ଦିନକରେ ୨୦ ଲକ୍ଷ ୭୧ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ…
ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୯।୧ : ଗୋଟିଏ ଦିନରେ ପୃଥିବୀରେ ୨୦ ଲକ୍ଷ ୭୧ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୫ ହଜାର ୨୮୬ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାରେ ଏହି ସମୟ ମଧ୍ୟରେ ସର୍ବାଧିକ…
ଓଡ଼ିଶାରେ ପହଞ୍ଚିଲା ୩୦ ହଜାର ଓମିସିୟୋର କିଟ୍
ଭୁବନେଶ୍ୱର,୧୯।୧(ବ୍ୟୁରୋ): ଓମିକ୍ରନ ଚିହ୍ନଟ ପାଇଁ ଓଡ଼ିଶାରେ ପହଞ୍ଚିଛି ୩୦ ହଜାର ଓମିସିୟୋର କିଟ୍ । ଏହାଦ୍ୱାରା ସହଜରେ ଓମିକ୍ରନ ଭାରିଆଣ୍ଟକୁ ଚିହ୍ନଟ କରାଯାଇପାରିବ । କିଟ୍ ପହଂଚିବା ପରେ ଡ୍ରାଏ ରନ ଆରମ୍ଭ ହୋଇଛି । ଏହା ଠିକ ଅଛି ନା…
ରାତି ଅଧରେ ଏହି ଅଭିନେତ୍ରୀଙ୍କୁ ନିଦରୁ ଉଠାନ୍ତି ସଲମାନ୍
ଅଭିନେତ୍ରୀ ଲାରା ଦତ୍ତଙ୍କୁ ‘ବେଲ୍ବଟମ’ ଫିଲ୍ମରେ ଶେଷଥର ଦେଖିବାକୁ ମିଳିଥିଲା। ଯେଉଁଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଥିଲେ। ଏବେ ତାଙ୍କୁ ‘ଜି୫’ରେ ରିଲିଜ ହୋଉଥିବା ‘କୌନ ବାନେଗା ଶିଖରବତୀ’ ଧାରାବାହିକରେ ଦେଖିବାକୁ ମିଳିବ । ସେଥିରେ…
ବାପାଙ୍କୁ ନେଇ ଚିନ୍ତାରେ ଶାହିର
ବମ୍ବେ: ବାପାଙ୍କୁ ନେଇ ଚିନ୍ତାରେ ଅଛନ୍ତି ଟେଲି ଅଭିନେତା ଶାହିର ଶେଖ। କାରଣ ସେ କରୋନା ସଂକ୍ରମିତ ହୋଇ ଏବେ ଭେଣ୍ଟିଲେଟରରେ। ସ୍ବାସ୍ଥ୍ୟରେ ଅବନତି ହେତୁ ବାପାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅଭିନେତା ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି। କାମ ବିଷୟରେ କଥା…
କୋଟିକୋଟି ଟଙ୍କାର ମାଲିକ ଧନୁଷ: ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି…
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଧନୁଷ ବର୍ତ୍ତମାନ ସ୍ତ୍ରୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କଠାରୁ ବିବାହ ବିଚ୍ଛେଦ ପରେ ଚର୍ଚ୍ଚାକୁ ଆସିଛନ୍ତି। ଦୁହେଁ ଅଲଗା ହେବାପରେ ମଧ୍ୟ ଉଭୟଙ୍କର ନେଟୱର୍ଥ ଖୁବ ଅଧିକ । ଧନୁଷ ନିଜ ପ୍ରତିଭା ବଳରେ କୋଟି କୋଟି ଟଙ୍କା…
ମୁଲାୟମଙ୍କ ସାନ ବୋହୂ ଧରିଲେ ପଦ୍ମ …
ଲକ୍ଷ୍ନୌ, ୧୯।୧ : ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ବଦଳ ଆରମ୍ଭ ହୋଇଛି। ଅସନ୍ତୁଷ୍ଟ ନେତା ନିଜ ଦଳର ବାଡ଼ ଡ଼େଇଁ ଅନ୍ୟ ଶିବିରରେ ଯୋଗଦେବାରେ ଲାଗିଛନ୍ତି। ବୁଧବାର ସମାଜବାଦୀ ନେତା ମୁଲାୟମ୍ ସିଂ ଯାବଦଙ୍କ ସାନବୋହୂ ଅପର୍ଣା ଯାଦବ…
ଆଜି ନାମାଙ୍କନ ଦାଖଲର ତୃତୀୟ ଦିନ
ଭୁବନେଶ୍ୱର,୧୯।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ତୃତୀୟ ଦିନ। ମଙ୍ଗଳବାର ନୋମିନେସନର ଦ୍ବିତୀୟ ଦିନରେ ମୋଟ ୧୩ ହଜାର ୩ ଶହ ୫୬ ଜଣ ପାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେଥିମଧ୍ୟରୁ ୧୦ହଜାର ୭ ଶହ…
ରାଜ୍ୟରୁ ପୁଣି ୬ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୪୯୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ…
ଓଡ଼ିଶାରେ ପହଞ୍ଚିଲା ଓମିକ୍ରନ ଟେଷ୍ଟିଂ କିଟ୍
ଭୁବନେଶ୍ୱର,୧୯।୧(ବ୍ୟୁରୋ): ଓମିକ୍ରନ ଟେଷ୍ଟିଂ କିଟ୍ ଓମିସିୟୋର ଓଡ଼ିଶାରେ ପହଞ୍ଚିଛି। ଏଣିକି ରାଜ୍ୟରେ ଓମିକ୍ରନ ଟେଷ୍ଟ ସହଜ ହେବ । ଓମିକ୍ରନ ଟେଷ୍ଟିଂ କିଟ୍ ଓଡ଼ିଶାରେ ପହଞ୍ଚିବା ପରେ ଆଉ ଜେନମ ସିକ୍ୱେନ୍ସିଂ କରିବା ଆବଶ୍ୟକ ପଡିବନି । ପ୍ରଥମ ପର୍ଯ୍ୟାୟରେ କିଛି…
୧୧ ହଜାର ଉପରେ ଦୈନିକ ସଂକ୍ରମଣ: ଆଜି ୧୧୬୦୭ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ବୁଧବାର ରାଜ୍ୟରେ ୧୧୬୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯୧ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୬୭୨୮ ଜଣ…
ଆଉ ୨ ଦିନ ଅସମ୍ଭାଳ ଶୀତ: ୨୧ରୁ ପୁଣି ବର୍ଷା
ଭୁବନେଶ୍ୱର,୧୯।୧(ବ୍ୟୁରୋ): ଶୀତରେ ଥରୁଛି ଓଡ଼ିଶା । ରାଜ୍ୟରେ ରାତି ତାପମାତ୍ରାରେ ଆଗାମୀ ୨ ଦିନ ଯାଏ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ମାତ୍ର ପରବର୍ତ୍ତୀ ୩ ଦିନ ରାତି ତାପମାତ୍ରା ୩ ରୁ ୪ ଡ଼ିଗ୍ରୀ ଯାଏ ବୃଦ୍ଧି ପାଇବା…
ଦ୍ୱିତୀୟ ଦିନରେ ୬୦୩ ପ୍ରାର୍ଥୀଙ୍କ ନାମାଙ୍କନ
ଖୋର୍ଦ୍ଧା ଅଫିସ,୧୯।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଜାରି ରହିଛି। ମଙ୍ଗଳବାର ନାମାଙ୍କନ ଦାଖଲର ଦ୍ୱିତୀୟ ଦିନରେ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲା ପରିଷଦରେ ମୋଟ ୬୦୩ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେଥିରୁ ଓ୍ବାର୍ଡମେମ୍ବର…
Archives


