ବିମାନବନ୍ଦରରେ କମୁଛି ଯାତ୍ରୀଙ୍କ ସଂଖ୍ୟା
ଭୁବନେଶ୍ୱର, ୮।୧(ବ୍ୟୁରୋ): କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବଢିଚାଲିଛି। ଏଥି ଯୋଗୁ ଭୁବନେଶ୍ୱର ବିମାନବନ୍ଦରରେ ଯାତ୍ରୀ ସଂଖ୍ୟା ହ୍ରାସ ପାଇଛି। ଏ ନେଇ ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି। ଦୈନିକ ଯାତ୍ରୀ ସଂଖ୍ୟା ୧୨ ହଜାର…
ଫିଲ୍ମଠାରୁ କମ୍ ନୁହେଁ ପ୍ରେମକାହାଣୀ; ଭିନ୍ନ ଧର୍ମର ସତ୍ତ୍ୱେ…
ବମ୍ବେ: ଫିଲ୍ମ କଳାକାର-କ୍ରିକେଟରମାନଙ୍କ ମଧ୍ୟରେ ପ୍ରେମସମ୍ପର୍କ କିଛି ନୂଆ କଥା ନୁହେଁ। ଅନେକ ପ୍ରେମକାହାଣୀ ଏଭଳି ଗଢ଼ିଉଠିଛି। ସେଥିମଧ୍ୟରୁ ଭାରତୀୟ କ୍ରିକେଟର ଜାହିର ଖାନ୍ ଏବଂ ଅଭିନେତ୍ରୀ ସାଗରିକା ଘାଟଗେଙ୍କ କାହାଣୀ ଅନ୍ୟତମ। ଫିଲ୍ମ ‘ଚକ୍ ଦେ ଇଣ୍ଡିଆ’ରୁ ଡେବ୍ୟୁ କରିଥିଲେ…
ବଢୁଛି ସଂକ୍ରମଣ, ଲୋକେ ଆତଙ୍କିତ
ପାଟଣା,୮।୧(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି। ହେଲେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗାଁରେ ପହଞ୍ଚି ଲୋକଙ୍କ ନମୁନା ସଂଗ୍ରହ କରିଛନ୍ତି।…
ଏକ ସପ୍ତାହ ମଧ୍ୟରେ ୨ କୋଟି କିଶୋରଙ୍କୁ ଦିଆଗଲାଣି କରୋନା ଟିକା: ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୮ ।୧: କରୋନା ମହାମାରୀ ସହ ଲଢିବା ପାଇଁ ସପ୍ତାହେ ହେବ କିଶୋର ଅର୍ଥାତ୍ ୧୫-୧୮ ବର୍ଷ ବୟସର ପିଲାମାନଙ୍କୁ ସାରା ଦେଶରେ ଟିକା ଦିଆଯାଉଛି । ଏକ ସପ୍ତାହ ମଧ୍ୟରେ ଦେଶର ପ୍ରାୟ ୨ କୋଟି କିଶୋରଙ୍କୁ କରୋନା ଟିକା…
ପୁରୀ ସ୍ବର୍ଗଦ୍ୱାରରେ ହେଲା କଟକଣା
ପୁରୀ ଅଫିସ, ୮।୧: ପୁରୀ ସ୍ବର୍ଗଦ୍ୱାରରେ ସୋମବାରରୁ ଶବଦାହ ଉପରେ କଟକଣା ଲାଗୁ ହୋଇଛି। ଏଣିକି ସ୍ବର୍ଗଦ୍ୱାରରେ ବାହାର ଜିଲାର ଲୋକଙ୍କ ଶବଦାହ କରିବାକୁ ଅନୁମତି ଦିଆଯିବ ନାହିଁ। କେବଳ ପୁରୀ ଜିଲାର ଲୋକ ପରିଚୟ ପତ୍ର ଦେଖାଇ ଶବଦାହ କରିବାକୁ…
ପାକିସ୍ତାନ ଖେଳାଳୀଙ୍କୁ ଉପହାର ଦେଲେ ଧୋନି
ନୂଆଦିଲ୍ଲୀ,୮ ।୧: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ସର୍ବଦା ତାଙ୍କ ସରଳତାକୁ ନେଇ ଥାଆନ୍ତି ଚର୍ଚ୍ଚାରେ । ଆଜି ସେ କ୍ରିକେଟରୁ ସନ୍ୟାସ ନେଇ ସାରିଥିଲେ ବି ତାଙ୍କ ପ୍ରଶଂସକଙ୍କ ହୃଦୟରେ ରହିଛନ୍ତି । ତାଙ୍କର ପ୍ରଶଂସକ…
ମାଟିତଳେ ଲୁଚାଯାଇଥିଲା ବିସ୍ଫୋରକ
ମାଲକାନଗିରି,୮।୧(ଡି.ଏନ୍.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ନୂତନ କରି ନିର୍ମାଣ ହୋଇଥିବା ଘନବେଡା ସିଓବି ୯ ବାଟାଲିୟନର ବିଏସ୍ଏଫ୍କୁ ଏକ ବଡ଼ ସଫଳତା ମିଳିଛି। ଜଙ୍ଗଲରେ କିଛି ମାଓବାଦୀ ସାମଗ୍ରୀ ଲୁଚାଇ ରଖିଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇ ଶନିବାର ଯବାନମାନଙ୍କ…
ଗଞ୍ଜାମରେ ସମସ୍ତ ଧର୍ମାନୁଷ୍ଠାନ ୯ରୁ ବନ୍ଦ
ଛତ୍ରପୁର,୮।୧(ଡି.ଏନ୍.ଏ.): ରାଜ୍ୟରେ କରୋନା ଏବଂ ଓମିକ୍ରନ୍ ଭାରିଆଣ୍ଟ ବୃଦ୍ଧିକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ପ୍ରଶାସନିକ ରଖି କଟକଣା କଡ଼ାକଡ଼ି କରାଯାଇଛି। ଏ ନେଇ ଗଞ୍ଜାମ ଜିଲାରେ ସମସ୍ତ ଧର୍ମାନୁଷ୍ଠାନ ସର୍ବସାଧାରଣଙ୍କ ପାଇଁ ୯ ତାରିଖରୁ ବନ୍ଦ ରହିବ। ମା’ ତାରାତାରିଣୀ,…
ବ୍ରିଟେନ୍ରୁ ଆମେରିକା ଯାଏ ଥିଲା ନାମ, ଆଜି ଯାଏ କେହି ଭାଙ୍ଗିନି ରେକର୍ଡ
ବମ୍ବେ: ଦର୍ଶକଙ୍କ ହୃଦୟରେ ଜାଗା ସୃଷ୍ଟି କରିବାରେ ସଫଳ ହେବା ଜଣେ ପୋଖତ କଳାକାରର ଲକ୍ଷଣ। ସେଭଳି ଜଣେ କଳାକାର ଥିଲେ ସଇଦ ଜାଫରୀ। ସେ ଜଣେ ଭାରତୀୟ-ବ୍ରିଟିଶ ଅଭିନେତା ଥିଲେ। ରେଡିଓ, ଷ୍ଟେଜ୍, ଟେଲିଭିଜନ ସହ ଫିଲ୍ମରେ ତାଙ୍କର ଦବଦବା…
ତୃତୀୟ ଟେଷ୍ଟକୁ ଫେରିବେ ଅଧିନାୟକ କୋହଲି
ଜୋହନ୍ସବର୍ଗ,୮।୧: ପିଠିରେ ଯନ୍ତ୍ରଣା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟ ଖେଳିବାରୁ ବଞ୍ଚିତ ହୋଇଥିବା ଅଧିନାୟକ ବିରାଟ କୋହଲି କ୍ରମେ ସୁସ୍ଥ ହେବାରେ ଲାଗିଛନ୍ତି। ମଙ୍ଗଳବାରଠାରୁ କେପ୍ଟାଉନ୍ରେ ଆରମ୍ଭ ହେବାକୁ ଥିବା ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଫେରିବାର ସମ୍ଭାବନା…
ଅପରାହ୍ନରେ ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା
ନୂଆଦିଲ୍ଲୀ,୮।୧: ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ଆଜି ଅପରାହ୍ନ ୩ଟା ୩୦ରେ ଘୋଷଣା କରାଯିବ। ତେବେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ ବୋଲି ସୂଚନା ରହିଛି। ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ, ମଣିପୁର ଏବଂ ଉତ୍ତରାଖଣ୍ଡରେ ନିର୍ବାଚନ…
ଆଉ ଜଣେ ଅଭିନେତ୍ରୀ କରୋନା ପଜିଟିଭ୍
ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି। ତେବେ ଏଥିରୁ ଅଭିନେତା ଏବଂ ଅଭିନେତ୍ରୀ ବାଦ୍ ପଡିନାହାନ୍ତି। ନିକଟରେ ଅଭିନେତ୍ରୀ ତ୍ରିଶା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଏବେ ସୁସ୍ଥ…
Archives


