣା ହେଲିକପ୍ଟର ଅବତରଣ
ପାରଳାଖେମୁଣ୍ଡି,୮।୧(ଡି.ଏନ୍.ଏ.): ଗଜପତି ଜିଲା ସଦର ମହକୁମାଠାରେ ଶନିବାର ଅପରାହ୍ନ ସମୟରେ ଏକ ଅଜଣା ହେଲିକପ୍ଟର ଅଚାନକ ପାରଳାଖେମୁଣ୍ଡି ଷ୍ଟାଡିୟମରେ ଅବତରଣ ପାଇଁ ଉଦ୍ୟମ କରଥିଲା। ମାତ୍ର ଏହା କାହିଁକି ଅବତରଣ କରିଥିଲା ତାହା ଅସ୍ପଷ୍ଟ ରହିଛି। ବିପଦପୂର୍ଣ୍ଣ ଭାବରେ ଅବତରଣ କରି…
ଦୁଇ ଦୁଇଥର ବିବାହ କରିବାକୁ ନିଷ୍ପତ୍ତି ନେଇ ଫେରିଆସିଛନ୍ତି ଏହି ଅଭିନେତ୍ରୀ
ବମ୍ବେ: ଜୀବନରେ ପ୍ରେମର ବସନ୍ତ ବେହୁଛି, ହେଲେ କଥା ବିବାହ ଯାଏ ଯାଉନାହିଁ। ଆମେ କଥା ହେଉଛୁ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ କଥା। କିଛି ଦିନ ପୂର୍ବେ ସେ ପ୍ରେମିକ ରୋହମନ ସଲ୍ଙ୍କଠାରୁ ଅଲଗା ହୋଇଯାଇଥିବା ନେଇ ଘୋଷଣା…
ଧୋନୀ ମୋ ହିରୋ: ରଶ୍ମିକା
ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ ତଥା ନ୍ୟାଶନାଲ କ୍ରସ ରଶ୍ମିକା ମନ୍ଦନା ନିଜର ଚୁଲବୁଲୀ ସ୍ବଭାବକୁ ନେଇ ଜଣାଶୁଣା। ‘ଡିଅର୍ କ୍ରୋମ୍ରେଡ୍’ ଚଳଚ୍ଚିତ୍ରରେ ହାତରେ ବ୍ୟାଟ୍ ଧରି ବୋଲର୍ଙ୍କ ଝାଳ ବୁହାଇଦେଇଥିଲେ ସେ। ବାସ୍ତବ ଜୀବନରେ ସେ ମଧ୍ୟ…
ବୋଲ୍ଡ ଫଟୋ ଶେୟାର କଲେ କାଜଲଙ୍କ ଝିଅ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଜଲ ଏବଂ ଅଭିନେତା ଅଜୟ ଦେବଗନଙ୍କ ଝିଅ ନିସା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି। କହିବାକୁ ଗଲେ ସୋସିଆଲ ମିଡିଆରେ ଜଣେ ଲୋକପ୍ରିୟ ଚେହେରା। ଯିଏ କି ପ୍ରଶଂସକଙ୍କ ପାଇଁ ସବୁବେଳେ କିଛି ନା କିଛି…
ସୁସ୍ଥ ହୋଇ କାମ ଆରମ୍ଭ କଲେଣି ଦୀପିକା
ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବା ବେଳେ ଏହାଦ୍ୱାରା ସବୁ ବର୍ଗର ଲୋକେ ସଂକ୍ରମିତ ହେଉଛନ୍ତି । ବଲିଉଡ୍ ଦୁନିଆ ବି ଏଥିରୁ ବାଦ୍ ଯାଇନାହିଁ । ବହୁ ସତର୍କତା ପରେ ବି କେତେଜଣ କଳାକାର କରୋନାରେ…
୨୮ ବର୍ଷର ଏହି ଯୁବକ ଝିଅ ଜନ୍ମ କରି ଚର୍ଚ୍ଚାରେ! ପଚାରିବାରେ ଫିଟିଲା ଚମକାଇବା ଭଳି ଗୁମର
ଦୁନିଆ ଅଜବ ରହସ୍ୟରେ ପରିପୂର୍ଣ୍ଣ। ବେଳେବେଳେ ଏପରି ସତ ପଦାକୁ ଆସେ, ଯାହା ବିଷୟରେ ଜାଣି ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି। ବିଶେଷକରି ପ୍ରକୃତି ବିପରିତ କିଛି ହେଲେ ତାହା ଉପରେ ବିଶ୍ୱାସ କରିବା କଷ୍ଟକର ହୁଏ। ଆମେରିକାରୁ ସେଭଳି ଏକ ଆଶ୍ଚର୍ଯ୍ୟଜନକ…
Archives


